ଡ୍ରୋନ୍ ପରୀକ୍ଷଣ ଫେଲ୍… ଋଷିକେଶ ଏମ୍ସରୁ କୋଟଦ୍ୱାର ପଠାଯାଉଥିଲା ରକ୍ତ ପ୍ୟାକେଟ୍,  ଲ୍ୟାଣ୍ଡିଂ ସମୟରେ ହେଲା ଦୁର୍ଘଟଣାଗ୍ରସ୍ତ

କନକ ବ୍ୟୁରୋ: ଋଷିକେଶ ସ୍ଥିତ ଏମ୍ସରୁ ଡ୍ରୋନ ଜରିଆରେ ମେଡିକାଲ  ସେବା ଯୋଗାଇବା ପରୀକ୍ଷଣ ବିଫଳ ହୋଇଛି । କୋଟଦ୍ୱାର ବେସ୍ ହସ୍ପିଟାଲ ପାଇଁ ପଠାଯାଇଥିବା ଡ୍ରୋନ୍ ଲ୍ୟାଣ୍ଡିଂ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି । ଅବଶ୍ୟ ଏହି ଘଟଣାରେ କୌଣସି ଧନଜୀବନର କ୍ଷତି ହୋଇନଥିବା ସୂଚନା ରହିଛି । ଡ୍ରୋନମାଧ୍ୟମରେ ରକ୍ତ ପ୍ୟାକେଟ ପଠାଯାଉଥିଲା । ସୂଚନା ମୁତାବକ, ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ମୀନୁ ସିଂହ ମଧ୍ୟାହ୍ନ ୧୨ଟା ୪୫ ମିନିଟରେ  ଡ୍ରୋନକୁContinue reading “ଡ୍ରୋନ୍ ପରୀକ୍ଷଣ ଫେଲ୍… ଋଷିକେଶ ଏମ୍ସରୁ କୋଟଦ୍ୱାର ପଠାଯାଉଥିଲା ରକ୍ତ ପ୍ୟାକେଟ୍,  ଲ୍ୟାଣ୍ଡିଂ ସମୟରେ ହେଲା ଦୁର୍ଘଟଣାଗ୍ରସ୍ତ”

ଖଣି ମାଫିଆ ପ୍ରକାଶ ରାଉତରାୟ ଘରେ ରେଡ : ଖୋର୍ଦ୍ଧା ଘରେ ଚଢ଼ାଉ ବେଳେ ମିଳିଲା ୧୯ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

କନକ ବ୍ୟୁରୋ : କୁଖ୍ୟାତ ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗର ପ୍ରକାଶ ରାଉତରାୟ ଘରେ ଚଢ଼ାଉ । ସୋମବାର ଭୁବନେଶ୍ୱର କମିଶନରେଟ ପୋଲିସ୍ ଓ ଖୋର୍ଦ୍ଧା ପୋଲିସ୍ ମିଳିତ ଭାବେ ଏହି ଚଢ଼ାଉ କରିଛି । ଚଢ଼ାଉ ସମୟରେ ୧୯ଲକ୍ଷ ଟଙ୍କା, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କିଛି ଗୁଳି ମିଳିଛି । ରବିବାର ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ ଧରିଥିଲା କମିଶନରେଟ୍ ପୋଲିସ୍ । ସଞ୍ଜୟର ମୁଖ୍ୟ ସହଯୋଗୀ ଖୋର୍ଦ୍ଧାର ଶିବ ନାଲି, ବେଗୁନିଆର ବଟ ପାଣି ଓ ଦୁର୍ଗାପୁରରContinue reading “ଖଣି ମାଫିଆ ପ୍ରକାଶ ରାଉତରାୟ ଘରେ ରେଡ : ଖୋର୍ଦ୍ଧା ଘରେ ଚଢ଼ାଉ ବେଳେ ମିଳିଲା ୧୯ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର”

ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର, ଶପଥ ପାଠ କରାଇବେ ରାଜ୍ୟପାଳ

କନକ ବ୍ୟୁରୋ : ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଜଷ୍ଟିସ ଏସ.ମୁରଲୀଧରଙ୍କ ଅବସର ପରେ ଜଷ୍ଟିସ ଶୁଭାଶିଷ ତାଳପତ୍ର ନୂଆ ଦାୟିତ୍ୱ ଗ୍ରହଣ କରିବେ । ଗତ ମାସ ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟ କଲିଜିୟମ୍ । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟର ବରିଷ୍ଠContinue reading “ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର, ଶପଥ ପାଠ କରାଇବେ ରାଜ୍ୟପାଳ”

ଜାତୀୟ ହସ୍ତତନ୍ତ ଦିବସ : ଲଣ୍ଡନରେ ରଙ୍ଗବତୀ ଗୀତରେ ନାଚିଲେ ପ୍ରବାସୀ ଓଡ଼ିଆ ମହିଳା

କନକ ବ୍ୟୁରୋ : ଲଣ୍ଡନରେ ରଙ୍ଗବତୀ ଗୀତରେ ନାଚିଲେ ପ୍ରବାସୀ ଓଡ଼ିଆ ମହିଳା । ଅଗଷ୍ଟ ୭କୁ ଭାରତରେ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଇଥିବା ବେଳେ ବିଦେଶରେ ବି ଭାରତୀୟମାନେ ଏହାକୁ ପାଳନ କରିଛନ୍ତି । ଲଣ୍ଡନରେ ଶାଢ଼ୀ ୱାକାଥନ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୭୦୦ ମହିଳା ଭାଗ ନେଇଥିଲେ । ବିଭିନ୍ନ ଭାରତୀୟ ଭାଷାରେ ଗୀତ ବି ବାଜୁଥିଲା । ପ୍ରସିଦ୍ଧ ଓଡ଼ିଆ ଗୀତ ରଙ୍ଗବତୀ ବି ଶୁଣିବାକୁ ମିଳିଥିଲାContinue reading “ଜାତୀୟ ହସ୍ତତନ୍ତ ଦିବସ : ଲଣ୍ଡନରେ ରଙ୍ଗବତୀ ଗୀତରେ ନାଚିଲେ ପ୍ରବାସୀ ଓଡ଼ିଆ ମହିଳା”

କୁଖ୍ୟାତ ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗର ପ୍ରକାଶ ରାଉତରାୟ ଘରେ ଚଢ଼ାଉ : ବଡ଼ ଧରଣର ଡକାୟତି ଉଦ୍ୟମ କରୁଥିବା ବେଳେ ଗିରଫ କରିଥିଲା ସ୍ପେଶାଲ ସ୍କ୍ୱାଡ୍

କନକ ବ୍ୟୁରୋ : କୁଖ୍ୟାତ ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗର ପ୍ରକାଶ ରାଉତରାୟ ଘରେ ଚଢ଼ାଉ । ସୋମବାର ଭୁବନେଶ୍ୱର କମିଶନରେଟ ପୋଲିସ୍ ଓ ଖୋର୍ଦ୍ଧା ପୋଲିସ୍ ମିଳିତ ଭାବେ ଏହି ଚଢ଼ାଉ କରିଛି । ରବିବାର ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ ଧରିଥିଲା କମିଶନରେଟ୍ ପୋଲିସ୍ । ସଞ୍ଜୟର ମୁଖ୍ୟ ସହଯୋଗୀ ଖୋର୍ଦ୍ଧାର ଶିବ ନାଲି, ବେଗୁନିଆର ବଟ ପାଣି ଓ ଦୁର୍ଗାପୁରର ପ୍ରକାଶ ରାଉତରାୟ ଏକ ବଡ଼ ଧରଣର ଡକାୟତି ଉଦ୍ୟମ କରୁଥିବା ବେଳେ ଗିରଫ କରିଥିଲାContinue reading “କୁଖ୍ୟାତ ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗର ପ୍ରକାଶ ରାଉତରାୟ ଘରେ ଚଢ଼ାଉ : ବଡ଼ ଧରଣର ଡକାୟତି ଉଦ୍ୟମ କରୁଥିବା ବେଳେ ଗିରଫ କରିଥିଲା ସ୍ପେଶାଲ ସ୍କ୍ୱାଡ୍”

ରାଜ୍ୟ ସରକାରଙ୍କ ଉପରେ ଶହୀଦଙ୍କ ପତ୍ନୀଙ୍କ ଅଭିମାନ… କହିଲେ ସହଯୋଗ ପାଇଁ ପ୍ରତିଶୁତି ଦେଇ ଭୁଲିଗଲେ ସରକାର

କନକ ବ୍ୟୁରୋ: ଦେଶ ପାଇଁ ଜୀବନ ଦେଇଥିବା ବୀର ଯବାନଙ୍କ ପତ୍ନୀଙ୍କର କ୍ଷୋଭ । ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଶହୀଦ ଯବାନଙ୍କ ପରିବାରକୁ ରାଜ୍ୟ ସରକାର ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଶହୀଦ ଯବାନଙ୍କ ପତ୍ନୀ । ଯାଜପୁର ଧର୍ମଶାଳା ବ୍ଳକ କ୍ଷେତ୍ରପାଳ ଗାଁର ସୁନାପୁଅ ଶଶାଙ୍କ ଶେଖର ସାମଲ । ଦେଶର ଜଣେ ସହିଦ ଯଦୁନାଥ ସାମଲ ଓ ସନ୍ଦ୍ୟାରାଣୀଙ୍କ ପୁଅ । ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ଶଶାଙ୍କ ବାପାଙ୍କୁ ଦେଖି ଜଣେ ସିପାହୀContinue reading “ରାଜ୍ୟ ସରକାରଙ୍କ ଉପରେ ଶହୀଦଙ୍କ ପତ୍ନୀଙ୍କ ଅଭିମାନ… କହିଲେ ସହଯୋଗ ପାଇଁ ପ୍ରତିଶୁତି ଦେଇ ଭୁଲିଗଲେ ସରକାର”

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମସିର ଆଉ ଏକ ପଦକ୍ଷେପ : ଲାଗିଲା ମେଗା ଟ୍ରମେଲ ମେସିନ; ପ୍ରତି ଘଣ୍ଟାରେ ୪୦ ଟନ୍ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ କରିବାର କ୍ଷମତା

କନକ ବ୍ୟୁରୋ : ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମସିର ପଦକ୍ଷେପ । ବର୍ଜ୍ୟବସ୍ତୁ ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଟିଟିଏସ୍ ଠାରେ ଉଦଘାଟିତ ହୋଇଯାଇଛି ମେଗା ଟ୍ରମେଲ ମେସିନ । ବିଏମସି ମେୟର ସୁଲୋଚନା ଦାସ ଏହାର ଉଦଘାଟନ କରିଛନ୍ତି । ଏହି ଟ୍ରମେଲ ମେସିନ ପ୍ରତି ଘଣ୍ଟାରେ ୪୦ ଟନ୍ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ କରିବାର କ୍ଷମତା ରଖିଛି । ୧୦୦ ମିଲିମିଟର ବା ତାଠାରୁ ବଡ଼ ଆକାରର କଠିନ ବର୍ଜ୍ୟବସ୍ତୁ, ଯେପରିକି ପ୍ଲାଷ୍ଟିକContinue reading “ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମସିର ଆଉ ଏକ ପଦକ୍ଷେପ : ଲାଗିଲା ମେଗା ଟ୍ରମେଲ ମେସିନ; ପ୍ରତି ଘଣ୍ଟାରେ ୪୦ ଟନ୍ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ କରିବାର କ୍ଷମତା”

‘ମୋ ପାଇଁ ଖୋଜି ଦିଅ ଜୀବନସାଥୀ’ : ଅଭିଯୋଗ ଶୁଣାଣିବେଳେ ଜିଲ୍ଲାପାଳଙ୍କୁ ନିବେଦନ କଲେ ଦିବ୍ୟାଙ୍ଗ ସଞ୍ଜୀବ, ଦେଲେ ଦରଖାସ୍ତ 

କନକ ବ୍ୟୁରୋ : ଜୀବନସାଥୀ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଏଭଳି ଅନୁରୋଧ କରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ । ଗତକାଲି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିଲା । ଏଠାକୁ ନୂଆପଡ଼ା ଗାଁର ମୂରଲୀଧର ମହାପାତ୍ରଙ୍କ ସାନପୁଅ ସଞ୍ଜୀବ ମହାପାତ୍ର ନିଜ ଅଭିଯୋଗ ନେଇ ଆସିଥିଲେ । ସେ ନିଜ ଦରଖାସ୍ତରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ଯେ, ସେ ନିଜେ ଦିବ୍ୟାଙ୍ଗ ହୋଇଥିବାContinue reading “‘ମୋ ପାଇଁ ଖୋଜି ଦିଅ ଜୀବନସାଥୀ’ : ଅଭିଯୋଗ ଶୁଣାଣିବେଳେ ଜିଲ୍ଲାପାଳଙ୍କୁ ନିବେଦନ କଲେ ଦିବ୍ୟାଙ୍ଗ ସଞ୍ଜୀବ, ଦେଲେ ଦରଖାସ୍ତ “

କୁମ୍ବି ବେଳେ ଯବାନଙ୍କୁ ବଡ଼ ସଫଳତା : ଜିଲୋଟିନ୍, ହ୍ୟାଣ୍ଡ ଗ୍ରେନେଡ୍, ବନ୍ଧୁକ ଜବତ; ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ

କନକ ବ୍ୟୁରୋ : କୁମ୍ବି ବେଳେ ବିଏସଏଫ ଯବାନଙ୍କୁ ବଡ଼ ସଫଳତା । କାଲିମେଳା ଥାନା ଭେଜାଙ୍ଗିିୱାଡା ଅଞ୍ଚଳରୁ ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ ହୋଇଛି । ମାଟି ତଳେ ଏହି ସବୁ ମାଓ ସାମଗ୍ରୀକୁ ପୋତାଯାଇ ଲୁଚାଯାଇଥିଲା । ଅମାପଦର ଓ ଏଲକାନୁର ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରକ ଓ ବନ୍ଧୁକ ଜବତ କରିଛନ୍ତି । ମାଟି ତଳେ ଗୋଟିଏ ୩୦୩ ବନ୍ଧୁକ, ୧୧ଟି ଏସ୍‌ବିଏମ୍‌ଏଲ୍‌ ବନ୍ଧୁକ, ତିନୋଟି ହାତ ତିଆରିContinue reading “କୁମ୍ବି ବେଳେ ଯବାନଙ୍କୁ ବଡ଼ ସଫଳତା : ଜିଲୋଟିନ୍, ହ୍ୟାଣ୍ଡ ଗ୍ରେନେଡ୍, ବନ୍ଧୁକ ଜବତ; ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ”

ଉତକେଲାରୁ ଉଡ଼ିବ ବିମାନ, ମିଳିଲା ଅନୁମତି : ଟୁଇଟ୍ କରି ସୂଚନା ଦେଲେ କଳାହାଣ୍ଡି ଜିଲ୍ଲାପାଳ

କନକ ବ୍ୟୁରୋ : ଏବେ କଳାହାଣ୍ଡି ଉତକେଲାରୁ ଉଡ଼ିବ ବିମାନ । ବହୁ ଦିନର ପ୍ରତୀକ୍ଷା ପରେ ଉତକେଲାରୁ ପ୍ରତିଦିନ ବିମାନ ଉଡ଼ିବା ପାଇଁ ଅନୁମତି ଦେଲେ ଡିଜିସିଏ । ଏ ନେଇ କଳାହାଣ୍ଡି ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଭୁବନେଶ୍ୱରରୁ ଉତକେଲା ଓ ଉତକେଲାରୁ ରାୟପୁର ଯାତ୍ରୀ ବିମାନ ଚାଲିବ । ୯ ଜଣ ଯାତ୍ରୀ ବିଶିଷ୍ଟ ବିମାନ ଚାଲିବା ପାଇଁ ପୂର୍ବରୁ ପ୍ରସ୍ତୁତି ସରିଛି । ଗତ କିଛି ଦିନContinue reading “ଉତକେଲାରୁ ଉଡ଼ିବ ବିମାନ, ମିଳିଲା ଅନୁମତି : ଟୁଇଟ୍ କରି ସୂଚନା ଦେଲେ କଳାହାଣ୍ଡି ଜିଲ୍ଲାପାଳ”

Design a site like this with WordPress.com
Get started