ଜାତୀୟ ହସ୍ତତନ୍ତ ଦିବସ: ବୁଣାକାରଙ୍କ ସମ୍ମାନର ଦିନ

କନକ ବ୍ୟୁରୋ: ଆଜି ଜାତୀୟ ହସ୍ତତନ୍ତ ଦିବସ । ସମୟ ବଦଳିବା ସହ ବଦଳୁଛି ହାତବୁଣା ପୋଷାକର ଚାହିଦା । ଆଜିକାଲି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କ ଓ ବୟସ୍କଙ୍କ ଠାରେ ହସ୍ତତନ୍ତ ପୋଷାକ ପ୍ରତି ଚାହିଦା ଥିବା ପରୀଲକ୍ଷିତ ହେଉଛି । ଫ୍ୟାସନ୍ରେ ବି ହ୍ୟାଣ୍ଡଲୁମ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଦେଖିବାକୁ ମିଳୁଛି । ସେଥିପାଇଁ ତ ଏଥର ଜାତୀୟ ହସ୍ତତନ୍ତ ଦିବସର ଥିମ୍ ରହିଛି, ସ୍ଥାୟୀ ଫ୍ୟାସନ୍ ପାଇଁ ହସ୍ତତନ୍ତ । ହସ୍ତତନ୍ତContinue reading “ଜାତୀୟ ହସ୍ତତନ୍ତ ଦିବସ: ବୁଣାକାରଙ୍କ ସମ୍ମାନର ଦିନ”

ଆସୁଥିଲା ଅଧିକ ବିଦ୍ୟୁତ ବିଲ: ମିଟର ରିଡିଂ ଏଜେଂଟଙ୍କୁ ହାଣିଦେଲେ ଉପଭୋକ୍ତା

କନକ ବ୍ୟୁରୋ: ବିଦ୍ୟୁତ ବିଲ ଅଧିକ ଆସିବାରୁ ମିଟର ରିଡିଂ ପାଇଁ ଆସିଥିବା ଯୁବକଙ୍କୁ ହତ୍ୟା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଗଂଜାମ ଜିଲ୍ଲା କୁପାଟୀ ଗାଁରେ ଆତଙ୍କ । କାହିଁକି ଅଧିକ ବିଦ୍ୟୁତ ବିଲ୍ ଆସିଲା ଏହାକୁ ନେଇ ମିଟିର ରିଡିଂ ଏଜେଂଟ୍ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ସହ ପ୍ରଥମେ ଯୁକ୍ତିତର୍କ ଓ ପରେ ତାଙ୍କୁ ଗଳା କାଟି ହତ୍ୟା କରିଛି ନରହନ୍ତା ଉପୋଭୋକ୍ତା ଗୋବିନ୍ଦ ସେଠୀ । ସେପଟେ, ଲକ୍ଷ୍ମୀ ନାରାୟଣଙ୍କContinue reading “ଆସୁଥିଲା ଅଧିକ ବିଦ୍ୟୁତ ବିଲ: ମିଟର ରିଡିଂ ଏଜେଂଟଙ୍କୁ ହାଣିଦେଲେ ଉପଭୋକ୍ତା”

ରହସ୍ୟ ଘେରରେ ବାର୍ ଗର୍ଲଙ୍କ ମୃତ୍ୟୁ: କେମିତି ଜୀବନ ହାରିଲେ ଶୁଭଲକ୍ଷ୍ମୀ? ବୟଫ୍ରେଣ୍ଡଙ୍କ ବୟାନ ରେକର୍ଡ

କନକ ବ୍ୟୁରୋ: ରହସ୍ୟ ଘେରରେ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା । କାହିଁକି ହୋଟେଲ ଯାଇଥିଲେ ଶୁଭଲକ୍ଷ୍ମୀ, କାହିଁକି ଜୀବନ ହାରିଲେ, ମୃତ୍ୟୁ ପଛରେ ଅଛି କି ପ୍ରେମ ସମ୍ପର୍କ । ଏଭଳି ଅନେକ ପ୍ରଶ୍ନକୁ ନେଇ ରହସ୍ୟ ଲାଗି ରହିଛି । ଏହାରିଭିତରେ ତାଙ୍କର ଜଣେ ପୁରୁଷ ବନ୍ଧୁ ସଂଜୟଙ୍କ ବୟାନ ରେକର୍ଡ କରିଛି ପୋଲିସ । ସଂଜୟଙ୍କ କହିବା କଥା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁର ୨୦ ଦିନ ପୂର୍ବରୁ ତାଙ୍କ ସହ ବ୍ରେକ୍ଅପ୍ ହୋଇ ଯାଇଥିଲା ।Continue reading “ରହସ୍ୟ ଘେରରେ ବାର୍ ଗର୍ଲଙ୍କ ମୃତ୍ୟୁ: କେମିତି ଜୀବନ ହାରିଲେ ଶୁଭଲକ୍ଷ୍ମୀ? ବୟଫ୍ରେଣ୍ଡଙ୍କ ବୟାନ ରେକର୍ଡ”

ରେଳବାଇ କେବେ ଦେବ ଚାକିରି? ଖାଲପଡିଛି ୩ ଲକ୍ଷରୁ ଅଧିକ ପଦ

କନକ ବ୍ୟୁରୋ: ଭାରତୀୟ ରେଳ ବିଭାଗରେ କର୍ମଚାରୀ ସଂକଟ । ଦେଶର ୧୮ଟି ଜୋନ୍ରେ ଫାଙ୍କା ପଡିଛି ୩ଲକ୍ଷରୁ ଅଧିକ ପୋଷ୍ଟ । କିନ୍ତୁ ବିଭାଗ ନୂଆ ନିଯୁକ୍ତି ପାଇଁ ଗୁରୁତ୍ୱ ଦେଉ ନଥିବା ପ୍ରଶ୍ନ ଉଠିଛି । ସେପଟେ ଲୋକସଭାରେ ଏ ସମ୍ପର୍କିତ ପ୍ରଶ୍ନର ଉତର ରଖି ରେଳ ମନ୍ତ୍ରୀ କହିଛନ୍ତି,  ଖାଲିଥିବା ପଦବୀ ଗୁଡିକର ପୂରଣ ପାଇଁ ପ୍ରକ୍ରିୟା ଚାଲିଛି । ହେଲେ କେବେ ଏହି ସବୁ ପଦବୀ ପୂରଣ ହେବ ତାହା ସ୍ପଷ୍ଟContinue reading “ରେଳବାଇ କେବେ ଦେବ ଚାକିରି? ଖାଲପଡିଛି ୩ ଲକ୍ଷରୁ ଅଧିକ ପଦ”

ଗଞ୍ଜେଇ ଚାଷୀଙ୍କଠାରୁ ବଟି ନେଉଥିଲା ପୁଲିସ୍! ଟଙ୍କା ନଦେଲେ ପୁଲିସ୍ ଦେଉଥିଲା ନିର୍ଯାତନା!

କନକ ବ୍ୟୁରୋ: ଫିିରିଙ୍ଗିଆ ଥାନା ପୋଡି ମାମଲାରେ ସାଂଘାତିକ୍ ଅଭିଯୋଗ । ପୋଲିସର ଜୁଲମ୍ ସହି ସହି ଶେଷକୁ ଥାନା ପୋଡିବା ସହ ପୋଲିସକୁ ମାଡ ମାରିବାକୁ ବାଧ୍ୟ ହୋଇଥିବା କଥା କନକ ନ୍ୟୁଜ ଆଗରେ ବଖାଣିଲେ ପିଙ୍ଗିରିଆର ଜଣେ ଗଂଜେଇ ଚାଷୀ । ତାଙ୍କ ଅଭିଯୋଗ, ପୋଲିସ ମୋଟା ଅଙ୍କର ବଟି ମାଗୁଥିଲା । ବଟି ନଦେଲେ ସେମାନଙ୍କୁ ମିଳୁଥିଲା ଅକଥନୀୟ ନିର୍ଯାତନା । ଯେଉଁ ଘଟଣାରେ କନ୍ଧମାଳ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦିଆଗଲାContinue reading “ଗଞ୍ଜେଇ ଚାଷୀଙ୍କଠାରୁ ବଟି ନେଉଥିଲା ପୁଲିସ୍! ଟଙ୍କା ନଦେଲେ ପୁଲିସ୍ ଦେଉଥିଲା ନିର୍ଯାତନା!”

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା: ବ୍ୟକ୍ତିତ୍ୱକୁ ପ୍ରଶଂସା, କାମକୁ ସ୍ୱୀକୃତି!

କନକ ବ୍ୟୁରୋ: ଧର୍ମେନ୍ଦ୍ରଙ୍କ ମୁହଁରେ ନବୀନଙ୍କ ପ୍ରଶଂସା । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ବିଜେଡି-ବିଜେପି ଡିଲ୍ ନେଇ ଚର୍ଚ୍ଚା ହେଉଥିବାବେଳେ ଧର୍ମେନ୍ଦ୍ରଙ୍କ ବୟାନ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଏକ ସାକ୍ଷାତ୍କାର ବେଳେ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତ. ଓଡିଆ ଲୋକଙ୍କର ତାଙ୍କ ଉପରେ ଭରସା ଥିବାରୁ ଏତେ ବର୍ଷ ଧରି ନବୀନ କ୍ଷମତାରେ ରହିଛନ୍ତି । ଏହା ପୂର୍ବରୁ ବି ଅମିତ ଶାହା ଓଡିଶାContinue reading “ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା: ବ୍ୟକ୍ତିତ୍ୱକୁ ପ୍ରଶଂସା, କାମକୁ ସ୍ୱୀକୃତି!”

ସମୟ ବଦଳୁଛି କିନ୍ତୁ ବଦଳୁନି ଲୋକଙ୍କ ମାନସିକତା: ସଚେତନତାର ଅଭାବରୁ ଏବେ ବି ବଂଚିଛି ଅନ୍ଧବିଶ୍ୱାସ

କନକ ବ୍ୟୁରୋ: ସମୟ ବଦଳୁଛି କିନ୍ତୁ ବଦଳିନି ଲୋକଙ୍କ ମାନସିକତା। ଆଜି ବି ସଭ୍ୟସମାଜରେ ଭଣ୍ଡବାବଙ୍କୁ ପ୍ରୋତ୍ସାହିତ କରୁଛି ମଣିଷସମାଜ। କେତେବେଳେ ଧର୍ମ ନାଁରେ ତ କେତେବେଳେ ଚିକିତ୍ସା ନାଆଁରେ ଅର୍ଥ ଲୁଟ୍ ଆରମ୍ଭ କରି ଯୌନ କେଳେଙ୍କାରି। ଏଭଳି ଏକଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ। ଯେଉଁଠି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଅସୁରକ୍ଷିତ ଚିକିତ୍ସା ହେଉଛି। ସମୟ ବଦଳୁଛି କିନ୍ତୁ ବଦଳୁନି ଲୋକଙ୍କ ମାନସିକତା । ରୋଗ ଭଲ ପାଇଁ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ତଥାକଥିକContinue reading “ସମୟ ବଦଳୁଛି କିନ୍ତୁ ବଦଳୁନି ଲୋକଙ୍କ ମାନସିକତା: ସଚେତନତାର ଅଭାବରୁ ଏବେ ବି ବଂଚିଛି ଅନ୍ଧବିଶ୍ୱାସ”

୪ମାସ ପରେ ସଂସଦକୁ ଫେରିଲେ ରାହୁଲ: ପାଛୋଟି ନେଲେ ବିରୋଧୀ ମେଂଟର ସାଂସଦ, କଂଗ୍ରେସ ଶିବିର ଉତ୍ସାହିତ

କନକ ବ୍ୟୁରୋ: ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ । ଗୁଜୁରାଟ ତଳ କୋର୍ଟଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇବାପରେ ଏବେ ପୁଣିଥରେ ସଂସଦକୁ ଯିବାକୁ ରାହୁଲଙ୍କୁ ମିଳିଛି ଅନୁମତି । ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯିବା ପରେ କଂଗ୍ରେସ ଶିବିରରେ ଖୁସିର ଲହରି ଖେଳି ଯାଇଛି । ସେପଟେ ୪ମାସ ପରେ ସଂସଦକୁ ଫେରିଛନ୍ତି ରାହୁଲ । ଅନାସ୍ଥା ପ୍ରସ୍ତାବ ଆଲୋଚନାର ଦିନକ ପୂର୍ବରୁ ସଂସଦକୁContinue reading “୪ମାସ ପରେ ସଂସଦକୁ ଫେରିଲେ ରାହୁଲ: ପାଛୋଟି ନେଲେ ବିରୋଧୀ ମେଂଟର ସାଂସଦ, କଂଗ୍ରେସ ଶିବିର ଉତ୍ସାହିତ”

ଗୁରୁ ସୁମନ ମେହେରଙ୍କ ଗୁରୁ ଶିଷ୍ୟ ପରମ୍ପରା ତାଲିମ କେନ୍ଦ୍ର: ପ୍ରଶିକ୍ଷଣ ପାଇ ତିଆରି ହେଉଛି ସୁନ୍ଦର ସୁନ୍ଦର କଳାକୃତି

କନକ ବ୍ୟୁରୋ: କଳା ଆଉ ସୁକ୍ଷ୍ମ କାରିଗରିରେ ଚାଲିଛି କାମ । ପ୍ରଶିକ୍ଷଣ ପାଇ ତିଆରି ହେଉଛି ସୁନ୍ଦର ସୁନ୍ଦର କଳାକୃତି । ସୁନ୍ଦରଗଡ ମହାନ୍ତପଡାରେ ରହିଛି ଗୁରୁ ସୁମନ ମେହେରଙ୍କ ଗୁରୁ ଶିଷ୍ୟ ପରମ୍ପରା ତାଲିମ କେନ୍ଦ୍ର । କଳାକୁ ବଚାଂଇ ରଖିବା ପାଇଁ ଶିଷ୍ୟମାନଙ୍କୁ ଦିଆଯାଉଛି ବିଭିନ୍ନ ପ୍ରଶିକ୍ଷଣ । ଯେଉଁଠି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କାରୁକାର୍ଯ୍ୟ ଶିଖୁଛନ୍ତି ନୂଆପିଢି । ସୁନ୍ଦରଗଡରେ ଚାଲିଛି ଗୁରୁଶିଷ୍ୟ ପରମ୍ପରା ତାଲିମ କେନ୍ଦ୍ର । ନୂଆପିଢିContinue reading “ଗୁରୁ ସୁମନ ମେହେରଙ୍କ ଗୁରୁ ଶିଷ୍ୟ ପରମ୍ପରା ତାଲିମ କେନ୍ଦ୍ର: ପ୍ରଶିକ୍ଷଣ ପାଇ ତିଆରି ହେଉଛି ସୁନ୍ଦର ସୁନ୍ଦର କଳାକୃତି”

ପୁଣି ଫାଟିଲା ଭାର୍ଗବୀ ନନ୍ଦୀ ବନ୍ଧ: ମରାମତି କାମର ୨ ମାସ ନପୁରୁଣୁ ୧ କିଲୋମିଟର ଲମ୍ବର ଫାଟ

କନକ ବ୍ୟୁରୋ: ପୁଣି ଫାଟିଲା ଭାର୍ଗବୀ ନନ୍ଦୀ ବନ୍ଧ । ବନ୍ଧ ମରାମତି କାମର ୨ ମାସ ନପୁରୁଣୁ ପୁଣି ବନ୍ଧରେ ଫାଟ ସୃଷ୍ଟି ହୋଇଛି । ୧ କିଲୋମିଟର ପର୍ଯ୍ୟନ୍ତ ମାଟି ବନ୍ଧ ଫାଟି ଆଁ କରିଛି । ଯାହାକୁ ଦେଖି ନଈକୁଳିଆ ଗ୍ରାମବାସୀଙ୍କ ମନରେ ଛନକା ପସିଛି । ବର୍ଷା ଅଧିକ ହେଲେ, ନଦୀରେ ବନ୍ୟା ଆସିଲେ ବନ୍ଧର ଅବସ୍ଥା କଣ ହେବ, ତାକୁ ନେଇ ଚିନ୍ତା ବଢିଯାଇଛି । ନିମ୍ନମାନର କାମ ଯୋଗୁଁContinue reading “ପୁଣି ଫାଟିଲା ଭାର୍ଗବୀ ନନ୍ଦୀ ବନ୍ଧ: ମରାମତି କାମର ୨ ମାସ ନପୁରୁଣୁ ୧ କିଲୋମିଟର ଲମ୍ବର ଫାଟ”

Design a site like this with WordPress.com
Get started