କନକ ବ୍ୟୁରୋ : ଚୀନ୍ ସୀମାରେ ଜୀବନ ହରାଇଲେ ଓଡ଼ିଆ ଯବାନ । ଆଇଟିବିପିରେ କାର୍ଯ୍ୟ କରୁଥିବା ଓଡ଼ିଆ ପୁଅ ରାଜୀବ ନାୟକଙ୍କ ମୃତ୍ୟୁ ଘଟିଛି । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ଥାନା ବନେଇକଳା ଗ୍ରାମ ପଞ୍ଚାୟତ ଗୁଣ୍ଡୁରିଆ ଗ୍ରାମରେ । ଶନିବାର ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବିଶୋଇ ଥାନା ଅନ୍ତର୍ଗତ ବନେଇକଳା ଗ୍ରାମ ପଞ୍ଚାୟତର ଗୁଣ୍ଡୁରିଆ ଗ୍ରାମ ହେଉଛି ମୃତ ଯବାନContinue reading “ଚୀନ୍ ସୀମାରେ ଓଡ଼ିଆ ଯବାନ ସହିଦ : ଆଇଟିବିପିରେ କାର୍ଯ୍ୟରତ ରାଜୀବ ନାୟକଙ୍କ ମୃତ୍ୟୁ; ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ”
Tag Archives: News
ରାଜ୍ୟସଭାରେ ପାରିତ ହେଲା ‘ଦିଲ୍ଲୀ ସେବା ବିଲ୍’ : ସମର୍ଥନରେ ପଡ଼ିଲା ୧୩୧ ଭୋଟ୍; ବିଲକୁ ବିଜେଡିର ସମର୍ଥନ, ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା
କନକ ବ୍ୟୁରୋ : ରାଜ୍ୟସଭାରେ ପାସ ହୋଇଛି ଦିଲ୍ଲୀ ସେବା ବିଲ । ସୋମବାର ଗୃହରେ ଏ ନେଇ ଆଲୋଚନା ହୋଇଥିଲା । ବିଲ ସପକ୍ଷରେ ୧୩୧ ଭୋଟ ପଡିଥିବାବେଳେ ବିରୋଧରେ ୧୦୨ ଭୋଟ୍ ପଡିଥିଲା । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହି ବିଲ୍ ଆଇନରେ ପରିଣତ ହେବ । ଭୋଟିଂ ପାଇଁ ମେସିନ ଅଣାଯାଇଥିଲା । କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ କାଗଜରେ ସାଂସଦମାନେ ଭୋଟଦେଇଥିଲେ । ବିଜେଡି ବିଲ୍ ସପକ୍ଷରେ ଭୋଟ ଦେଇଛିContinue reading “ରାଜ୍ୟସଭାରେ ପାରିତ ହେଲା ‘ଦିଲ୍ଲୀ ସେବା ବିଲ୍’ : ସମର୍ଥନରେ ପଡ଼ିଲା ୧୩୧ ଭୋଟ୍; ବିଲକୁ ବିଜେଡିର ସମର୍ଥନ, ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା”
ମୋଦୀ ସରକାର ବିରୋଧରେ ଆଜି ଲୋକସଭାରେ ଆସିବ ଅନାସ୍ଥା ପ୍ରସ୍ତାବ : ମଣିପୁର ପ୍ରସଙ୍ଗରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ବିରୋଧୀମାନେ ମୋଦୀ ସରକାର ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଆଜି ଲୋକସଭାରେ ଆଲୋଚନା ହେବ । ମଣିପୁର ପ୍ରସଙ୍ଗରେ ବିରୋଧୀମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ବିରୋଧୀମାନେ ବାରମ୍ବାର ଦାବି କରିଆସିଥିବା ବେଳେ ମୋଦୀ ଏଯାଏଁ ଏନେଇ ବିବୃତି ରଖି ନାହାନ୍ତି । ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନା ଆରମ୍ଭ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ବିବୃତି ରଖିପାରନ୍ତି । ଲୋକସଭାରେ ବିଜେପିContinue reading “ମୋଦୀ ସରକାର ବିରୋଧରେ ଆଜି ଲୋକସଭାରେ ଆସିବ ଅନାସ୍ଥା ପ୍ରସ୍ତାବ : ମଣିପୁର ପ୍ରସଙ୍ଗରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ”
ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ: ସରକାରଙ୍କ ପକ୍ଷ ରଖି ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଲେ ୬ଟି ପ୍ରଭାବିତ ଜିଲ୍ଲାରେ ଗଠନ ହେବ ଏସଆଇଟି ଟିମ
କନକ ବ୍ୟୁରୋ: ମଣିପୁର ହିଂସା ମାମଲାରେ ସୋମବାର ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ ସମୟରେ କେନ୍ଦ୍ର ସରକାର କୋର୍ଟରେ ନିଜର ପକ୍ଷ ରଖିଛନ୍ତି । ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଛନ୍ତି ମାମଲାରେ ୬ହଜାର ୫ଶହ ଏଫଆଇର ରୁଜୁ ହୋଇଛି । କେନ୍ଦ୍ର ସରକାର ବେଶ ଗମ୍ଭୀରତାର ସହ ମଣିପୁର ହିଂସା ମାମଲାକୁ ଗ୍ରହଣ କରି ଆବଶ୍ୟକ ମୁତାବକ ପଦକ୍ଷେପ ଗ୍ରହଣ କରୁଛନ୍ତି । ହିଂସା ପ୍ରଭାବିତ ୬ଜିଲ୍ଲା ପାଇଁ ଏସଆଇଟି ଟିମ ଗଠନ କରାଯିବ ।Continue reading “ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ: ସରକାରଙ୍କ ପକ୍ଷ ରଖି ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଲେ ୬ଟି ପ୍ରଭାବିତ ଜିଲ୍ଲାରେ ଗଠନ ହେବ ଏସଆଇଟି ଟିମ”
ଜେଲର ଅନ୍ଧାରକୋଠରୀରେ କଟୁଛି ଇମ୍ରାନଙ୍କ ଦିନ: ମିଳୁଛି ବି-ଶ୍ରେଣୀର ସେବା-ଦଳୀୟକର୍ମୀ ଓ ସମ୍ପକୀୟଙ୍କୁ ଭେଟିବାକୁ ନାହିଁ ଅନୁମତି
କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲ୍ଦଣ୍ଡ କାଟୁଛନ୍ତି । ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ୩ ବର୍ଷ ଦଣ୍ଡ ଦିଆଯାଇଛି । ତେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲରେ ଜଣେ ସାଧାରଣ କଏଦୀଙ୍କ ପରି ରହିଛନ୍ତି । ‘ଅଟୋକ୍’ ଜେଲରେ ସାଧାରଣ କଏଦୀଙ୍କ ପରି ଖାଇବା ଓ ରହିବା ବ୍ୟବସ୍ଥା ଇମ୍ରାନଙ୍କୁ ଯୋଗାଇ ଦିଆଯାଉଛି । ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ଇମ୍ରାନ ଖାନ ଏବେ ଜେଲରେ ଦଣ୍ଡ କାଟୁଛନ୍ତିContinue reading “ଜେଲର ଅନ୍ଧାରକୋଠରୀରେ କଟୁଛି ଇମ୍ରାନଙ୍କ ଦିନ: ମିଳୁଛି ବି-ଶ୍ରେଣୀର ସେବା-ଦଳୀୟକର୍ମୀ ଓ ସମ୍ପକୀୟଙ୍କୁ ଭେଟିବାକୁ ନାହିଁ ଅନୁମତି”
ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ଏଣ୍ଡୋସ୍କୋପି ୱାର୍ଡରେ ଲାଗିଲା ନିଆଁ: କୌଣସି ମୃତାହତର ନାହିଁ ସୂଚନା, ରୋଗୀଙ୍କୁ କରାଗଲା ସୁରକ୍ଷିତ ସ୍ଥାନାନ୍ତର
କନକ ବ୍ୟୁରୋ: ଦିଲ୍ଲୀ ଏମ୍ସ ହସ୍ପିଟାଲରେ ବଡ଼ ଅଗ୍ନିକାଣ୍ଡ । ଏମ୍ସରେ ଥିବା ‘ଇମରଜେନ୍ସି ବୋର୍ଡ’ ନିକଟ ଏଣ୍ଡୋସ୍କୋପି ରୁମରେ ପାଖାପାଖି ୧୨ଟା ସମୟରେ ନିଆଁ ଲାଗିଥିଲା । ଏନେଇ ଖବର ପାଇ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛନ୍ତି । ଦୀର୍ଘ ସମୟର ଚେଷ୍ଟା ପରେ ଲାଗିଥିବା ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ ଦମକଳ ବାହିନୀ । ତେବେ ସମସ୍ତ ରୋଗୀଙ୍କୁ ନିରାପଦ ଭାବେ ସ୍ଥାନାନ୍ତର କରାଯାଇଛି । ଏଯାଏଁContinue reading “ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ଏଣ୍ଡୋସ୍କୋପି ୱାର୍ଡରେ ଲାଗିଲା ନିଆଁ: କୌଣସି ମୃତାହତର ନାହିଁ ସୂଚନା, ରୋଗୀଙ୍କୁ କରାଗଲା ସୁରକ୍ଷିତ ସ୍ଥାନାନ୍ତର”
ଟମାଟୋ କରୁଛି କୋଟିପତି: ୨ରୁ ୩ମାସ ମଧ୍ୟରେ ୫ଜଣ ଚାଷୀ ରାତାରାତି ହେଲେଣି କୋଟିପତି, କିଣୁଛନ୍ତି କାର, ଗାଡି
କନକ ବ୍ୟୁରୋ: ଟମାଟୋ କରୁଛି କୋଟପତି । ଟମାଟୋର ଦାମ ବୃଦ୍ଧି ସାଧାରଣ ଗ୍ରାହକଙ୍କ ପାଇଁ ସମସ୍ୟା ସାଜିଛି କିନ୍ତୁ ଅନ୍ୟପଟେ ଚାଷୀଙ୍କ ପାଇଁ ଆର୍ଶୀବାଦ ପାଲଟିଛି । ୨ରୁ ୩ମାସ ଭିତରେ ଦକ୍ଷିଣଭାରତ ରାଜ୍ୟର କିଛି ଚାଷୀ ଟମାଟୋ ବିକି କୋଟିପତି ହୋଇଛନ୍ତି । କେବଳ ସେତିକି ନୁହେଁ ନିଜ ସ୍ୱପ୍ନରକୁ ପୂରା କରିବାରେ ସଫଳ ହୋଇଛନ୍ତି । ଟମାଟୋ କରୁଛି କୋଟିପତି । ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ସତ ମଧ୍ୟ ।Continue reading “ଟମାଟୋ କରୁଛି କୋଟିପତି: ୨ରୁ ୩ମାସ ମଧ୍ୟରେ ୫ଜଣ ଚାଷୀ ରାତାରାତି ହେଲେଣି କୋଟିପତି, କିଣୁଛନ୍ତି କାର, ଗାଡି”
ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ଭାରତୀୟ ଯୁବକ: ଭିସା ନମିଳିବାରୁ ହେଲା ଅନଲାଇନ ବାହାଘର
କନକ ବ୍ୟୁରୋ: ପୁଣି ପାକିସ୍ତାନ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ଭାରତୀୟ ଯୁବକ । ରାଜସ୍ଥାନ ଯୋଧପୁରୁ ଯୁବକ ଅରବାଜ ଓ କରାଚୀର ଅମିନାଙ୍କ ନିକଟରେ ଅନଲାଇନ ବିବାହ କରିଛନ୍ତି । ଦୁଇ ପରିବାରଙ୍କ ସହମତି ଓ ଉପସ୍ଥିତିରେ ଅନଲାଇନ ବିବାହ ହୋଇଛି । ଅମିନାଙ୍କୁ ଭିସା ନମିିଳିବାରୁ ଅନଲାଇନ ବିବାହ ହୋଇଥିବା ଜଣାପଡିଛି । ରୀତିନୀତିରେ ଚାଲିଛି ବିବାହ । ଦେଖାଯାଉଛି ଖୁସିର ମାହୋଲ । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ହେଉଛି ଅନଲାଇନContinue reading “ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ଭାରତୀୟ ଯୁବକ: ଭିସା ନମିଳିବାରୁ ହେଲା ଅନଲାଇନ ବାହାଘର”
ଗାଁକୁ ଫେରିବାକୁ ଲାଗିଗଲା ୨୦ ବର୍ଷ: ପ୍ରେମ ଜିତିଲା, ସଂଘର୍ଷକୁ ମିଳିଲା ସଫଳତା
କନକ ବ୍ୟୁରୋ: ପ୍ରେମ ଆଗରେ ହାର ମାନିଲା ସମାଜ । ପ୍ରେମ ଜିତିଲା ଆଉ ହାରିଗଲା ଏଥିରେ ପ୍ରତିବନ୍ଧକ ସାଜିଥିବା ରୁଢିବାଦି ଚିନ୍ତାଧାରା । ପ୍ରେମ ବିବାହ କରିଥିବାରୁ ଦିନେ ଗାଁରୁ ବିତାଡିତ ହୋଇଥିଲେ । ମାତ୍ର ହାରି ନଥିଲେ । ପୋଲିସ ଓ ପ୍ରଶାସନର ସହାୟତାରେ ଶେଷରେ ୨୦ ବର୍ଷ ପରେ ନିଜ ଗାଁକୁ ଫେରିଛନ୍ତି ଜର୍ଜ ପାଇକ । ଏହି ପ୍ରେମ କାହାଣୀରେ ଭରି ରହିଥିଲା ସଂଘର୍ଷ । ପ୍ରେମର ବାଟ ଓଗାଳିଥିଲେ ନିଜContinue reading “ଗାଁକୁ ଫେରିବାକୁ ଲାଗିଗଲା ୨୦ ବର୍ଷ: ପ୍ରେମ ଜିତିଲା, ସଂଘର୍ଷକୁ ମିଳିଲା ସଫଳତା”
ବନ୍ଧା ହେଲା ଗ୍ୟାଙ୍ଗଷ୍ଟର: ଅଟୋମେଟିକ୍ କାରବାଇନ୍ ଧରି କରୁଥିଲା ରାଜ୍
କନକ ବ୍ୟୁରୋ: ବନ୍ଧାହେଲେ ଖୋର୍ଦ୍ଧା ଜିଲ୍ଲାର କୁଖ୍ୟାତ ସଂଜୟ ଖୁଂଟିଆ ଗ୍ୟାଙ୍ଗ୍ । ଭୁବନେଶ୍ୱରରେ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ବେଳେ ମାଡି ବସିଲା ସ୍ପେଶାଲ ସ୍କ୍ୱାର୍ଡ । ହତ୍ୟା, ହତ୍ୟା ଉଦ୍ୟମ, ଖଣି ମାଫିଆ, ବଟି ଆଦାୟ ଭଳି ଅନେକ ଅପରାଧରେ ସମ୍ପୃକ୍ତ ଥିବା ଏହି ଗ୍ୟାଙ୍ଗର ମୁଖିଆ ସଂଜୟ ଖୁଂଟିଆ ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ବନ୍ଧୁକ, ଗୁଳି ସମେତ ଅନେକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛିContinue reading “ବନ୍ଧା ହେଲା ଗ୍ୟାଙ୍ଗଷ୍ଟର: ଅଟୋମେଟିକ୍ କାରବାଇନ୍ ଧରି କରୁଥିଲା ରାଜ୍”