ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ । ପ୍ରଥମ ଦିନରୁ ହିଁ କେନ୍ଦ୍ରକୁ ଘେରିଲା ‘ଇଣ୍ଡିଆ’ ମେଂଟ

କନକ ବ୍ୟୁରୋ : ମଙ୍ଗଳବାରଠୁ ଲୋକସଭାରେ ଆରମ୍ଭ ହୋଇଛି ଅନାସ୍ଥା ପ୍ରସ୍ତାବ ଉପର ତର୍କ । ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ଆଜି କଂଗ୍ରେସ ପକ୍ଷରୁ ପ୍ରଥମେ ବକ୍ତବ୍ୟ ରଖିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ମୌନବ୍ରତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମଣିପୁର ପ୍ରସଙ୍ଗରେ ୩ଟି ପ୍ରଶ୍ନର ଉତର ଦାବି କରିଛି କଂଗ୍ରେସ । ସରକାର ରାଜଧର୍ମContinue reading “ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ । ପ୍ରଥମ ଦିନରୁ ହିଁ କେନ୍ଦ୍ରକୁ ଘେରିଲା ‘ଇଣ୍ଡିଆ’ ମେଂଟ”

କ୍ରିପଟୋ ଇନଭେଷ୍ଟମେଣ୍ଟ ନାଁରେ ବଡ ଠକେଇ। ହଜାର କୋଟିର ଚୂନା ଲଗାଇଲେ ଠକ

କନକ ବ୍ୟୁରୋ: କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହୋଇଛି ବଡଧରଣର ଠକେଇ । କେବଳ ଓଡିଶା ନୁହେଁ,ରାଜସ୍ଥାନ,ବିହାର.ଝାରଖଣ୍ଡ,ଦିଲ୍ଲୀ, ମଧ୍ୟପ୍ରଦେଶ,ମହାରାଷ୍ଟ୍ର ଭଳି ବିଭିନ୍ନ ରାଜ୍ୟର ଲୋକଙ୍କୁ ବଡ ଧରଣର ଚୁନା ଲଗାଇଛନ୍ତି ଠକ । ଗୁରତେଜ ସିଂ ସିଦ୍ଧୁ,ନିରୋଦ ଦାଶ । ଗୁରତେଜ ଏସଟିଏ କ୍ରିପଟୋ ଟୋକେନ ନାମକ ସଂସ୍ଥାର ମୁଖ୍ୟ ହୋଇଥିବା ବେଳେ ନିରୋଦ ହେଉଛି ଏହି ସଂସ୍ଥାର ଓଡିଶା ମୁଖ୍ୟ । କ୍ତିପ୍ଟୋ ଇନଭେଷ୍ଟମେଣ୍ଟନାମରେ ଏହି ସଂସ୍ଥା ଲୋକଙ୍କ ଠାରୁ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ଠକିବାContinue reading “କ୍ରିପଟୋ ଇନଭେଷ୍ଟମେଣ୍ଟ ନାଁରେ ବଡ ଠକେଇ। ହଜାର କୋଟିର ଚୂନା ଲଗାଇଲେ ଠକ”

ଅନୀଲ, ଅଙ୍କଲ ଓ ଡିଲବୟ। ନିଶାର ନମୁନା ପଛରେ ରହିଛି ରହସ୍ୟ?

କନକ ବ୍ୟୁରୋ: ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସରେ ନୂଆ ମୋଡ । ଦିନ ଯେତିକି ଗଡୁଛି , ସେତିକି ନୂଆ ନୂଆ ମୃତ୍ୟୁ ଥିଓରି ସାମ୍ନାକୁ ଆସୁଛି । ବୟଫ୍ରେଣ୍ଡ ବା ବାରର ଡିଲବୟ ସଞ୍ଜୟଙ୍କୁ ଜେରା ପରେ ଅଙ୍କଲ ଓ ଅନୀଲ ପଛରେ ପୁଲିସ । ମୃତ ଶୁଭଲକ୍ଷ୍ମୀଙ୍କ ମାଆ କହିଛନ୍ତି ଏହି ଅଙ୍କଲ ଓ ଅନୀଲ ଥିଓରୀ । ମାଆଙ୍କ ବୟାନ ଅନୁସାରେ, ମୃତ୍ୟୁ ପୂର୍ବରୁ ତାଙ୍କ ଝିଅ ଜୁଲାଇ ୩୦ ତାରିଖରେ ଭୁବନେଶ୍ୱର ଆସିContinue reading “ଅନୀଲ, ଅଙ୍କଲ ଓ ଡିଲବୟ। ନିଶାର ନମୁନା ପଛରେ ରହିଛି ରହସ୍ୟ?”

ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଡେରେକ ଓବ୍ରାଏନ୍। କହିଲେ ‘ନବୀନ ପଟ୍ଟନାୟକ ଜଣେ ସ୍ୱାର୍ଥପର ରାଜନେତା’

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଟିଏମସି ସାଂସଦ ଦେଇଥିବା ବୟାନ ରାଜ୍ୟ ରାଜନୀତିରେ ନିଆଁ ଲଗାଇଦେଇଛି । ସଂସଦରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ନିଷ୍ପତିକୁ ତୀବ୍ର ସମାଲୋଚନା କରିଛନ୍ତି ଡେରେକ ଓବ୍ରାୟନ । ବରିଷ୍ଠ ସାମ୍ବାଦିକ କରନ ଥାପାରଙ୍କୁ ସାକ୍ଷାତକାର ଦେଇ ଓବ୍ରାଏନ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ସ୍ୱାର୍ଥପର ରାଜନେତା । ଶେଷ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରହିବାକୁ ଚାହୁଁଛନ୍ତି । ନିଜକୁ ନିରପେକ୍ଷ କହୁଥିବା ନବୀନ ପଟ୍ଟନାୟକ,Continue reading “ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଡେରେକ ଓବ୍ରାଏନ୍। କହିଲେ ‘ନବୀନ ପଟ୍ଟନାୟକ ଜଣେ ସ୍ୱାର୍ଥପର ରାଜନେତା’”

ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ଆରମ୍ଭରୁ ହଙ୍ଗାମା, କେନ୍ଦ୍ରକୁ ଘେରିଲା ‘ଇଣ୍ଡିଆ’ ମେଣ୍ଟ। ଗୌରବ ଗୋଗୋଇ କହିଲେ, ମୌନବ୍ରତ ରଖିଛନ୍ତି ମୋଦୀ

କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ଆରମ୍ଭରୁ ହଙ୍ଗାମା । କେନ୍ଦ୍ରକୁ ଘେରିଲା ‘ଇଣ୍ଡିଆ’ ମେଣ୍ଟ । କଂଗ୍ରେସକୁ ଟାର୍ଗେଟ୍ କଲେ ଗୃହମନ୍ତ୍ରୀ । ଲାଗୁ୍ଥିଲା, ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ କରିବେ ରାହୁଲ ଗାନ୍ଧୀ । ଲୋକସଭା ବାଚସ୍ପତିଙ୍କୁ ଏନେଇ ନୋଟିସ୍ ମଧ୍ୟ ଦିଆସରିଥିଲା । ହେଲେ, ଶେଷ ମୂହୁର୍ତରେ ବଦଳି ଯାଇଥିଲା ରଣନୀତି । ରାହୁଲଙ୍କ ବଦଳରେ ଗୌରବ ଗୋଗୋଇ ଯେତେବେଳେ ବିତର୍କ ଆରମ୍ଭ କରିିଥିଲେ, ଲୋକସଭାରେ ଆରମ୍ଭContinue reading “ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ଆରମ୍ଭରୁ ହଙ୍ଗାମା, କେନ୍ଦ୍ରକୁ ଘେରିଲା ‘ଇଣ୍ଡିଆ’ ମେଣ୍ଟ। ଗୌରବ ଗୋଗୋଇ କହିଲେ, ମୌନବ୍ରତ ରଖିଛନ୍ତି ମୋଦୀ”

ଦ୍ୱନ୍ଦ୍ୱରେ ଓଡ଼ିଶା ବିଜେପି। ମୋଦୀଙ୍କ ବିକାଶର ବାର୍ତ୍ତ ନେଇ ଲୋକଙ୍କ ପାଖକୁ ଯିବ? ନା’ ନବୀନ ସରକାରଙ୍କ ବିଫଳତା କଥା କହିବ?

କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସି ନବୀନ ସରକାରଙ୍କୁ ପ୍ରଶଂସା କରିବାର କିଛି ଦିନ ପରେ କେନ୍ଦ୍ରର ମୋଦୀ ସରକାରଙ୍କୁ ପ୍ରଶଂସାରେ ପୋତିଦେଇଛନ୍ତି ବିଜେଡି ସାଂସଦ ପିକାନୀ ମିଶ୍ର । ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ବେଳେ ସଂଘୀୟ ଗଣତନ୍ତ୍ରର କଥା କହି, ମୋଦୀ ସରକାରଙ୍କ ଏକ ପ୍ରକାର ଗୁଣଗାନ କରିଛନ୍ତି । ଏମିତି କି ଅନାସ୍ଥା ଆଣିବାରେ ପ୍ରମୁଖ ଭୂମିକା ନେଇଥିବା କଂଗ୍ରେସକୁ ଅପଦସ୍ଥ କରିବାକୁ ଭୁଲିନାହାଁନ୍ତି । ଏଭଳି ସ୍ଥିତିରେ ସବୁଠୁ ଅଧିକContinue reading “ଦ୍ୱନ୍ଦ୍ୱରେ ଓଡ଼ିଶା ବିଜେପି। ମୋଦୀଙ୍କ ବିକାଶର ବାର୍ତ୍ତ ନେଇ ଲୋକଙ୍କ ପାଖକୁ ଯିବ? ନା’ ନବୀନ ସରକାରଙ୍କ ବିଫଳତା କଥା କହିବ?”

ସମଦୂରତା ନା ସାଲିସ! ପିନାକୀ କଲେ ମୋଦିଙ୍କ ପ୍ରଂଶସା, ସଂସଦରେ କହିଲେ ବୁଝାମଣାର ଭାଷା

କନକ ବ୍ୟୁରୋ: ପାର୍ଲାମେଣ୍ଟରେ ଅନାସ୍ଥା ପ୍ରସ୍ତାବ ଉପରେ ଭାଗନେଇ ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ରକୁ ସମର୍ଥନ ନେଇ ନିଜ ଦଳ ଅଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦିନେ ଯେଉଁ କେନ୍ଦ୍ରୀୟ ଅବହେଳା ଓ ସମଦୂରତ୍ୱ କଥା କହୁଥିଲା ବିଜେଡି, ସେହି ରାଜନୀତିରୁ ହଟି ମିଳିମିଶି କାମ କରିବାକୁ କହିଛନ୍ତି ବିଜେଡି ସାଂସଦ । ନବୀନ ଓ ଅମିତ ଶାହାଙ୍କ ଭେଟଘାଟ ପରେ ମିଳିମିଶି କାମ କରିବା କଥା କହିଛନ୍ତି ପିନାକୀ ମିଶ୍ର । ଲୋକସଭାରେ ପିନାକୀଙ୍କContinue reading “ସମଦୂରତା ନା ସାଲିସ! ପିନାକୀ କଲେ ମୋଦିଙ୍କ ପ୍ରଂଶସା, ସଂସଦରେ କହିଲେ ବୁଝାମଣାର ଭାଷା”

ମହାନଦୀରେ ଭାସିଗଲେ ୩ ଜଣ। ଦେବୀଦ୍ୱାର ଘାଟରେ ଜଣେ, ନରାଜରେ ଦୁଇ ଜଣ ନିଖୋଜ

କନକ ବ୍ୟୁରୋ: ମହାନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ । ଦେବୀଦ୍ୱାର ଘାଟରେ ଭାସିଯାଇଛନ୍ତି ଜଣେ ଯୁବକ । ଗୋଧୋଇବା ବେଳେ ପ୍ରଖର ସୁଅରେ ସେ ଭାସିଯାଇଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ସେପଟେ କଟକ ନରାଜରେ ୨ ଜଣ ଛାତ୍ର ବୁଡିଯାଇଛନ୍ତି । ଓଡ୍ରାଫ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି । The post ମହାନଦୀରେ ଭାସିଗଲେ ୩ ଜଣ। ଦେବୀଦ୍ୱାର ଘାଟରେ ଜଣେ, ନରାଜରେ ଦୁଇContinue reading “ମହାନଦୀରେ ଭାସିଗଲେ ୩ ଜଣ। ଦେବୀଦ୍ୱାର ଘାଟରେ ଜଣେ, ନରାଜରେ ଦୁଇ ଜଣ ନିଖୋଜ”

ବନ୍ଦ କୋଠରୀରେ ବନ୍ଦୀ ଯୁବତୀ। ଜୀବନ ସହ ସଂଘର୍ଷ କରୁଛନ୍ତି ନନ୍ଦିନୀ

କନକ ବ୍ୟୁରୋ: ବନ୍ଦୀ ଜୀବନ ବିତାଉଛନ୍ତି ଯାଜପୁର ସୁକିନ୍ଦା ବ୍ଲକ କାକୁଡିଆ ଗାଁର ନନ୍ଦିନୀ ଚାତର । ଚାରିଆଡେ ଅନ୍ଧାର । ଘର ସାରା ଖଣ୍ଡିଆଖାବରା । ଉପରେ ଆଜବେଷ୍ଟସ୍ ଭାଙ୍ଗି ଯାଇଛି । ଏଣେ ତେଣେ ପଡିଛି ବାସନକୁସନ ଓ ଅଳିଆ ଆବର୍ଜନା । ଆଉ ଅନ୍ଧାରୀ କୋଠରୀ ଭିତରେ ସୀମିତ ହୋଇଯାଇଛି ଜଣେ ୨୦ ବର୍ଷିୟ ଯୁବତୀଙ୍କ ଜୀବନ । ମାନସିକ ସ୍ଥିତି ବିଗିଡି ଯିବା ପରେ ନନ୍ଦିନୀଙ୍କ ଜୀବନ ଯନ୍ତ୍ରଣାରେ ବଦଳିଯାଇଛି ।Continue reading “ବନ୍ଦ କୋଠରୀରେ ବନ୍ଦୀ ଯୁବତୀ। ଜୀବନ ସହ ସଂଘର୍ଷ କରୁଛନ୍ତି ନନ୍ଦିନୀ”

ଅବହେଳିତ ଗଞ୍ଜାମ ଜିଲ୍ଲାର ଅଘୋରୀ ମଠ। ୮ଶହ ବର୍ଷର ପୁରୁଣା ମଠରେ ରହୁନାହାନ୍ତି ଅଘୋରୀ ବାବା

କନକ ବ୍ୟୁରୋ: ସୁକୁଣ୍ଡା ଗାଁର ଗୋକର୍ଣ୍ଣେଶ୍ୱର ମନ୍ଦିର ପଛପଟେ ରହିଛି ଅଘୋରୀ ପାହାଡ଼ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭାରା ପାହାଡ଼ରେ ରହିଛି ୮ଶହ ବର୍ଷର ପୁରୁଣା ଅଘୋରୀ ମଠ । ଅଘୋରୀ ବାବାମାନେ ଏଠାରେ ରହି ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ସହ ଚଣ୍ଡିପାଠ କରୁଥିଲେ । କିନ୍ତୁ ଗତ କିଛି ବର୍ଷ ହେବ କେହି ରହୁନାହାନ୍ତି । ମଠରେ ଦେବୀ ମାଆ ଓ ଜଗନ୍ନାଥଙ୍କ ମନ୍ଦିର ରହିଛି । କିନ୍ତୁ ମନ୍ଦିର ଭିତରର ଅବସ୍ଥା କହିଲେ ନସରେContinue reading “ଅବହେଳିତ ଗଞ୍ଜାମ ଜିଲ୍ଲାର ଅଘୋରୀ ମଠ। ୮ଶହ ବର୍ଷର ପୁରୁଣା ମଠରେ ରହୁନାହାନ୍ତି ଅଘୋରୀ ବାବା”

Design a site like this with WordPress.com
Get started