ଭାରତ ପ୍ରସ୍ତୁତ କଫ ସିରପକୁ ନେଇ ଇରାକରେ ବିବାଦ, ଜାଣନ୍ତୁ କାହିଁକି ଏବ୍ଲୁଏଚଓ ଜାରି କଲା ସତର୍କ ସୂଚନା…

କନକ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ଆଉ ଗୋଟିଏ ଭାରତୀୟ କଫ୍ ସିରପକୁ ନେଇ ସତର୍କ କରିଛି । ସଂଗଠନ ପକ୍ଷରୁ ଇରାକରେ ସାମାନ୍ୟ ଥଣ୍ଡା, କାଶ ପାଇଁ ବ୍ୟବହାର ହେଉଥିବା ସିରପର ନମୂନା ଜୁଲାଇ ୧୦ ତାରିଖରେ ସଂଗ୍ରହ କରାଯାଇଥିଲା । ଏହାକୁ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଥିଲା । ଯାଞ୍ଚ ପରେ ଏହି ନମୂନା ଫେଲ ହୋଇଛି । ଭାରତରେ ପ୍ରସ୍ତୁତ ହେଉଥିବା ଏହି ସିରପ୍ ଡାୟାଥିଲିନ ଗ୍ଲାଇକୋଲ ଅବଂ ଏଥିଲିନ ଗ୍ଲାଇକୋଲରContinue reading “ଭାରତ ପ୍ରସ୍ତୁତ କଫ ସିରପକୁ ନେଇ ଇରାକରେ ବିବାଦ, ଜାଣନ୍ତୁ କାହିଁକି ଏବ୍ଲୁଏଚଓ ଜାରି କଲା ସତର୍କ ସୂଚନା…”

ବୃଦ୍ଧ ମାଆକୁ ଘରୁ କାଢ଼ି ଦେଲା ପୁଅ, ସମ୍ପତି ନେଇଗଲା ଝିଅ: ସାହି ପଡ଼ିଶାଙ୍କ ପିଣ୍ଡାରେ ମୁଣ୍ଡ ଗୁଞ୍ଜି କଟୁଛି ଦିନ 

କନକ ବ୍ୟୁରୋ: ମାଆ । ଏହା କେବଳ ଏକ ଶବ୍ଦ ନୁହେଁ, ଏକ ଭାବାବେଗ । ଦୁନିଆରେ ଯଦି କେହି ନିସ୍ୱାର୍ଥପର ଭଲପାଇବା ଦେଇଥାଏ, ସେ ହେଉଛି ମାଆ । ନିଜେ ଉପାସ ରହି ଅନ୍ୟର ପେଟ ପୋଷିଥାଏ, ସେ ହେଉଛି ମାଆ । ନିଜ ଅସୁସ୍ଥ ପିଲା ପାଇଁ ରାତି ସାରା ଯିଏ ଅନିଦ୍ରା ରୁହେ, ସେ ହେଉଛି ମାଆ । ମାଆକୁ ଯେତେ ବର୍ଣ୍ଣନା କଲେ ବି କମ୍ ହେବ । କିନ୍ତୁ ଆଜିରContinue reading “ବୃଦ୍ଧ ମାଆକୁ ଘରୁ କାଢ଼ି ଦେଲା ପୁଅ, ସମ୍ପତି ନେଇଗଲା ଝିଅ: ସାହି ପଡ଼ିଶାଙ୍କ ପିଣ୍ଡାରେ ମୁଣ୍ଡ ଗୁଞ୍ଜି କଟୁଛି ଦିନ “

ଠକେଇର ନୂଆ ତରିକା : ଅସଲି ପୋଲିସ ଠାରୁ ଠକିନେଲେ ନକଲି ପୋଲିସ, ୪ଜଣ ଗିରଫ

କନକ ବ୍ୟୁରୋ : ଠକେଇ କରିବାର ନୂଆ ତରିକା । ନକଲି ପୋଲିସ ପରିଚୟ ଯବାନଙ୍କୁ ଠକିଥିବା ଗ୍ୟାଙ୍ଗର ହୋଇଛି ପର୍ଦ୍ଦାଫାଶ । ପର୍ଦ୍ଦାଫାଶ କରିଛି କଟକ ମଙ୍ଗଳାବାଗ ଥାନା ପୋଲିସ । ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ଅଭିଯୁକ୍ତମାନେ ନିଜକୁ ପୋଲିସ ପରିଚୟ ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ ଏବଂ ପରେ ବିଶ୍ୱାସର ଫାଇଦା ଉଠାଇ କରିଥିଲେ ଠକେଇ । ଏଭଳି ଠକାମୀର ଶିକାର ହୋଇଥିଲେ ଓଏସଏପିContinue reading “ଠକେଇର ନୂଆ ତରିକା : ଅସଲି ପୋଲିସ ଠାରୁ ଠକିନେଲେ ନକଲି ପୋଲିସ, ୪ଜଣ ଗିରଫ”

ଋାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ । ହେଲେ ବିବାହ ପୂର୍ବରୁ ରଖିଛନ୍ତି ଏହି ସର୍ତ୍ତ

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପ୍ରା ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ପ୍ରତିଟି ପ୍ରସଙ୍ଗରେ ନିଜର ମତ ରଖିବାକୁ କେବେ ପଛକୁ ହଟନ୍ତି ନାହିଁ । ଏହାସହ ସେ ସର୍ବଦା ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ରହିଥାନ୍ତି । ଏବେ ଶର୍ଲିନ ଚୋପ୍ରା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଶର୍ଲିନ ଚୋପ୍ରା କଂଗ୍ରେସ ନେତା ରାହୁଲContinue reading “ଋାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ । ହେଲେ ବିବାହ ପୂର୍ବରୁ ରଖିଛନ୍ତି ଏହି ସର୍ତ୍ତ”

ମୃତ ଶୁଭଲକ୍ଷ୍ମୀକୁ ନେଇ ହେଉଥିବା ସବୁ ଚର୍ଚ୍ଚାକୁ ସ୍ୱୀକାର କଲେ ବାପା ମା’ : ସଞ୍ଜୟ ତାଙ୍କ ପୁରୁଷ ବନ୍ଧୁ ବୋଲି କହିଲେ ମାଆ

କନକ ବ୍ୟୁରୋ : ମୃତ ଶୁଭଲକ୍ଷ୍ମୀକୁ ନେଇ ହେଉଥିବା ସବୁ ଚର୍ଚ୍ଚାକୁ ସ୍ୱୀକାର କରିଛନ୍ତି ବାପା ମା’ । ସଞ୍ଜୟ ତାଙ୍କ ପୁରୁଷ ବନ୍ଧୁ ବୋଲି କହିଛନ୍ତି ଶୁଭଲକ୍ଷ୍ମୀଙ୍କ ମାଆ । ୩୦ତାରିଖରେ ଅନୀଲଙ୍କ ସହ ଯାଇ ଦୁଇ ଦିନ ରହିଥିଲେ ଶୁଭଲକ୍ଷ୍ମୀ । ଏହା ପରେ ସଞ୍ଜୟଙ୍କ ସହ ଭେଟ ହେବା ପରେ ଝଗଡା ହୋଇଥିବା କହିଛନ୍ତି ତାଙ୍କ ମାଆ । ଭୁବନେଶ୍ୱରରେ ଅଙ୍କଲ ଓ ଆଂଟିଙ୍କ ଘରେ ଶୁଭଲକ୍ଷ୍ମୀ ରହୁଥିଲେ । ଏବଂ ତାଙ୍କContinue reading “ମୃତ ଶୁଭଲକ୍ଷ୍ମୀକୁ ନେଇ ହେଉଥିବା ସବୁ ଚର୍ଚ୍ଚାକୁ ସ୍ୱୀକାର କଲେ ବାପା ମା’ : ସଞ୍ଜୟ ତାଙ୍କ ପୁରୁଷ ବନ୍ଧୁ ବୋଲି କହିଲେ ମାଆ”

ପୁଣି ଚମକିଲେ ଭାରତୀୟ ବଂଶୋଦ୍ଭବ, ଟେସଲାର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ପାଇଲେ ନିଯୁକ୍ତି

କନକ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ବୈଭବ ତନେଜାଙ୍କୁ ଆମେରିକୀୟ ଇଲେକ୍ଟ୍ରିକ କାର କମ୍ପାନୀ ଟେସଲାର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି କମ୍ପାନୀର ମାଲିକ ଏଲନ୍ ମସ୍କ । ଟେସଲା କମ୍ପାନୀ ତରଫରୁ ସୋମବାର ଦିନ ଏନେଇ ଏକ ଏକ୍ସଚେଞ୍ଜ ଫାଇଲ ମାଧ୍ୟମରେ ସେୟାର ବଜାରକୁ ଏହି ସୂଚନା ଦେଇଛି । କମ୍ପାନୀର ପୂର୍ବତନ ଆର୍ଥିକ ପରାମର୍ଶଦାତା ଜାଚରୀ କିରଖୋରନ ପଦ ଛାଡିବା ପରେ ଏହି ଘୋଷଣା କରାଯାଇଛି । ସୂଚନା ମୁତାବକ ୪୫Continue reading “ପୁଣି ଚମକିଲେ ଭାରତୀୟ ବଂଶୋଦ୍ଭବ, ଟେସଲାର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ପାଇଲେ ନିଯୁକ୍ତି”

ଚାରିଆଡେ ଘନ ଅନ୍ଧକାର । ଆମେରିକା ହଠାତ ବନ୍ଦ କଲା ହଜାରେରୁ ଅଧିକ ବିମାନ ଉଡାଣ, ସ୍କୁଲ ବି ବନ୍ଦ

କନକ ବ୍ୟୁରୋ : ଆମେରିକାକୁ ଏବେ ଏକ ଭୟଙ୍କର ବାତ୍ୟା ମାଡିଆସୁଛି । ଏହି କାରଣରୁ ପ୍ରଶାସନ ତରଫରୁ ପାଖାପାଖି ସମସ୍ତ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି । ସାରା ଦେଶରେ ଏକ ପ୍ରକାର ବିଜୁଳି ଯୋଗାଣ ବନ୍ଦ କରାଯାଇଛି । ସେପଟେ ଆମେରିକାର ରାଜଧାନୀ ୱାସିଂଟନରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏହାସହ ଲୋକମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜର ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଆମେରିକାContinue reading “ଚାରିଆଡେ ଘନ ଅନ୍ଧକାର । ଆମେରିକା ହଠାତ ବନ୍ଦ କଲା ହଜାରେରୁ ଅଧିକ ବିମାନ ଉଡାଣ, ସ୍କୁଲ ବି ବନ୍ଦ”

ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ପୂର୍ବରୁ ଗୃହରେ ହଙ୍ଗାମା : କାର୍ଯ୍ୟସୂଚୀ ଅନୁସାରେ ରାହୁଲ ଗାନ୍ଧୀ କାହିଁକି ପ୍ରଥମେ ମତ ରଖିଲେନି ବୋଲି ପ୍ରଶ୍ନ କଲା ବିଜେପି

କନକ ବ୍ୟୁରୋ : ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ପୂର୍ବରୁ ଗୃହରେ ହଙ୍ଗାମା । କାର୍ଯ୍ୟସୂଚୀ ଅନୁସାରେ ରାହୁଲ ଗାନ୍ଧୀ କାହିଁକି ପ୍ରଥମେ ମତ ରଖିଲେନି ବୋଲି ପ୍ରଶ୍ନ କଲା ବିଜେପି । ଗୃହରେ ଅମିତ ଶାହା ଓ ପ୍ରହଲ୍ଲାଦ ଜୋଷୀ ପ୍ରତିବାଦ ଜଣାଇଛନ୍ତି । ତେବେ ପୂର୍ବରୁ ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବେ ବୋଲି କଂଗ୍ରେସ ପକ୍ଷରୁ ଟ୍ବିଟ୍‌ କରାଯାଇ କୁହାଯାଇଥିଲା । ଶେଷରେ ରାହୁଲ ଗାନ୍ଧୀଙ୍କ ସ୍ଥାନରେ ଗୋଗୋଇ କହିଥିବାରୁ ବିଜେପି ଏହାକୁContinue reading “ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ପୂର୍ବରୁ ଗୃହରେ ହଙ୍ଗାମା : କାର୍ଯ୍ୟସୂଚୀ ଅନୁସାରେ ରାହୁଲ ଗାନ୍ଧୀ କାହିଁକି ପ୍ରଥମେ ମତ ରଖିଲେନି ବୋଲି ପ୍ରଶ୍ନ କଲା ବିଜେପି”

ପ୍ରଧାନମନ୍ତ୍ରୀ କାହିଁକି ଯାଇନାହାନ୍ତି ମଣିପୁର ? ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ପ୍ରଶ୍ନ କଲେ ଗୌରବ ଗୋଗୋଇ

କନକ ବ୍ୟୁରୋ : ଅନାସ୍ଥା ପ୍ରସ୍ତାବ ନେଇ ଗୌରବ ଗୋଗୋଇଙ୍କ ବିବୃତି । ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ଯାଇନାହାନ୍ତି ବୋଲି ପ୍ରଶ୍ନ କଲେ । ମଣିପୁର ପ୍ରସଙ୍ଗରେ କହିବାକୁ କାହିଁକି ପ୍ରଧାନମନ୍ତ୍ରୀଙ୍କୁ ୮୦ ଦିନ ଲାଗିଗଲା । ୮୦ଦିନ ପରେ ମାତ୍ର ୩୦ସେକେଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ।  ଆଜି ପର୍ଯ୍ୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରାଗଲାନି । ବିଜେପିର ଏଭଳ ରାଜନୀତି ପାଇଁ ମଣିପୁର ଆଜି ଦୁଇ ଭାଗ । ବିଜେପିର ଡବଲ ଇଞ୍ଜିନ ସରକାର ମଣିପୁରରେContinue reading “ପ୍ରଧାନମନ୍ତ୍ରୀ କାହିଁକି ଯାଇନାହାନ୍ତି ମଣିପୁର ? ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ପ୍ରଶ୍ନ କଲେ ଗୌରବ ଗୋଗୋଇ”

‘ଅନାସ୍ଥା ପ୍ରସ୍ତାବ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବାକୁ ଚାହୁଁଛୁ’ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଏମିତି କହିଲେ କଂଗ୍ରେସ ସାଂସଦ ଗୌରବ ଗୋଗେଇ ।

କନକ ବ୍ୟୁରୋ : ମୋଦୀ ସରକାର ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପିତ କଲେ କଂଗ୍ରେସ ସାଂସଦ ଗୌରବ ଗୋଗେଇ । ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ଲୋକସଭାରେ ହଙ୍ଗାମା । ରାହୁଲଙ୍କ ପୂର୍ବରୁ ଗୋଗେଇଙ୍କ ବିବୃତ୍ତିକୁ ନେଇ ପ୍ରଶ୍ନ କଲା ଶାସକ ଦଳ । ଅନାସ୍ଥା ପ୍ରସ୍ତାବ ଉପସ୍ଥାପିତ କରିବା ସହ ଗୌରବ ଗୋଗେଇ ୩ଟି ପ୍ରଶ୍ନ ମଧ୍ୟ ରଖିଛନ୍ତି । ଗୃହରେ ଗୌରବ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୌନବ୍ରତContinue reading “‘ଅନାସ୍ଥା ପ୍ରସ୍ତାବ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବାକୁ ଚାହୁଁଛୁ’ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଏମିତି କହିଲେ କଂଗ୍ରେସ ସାଂସଦ ଗୌରବ ଗୋଗେଇ ।”

Design a site like this with WordPress.com
Get started