ମଣିପୁରରେ ଆସାମ ରାଇଫଲ୍ସକୁ ନେଇ ଆରମ୍ଭ ହେଲା ନୂଆ ବିବାଦ । ଜାଣନ୍ତୁ ମଣିପୁର ପୋଲିସ କାହିଁକ ଆସାମ ରାଇଫଲ୍ସ ବିରୋଧରେ ରୁଜୁ କଲା ମାମଲା

କନକ ବ୍ୟୁରୋ : ମଣିପୁରରେ କୁକୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଲାଗି ରହିଥିବା ହିଂସାରେ ଏବେ ସାରା ମଣିପୁର ଜଳୁଛି । ଏହାରି ମଧ୍ୟରେ ମଣିପୁର ପୋଲିସ ଓ ଆସାମ ରାଇଫଲ୍ସ ମଧ୍ୟରେ ପୁଣି ଏକ ନୂଆ ବିବାଦ ଦେଖିବାକୁ ମିଳିଛି । ମଣିପୁର ପୋଲିସ ଅଭିଯୋଗ କରିଛି କି ଆସାମ ରାଇଫଲ୍ସ ପୋଲିସର ଅପରେଶନ ଉପରେ ବାଧା ସୃଷ୍ଟି କରୁଛି । ଏନେଇ ଅଗଷ୍ଟ ୫ ତାରିଖରେ ମଣିପୁର ପୋଲିସ ଆସାମ ରାଇଫଲ୍ସ ବିରୋଧରେContinue reading “ମଣିପୁରରେ ଆସାମ ରାଇଫଲ୍ସକୁ ନେଇ ଆରମ୍ଭ ହେଲା ନୂଆ ବିବାଦ । ଜାଣନ୍ତୁ ମଣିପୁର ପୋଲିସ କାହିଁକ ଆସାମ ରାଇଫଲ୍ସ ବିରୋଧରେ ରୁଜୁ କଲା ମାମଲା”

ବାରଗର୍ଲ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲା : ଆସିଲା ସିଡିଆର ରିପୋର୍ଟ; ଭିସେରା ରିପୋର୍ଟକୁ ଅପେକ୍ଷା

କନକ ବ୍ୟୁରୋ : ବାରଗର୍ଲ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲା । ପୋଲିସ ହାତରେ ଲାଗିଲା କଲ୍ ଡିଟେଲ ରିପୋର୍ଟ । କଲ ଡିଟେଲ୍ ରିପୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା । ମୃତ୍ୟୁ ପୂର୍ବରୁ କାହା ସହ କଥା ହୋଇଥିଲେ ଶୁଭଲକ୍ଷ୍ମୀ । ତାହା ଜାଣିବାକୁ ସିଡିଆର ରିପୋର୍ଟ ମଗାଇଥିଲା ପୋଲିସ । ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏବେ ଭିସେରା ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି । ଦ୍ୱିତୀୟContinue reading “ବାରଗର୍ଲ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲା : ଆସିଲା ସିଡିଆର ରିପୋର୍ଟ; ଭିସେରା ରିପୋର୍ଟକୁ ଅପେକ୍ଷା”

‘ଜିଓ’ରୁ ୪୧ ହଜାରରୁ ଅଧିକ କର୍ମଚାରୀ ଛାଡିଲେଣି ଚାକିରି, ରିଲିଆନ୍ସ କମ୍ପାନୀ ଛାଡିଲେଣି ୧.୬୭ ଲକ୍ଷ କର୍ମଚାରୀ

କନକ ବ୍ୟୁରୋ : ଆର୍ଥିକ ବର୍ଷ ୨୦୨୩ରେ ରିଲିଆନ୍ସ କମ୍ପାନୀରୁ ମୋଟ ୧,୬୭,୩୯୧ ଜଣ କର୍ମଚାରୀ ନିଜ ଇଚ୍ଛାରେ ଚାକିରି ଛାଡିଛନ୍ତି । ଏଥିମଧ୍ୟରୁ ୪୧,୮୧୮ ଜଣ କର୍ମଚାରୀ ଜିଓ କମ୍ପାନୀରେ କାମ କରୁଥିଲେ । ବାକି ୧,୧୯,୨୨୯ ଜଣ କର୍ମଚାରୀ ରିଲିଆନ୍ସ ରିଟେଲରେ କାମ କରୁଥିôଲେ । ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । କେବଳ ଚଳିତ ଆଥିର୍କ ବର୍ଷ ନୁହେଁ ବରଂ ୨୦୨୨-୨୩ ଆର୍ଥିକ ବର୍ଷରେ ରିଲିଆନ୍ସ ଇଣ୍ଡଷ୍ଟ୍ରିଜରୁContinue reading “‘ଜିଓ’ରୁ ୪୧ ହଜାରରୁ ଅଧିକ କର୍ମଚାରୀ ଛାଡିଲେଣି ଚାକିରି, ରିଲିଆନ୍ସ କମ୍ପାନୀ ଛାଡିଲେଣି ୧.୬୭ ଲକ୍ଷ କର୍ମଚାରୀ”

ମଣିପୁର ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ: ରାବଣର ଉଦାହରଣ ଦେଇ କହିଲେ, ଦୁଇ ଜଣଙ୍କ କଥା ଶୁଣୁଛନ୍ତି ମୋଦୀ

କନକ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ । ମଣିପୁର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ । କହିଲେ, ମଣିପୁରରେ ପୂରା ଭାରତକୁ ହତ୍ୟା କରାଯାଇଛି । ଯେଉଁଭଳି ରାବଣ କେବଳ ୨ ଜଣଙ୍କ କଥା ଶୁଣୁଥିଲେ, ଜଣେ ମେଘନାଦ ଅନ୍ୟ ଜଣେ କୁମ୍ଭକର୍ଣ୍ଣ । ସେହିଭଳି ମୋଦୀ ମଧ୍ୟ କେବଳ ଅମିତ ଶାହା ଓ ଆଦାନୀଙ୍କ କଥା ଶୁଣୁଛନ୍ତି । ରାବଣର ଅହଙ୍କାର ଯୋଗୁଁ ଲଙ୍କା ଭସ୍ମ ହୋଇଥିଲା ।Continue reading “ମଣିପୁର ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ: ରାବଣର ଉଦାହରଣ ଦେଇ କହିଲେ, ଦୁଇ ଜଣଙ୍କ କଥା ଶୁଣୁଛନ୍ତି ମୋଦୀ”

ରାହୁଲଙ୍କୁ କଡା ଜବାବ ଦେଲେ ସ୍ମୃତି ଇରାନୀ: କହିଲେ, ମଣିପୁର ବିଭାଜିତ ନୁହେଁ, ଦେଶର ଅଭିନ୍ନ ଅଙ୍ଗ

କନକ ବ୍ୟୁରୋ: ସଂସଦ ଆରମ୍ଭରୁ ଆଜି ହଙ୍ଗାମା ଆରମ୍ଭ ହୋଇଛି । ପ୍ରଥମେ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ରାହୁଲ ଗାନ୍ଧୀ । ଏହାପରେ ସଂସଦରେ ରାହୁଲ ଗାନ୍ଧୀଙ୍କୁ କଡା ଜବାବ ଦେଲେ ସ୍ମୃତି ଇରାନୀ । କହିଲେ, ତାଳି ମାରୁଥିବା କଂଗ୍ରେସ ମନରେ ରହିଛି ବେଇମାନୀ । ମଣିପୁର ବିଭାଜିତ ନୁହେଁ, ଏହା ଦେଶର ଅଭିନ୍ନ ଅଙ୍ଗ । କଂଗ୍ରେସ କଣ ଦେଶର ବିଭାଜନ ଚାହୁଁଛି କି? କଣ ଭାରତ କେବଳContinue reading “ରାହୁଲଙ୍କୁ କଡା ଜବାବ ଦେଲେ ସ୍ମୃତି ଇରାନୀ: କହିଲେ, ମଣିପୁର ବିଭାଜିତ ନୁହେଁ, ଦେଶର ଅଭିନ୍ନ ଅଙ୍ଗ”

ମଣିପୁର ପ୍ରସଙ୍ଗରେ ସଂସଦରେ ଗର୍ଜିଲେ ରାହୁଲ ଗାନ୍ଧୀ । କହିଲେ, ସେନା ଗୋଟିଏ ଦିନରେ ମଣିପୁରରେ ଫେରାଇଆଣିବ ଶାନ୍ତି

କନକ ବ୍ୟୁରୋ : ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ନେଇ ଚାଲିଥିବା ବିତର୍କରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଗ ନେଇ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଲୋକସଭା ସାଂସଦ ପଦ ଫେରିପାଇବା ପରେ ପ୍ରଥମଥର ପାଇଁ ଆଜି ସେ ସଂସଦରେ ନିଜ ମତ ରଖିଛନ୍ତି । ପ୍ରଥମେ ସେ ଭାରତ ଯୋଡ ଯାତ୍ରାର ଅନୁଭୂୂତି ବାବଦରେ କହିବା ପରେ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ଋାହୁଲContinue reading “ମଣିପୁର ପ୍ରସଙ୍ଗରେ ସଂସଦରେ ଗର୍ଜିଲେ ରାହୁଲ ଗାନ୍ଧୀ । କହିଲେ, ସେନା ଗୋଟିଏ ଦିନରେ ମଣିପୁରରେ ଫେରାଇଆଣିବ ଶାନ୍ତି”

ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା : ୨୧ଶିକାରୀ ଗିରଫ, ୧୬୫ଟି ଦେଶୀ ବନ୍ଧୁକ ଜବତ; ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

କନକ ବ୍ୟୁରୋ : ଶିମିଳିପାଳ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନରେ ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା । ଫରେଷ୍ଟର ମାଥି ହାଁସଦାଙ୍କ ଶିକାରୀ ଗୁଳିରେ ମୃତ୍ୟୁ ଘଟିବା ପରେ ଜୁନ ୧୮ ତାରିଖରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଏଥିରେ ଜିଲ୍ଲାର ୧୪ଟି ଥାନାରେ ୨୧ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ୧୬୫ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି କାରଖାନା ମଧ୍ୟ ଜବତ କରାଯାଇଛି । ଏହା ସହିତ ୫୦୦ ଗନ ପାଉଡର, ବଜ୍ରକାପ୍ତାContinue reading “ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା : ୨୧ଶିକାରୀ ଗିରଫ, ୧୬୫ଟି ଦେଶୀ ବନ୍ଧୁକ ଜବତ; ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି”

ରାହୁଲଙ୍କ ଟାର୍ଗେଟରେ ମୋଦୀ ସରକାର: କହିଲେ, ମଣିପୁରରେ ପୂରା ଭାରତକୁ ହତ୍ୟା କରାଯାଇଛି

କନକ ବ୍ୟୁରୋ: ଅବିଶ୍ୱାସ ପ୍ରସ୍ତାବର ଦ୍ୱିତୀୟ ଦିନରେ ଆଜି ପାର୍ଲାମେଣ୍ଟରେ ହଙ୍ଗମା ଦେଖିବାକୁ ମିଳିଛି । ଅବିଶ୍ୱାସ ପ୍ରସ୍ତାବ ଉପରେ ନିଜ ମତ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହାସହ ମଣିପୁର ଘଟଣାରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମଣିପୁର ଯାଇନାହାନ୍ତି । କାରଣ ତାଙ୍କ ପାଇଁ ମଣିପୁର ଭାରତରେ ନାହିଁ । ମଣିପୁରରେ ଭାରତ ମାତାଙ୍କ ହତ୍ୟା କରାଯାଇଛି । ମଣିପୁରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି,Continue reading “ରାହୁଲଙ୍କ ଟାର୍ଗେଟରେ ମୋଦୀ ସରକାର: କହିଲେ, ମଣିପୁରରେ ପୂରା ଭାରତକୁ ହତ୍ୟା କରାଯାଇଛି”

ବାଚସ୍ପତିଙ୍କୁ ଧନ୍ୟବାଦ, ବିଜେପି ବନ୍ଧୁଙ୍କୁ ଡରିବାର ଆବଶ୍ୟକତା ନାହିଁ । ଲୋକସଭାରେ କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ?

କନକ ବ୍ୟୁରୋ : ମୋଦୀ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ଲୋକସଭାରେ ଭାଷଣ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପୁଣିଥରେ ଲୋକସଭା ସଦସ୍ୟତା ଫେରାଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇ ରାହୁଲ କହିଛନ୍ତି, ଗତଥର ଭାଷଣ ସମୟରେ ଅଦାନୀଙ୍କ ଉପରେ ଏତେ ଫୋକସ କରିଥିଲି ଯେ, ବିଜେପି ନେତାଙ୍କୁ ଭାରି କଷ୍ଟ ହେଲା । କିନ୍ତୁ ମୁଁ କେବଳ ସତ ହିଁ କହିଥିଲି । କିନ୍ତୁ ଆଜି ବିଜେପିର ବନ୍ଧୁଙ୍କୁ ଡରିବାରContinue reading “ବାଚସ୍ପତିଙ୍କୁ ଧନ୍ୟବାଦ, ବିଜେପି ବନ୍ଧୁଙ୍କୁ ଡରିବାର ଆବଶ୍ୟକତା ନାହିଁ । ଲୋକସଭାରେ କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ?”

ଏଏସଓ ଚୟନ ପ୍ରକ୍ରିୟାରେ ରୋକ୍ ଲଗାଇଲେ ହାଇକୋର୍ଟ : ଜବାବ ଦାଖଲ କରିବାକୁ ଓପିଏସସିକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଏଏସଓ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ । ପୂର୍ବରୁ ଦେଇଥିବା ରାୟର ପୁର୍ନବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଏସଓ ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପରୀକ୍ଷା ବାତିଲ କରବାକୁ କୋର୍ଟରେ ଆବେଦନ କରିଥିଲେ ଆଶାୟୀ । କିନ୍ତୁ କୋର୍ଟ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇନଥିଲେ । ଏନେଇ ମେ ୧୯ ତାରିଖରେ ରାୟ ଶୁଣାଇଥିଲେ ହାଇକୋର୍ଟ । ଏହି ରାୟର ପୁର୍ନବିଚାର କରିବାକୁ କିଛିContinue reading “ଏଏସଓ ଚୟନ ପ୍ରକ୍ରିୟାରେ ରୋକ୍ ଲଗାଇଲେ ହାଇକୋର୍ଟ : ଜବାବ ଦାଖଲ କରିବାକୁ ଓପିଏସସିକୁ ନିର୍ଦ୍ଦେଶ”

Design a site like this with WordPress.com
Get started