ଶ୍ରାବଣ ସୋମବାରରେ ଅଘଟଣ : ସାଳନ୍ଦୀ ନଦୀରେ ଭାସିଗଲେ ୨ ଜଣ କାଉଡ଼ିଆ; ଉଦ୍ଧାରକାର୍ଯ୍ୟ ଜାରି

କନକ ବ୍ୟୁରୋ : ଶ୍ରାବଣ ସୋମବାରରେ ଅଘଟଣ । ସାଳନ୍ଦୀ ନଦୀରେ ଭାସିଗଲେ ୨ଜଣ କାଉଡ଼ିଆ । ବାଲେଶ୍ୱର ଖଇରା ବ୍ଲକ ବରଦା ଅଣିଜସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳ ଢ଼ାଳିବାକୁ ଯାଉଥିଲେ କାଉଡ଼ିଆ । ସାଳନ୍ଦୀ ନଦୀରୁ ପାଣି ଉଠାଇ ନେଉଥିବା ବେଳେ ବରଦା ପୋଲ ନିକଟରେ ୩ଜଣ କାଉଡ଼ିଆ ଭାସି ଯାଇଥିଲେ । ଜଣେ ଉଦ୍ଧାର ହୋଇଥିବା ବେଳେ ୨ ଜଣ ଏବେ ବି ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାମContinue reading “ଶ୍ରାବଣ ସୋମବାରରେ ଅଘଟଣ : ସାଳନ୍ଦୀ ନଦୀରେ ଭାସିଗଲେ ୨ ଜଣ କାଉଡ଼ିଆ; ଉଦ୍ଧାରକାର୍ଯ୍ୟ ଜାରି”

ରାମିଆଳ ନଦୀରେ ଲୀନ ହୋଇଯିବ ଦ୍ୱାଦଶ ଶତାବ୍ଦିର କୀର୍ତ୍ତିରାଜି : ହଜିଯିବ କି ଗଙ୍ଗବଂଶୀ ରାଜାଙ୍କ ଦ୍ୱାରା ନିର୍ମିତ କପିଳେଶ୍ୱର ମନ୍ଦିର ?

କନକ ବ୍ୟୁରୋ : ପାଣି ଘେରରେ କାମାକ୍ଷାନଗରର ବହୁ ପୁରାତନ କପିଳେଶ୍ୱର ମନ୍ଦିର । ବଡ଼ସୁଆଁଳ ଛକ ଠାରୁ କିଛି ଦୂରରେ ଥିବା ରାମିଆଳ ନଦୀ ଭିତରେ ରହିଛି ଏହି ପ୍ରାଚୀନ ମନ୍ଦିର । ମନ୍ଦିରକୁ ଯିବାକୁ ରାସ୍ତା ନଥିବା ବେଳେ ବର୍ଷା ଦିନେ ମନ୍ଦିର ଭିତରେ ପାଣି ଜମି ରହେ । ଦ୍ୱାଦଶ ଶତାବ୍ଦୀର ଏହି ଐତିହ୍ୟ ରାମିଆଳ ନଦୀରେ ଲୀନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ନଦୀର ଗତିପଥ ପରିବର୍ତ୍ତନ, ବାରମ୍ବାରାContinue reading “ରାମିଆଳ ନଦୀରେ ଲୀନ ହୋଇଯିବ ଦ୍ୱାଦଶ ଶତାବ୍ଦିର କୀର୍ତ୍ତିରାଜି : ହଜିଯିବ କି ଗଙ୍ଗବଂଶୀ ରାଜାଙ୍କ ଦ୍ୱାରା ନିର୍ମିତ କପିଳେଶ୍ୱର ମନ୍ଦିର ?”

ପାକିସ୍ତାନର ଏହି ଜେଲର ‘ସି’ କାଟାଗରୀ ବ୍ୟାରାକରେ ଇମ୍ରାନ ଖାନ୍ । କେମିତି କାଟୁଛନ୍ତି ଦିନ?

କନକ ବ୍ୟୁରୋ: ପାକିସ୍ତାନ ଅଧିକୃତ ପଞ୍ଜାବର ୪୨ ଜିଲ୍ଲାରୁ ମାତ୍ର ୨ଟି ଜେଲ ଅଦିୟାଲା ଓ ବହାବଲପୁର ଏପରି ଦୁଇଟି ଜେଲ ଯେଉଁଠି କଏଦୀଙ୍କୁ ଏ କ୍ଲାସ୍ ସୁବିଧା ଯୋଗାଇଦିଆଯାଏ । ଏହି ଅଦିୟାଲା ଜେଲରେ ଇମ୍ରାନ ଖାନଙ୍କୁ ରଖାଯିବାର ଥିଲା, ଯେଉଁ ଠି ଟିଭି, ଫ୍ରିଜ୍, ସ୍ପେଶାଲ ଖାଇବା ବ୍ୟବସ୍ଥା ରହିଛି । କିନ୍ତୁ ଶେଷ ସମୟରେ ତାଙ୍କୁ ଅଟକ ଜେଲକୁ ପଠାଇବାକୁ ନିଷ୍ପତ୍ତି ନିଆଗଲା । ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପଞ୍ଜାବContinue reading “ପାକିସ୍ତାନର ଏହି ଜେଲର ‘ସି’ କାଟାଗରୀ ବ୍ୟାରାକରେ ଇମ୍ରାନ ଖାନ୍ । କେମିତି କାଟୁଛନ୍ତି ଦିନ?”

ସାଂସଦ ପଦ ଫେରିପାଇଲେ ରାହୁଲ । ଲୋକସଭା ସଚିବାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି ।

କନକ ବ୍ୟୁରୋ : ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲ ଗାନ୍ଧୀ ନିଜର ସାଂସଦ ସଦସ୍ୟତା ପଦ ଫେରି ପାଇଛନ୍ତି । କେରଳର ୱାୟନାଡରୁ ରାହୁଲ ଗାନ୍ଧୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଲୋକସଭା ସଚିବାଳୟର ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁଣିଥରେ ରାହୁଲ ଗାନ୍ଧୀଙ୍କୁ ସଂସଦରେ ଦେଖିବାକୁ ମିଳିବ । ମୋଦୀ ସାଙ୍ଗିଆ ମାମଲାରେContinue reading “ସାଂସଦ ପଦ ଫେରିପାଇଲେ ରାହୁଲ । ଲୋକସଭା ସଚିବାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି ।”

ମଣିପୁର ପ୍ରସଙ୍ଗରେ ଆଜି ଭାରତ ବନ୍ଦ ଡାକରା : ମାଲକାନଗିରିରେ ଦୋକାନ ବଜାର, ଯାନବାହନ ଚଳାଚଳ ପ୍ରଭାବିତ

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗରେ ଆଜି ଭାରତ ବନ୍ଦ ଡାକରା । ଦେଶରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ ନେଇ ବନ୍ଦ ଡାକରା ଦିଆଯାଇଛି । ମାଲକାନଗିରି ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଆଦିବାସୀ ଏକତା ପରିଷଦ କର୍ମକର୍ତ୍ତା ପିକେଟିଙ୍ଗ କରୁଛନ୍ତି । ଦୋକାନ ବଜାର, ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦContinue reading “ମଣିପୁର ପ୍ରସଙ୍ଗରେ ଆଜି ଭାରତ ବନ୍ଦ ଡାକରା : ମାଲକାନଗିରିରେ ଦୋକାନ ବଜାର, ଯାନବାହନ ଚଳାଚଳ ପ୍ରଭାବିତ”

ଚନ୍ଦ୍ରଠୁ ୧୭୦ କିମି ଦୂରରେ ଚନ୍ଦ୍ରଯାନ-୩ : କକ୍ଷପଥ ବଦଳାଇବା ଲାଗି ଚନ୍ଦ୍ରଯାନ-୩ ଇଞ୍ଜିନକୁ କିଛି ସମୟ ଚାଲୁ କରାଯାଇଥିବା ଇସ୍ରୋର ସୂଚନା

କନକ ବ୍ୟୁରୋ : ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ସବୁଠୁ କମ୍ ୧୭୦ କିମି ଓ ସବୁଠୁ ଅଧିକ ୪ ହଜାର ୩୧୩ କିମି ଦୂରରେ ଅଣ୍ଡାକାର ପଥରେ ଘୂରୁଛି । କକ୍ଷପଥ ବଦଳାଇବା ଲାଗି ଚନ୍ଦ୍ରଯାନ-୩ ଇଞ୍ଜିନ୍କୁ କିଛି ସମୟ ଚାଲୁ କରାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଆସନ୍ତା ୯ ତାରିଖ ଅପରାହ୍ଣ ଗୋଟାଏରୁ ୨ଟା ମଧ୍ୟରେ ଚନ୍ଦ୍ରଯାନ-୩ର ଦ୍ୱିତୀୟ କକ୍ଷପଥ ହ୍ରାସ ପ୍ରକ୍ରିୟା କରାଯିବ । ଏହା ପରେ ଆହୁରି ଦୁଇ ଥର ଚନ୍ଦ୍ରଯାନର କକ୍ଷପଥକୁContinue reading “ଚନ୍ଦ୍ରଠୁ ୧୭୦ କିମି ଦୂରରେ ଚନ୍ଦ୍ରଯାନ-୩ : କକ୍ଷପଥ ବଦଳାଇବା ଲାଗି ଚନ୍ଦ୍ରଯାନ-୩ ଇଞ୍ଜିନକୁ କିଛି ସମୟ ଚାଲୁ କରାଯାଇଥିବା ଇସ୍ରୋର ସୂଚନା”

ଆଜି ଶ୍ରାବଣର ଶେଷ ସୋମବାର : ଶୈବପୀଠରେ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଭିଡ଼

କନକ ବ୍ୟୁରୋ : ଆଜି ଶ୍ରାବଣର ଶେଷ ସୋମବାର । ଏଥିପାଇଁ ଶୈବପୀଠରେ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ମନସ୍କାମନା ପୂରଣ ପାଇଁ ବିଭିନ୍ନ ଶୈବପୀଠରେ ଜଳାଭିଷେକ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ତେବେ ଭୋଗରାଇର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ରାତି ୪ଟାରୁ ମନ୍ଦିର ଖୋଲିବା ପରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ଏହା ପରେ ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରିବାContinue reading “ଆଜି ଶ୍ରାବଣର ଶେଷ ସୋମବାର : ଶୈବପୀଠରେ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଭିଡ଼”

ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ : ବିରୋଧୀଙ୍କ ପାଇଁ ଅଗ୍ନିପରୀକ୍ଷା; କାହା ସମର୍ଥନରେ କେତେ ସାଂସଦ ?

କନକ ବ୍ୟୁରୋ : ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ । ଲୋକସଭାରେ ପାରିତ ହୋଇସାରିଥିବା ଏହି ବିଲ୍ ଆଜି ରାଜ୍ୟସଭାରେ ଆଗତ ହେବ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲକୁ ଆଗତ କରିବେ । କଂଗ୍ରେସ ଏବଂ ଆପ୍ ପକ୍ଷରୁ ସଂସଦରେ ଉପସ୍ଥିତ ରହିବା ନେଇ ସମସ୍ତ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି । ଆପ୍ ପକ୍ଷରୁ ମୁଖ୍ୟ ସଚେତକ ସୁଶୀଲ କୁମାର ଗୁପ୍ତା ହ୍ୱିପ୍ ଜାରି କରି ରାଜ୍ୟସଭାContinue reading “ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ : ବିରୋଧୀଙ୍କ ପାଇଁ ଅଗ୍ନିପରୀକ୍ଷା; କାହା ସମର୍ଥନରେ କେତେ ସାଂସଦ ?”

ଆରପାରିରେ ବିପ୍ଳବି କବି ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଗୁମାଡି ଭିଟ୍ଟଲ ରାଓ, ୭୪ ବର୍ଷରେ ହ୍ରାଇଦ୍ରାବାଦରେ ଦେହାନ୍ତ

କନକ ବ୍ୟୁରୋ : ବିପ୍ଳବି କବି ତଥା କମ୍ୟୁନିଷ୍ଟ ନେତା ଗୁମାଡି ଭିଟ୍ଟଲ ରାଓ ଓରଫ ଗଦରଙ୍କ ମୃତ୍ୟୁ । ୭୭ ବର୍ଷ ବୟସରଙ୍କ ହାଇଦ୍ରାବାଦର ଏକ ଘରୋଇ ହସ୍ପଟାଲରେ ତାଙ୍କର ମୃତ୍ୟୁ ହୋଇଛି । ୧୯୮୦ ମସିହାରେ ସେ ସକ୍ରିୟ ମାଓ ଆନ୍ଦୋଳନରେ ଯୋଗଦେଇଥିଲେ । ମାଓବାଦୀଙ୍କ ଜନନାଟ୍ୟ ମଣ୍ଡଳୀ ସ୍ଥାପନ କରିଥିଲେ ଗଦର । ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ମାଓବାଦୀଙ୍କ ପ୍ରମୁଖ ପରାମର୍ଶଦାତାContinue reading “ଆରପାରିରେ ବିପ୍ଳବି କବି ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଗୁମାଡି ଭିଟ୍ଟଲ ରାଓ, ୭୪ ବର୍ଷରେ ହ୍ରାଇଦ୍ରାବାଦରେ ଦେହାନ୍ତ”

ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ମାଡ ଘଟଣା : ନେତାଙ୍କ ନାଁରେ ମାମଲା; ମୋଟ୍ ୩୦୦ ଜଣଙ୍କ ନାଁରେ ଏତଲା, ଚାଲିଛି ତଦନ୍ତ

କନକ ବ୍ୟୁରୋ : ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ମାଡ଼ ଘଟଣାରେ ନେତାଙ୍କ ନାଁରେ ମାମଲା । ବ୍ଲକ ଉପାଧ୍ୟକ୍ଷ, ସମିତି ସଭ୍ୟ, ସରପଂଚ, ପୂର୍ବତନ ସରପଂଚଙ୍କ ନାଁରେ ମାମଲା ରୁଜୁ ହୋଇଛି । ମୋଟ୍ ୩ ଶହ ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଫିରିଙ୍ଗିଆ ବ୍ଳକ ଉପାଧ୍ୟକ୍ଷ ଅଜିତ ସାହୁ, ଭୃଙ୍ଗଯୋଡି ସରପଂଚ ଏସିଆ କହଁର, ନୂଆପଦର ସରପଂଚ ଭବାନୀ ଶଙ୍କର କହଁର, ଫିରିଙ୍ଗିଆ ସରପଂଚ ଜଳନ୍ଧର କହଁର, ସାଡଙ୍ଗିଆ ସରପଂଚContinue reading “ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ମାଡ ଘଟଣା : ନେତାଙ୍କ ନାଁରେ ମାମଲା; ମୋଟ୍ ୩୦୦ ଜଣଙ୍କ ନାଁରେ ଏତଲା, ଚାଲିଛି ତଦନ୍ତ”

Design a site like this with WordPress.com
Get started