କନକ ବ୍ୟୁରୋ : ଝାରସୁଗୁଡା ଏଡିଜେ କୋର୍ଟରେ ଗୋପାଳ ଦାସ ହାଜର । ନିଜସ୍ୱ ଓକିଲ ନିଯୁକ୍ତ କଲା ଗୋପାଳ ଦାସ । ମହେଶ ଜେନାଙ୍କୁ ଓକିଲ ନିଯୁକ୍ତ କଲା ଗୋପାଳ । ପୂର୍ବରୁ ସରକାରୀ ଓକିଲ ନରେଶ ନାୟକଙ୍କ ନିଯୁକ୍ତ କରିଥିଲେ କୋର୍ଟ । ପୂର୍ବ ଶୁଣାଣି ବେଳେ ଓକିଲ ନଥିବା ଗୋପାଳ କହିଥିଲା । The post ଝାରସୁଗୁଡା ଏଡିଜେ କୋର୍ଟରେ ଗୋପାଳ ଦାସ ହାଜର : ନିଜସ୍ୱ ଓକିଲ ନିଯୁକ୍ତ କଲା ଗୋପାଳContinue reading “ଝାରସୁଗୁଡା ଏଡିଜେ କୋର୍ଟରେ ଗୋପାଳ ଦାସ ହାଜର : ନିଜସ୍ୱ ଓକିଲ ନିଯୁକ୍ତ କଲା ଗୋପାଳ ଦାସ”
Tag Archives: News
କ୍ରିପ୍ଟୋରେ ନିବେଶ ନାଁରେ ହଜାରେ କୋଟି ଟଙ୍କାର ଠକେଇ ମାମଲା : ବଲିଉଡ, ବିଦେଶ ଲିଙ୍କ ଓ ଆର୍ଥିକ କାରବାର ନେଇ ଦୁଇ ଅଭିଯୁକ୍ତଙ୍କୁ ମାରାଥନ ଜେରା
କନକ ବ୍ୟୁରୋ : କ୍ରିପ୍ଟୋରେ ନିବେଶ ନାଁରେ ହଜାରେ କୋଟି ଟଙ୍କାର ଠକେଇ ମାମଲା । ବଲିଉଡ, ବିଦେଶ ଲିଙ୍କ ଓ ଆର୍ଥିକ କାରବାର ନେଇ ଦୁଇ ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ଅର୍ଥନୈତିକ ଅପରାଧ ଶାଖା । ଗୋବିନ୍ଦାଙ୍କ ବ୍ୟତିତ ଆଉ କେଉଁ ଅଭିନେତା, ଅଭିନେତ୍ରୀ ପ୍ରଚାର କରୁଥିଲେ ତାହାର ଖୋଳତାଡ ଜାରି ରହିଛି । ଜେରାର ପ୍ରଥମ ଦିନରେ ଦୁଇ ଅଭିଯୁକ୍ତଙ୍କୁ ବଲିଉଡ ଲିଙ୍କ ନେଇ ଜୋରଦାର ପଚରାଉଚରା କରାଯାଇଛି । ଗୋବିନ୍ଦାଙ୍କ ବ୍ୟତିତContinue reading “କ୍ରିପ୍ଟୋରେ ନିବେଶ ନାଁରେ ହଜାରେ କୋଟି ଟଙ୍କାର ଠକେଇ ମାମଲା : ବଲିଉଡ, ବିଦେଶ ଲିଙ୍କ ଓ ଆର୍ଥିକ କାରବାର ନେଇ ଦୁଇ ଅଭିଯୁକ୍ତଙ୍କୁ ମାରାଥନ ଜେରା”
ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେପି ସାଂସଦଙ୍କ ପ୍ରତିବାଦ : ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଇଣ୍ଡିଆ ମେଣ୍ଟ ବିରୋଧରେ ବିକ୍ଷୋଭ
କନକ ବ୍ୟୁରୋ : ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ବିଜେପି ସାଂସଦ ପ୍ରତିବାଦ କରିଛନ୍ତି । ବିରୋଧୀ ଇଣ୍ଡିଆ ମେଣ୍ଟ ବିରୋଧରେ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ପ୍ରତିବାଦ କରିଛନ୍ତି ବିଜେପି ସାଂସଦ । ବଂଶବାଦ ରାଜନୀତି ଭାରତ ଛାଡ଼, ଦୁର୍ନୀତି ଭାରତ ଛାଡ ଆଦି ସ୍ଲୋଗାନ ଦେବା ସହ ହୋହାଲ୍ଲା କରିଛନ୍ତି ବିଜେପି ସାଂସଦ । ଏବଂ ତୁଷ୍ଟିକରଣ ରାଜନୀତି ଭାରତ ଛାଡ ବୋଲି ସ୍ଲୋଗାନ ଦେଇଛନ୍ତି । ସେପଟେ, ଆଜି ଲୋକସଭାରେ କଂଗ୍ରେସContinue reading “ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେପି ସାଂସଦଙ୍କ ପ୍ରତିବାଦ : ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଇଣ୍ଡିଆ ମେଣ୍ଟ ବିରୋଧରେ ବିକ୍ଷୋଭ”
ଟମାଟୋ ବିକି କୋଟିପତି । କିଣିଲେ ଦାମୀ SUV କାର୍
କନକ ବ୍ୟୁରୋ : ସାଧାରଣ ଲୋକଙ୍କୁ ଟମାଟୋ କିଣି ଖାଇବାକୁ ବାଧୁଥିବା ବେଳେ, ଟମାଟୋ ଚାଷ କରି ମାଲାମାଲ ହୋଇଛନ୍ତି ବ୍ୟବାସାୟୀ । ଏହିଭଳି ଜଣେ ଟାମାଟୋ ଚାଷି ଏବେ ଟମାଟୋ ବିକ୍ରି କରି କୋଟିପତି ହୋଇଯାଇଛନ୍ତି । କିଣିଛନ୍ତି ଏକ ଦାମୀ କାର୍ । କର୍ଣ୍ଣାଟକର ରାଜେସ୍ ନାମକ ଜଣେ ବ୍ୟକ୍ତି ଟମାଟୋ ଚାଷ କରିଥିଲେ । ରାଜେସ୍ ପାଖାପାଖି ୧୨ ଏକର ଜମିରେ ଟମାଟୋ ଚାଷ କରିଥିଲେ । ସେ ଭାବିନଥିଲେ କି, ଟମାଟୋContinue reading “ଟମାଟୋ ବିକି କୋଟିପତି । କିଣିଲେ ଦାମୀ SUV କାର୍”
୨ ଦେଶୀ ବନ୍ଧୁକ ସହ ବଜ୍ରକାପ୍ତା କାତି ଜବତ : ବାପ ଝିଅ ସମେତ ୫ ଜଣଙ୍କୁ ଗିରଫ କଲା ବନବିଭାଗ
କନକ ବ୍ୟୁରୋ : ଦୁଇ ଦେଶୀ ବନ୍ଧୁକ ସହ ବଜ୍ରକାପ୍ତା କାତି ଜବତ । ଘଟଣାରେ ବାପ ଝିଅ ସମେତ ୫ ଜଣଙ୍କୁ ଗିରଫ କରିଛି ବନବିଭାଗ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନଖଣ୍ଡର ପଦ୍ମତୋଳା ଗାଁରେ ଶିକାରୀ ଲୁଚିଥିବା ଖବର ପାଇ ୨ଟି ସ୍ଥାନର ଚଢ଼ାଉ କରିଥିଲା ବନବିଭାଗ । ବାପା ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀଙ୍କୁ ଗିରଫ କରିଛି । ସର୍ଚ୍ଚ ଅପରେସନ ସମୟରେ ଶିକାରୀ ଘରୁ ଗୋଟିଏ ଦେଶୀContinue reading “୨ ଦେଶୀ ବନ୍ଧୁକ ସହ ବଜ୍ରକାପ୍ତା କାତି ଜବତ : ବାପ ଝିଅ ସମେତ ୫ ଜଣଙ୍କୁ ଗିରଫ କଲା ବନବିଭାଗ”
ଦୁର୍ଘଟଣାରେ କଲରାପତରିଆ ବାଘର ମୃତ୍ୟୁ : ଛଟପଟ ହେଉଥିବା ଆହତ ବାଘ ପାଖକୁ ଡରରେ ଗଲେନି ବନ କର୍ମଚାରୀ
କନକ ବ୍ୟୁରୋ : ଦୁର୍ଘଟଣାରେ କଲରାପତରିଆର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଆହତ ହୋଇଥିବା କଲରାପତରିଆ ବାଘକୁ ଉଦ୍ଧାର କରାଯାଇଥିଲା । ବଡ଼ କଥା ହେଉଛି ଆଘାତ ପାଇ ଛଟପଟ ହେଉଥିବା ଆହତ ବାଘ ପାଖକୁ ଡରରେ ଗଲେନି ବନବିଭାଗ କର୍ମଚାରୀ । ବାଘଟିର ମୃତ୍ୟୁ ପରେ ପଶୁ ଚିକିତ୍ସାଳୟ ନିଆଯାଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ କୌଣସିContinue reading “ଦୁର୍ଘଟଣାରେ କଲରାପତରିଆ ବାଘର ମୃତ୍ୟୁ : ଛଟପଟ ହେଉଥିବା ଆହତ ବାଘ ପାଖକୁ ଡରରେ ଗଲେନି ବନ କର୍ମଚାରୀ”
ଜଳଯନ୍ତ୍ରଣାର ଅଭାବନୀୟ ଚିତ୍ର : ଭରାନାଳ ପାରି ହେଲେ ମିଳୁଛି ପିଇବା ପାଣି; ରାସ୍ତା ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସବୁ ଠପ୍
କନକ ବ୍ୟୁରୋ : ଭରାନାଳ ପାର ହେଲେ ମିଳେ ପିଇବା ପାଣି । ପାଣି ପାଇଁ ପାଣି ଭିତରେ ଯିବାକୁ ପଡେ । ଜଳଯନ୍ତ୍ରଣାର ଏପରି ଏକ ଅଭାବନୀୟ ଚିତ୍ର ଆସିଛି ସୁନ୍ଦରଗଡ଼ ଜିଲ୍ଲା ଗୋପାଳପୁର ପଞ୍ଚାୟତର ନାକଟିଦେଉଳ ଅଞ୍ଚଳରୁ । ଗାଁ ଲୋକଙ୍କ ବଡ଼ ଦୁଃଖ ହେଉଛି ଗାଁ ମୁଣ୍ଡରେ ଥିବା ନାଳ । ବର୍ଷା ଦିନ ହେଲେ ନାଳଟି ଭରିଯାଏ । ଗାଁରେ ଥିବା ନଳକୂଅରେ ପିଇବା ଅଯୋଗ୍ୟ ଗୋଳିଆ ପାଣି ବାହାରିଥାଏ ।Continue reading “ଜଳଯନ୍ତ୍ରଣାର ଅଭାବନୀୟ ଚିତ୍ର : ଭରାନାଳ ପାରି ହେଲେ ମିଳୁଛି ପିଇବା ପାଣି; ରାସ୍ତା ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସବୁ ଠପ୍”
ଭାରତଠୁ ଲଢୁଆ ବିମାନ ଓ ମିସାଇଲ୍ କିଣିବ ଆମେରିକାର ପଡୋଶୀ ରାଷ୍ଟ୍ର । ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢୁଛି ଭାରତ
କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ର ହେଉ କି ଅନ୍ୟାନ୍ୟ କ୍ଷେତ୍ର, ଭାରତ ଦୁନିଆରେ ଆଗକୁ ବଢିବା ପାଇଁ ନିଜର ଟାର୍ଗେଟ ସେଟ୍ କରିସାରିଛି । ଅସ୍ତ୍ରଶସ୍ତ୍ର ନିର୍ମାଣ ମାମଲାରେ ଭାରତ କେବଳ ଆତ୍ମନିର୍ଭରଶୀଳ ହେଉଛି ତା ନୁହେଁ ଅସ୍ତ୍ରଶସ୍ତ୍ର ନିର୍ମାଣରେ ନିଜର ଦବଦବା ବନାଇବାକୁ ଚାହୁଁଛି ଭାରତ । ଆଉ ଏହାର ପ୍ରତିଫଳନ ଏବେ ଦେଖିବାକୁ ମିଳିଛି । ଆମେରିକାର ପଡୋଶୀ ରାଷ୍ଟ୍ର ଭରତଠୁ ଅସ୍ତ୍ରଶସ୍ତ୍ର କିଣିବାକୁ ଯାଉଛି । ଭାରତ ନିର୍ମିତ ଦୁନିଆର ସବୁଠୁContinue reading “ଭାରତଠୁ ଲଢୁଆ ବିମାନ ଓ ମିସାଇଲ୍ କିଣିବ ଆମେରିକାର ପଡୋଶୀ ରାଷ୍ଟ୍ର । ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢୁଛି ଭାରତ”
ପୁଣିଥରେ ଭାରତ ଛାଡ ଆନ୍ଦୋଳନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ । ଧର୍ମେନ୍ଦ୍ର କହିଲେ, ଭ୍ରଷ୍ଟାଚାର, ବଂଶବାଦ ଓ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ହେବ ଆନ୍ଦୋଳନ ।
କନକ ବ୍ୟୁରୋ : ଭାରତ ଛାଡ ଆନ୍ଦୋଳନ ଡାକରାର ୮୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶରେ ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଗାଁ, ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ଏହି ଆନ୍ଦୋଳନକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ଅପିଲ୍ କରିଛନ୍ତି ଧର୍ମେନ୍ଦ୍ର । ଏହିContinue reading “ପୁଣିଥରେ ଭାରତ ଛାଡ ଆନ୍ଦୋଳନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ । ଧର୍ମେନ୍ଦ୍ର କହିଲେ, ଭ୍ରଷ୍ଟାଚାର, ବଂଶବାଦ ଓ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ହେବ ଆନ୍ଦୋଳନ ।”
ଆଜି ନାଗାସାକି ଦିବସ । ମନେପଡେ ସେହି ପରମାଣୁ ଆକ୍ରମଣର ଧ୍ୱଂସକାରୀ ସ୍ମୃତି
କନକ ବ୍ୟୁରୋ: ଆଜି ସମଗ୍ର ବିଶ୍ବରେ ‘ନାଗାସାକି ଦିବସ’ ପାଳିତ ହେଉଛି। ୧୯୪୫ ଅଗଷ୍ଟ ୯ ତାରିଖରେ ଜାପାନର ନାଗାସାକି ସହର ଉପରେ ଆମେରିକା ପକାଇଥିବା ପରମାଣୁ ବୋମାର ଭୟଙ୍କର ପରିଣାମକୁ ସ୍ମରଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ। ଦ୍ବିତୀୟ ବିଶ୍ବଯୁଦ୍ଧ ଅବସରରେ ୧୯୪୫ ଅଗଷ୍ଟ ୬ ତାରିଖରେ ଜାପାନର ହିରୋସିମା ଉପରେ ଆମେରିକା ତାହାର ପ୍ରଥମ ପରମାଣୁ ବୋମା ‘ଲିଟିଲ୍ ବୟ’ ନିକ୍ଷେପ କରିଥିଲା। ଏହା ସତ୍ତେ୍ୱ ଜାପାନ ମିତ୍ରଶକ୍ତି ପାଖରେ ଆତ୍ମସମର୍ପଣ ନContinue reading “ଆଜି ନାଗାସାକି ଦିବସ । ମନେପଡେ ସେହି ପରମାଣୁ ଆକ୍ରମଣର ଧ୍ୱଂସକାରୀ ସ୍ମୃତି”