ଜମ୍ମୁ-କାଶ୍ମୀର ପୁଂଛରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜଣେ ଆତଙ୍କୀ ନିହତ

ରବିବାର ରାତିରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ନିରାପତ୍ତା ବଳ ଜଣେ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିବା ସହିତ ଆଉ ଜଣଙ୍କ ଉପରକୁ ଗୁଳି ଚଳାଇ ଅନୁପ୍ରବେଶ ଉଦ୍ୟମ ବିଫଳ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ରାତ୍ରୀର ଅନ୍ଧକାରରେ କେତେଜଣ ଆତଙ୍କବାଦୀ ଲୁଚି ଲୁଚି ସୀମା ଏପାରିକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଦେଗୱାର୍‌ ସେକ୍ଟର୍‌ରେ ସଜାଗ ଥିବା ଯବାନମାନଙ୍କ ଦୃଷ୍ଟିରେ ପଡ଼ିଥିଲେ। ତା’ପରେContinue reading “ଜମ୍ମୁ-କାଶ୍ମୀର ପୁଂଛରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜଣେ ଆତଙ୍କୀ ନିହତ”

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ହେବ ଡାକ୍ତରୀ ମାଇନା: ମହିଳାଙ୍କୁ ନିର୍ଯାତନା ଓ ଠକେଇ ମାମଲାରେ କଟକ ମହିଳା ଥାନାରେ ହୋଇଛନ୍ତି ହାଜର

କନକ ବ୍ୟୁରୋ: କଟକ ମହିଳା ଥାନାରେ ହାଜର ହେଲେ ବଲିଉଡ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ । ସୌରିନଙ୍କ ବିରୋଧରେ ଜଣେ ଯୁବତୀ ଠକେଇ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ । ପୋଲିସ ଏହି ମାମଲାରେ ତଦନ୍ତ କରୁଛି । ଏମିତିକି ସୌରୀନଙ୍କ ପଶ୍ଚିମବଙ୍ଗ ଘରକୁ ଯାଇ ତଦନ୍ତ କରିଥିଲେ । କିନ୍ତୁ ସୌରିନଙ୍କର କୌଣସି ଦେଖାସାକ୍ଷାତ ମିଳିନଥିଲା । ପରେ ଗିରଫ ଭୟରେ ସୌରିନ ହାଇକୋର୍ଟରେ ଜାମିନ ପାଇଁ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ପୋଲିସ ନିକଟରେContinue reading “କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ହେବ ଡାକ୍ତରୀ ମାଇନା: ମହିଳାଙ୍କୁ ନିର୍ଯାତନା ଓ ଠକେଇ ମାମଲାରେ କଟକ ମହିଳା ଥାନାରେ ହୋଇଛନ୍ତି ହାଜର”

ପୁରା ପରିବାରକୁ ନଦୀକୁ ଠେଲିଦେଲା ସାବତ ବାପା , ବ୍ରିଜ୍ ପାଇପକୁ ଧରି ଏଭଳି ଜୀବନ ବଞ୍ଚାଇଲା ଝିଅ

କନକ ବ୍ୟୁରୋ: ଗୋଦାବରୀ ନଦୀର ଗଭୀର ପାଣିକୁ ପୁରା ପରିବାରକୁ ଠେଲିଦେଲେ ବ୍ୟକ୍ତି । ପ୍ରଖର ଜଳ ସ୍ରୋତରେ ଭାସିଗଲେ ପତ୍ନୀ ଓ ବର୍ଷକର ଝିଅ । ହେଲେ ବୁଦ୍ଧି ଖଟାଇ ବଞ୍ଚିଗଲା ବଡ ଝିଅ । ଉଦ୍ଧାର କରିବା ସହ ୧୩ ବର୍ଷ ଝିଅର ବୁଦ୍ଧିକୁ ତାରିଫ କରିଛନ୍ତି ପୁଲିସ ଅଧିକାରୀ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ୧୩ ବର୍ଷର ଝିଅ ସହ ମା’ ଓ ସାନ ଭଉଣୀକୁ ସାବତContinue reading “ପୁରା ପରିବାରକୁ ନଦୀକୁ ଠେଲିଦେଲା ସାବତ ବାପା , ବ୍ରିଜ୍ ପାଇପକୁ ଧରି ଏଭଳି ଜୀବନ ବଞ୍ଚାଇଲା ଝିଅ”

ରତ୍ନଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ । ହାଇକୋର୍ଟରେ ସତ୍ୟପାଠରେ ଉଲ୍ଲେଖ କଲା ଏଏସଆଇ ।

କନକ ବ୍ୟୁରୋ : ରତ୍ନଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ । ଏନେଇ ହାଇକୋର୍ଟରେ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛି ଏଏସଆଇ । ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ଏଏସଆଇ । ଯେଉଁଥିରେ ଏଏସଆଇ ପକ୍ଷରୁ କୁହାଯାଇଛି ଯେ, ରତ୍ନଭଣ୍ଡାରର ମରାମତି ଆବଶ୍ୟକ । ୨୦୧୮ରେ ଶେଷଥର ପାଇଁ ବାହାର ଭଣ୍ଡାରର ଅନୁଧ୍ୟାନ କରାଯାଇଥିଲା । ଏବେ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି । କୋର୍ଟ ଅନୁମତି ଦେଲେ ଆଗାମୀ ପଦକ୍ଷେପ ନିଆଯିବContinue reading “ରତ୍ନଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ । ହାଇକୋର୍ଟରେ ସତ୍ୟପାଠରେ ଉଲ୍ଲେଖ କଲା ଏଏସଆଇ ।”

ବିମାନର ସବୁଠୁ ସୁରକ୍ଷିତ ସିଟ୍ । ଦୁର୍ଘଟଣାରେ ବି ବଞ୍ଚିଯାଇପାରେ ଜୀବନ

କନକ ବ୍ୟୁରୋ : ବିମାନରେ ଯାତ୍ରା କରୁଥିଲେ ଆପଣ ଏହି ଖବର ଜାଣିବା ନିଶ୍ଚୟ ଆବଶ୍ୟକତା ରହିଛି । ଅନେକ ସମୟରେ ବିମାନ ଦୁର୍ଘଟଣାର ଖବର ଆସିଥାଏ । ବିମାନ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ଜାବନ ଯାଇଥିବା ଘଟଣା ମଧ୍ୟ ସମସ୍ତଙ୍କୁ ବ୍ୟଥିତ କକିଥାଏ । ଏପରିକି ଟ୍ରେନ୍ ଦୁର୍ଘଟଣାର ଅନେକ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥାନ୍ତି । କିନ୍ତୁ ବିମାନContinue reading “ବିମାନର ସବୁଠୁ ସୁରକ୍ଷିତ ସିଟ୍ । ଦୁର୍ଘଟଣାରେ ବି ବଞ୍ଚିଯାଇପାରେ ଜୀବନ”

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ : କାହିଁକି ଦୀପାଳି ହୋଟେଲକୁ ଯାଇଥିଲେ ରମାଦେବୀ +୨ ଛାତ୍ରୀ ? ମୃତ୍ୟୁ ପଛରେ ରହିଛି କି ପ୍ରେମ ସମ୍ପର୍କ ?

କନକ ବ୍ୟୁରୋ : ଭୁବନେଶ୍ୱର ଦିପାଲୀ ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ । ରମାଦେବୀ କଲେଜରେ ଯୁକ୍ତ ଦୁଇ କଳା ପାଠ ପଢୁଥିଲେ ଶୁଭଲକ୍ଷ୍ମୀ । ହେଲେ ଏଭଳି କାହିଁକି ତାଙ୍କର ହଠାତ୍ ମୃତ୍ୟୁ ହେଲା ସେ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ରହସ୍ୟ ଫିଟିନଥିବା ବେଳେ ୧୦ ଜଣଙ୍କୁ ପୁଲିସର ଜେରା କରିଛି । ସନ୍ଦେହ ଘେରରେ କିଛି ବାର କର୍ମଚାରୀ ଅଛନ୍ତି ।Continue reading “ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ : କାହିଁକି ଦୀପାଳି ହୋଟେଲକୁ ଯାଇଥିଲେ ରମାଦେବୀ +୨ ଛାତ୍ରୀ ? ମୃତ୍ୟୁ ପଛରେ ରହିଛି କି ପ୍ରେମ ସମ୍ପର୍କ ?”

ପୋଲିସ କରୁଛି ଗଞ୍ଜେଇ ବେପାର: ବଟି ନଦେଲେ ନୀରିହ ଲୋକଙ୍କୁ ଫସାଉଥିବା ଅଭିଯୋଗ; ଫିରିଙ୍ଗିଆ ଥାନା ପୋଡି ଘଟଣାରେ ସାଂଘାତିକ ଅଭିଯୋଗ ଆଣିଲେ ଗଞ୍ଜେଇ ଚାଷୀ

କନକ ବ୍ୟୁରୋ : ପୋଲିସ କରୁଛି ଗଞ୍ଜେଇ ବେପାର । ବଟି ନଦେଲେ ନୀରିହ ଲୋକଙ୍କୁ ଫସାଉଥିବା ଅଭିଯୋଗ । ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ମାଡ ଘଟଣାର କିଛି ଏଭଳି ସତ ସାମ୍ନାକୁ ଆସିଛି । କାହିଁକି ଥାନାରେ ନିଆଁ ଲଗାଇବା ସହ ପୋଲିସକୁ ମାଡ ମାରିଥିଲେ ଲୋକେ । କନକ ନ୍ୟୁଜ୍ କ୍ୟାମେରା ଆଗରେ କହିଛନ୍ତି ପୂରା ଘଟଣା । ଦୀର୍ଘ ଦିନ ହେବ ଏମାନେ ସହିଥିଲେ ପୋଲିସର ଜୁଲମ । ପୋଲିସରContinue reading “ପୋଲିସ କରୁଛି ଗଞ୍ଜେଇ ବେପାର: ବଟି ନଦେଲେ ନୀରିହ ଲୋକଙ୍କୁ ଫସାଉଥିବା ଅଭିଯୋଗ; ଫିରିଙ୍ଗିଆ ଥାନା ପୋଡି ଘଟଣାରେ ସାଂଘାତିକ ଅଭିଯୋଗ ଆଣିଲେ ଗଞ୍ଜେଇ ଚାଷୀ”

ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ, କାର୍ବାଇନ ଜବତ : ସଞ୍ଜୟ ଖୁଣ୍ଟିଆ ଓ ୩ ସହଯୋଗୀଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ

କନକ ବ୍ୟୁରୋ : ବନ୍ଧା ହେଲା ଖୋର୍ଦ୍ଧାର ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗ । ଭୁବନେଶ୍ୱରରେ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ବେଳେ ବାନ୍ଧିଲା ସ୍ପେଶାଲ ସ୍କ୍ୱାର୍ଡ । ଖଣି କାରବାରରେ ଏମାନେ ଏହି ଅଭିଯୁକ୍ତ ଲିପ୍ତ ଥିଲେ । କ୍ରସର ଓ ଷ୍ଟୋନ କ୍ରୋରିରେ ଏମାନେ ସମସ୍ତେ କାମ କରନ୍ତି । ଖୋର୍ଦ୍ଧାର ସଞ୍ଜୟ ଖୁଣ୍ଟିଆ ଓ ତାଙ୍କ ୩ ସହଯୋଗୀ ଗିରଫ କରାଯାଇଛି । ଅନ୍ୟ ଜଣେ ଅଭିଯୁକ୍ତ ବଟପାଣିକୁ ମଧ୍ୟ ଗିରଫContinue reading “ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ, କାର୍ବାଇନ ଜବତ : ସଞ୍ଜୟ ଖୁଣ୍ଟିଆ ଓ ୩ ସହଯୋଗୀଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ”

ରାଜ୍ୟର ସାମ୍ବାଦିକଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା । ୧୫ ତାରିଖ ପର୍ଯ୍ୟନ୍ତ ବଢିଲା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ଆବେଦନ ଅବଧି ।

କନକ ବ୍ୟୁରୋ: ରାଜ୍ୟର ସାମ୍ବାଦିକଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା । ବଢିଲା ସାମ୍ବାଦିକଙ୍କ ବୀମା ଆବେଦନର ଅବଧି । ରାଜ୍ୟରେ କାର୍ଯ୍ୟରତ ଥିବା ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହେଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ଆବେଦନ ଅବଧି ଅଗଷ୍ଟ ୧୫ ତାରିଖ ଯାଏଁ ବୃଦ୍ଧି ପାଇଛି । ଆଜି ଏଥିପାଇଁ ଆବେଦନର ଶେଷ ତାରିଖ ଥିଲା । ତେବେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ବୀମା ପାଇଁContinue reading “ରାଜ୍ୟର ସାମ୍ବାଦିକଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା । ୧୫ ତାରିଖ ପର୍ଯ୍ୟନ୍ତ ବଢିଲା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ଆବେଦନ ଅବଧି ।”

ହାତରେ ବିଶ୍ୱକପ୍ ଟ୍ରଫି, ମନରେ ଦୃଢ ବିଶ୍ୱାସ । ରୋହିତ କହିଲେ, ୧୨ ବର୍ଷ ତଳର ଇତିହାସ ପୁଣି ଦୋହରେଇବୁ ।

କନକ ବ୍ୟୁରୋ: ହାତରେ ବିଶ୍ୱକପ୍ ଟ୍ରଫି ଧରି ବଡ ବୟାନ ରଖିଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ଦିନିକିଆ ବିଶ୍ୱକପର ଟ୍ରଫିକୁ ହାତରେ ତୋଳି ଧରିବା ସହିତ, ଏଥର ବିଶ୍ୱକପରେ ଟିମ୍ ଇଣ୍ଡିଆ ୧୨ ବର୍ଷ ତଳର ଇତିହାସ ପୁଣି ଦୋହରାଇ ପାରିବ ବୋଲି ରୋହିତ କହିଛନ୍ତି । ଯାହାକି ଭାରତୀୟ ଫ୍ୟାନ୍ସଙ୍କ ଭିତରେ ଉତ୍ସାହ ଭରିଦେଇଛି । ଅକ୍ଟୋବରରେ ଭାରତରେ ଖେଳାଯିବାକୁ ଅଛି ଦିନିକିଆ ବିଶ୍ୱକପ୍ । ଏହାପୂର୍ବରୁ ଏବେ ଚାଲିଛି ବିଶ୍ୱକପରContinue reading “ହାତରେ ବିଶ୍ୱକପ୍ ଟ୍ରଫି, ମନରେ ଦୃଢ ବିଶ୍ୱାସ । ରୋହିତ କହିଲେ, ୧୨ ବର୍ଷ ତଳର ଇତିହାସ ପୁଣି ଦୋହରେଇବୁ ।”

Design a site like this with WordPress.com
Get started