ବୃଦ୍ଧ ମାଆକୁ ଘରୁ କାଢ଼ି ଦେଲା ପୁଅ, ସମ୍ପତ୍ତି ନେଇଗଲା ଝିଅ : ସାହି ପଡ଼ିଶାଙ୍କ ପିଣ୍ଡାରେ ମୁଣ୍ଡ ଗୁଞ୍ଜି କଟୁଛି ଦିନ

କନକ ବ୍ୟୁରୋ : ବୃଦ୍ଧ ମାଆକୁ ଘରୁ କାଢ଼ି ଦେଲା ପୁଅ, ସମ୍ପତ୍ତି ନେଇଗଲା ଝିଅ । ସାହି ପଡ଼ିଶାଙ୍କ ପିଣ୍ଡାରେ ମୁଣ୍ଡ ଗୁଞ୍ଜି କଟୁଛି ଦିନ । ଯାହାକୁ ଦିନେ କୋଳେଇ କାଖେଇ ମାଆ ମଣିଷ କରିଥିଲା ଆଜି ପରିଣତ ବୟସରେ ମାଆକୁ ପର କରିଦେଲା ପୁଅ । ଏମିତି ନିଜ ଜନ୍ମିତ ପୁଅ ଖାଇବାକୁ ଗଣ୍ଡେ ଦେବା ତ ଦୂରର କଥା ଘରୁ ମଧ୍ୟ ବାହାର କରିଦେଇଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି,Continue reading “ବୃଦ୍ଧ ମାଆକୁ ଘରୁ କାଢ଼ି ଦେଲା ପୁଅ, ସମ୍ପତ୍ତି ନେଇଗଲା ଝିଅ : ସାହି ପଡ଼ିଶାଙ୍କ ପିଣ୍ଡାରେ ମୁଣ୍ଡ ଗୁଞ୍ଜି କଟୁଛି ଦିନ”

ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍ : ବନ୍ୟା ଜଳ ପ୍ରବେଶ କମିବାରୁ ବନ୍ଦ ହେଲା ଗେଟ୍

କନକ ବ୍ୟୁରୋ : ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍ । ପର୍ଯ୍ୟାୟକ୍ରମେ ବନ୍ଦ ହେଲା ୧୦ଟି ଗେଟ୍ । ବନ୍ୟା ଜଳ ପ୍ରବେଶ କମିବାରୁ ଗେଟ୍ ବନ୍ଦ ହୋଇଛି । ଏବେ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା । ତେବେ ଜଳସେଚନ ନିମନ୍ତେ ବରଗଡ଼ ମୁଖ୍ୟ କେନାଲରେ ୧ ହଜାର କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୩୨୦ କ୍ୟୁସେକ୍ ଓContinue reading “ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍ : ବନ୍ୟା ଜଳ ପ୍ରବେଶ କମିବାରୁ ବନ୍ଦ ହେଲା ଗେଟ୍”

ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି : ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ କରାଯିବ ନୀତି

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ କରିବ । ଏକ ମାସ ପରେ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଜ ଜିଦରେ ଅଟଳ ରହିଥିବାରୁ ବନକଲାଗି ନୀତିContinue reading “ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି : ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ କରାଯିବ ନୀତି”

ସାଳନ୍ଦୀ ନଦୀରୁ ୨ କାଉଡିଆଙ୍କ ମୃତଦେହ ଉଦ୍ଧାର : କାଲି ପାଣି ଉଠାଇବାକୁ ଆସି ବୁଡି ଯାଇ ନିଖୋଜ ଥିଲେ 

କନକ ବ୍ୟୁରୋ : ସାଳନ୍ଦୀ ନଦୀରୁ ୨ କାଉଡିଆଙ୍କ ମୃତଦେହ ଉଦ୍ଧାର । କାଲି ପାଣି ଉଠାଇବାକୁ ଆସି ବୁଡି ଯାଇ ନିଖୋଜ ଥିଲେ । ପ୍ରାୟ ୨୨ ଘଣ୍ଟା ପରେ ଓଡ୍ରାଫ୍ ଟିମ୍ ଉଭୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ଦୁଇ ମୃତକ ହେଲେ ଖଇରା ବ୍ଲକ ବରଜୟପୁର ଗ୍ରାମର ସୁବ୍ରତ ମହାକୁଡ଼  ଓ ରାଜେଶ ସାହୁ । ତେବେ ଏନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ସିମୁଳିଆContinue reading “ସାଳନ୍ଦୀ ନଦୀରୁ ୨ କାଉଡିଆଙ୍କ ମୃତଦେହ ଉଦ୍ଧାର : କାଲି ପାଣି ଉଠାଇବାକୁ ଆସି ବୁଡି ଯାଇ ନିଖୋଜ ଥିଲେ “

ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ : ସନ୍ଦେହ ବଢାଇଲା ହୋଟେଲର ରୁମ୍ ନମ୍ବର ୨୦୫

କନକ ବ୍ୟୁରୋ : ଭୁବନେଶ୍ୱର ଦୀପାଳି ହୋଟେଲରେ ମୃତ ଶୁଭଲକ୍ଷ୍ମୀ ସାହୁଙ୍କ ଆସିଲା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଶୁଭଲକ୍ଷ୍ମୀଙ୍କ ମୃତଦେହରୁ ନିଶାଦ୍ରବ୍ୟର ନମୁନା ମିଳିଛି । ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା କରିଥିବା ଜଣାପଡ଼ିଛି । କିନ୍ତୁ ଏହା ବିଷ କି ନିଶାଜାତୀୟ ଦ୍ରବ୍ୟ ତାହା ସ୍ପଷ୍ଟ ହୋଇନାହିଁ । ଯଦି ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ, ତେବେ ସେ କାହିଁକି ନିଶାContinue reading “ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ : ସନ୍ଦେହ ବଢାଇଲା ହୋଟେଲର ରୁମ୍ ନମ୍ବର ୨୦୫”

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ଶପଥପାଠ କରାଇଲେ ରାଜ୍ୟପାଳ ।

କନକ ବ୍ୟୁରୋ : ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୁଆ ମୁଖ୍ୟ ବିଚାରପତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଭାବେ ଶପଥଗ୍ରହଣ କରିଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥଗ୍ରହଣ କରିଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ଶପଥ ନେଲେ ହାଇକୋର୍ଟର ନୁଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ଶପଥପାଠ କରାଇଲେ ରାଜ୍ୟପାଳ ପ୍ରଫେସରContinue reading “ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ଶପଥପାଠ କରାଇଲେ ରାଜ୍ୟପାଳ ।”

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ । ମନ୍ତ୍ରାଳୟ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ କଲ୍, ଜଣେ ସନ୍ଦିଗ୍ଧ ଗିରଫ

କନକ ବ୍ୟୁରୋ: ମୁମ୍ବାଇକୁ ପୁଣିଥରେ ବିସ୍ଫୋରଣରେ ଦୋହଲାଇଦେବାକୁ ଧମକ । ମହାରାଷ୍ଟ୍ର ମନ୍ତ୍ରଳୟ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ କଲ ଆସିବା ପରେ ମୁମ୍ବାଇ ପୁଲିସରେ ହଇଚଇ ସୃଷ୍ଟି ହୋଇଛି । ପୁଲିସ ତନାଘନା ଯାଞ୍ଚ ଆରମ୍ଭ କରିଥିବାବେଳେ ଜଣେ ସନ୍ଦିଗ୍ଧକୁ ଗିରଫ କରି ଜେରା କରୁଥିବା ସୂଚନା ରହିଛି । The post ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ । ମନ୍ତ୍ରାଳୟ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ କଲ୍, ଜଣେ ସନ୍ଦିଗ୍ଧ ଗିରଫ first appeared onContinue reading “ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ । ମନ୍ତ୍ରାଳୟ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ କଲ୍, ଜଣେ ସନ୍ଦିଗ୍ଧ ଗିରଫ”

ଘରେ ପଶି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ : ଉଭୟଙ୍କୁ ଏସସିବି ମେଡିକାଲ ସ୍ଥାନାନ୍ତରିତ, ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ମଧ୍ୟରାତିରେ ରାଜଧାନୀରେ ଘଟିଲା ଅଘଟଣ । ପାଣ୍ଡରା ଅଞ୍ଚଳରେ ଦମ୍ପତିଙ୍କୁ ଆକ୍ରମଣ ସହ ଯୁବକଙ୍କ ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଥିଲା । ମଞ୍ଚେଶ୍ୱର ଥାନା ପାଣ୍ଡରା ଛକ ନିକଟସ୍ଥ କିମ୍ଭିରିଆ ବସ୍ତିରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଛୁରାମାଡ କଲା ଯୁବକ । ୨ ଜଣ ଗୁରୁତର ହୋଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ସ୍ୱାମୀ ସତ୍ୟଘନ ସ୍ୱାଇଁଙ୍କ ଅବସ୍ଥାContinue reading “ଘରେ ପଶି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ : ଉଭୟଙ୍କୁ ଏସସିବି ମେଡିକାଲ ସ୍ଥାନାନ୍ତରିତ, ପୋଲିସର ତଦନ୍ତ ଜାରି”

ମୃତ ଶୁଭଲକ୍ଷ୍ମୀଙ୍କ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ : କିଏ ଓ କାହିଁକି ନିଶା ଦେଇଥିଲା ଚାଲିଛି ତଦନ୍ତ

କନକ ବ୍ୟୁରୋ : ଭୁବନେଶ୍ୱର ଦୀପାଳି ହୋଟେଲରେ ମୃତ ଶୁଭଲକ୍ଷ୍ମୀ ସାହୁଙ୍କ ଆସିଲା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଶୁଭଲକ୍ଷ୍ମୀଙ୍କ ମୃତଦେହରୁ ନିଶାଦ୍ରବ୍ୟର ନମୁନା ମିଳିଛି । ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା କରିଥିବା ଜଣାପଡ଼ିଛି । କିନ୍ତୁ ଏହା ବିଷ କି ନିଶାଜାତୀୟ ଦ୍ରବ୍ୟ ତାହା ସ୍ପଷ୍ଟ ହୋଇନାହିଁ । ଯଦି ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ, ତେବେ ସେ କାହିଁକି ନିଶାContinue reading “ମୃତ ଶୁଭଲକ୍ଷ୍ମୀଙ୍କ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ : କିଏ ଓ କାହିଁକି ନିଶା ଦେଇଥିଲା ଚାଲିଛି ତଦନ୍ତ”

ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-ଟ୍ୱେଣ୍ଟି : ୨ଟି ମ୍ୟାଚ ହାରି ସାରିଥିବାରୁ ଆଜି ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି

କନକ ବ୍ୟୁରୋ : ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-ଟ୍ୱେଣ୍ଟି । ୨ଟି ମ୍ୟାଚ ହାରି ସାରିଥିବାରୁ ଆଜି ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍‌ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାଜିତ ହୋଇଥିଲା । ଏବେ ଭାରତ ୦-୨ରେ ପଛରେ ରହିଯାଇଛି। ଏହି ସୀମିତ ଓଭର ଫର୍ମାଟ୍‌ରେ ବ୍ୟାଟରଙ୍କୁ ଆରମ୍ଭରୁ ଅଧିକ ଶକ୍ତ ହୋଇ ଖେଳବାକୁ ପଡ଼ିବ । ହେଲେ ଈଶାନ କିଶନ, ଶୁବମନ ଗିଲ୍‌Continue reading “ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-ଟ୍ୱେଣ୍ଟି : ୨ଟି ମ୍ୟାଚ ହାରି ସାରିଥିବାରୁ ଆଜି ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି”

Design a site like this with WordPress.com
Get started