ଓଡିଶା ଆର୍ଥ୍ରାଇଟିସ ଆଣ୍ଡ ରୀଉମାଟୋଲୋଜି ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ “ଜାତୀୟ ଅସ୍ଥି ଏବଂ ଗଣ୍ଠିଦିବସ “ପାଳିତ

କନକ ବ୍ୟୁରୋ : ଅସ୍ଥି ଆମ ଶରୀରକୁ ଆକାର ଏବଂ ଗଠନ ପ୍ରଦାନ କରିଥାଏ, ଏବଂ ଗଣ୍ଠିଗୁଡ଼ିକ ଗତି ଓ ନମନୀୟତାକୁ ସହଜ କରିଥାଏ ଜ୍ଝ ବୟସ କିମ୍ବା କିଛି ଚିକିତ୍ସା ଅବସ୍ଥା ହେତୁ, ଅସ୍ଥି ଏବଂ ଗଣ୍ଠି ସମସ୍ୟା ଉପୁଜିପାରେ- ଯାହା ଅସ୍ୱାଭାବିକତା, ସୀମିତ ଗତିଶୀଳତା ଏବଂ ଅଷ୍ଟିଓଆର୍ଥ୍ରାଇଟିସ୍, ରିମାଟଏଡ୍ଆର୍ଥ୍ରାଇଟିସ୍, ଓ ଅଷ୍ଟିଓପୋରୋସି ଭଳି ଗୁରୁତର ଅବସ୍ଥା ସୃଷ୍ଟି କରିଥାଏ । ପ୍ରତିବର୍ଷ ଅଗଷ୍ଟମାସ ୪ ତାରିଖରେ ହାଡ ଓ ଗଣ୍ଠିବାତ ଜନିତ ସମସ୍ୟା ବିଷୟରେContinue reading “ଓଡିଶା ଆର୍ଥ୍ରାଇଟିସ ଆଣ୍ଡ ରୀଉମାଟୋଲୋଜି ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ “ଜାତୀୟ ଅସ୍ଥି ଏବଂ ଗଣ୍ଠିଦିବସ “ପାଳିତ”

ମୌଳିକ ସୁବିଧାରୁ ବଂଚିତ ଗଜପତି ଜିଲ୍ଲାର ଲାଇଲାଈ ଗାଁ। ଗଛ ଉପରେ ଚଢି ମୋବାଇଲରେ କଥା ହେଉଛନ୍ତି ଲୋକେ

କନକ ବ୍ୟୁରୋ: ମୋବାଇଲରେ କଥା ହେବାକୁ ହେଲେ ଗଛ ଚଢ଼ିବାକୁ ପଡ଼ିବ । ଘରୁ ବାହାରି ଗାଁ ମୁଣ୍ଡ ପାହାଡ଼ ଉପରକୁ ଆସିବାକୁ ପଡି଼ବ । ଗଛରେ ଚଢ଼ି ନେଟୱାର୍କ ଖୋଜିବାକୁ ପଡି଼ବ । ନଚେତ୍ ଗାଁରେ ନେଟୱାର୍କ ଆସିବ ନାହିଁ କି ମୋବାଇଲ ଫୋନରେ କଥା ହୋଇପାରିବେନାହିଁ । ରାଜ୍ୟର ଅନେକ ସ୍ଥାନରେ ଫାଇଭ-ଜି ନେଟୱାର୍କ ମିଳୁଛି, ହେଲେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଈ ଗାଁରେ ଲୋକଙ୍କୁ ମିଳୁନାହିଁ ଟୁ-ଜି ନେଟ୍ୱାର୍କ ସେବା ।Continue reading “ମୌଳିକ ସୁବିଧାରୁ ବଂଚିତ ଗଜପତି ଜିଲ୍ଲାର ଲାଇଲାଈ ଗାଁ। ଗଛ ଉପରେ ଚଢି ମୋବାଇଲରେ କଥା ହେଉଛନ୍ତି ଲୋକେ”

କଟକ ସୁଭଦ୍ରାପୁରରେ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ। ପୁଲିସର ତଦନ୍ତ ଜାରି

କନକ ବ୍ୟୁରୋ: କଟକରେ ଫୁଟିଲ ଗୁଳି । ଗୁଳିମାଡରେ ଜଣେ ଯୁବକର ମୃତ୍ୟୁ ହୋଉଛି । ସୁଭଦ୍ରାପୁର ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ୨ ଜଣ ଦୁବୃର୍ତ୍ତ ଆସି ଗୁଳିମାଡ କରିଥିବା ଜଣାପଡିଛି । ଏବେ ଯାଏ ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ସଦର ଥାନା ପୁଲିସ ତଦନ୍ତ ଜାରିରଖିଛି । The post କଟକ ସୁଭଦ୍ରାପୁରରେ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ। ପୁଲିସର ତଦନ୍ତ ଜାରି first appeared on Kanak News. fromContinue reading “କଟକ ସୁଭଦ୍ରାପୁରରେ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ। ପୁଲିସର ତଦନ୍ତ ଜାରି”

ସୁନ୍ଦରଗଡରୁ ଅପହରଣ ଛତିଶଗଡରୁ ଉଦ୍ଧାର। ସ୍ତ୍ରୀଙ୍କୁ ପିଛା କରି ସ୍ୱାମୀଙ୍କୁ ଉଦ୍ଧାର କଲା ପୁଲିସ

କନକ ବ୍ୟୁରୋ: ସୁନ୍ଦରଗଡରୁ ଅପହରଣ, ଛତିଶଗଡରୁ ଉଦ୍ଧାର । ଅପହୃତଙ୍କ ସ୍ତ୍ରୀଙ୍କୁ ପିଛା କରି କରି ଅପହରଣକାରୀଙ୍କ ପାଖରେ ପହଞ୍ଚିଲା ପୁଲିସ । ବିଦ୍ୟାଳୟରୁ ଘରକୁ ଫେରୁଥିବା ବେଳେ ସୁନ୍ଦରଗଡ କିଞ୍ଜିରକେଲା ଥାନା ଅଞ୍ଚଳର ବ୍ରାହ୍ମଣମରା ରାସ୍ତାରେ ଲିଫ୍ଟ ମାଗିବା ଆଳରେ ଶିକ୍ଷକଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ । ବ୍ରାହ୍ମଣମରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଏକ ସ୍କର୍ପିଓ ଗାଡିରେ ଉଠାଇ ନେଇଥିଲେ । ଶିକ୍ଷକଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ସ୍ତ୍ରୀଙ୍କୁ ୧ ଲକ୍ଷ ଟଙ୍କାContinue reading “ସୁନ୍ଦରଗଡରୁ ଅପହରଣ ଛତିଶଗଡରୁ ଉଦ୍ଧାର। ସ୍ତ୍ରୀଙ୍କୁ ପିଛା କରି ସ୍ୱାମୀଙ୍କୁ ଉଦ୍ଧାର କଲା ପୁଲିସ”

ପରିଣତ ବୟସରେ ଅଲୋଡ଼ା ମା’, ପିଲା ଭୁଲି ଯାଉଛନ୍ତି ମା’ର ତ୍ୟାଗ। ପ୍ରଶାସନ ପାଖରେ ନ୍ୟାୟ ମାଗୁଛି ମମତା

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡବିଲା ଗାଁର ୭୨ ବର୍ଷୀୟ ରୁକ୍ମଣୀ ପାତ୍ର । ପୁଅ ଓ ବୋହୂ ମିଶି ମାଆକୁ ଘରକୁ ବାହାର କରିଦେଇଛନ୍ତି । ସବୁଠାରୁ ବଡ କଥା ହେଲା ଶେଷ ଭରସା ଝିଅ ବି ମାଆଙ୍କ ହାତ ଛାଡିଦେଇଛନ୍ତି । ପିଲାମାନେ ଘରୁ ତଡି ଦେବା ପରେ ଗାଁ ଗାଁ ବୁଲି ପଡ଼ିଶାଙ୍କ ପିଣ୍ଡାରେ ଦିନ ରାତି କାଟୁଛନ୍ତି । ହେଲେ ଏବେ ଆଉ ଦେହରେ ବଳ ନାହିଁ, ମାଗିଯାଚି ଖାଇContinue reading “ପରିଣତ ବୟସରେ ଅଲୋଡ଼ା ମା’, ପିଲା ଭୁଲି ଯାଉଛନ୍ତି ମା’ର ତ୍ୟାଗ। ପ୍ରଶାସନ ପାଖରେ ନ୍ୟାୟ ମାଗୁଛି ମମତା”

ରେକର୍ଡ କଲା କୋରାପୁଟର ବିଜ୍ଞାନ ଇଣ୍ଟରନ୍ୟାସନାଲ ଡିଗ୍ରୀ କଲେଜ, ୨୦୨୦-୨୩ ଡିଗ୍ରୀ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ

କନକ ବ୍ୟୁରୋ : କୋରାପୁଟର ବିଜ୍ଞାନ ଇଣ୍ଟରନ୍ୟାସନାଲ ଡିଗ୍ରୀ କଲେଜ ୨୦୨୦-୨୩ ଡିଗ୍ରୀ ପରୀକ୍ଷା ଫଳରେ ବିଜ୍ଞାନରେ ସମସ୍ଥ ଛାତ୍ରଛାତ୍ରୀ ପାସ କରିଛନ୍ତି । କଲେଜର ଟି ମଞ୍ଜୁସା ବିଜ୍ଞାନ କମ୍ପ୍ୟୁଟର ବିଭାଗରେ ସର୍ବୋଚ୍ଚ ୯.୩ ସି ଜି ପି ଏ ରଖି କଲେଜ ଟପ୍ପର ହୋଇଛନ୍ତି । ସେହିପରି ସିମ୍ରନ୍ ଖରା (ଉଦ୍ଭିଦ ବିଜ୍ଞନ) ରେ, ସସ୍ମିତା ପାଣିଗ୍ରାହୀ (କମ୍ପ୍ୟୁଟର ସାଇନସ୍) , ତପସ୍ଵିନୀ ଜେନା (ପଦାର୍ଥ ବିଜ୍ଞାନ) ରେ ୮.୯ ସି ଜି ପିContinue reading “ରେକର୍ଡ କଲା କୋରାପୁଟର ବିଜ୍ଞାନ ଇଣ୍ଟରନ୍ୟାସନାଲ ଡିଗ୍ରୀ କଲେଜ, ୨୦୨୦-୨୩ ଡିଗ୍ରୀ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ”

ଥାନା ପୋଡ଼ିର ୩ଦିନ ପରେ ବି ସ୍ୱାଭାବିକ ହୋଇପାରୁନି ଫିରିଙ୍ଗିଆ ବଜାର। ଗିରଫ ଭୟରେ ଜନଶୂନ୍ୟ ଗାଁ

କନକ ବ୍ୟୁରୋ: ଫିରିଙ୍ଗିଆ ଥାନା ପୋଡି ଓ ପୁଲିସକୁ ଆକ୍ରମଣ ଘଟଣାରେ ଗିରଫଦାରୀ ସଂଖ୍ୟା ବଢ଼ୁଛି । ଗିରଫ ଭୟରେ ଫିରିଙ୍ଗିଆରେ ଅସନ୍ତୋଷ କୁହୁଳୁଛି । ଦୋକାନ ବଜାର ବନ୍ଦ ରହିଛି । ଗିରଫ ଭୟରେ ଚାରିଆଡ଼େ ଖାଁ ଖାଁ, ଜନଶୂନ୍ୟ ଫିରିଙ୍ଗିଆ ବଜାର । ଭୟରେ ରହୁଥିବା ଲୋକ ପୁଲିସର ଗିରଫଦାରୀକୁ ନେଇ ମୁହଁ ଖୋଲିଛନ୍ତି । କହିଛନ୍ତି, ବଜାରରୁ ଔଷଧ କିଣି ଘରକୁ ଫେରୁଥିବା ବେଳେ ଲୋକଙ୍କୁ ଉଠାଇ ନେଇ ମାଡ ମାରୁଛି ପୁଲିସContinue reading “ଥାନା ପୋଡ଼ିର ୩ଦିନ ପରେ ବି ସ୍ୱାଭାବିକ ହୋଇପାରୁନି ଫିରିଙ୍ଗିଆ ବଜାର। ଗିରଫ ଭୟରେ ଜନଶୂନ୍ୟ ଗାଁ”

ମାରୱାଡୀ ମହିଳା ସମିତି ଆନୁକୂଲ୍ୟରେ ହୋମିଓପାଥିକ ଚିକିତ୍ସା ଶିବିର ଅନୁଷ୍ଠିତ

କନକ ବ୍ୟୁରୋ : ସମ୍ବଲପୁର ଖେତରାଜପୁର ଠାରେ ଥିବା ମାରୱାଡୀ ମହିଳା ସମିତି (ଉତ୍କଲ ପ୍ରଦେଶ) ତରଫରୁ ଅଗ୍ରେସନ ଭବନ ଠାରେ ଏକ ହୋମିଓପାଥିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜେଡିଏସ ମଲ୍ଟି ସୁପର ସ୍ପେସିଆଲିଟି ହୋମିଓପାଥିକ ହସ୍ପିଟାଲ ସହଯୋଗ କରିଥିଲା । ଏଥିରେ ଅନୁସନ୍ଧାନ କେନ୍ଦ୍ର ସରବହାଲ ଝାରସୁଗୁଡାର ନିର୍ଦ୍ଦେଶକ ଡାଃ ଦେବଶ୍ଳୋକ ଶର୍ମା ଏବଂ ସହଯୋଗୀ ଚିକିତ୍ସକ ଉଦଘାଟନ କରିଥିଲେ । ଏଥିରେ ମାରୱାଡୀ ମହିଳା ସମିତି (ଉତ୍କଲ ପ୍ରଦେଶ)Continue reading “ମାରୱାଡୀ ମହିଳା ସମିତି ଆନୁକୂଲ୍ୟରେ ହୋମିଓପାଥିକ ଚିକିତ୍ସା ଶିବିର ଅନୁଷ୍ଠିତ”

କୈଳାସ ମାନସରୋବର ଯାତ୍ରାରେ ଚୀନ୍ ବାଧା ଦେଉଛି । ନୂଆ ବିକଳ୍ପ ଖୋଜୁଛି ଭାରତ

କନକ ବ୍ୟୁରୋ : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପବିତ୍ର କୈଳାସ ମାନସରୋବର ଯାତ୍ରା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପୂର୍ବପରି ରହିଛି କିନ୍ତୁ ଅନ୍ୟପକ୍ଷରେ ଏହି ଯାତ୍ରା ସମ୍ପର୍କରେ ଚୀନ୍‌ କୌଣସି ଅନୁମତି ଦେଲାଭଳି ସଙ୍କେତ ମିଳିନାହିଁ । ଏହି କାରଣରୁ ଭାରତ ବର୍ତ୍ତମାନ ଏକ ବିକଳ୍ପ ମାର୍ଗ ଖୋଜିବା ଦିଗରେ କାମ କରୁଛି । କୈଳାସ ମାନସରୋବର ଯାତ୍ରା ସମ୍ପର୍କରେ ଚୀନରୁ ଏପର୍ଯ୍ୟନ୍ତ କୌଣସି ସବୁଜ ସଙ୍କେତ ମିଳିନାହିଁ । କିନ୍ତୁ ଭାରତ ସରକାରContinue reading “କୈଳାସ ମାନସରୋବର ଯାତ୍ରାରେ ଚୀନ୍ ବାଧା ଦେଉଛି । ନୂଆ ବିକଳ୍ପ ଖୋଜୁଛି ଭାରତ”

ଲୁହରେ ଭିଜିଲା ଜନ୍ମମାଟି, କାନ୍ଦିଲା ଗାଁ: ଦେଶ ସେବା କରୁ କରୁ ଆଣ୍ଡାମାନରେ ସହିଦ ହେଲେ ଓଡିଆ ଯବାନ

କନକ ବ୍ୟୁରୋ: କାନ୍ଦୁଛି ଗାଁ, କାନ୍ଦୁଛି ଜନ୍ମମାଟି । ଆଜି ଏଇ ଗାଁର ସମସ୍ତଙ୍କ ଆଖିରେ କେବଳ ଲୁହର ବନ୍ୟା । କାହିଁକି ନା, ଦେଶ ପାଇଁ କାମ କରୁ କରୁ ସହିଦ ହେଇଛନ୍ତି ଏଇ ଗାଁ ମାଟିର ପୁଅ । ଯେଉଁ ଗାଁକୁ ବିଦାୟ ଦେଇ, ସବୁ ଛୁଟିରେ – ଏଇ ଗାଁର ପୁଅ ଦେଶ ପାଇଁ କାମ କରିବାକୁ ବାହାରି ପଡୁଥିଲା । ଆଜି ସେଇ ଗାଁ – ନିଜ ସହିଦ ପୁଅକୁ ଦେଇଛିContinue reading “ଲୁହରେ ଭିଜିଲା ଜନ୍ମମାଟି, କାନ୍ଦିଲା ଗାଁ: ଦେଶ ସେବା କରୁ କରୁ ଆଣ୍ଡାମାନରେ ସହିଦ ହେଲେ ଓଡିଆ ଯବାନ”

Design a site like this with WordPress.com
Get started