ସୀମା ହାଇଦରକୁ ନେଇ ଫିଲ୍ମ । ନିର୍ଦ୍ଦେଶକଙ୍କୁ ମିଳିଲା ଖୋଲା ଧମକ । ଫିଲ୍ମ ସେଟ୍ ଭାଙ୍ଗିଦେବାକୁ ଧମକ ଦେଲେ ନେତା ।

କନକ ବ୍ୟୁରୋ: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ଏବେ ମିଳିଛି ଫିଲ୍ମରେ ଅଭିନୟ କରିବାର ସୁଯୋଗ । ରାଜସ୍ଥାନର ଉଦୟପୁରରେ ଘଟିଥିବା ଏକ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମରେ ସୀମା ହାଇଦର ଅଭିନୟ କରିବାର ସୁଯୋଗ ପାଇବେ । ତେବେ ଏହି ଖବର ପ୍ରସାରିତ ହେବା ପରେ ଏବେ ଉକ୍ତ ଫିଲ୍ମର ମ୍ୟାନେଜିଂ ଡାଇରେକ୍ଟରଙ୍କୁ ମିଳିଛି ଧମକ । ଅମିତ ଜାନୀ ନାମକ ଏହି ନିର୍ଦ୍ଦେଶକଙ୍କୁ ଏବେ ଧମକ ମିଳିବାContinue reading “ସୀମା ହାଇଦରକୁ ନେଇ ଫିଲ୍ମ । ନିର୍ଦ୍ଦେଶକଙ୍କୁ ମିଳିଲା ଖୋଲା ଧମକ । ଫିଲ୍ମ ସେଟ୍ ଭାଙ୍ଗିଦେବାକୁ ଧମକ ଦେଲେ ନେତା ।”

ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ : ନବୀନଙ୍କୁ ନେଇ ବିଜେପିର ଆଭିମୁଖ୍ୟ କ’ଣ, ସାକ୍ଷାତକାରରେ ରଖିଲେ ପ୍ରତିକ୍ରିୟା

କନକ ବ୍ୟୁରୋ : ବିଜେଡି ଓ ବିଜେପି ବନ୍ଧୁତ୍ୱକୁ ନେଇ ଚର୍ଚ୍ଚା ଚାଲିଛି । ଏହି ସମୟରେ ଏକ ସାକ୍ଷାତକାର ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖବର ସରବରାହ ସଂସ୍ଥା ଏ.ଏନ.ଆଇର ସମ୍ପାଦକ ସ୍ମିତା ପ୍ରକାଶଙ୍କ ସହ ସାକ୍ଷାତକାରରେ ନବୀନଙ୍କ ବାବଦରେ ମତ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ସାକ୍ଷାତକାରରେ ନବୀନଙ୍କୁ ବିଜେପି କିଭଳି ଦେଖେ ସେ ବାବଦରେ କହିଛନ୍ତି ଧର୍ମେନ୍ଦ୍ର । ଯେତେବେଳେ କି ଏନଡିଏରେ ନଥାଇ ନବୀନ ମୋଦି ସରକାରContinue reading “ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ : ନବୀନଙ୍କୁ ନେଇ ବିଜେପିର ଆଭିମୁଖ୍ୟ କ’ଣ, ସାକ୍ଷାତକାରରେ ରଖିଲେ ପ୍ରତିକ୍ରିୟା”

ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଡକାୟତି ମାମଲା : ପଶ୍ଚିମବଙ୍ଗରୁ ମାଷ୍ଟରମାଇଣ୍ଡ ଗିରଫ; ୮୫୪ ଗ୍ରାମ୍ ସୁନା ଜବତ

କନକ ବ୍ୟୁରୋ : ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଡକାୟତି ମାମଲା ବାଲେଶ୍ୱର ପୋଲିସକୁ ବଡ଼ ସଫଳତା । ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳରୁ ମାଷ୍ଟରମାଇଣ୍ଡ ଗିରଫ କରିଛି ପୋଲିସ । ଏହା ସହ ୮୫୪ ଗ୍ରାମ୍ ସୁନା ଜବତ କରିଛି ବାଲେଶ୍ୱର ପୋଲିସ । ପୂର୍ବରୁ ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ୧୪ ଜଣଙ୍କ ସମ୍ପୃକ୍ତି ଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ମାଷ୍ଟରମାଇଣ୍ଡର ନାମ ତାୟବContinue reading “ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଡକାୟତି ମାମଲା : ପଶ୍ଚିମବଙ୍ଗରୁ ମାଷ୍ଟରମାଇଣ୍ଡ ଗିରଫ; ୮୫୪ ଗ୍ରାମ୍ ସୁନା ଜବତ”

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ : ଏଣ୍ଡୋସ୍କୋପି ରୁମରେ ଲାଗିଛି ନିଆଁ; ଘଟଣାସ୍ଥଳରେ ୬ରୁ ଅଧିକ ଅଗ୍ନିଶମ ବାହିନୀ ନିୟୋଜିତ

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ଏଣ୍ଡୋସ୍କୋପି ରୁମରେ ଲାଗିଛି ନିଆଁ । ଦିନ ପାଖାପାଖି ୧୧ଟା ୪୫ରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ତୁରନ୍ତ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲା । ପ୍ରଥମେ ୬ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହା ପରେ ଆଉ ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ଘଟଣା ପରେ ତୁରନ୍ତ ରୋଗୀଙ୍କୁContinue reading “ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ : ଏଣ୍ଡୋସ୍କୋପି ରୁମରେ ଲାଗିଛି ନିଆଁ; ଘଟଣାସ୍ଥଳରେ ୬ରୁ ଅଧିକ ଅଗ୍ନିଶମ ବାହିନୀ ନିୟୋଜିତ”

ଆସନ୍ତା ବିଶ୍ୱକପ ପାଇଁ  ଅଷ୍ଟ୍ରେଲିଆର ଦଳ ଘୋଷଣା । ଷ୍ଟାର ଖେଳାଳୀ ଦଳରୁ ପଡିଲେ ବାଦ୍ ।

କନକ ବ୍ୟୁରୋ : ଆସନ୍ତା ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଭାରତରେ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ । ଆଇସିସିର ଏହି ମେଗା ଇଭେଣ୍ଟ ପାଇଁ  କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ୫ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି । ଅଷ୍ଟ୍ରେଲିଆ ୧୮ ଜଣିଆ ଦଳିଆ ଘୋଷଣା କରିଥିବା ବେଳେ ଏମାନଙ୍କ ମଧ୍ୟରୁ ଚୂଡାନ୍ତ ୧୫ ଜଣିଆ ଦଳ ଖୁବଶୀଘ୍ର ଘୋଷଣା କରିବ । ଘୋଷିତ ୧୮ ଜଣିଆContinue reading “ଆସନ୍ତା ବିଶ୍ୱକପ ପାଇଁ  ଅଷ୍ଟ୍ରେଲିଆର ଦଳ ଘୋଷଣା । ଷ୍ଟାର ଖେଳାଳୀ ଦଳରୁ ପଡିଲେ ବାଦ୍ ।”

୧୩୭ ଦିନ ପରେ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ସ୍ୱାଗତ କଲେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ସାଂସଦ ।

କନକ ବ୍ୟୁରୋ: ରଦ୍ଦ ହେଇଥିବା ସାଂସଦ ପଦ ପୁଣିଥରେ ଫେରିପାଇବା ପରେ ସଂସଦ ଭବନ ଯାଇଛନ୍ତି ରାହୁଲ ଗାନ୍ଧୀ । ଦୀର୍ଘ ୧୩୭ ଦିନର ବ୍ୟବଧାନ ପରେ କଂଗ୍ରେସର ଏହି ନେତା ଆଜି ସଂସଦ ଭବନରେ ପହଞ୍ଚିଥିଲେ । ଯେଉଁଠି ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ ତାଙ୍କୁ ସ୍ୱାଗତ କରିଥିଲେ । ତେବେ ଏହାପୂର୍ବରୁ ଆଜି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ, ରାହୁଲ ଗାନ୍ଧୀ ପୁଣିଥରେ ସଂସଦର ସଦସ୍ୟ ପଦ ଫେରିପାଇଥିବା ନେଇContinue reading “୧୩୭ ଦିନ ପରେ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ସ୍ୱାଗତ କଲେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ସାଂସଦ ।”

୨୦ ବର୍ଷର ବାସନ୍ଦ ଜୀବନରୁ ମିଳିଲା ମୁକ୍ତି : ଭିଟାମାଟିକୁ ଫେରିଲେ ଜର୍ଜ ପାଇକ; ପ୍ରେମ ବିବାହ କରିବାରୁ ପୁରା ପରିବାରକୁ ଗାଁରୁ ତଡ଼ି ଦେଇଥିଲେ ଗ୍ରାମବାସୀ

କନକ ବ୍ୟୁରୋ : ୨୦ ବର୍ଷ ପରେ ନିଜ ଭିଟାମାଟିକୁ ଫେରିଲେ ଜର୍ଜ ପାଇକ । ପ୍ରେମ ବିବାହ ଯୋଗୁଁ ଗାଁରୁ ବାସନ୍ଦ କରିଥିଲେ ଲୋକେ । ପୋଲିସ ସାହାଯ୍ୟରେ ଗଜପତି ଜିଲ୍ଲା ମୋହନା ଥାନା କିର୍ତିଙ୍ଗ ଗାଁକୁ ଫେରିଛନ୍ତି ଜର୍ଜ ପାଇକଙ୍କ ପୁରା ପରିବାର । ୨୦ ବର୍ଷ ତଳେ ଜର୍ଜଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ତେଣୁ ସେ ନିଜ ଗାଁର ସମ୍ପର୍କୀୟ ଅନିତା ପାଇକଙ୍କୁ ପ୍ରେମ ବିବାହ କରିଥିଲେ । ଜର୍ଜଙ୍କContinue reading “୨୦ ବର୍ଷର ବାସନ୍ଦ ଜୀବନରୁ ମିଳିଲା ମୁକ୍ତି : ଭିଟାମାଟିକୁ ଫେରିଲେ ଜର୍ଜ ପାଇକ; ପ୍ରେମ ବିବାହ କରିବାରୁ ପୁରା ପରିବାରକୁ ଗାଁରୁ ତଡ଼ି ଦେଇଥିଲେ ଗ୍ରାମବାସୀ”

ମିଟର ରିଡିଂ ପାଇଁ ଆସିଥିବା ଯୁବକଙ୍କୁ ହତ୍ୟା : ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଘର ମାଲିକ

କନକ ବ୍ୟୁରୋ : ବିଦ୍ୟୁତ ବିଲ୍ ପାଇଁ ବେକ କାଟିଦେଲେ । ମିଟର ରିଡିଂ କରିବାକୁ ଆସିଥିଲେ ଯୁବକ । ଆଉ ବିଲ୍ ଅଧିକ ହୋଇଥିବା ଜାଣିବାକୁ ପାଇଥଲେ ଘର ମାଲିକ । ଏହାପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ । ପରେ ଉତ୍ତ୍ୟକ୍ତ ହୋଇ ମିଟର ରିଡିଂ କରିବାକୁ ଆସିଥିବା ବାବୁ ତ୍ରିପାଠୀଙ୍କୁ ଘର ମାଲିକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ମୃତ୍ୟୁ ଘଟିଛି । ଭଞ୍ଜନଗର ତାରାସିଂ ଥାନା କୁପାଟି ଗାଁରେ ଏହି ହତ୍ୟାକାଣ୍ଡContinue reading “ମିଟର ରିଡିଂ ପାଇଁ ଆସିଥିବା ଯୁବକଙ୍କୁ ହତ୍ୟା : ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଘର ମାଲିକ”

ଠକେଇ ଓ ଯୌନ ନିର୍ଯାତନା ମାମଲା : ଥାନାରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ; କହିଲେ ମୋ ବିରୋଧରେ ଆସିଥିବା ଅଭିଯୋଗ ମିଛ

କନକ ବ୍ୟୁରୋ : କଟକ ମହିଳା ଥାନାରେ ହାଜର ହେଲେ ବଲିଉଡ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ । ସୌରିନଙ୍କ ବିରୋଧରେ ଜଣେ ଯୁବତୀ ଠକେଇ ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ପୋଲିସ ଏହି ମାମଲାରେ ତଦନ୍ତ କରୁଛି । ଏମିତିକି ସୌରିନଙ୍କ ପଶ୍ଚିମବଙ୍ଗ ଘରକୁ ଯାଇ ତଦନ୍ତ କରିଥିଲେ । କିନ୍ତୁ ସୌରିନଙ୍କର କୌଣସି ଦେଖାସାକ୍ଷାତ ମିଳିନଥିଲା । ପରେ ଗିରଫ ଭୟରେ ସୌରିନ ହାଇକୋର୍ଟରେ ଜାମିନ ପାଇଁ ଦ୍ୱାରସ୍ଥ ହୋଇଥିଲେ । କୋର୍ଟContinue reading “ଠକେଇ ଓ ଯୌନ ନିର୍ଯାତନା ମାମଲା : ଥାନାରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ; କହିଲେ ମୋ ବିରୋଧରେ ଆସିଥିବା ଅଭିଯୋଗ ମିଛ”

ଶୁଭଲକ୍ଷ୍ମୀ ମୃତ୍ୟୁ ରହସ୍ୟ : ହତ୍ୟା ନା ଆତ୍ମହତ୍ୟା ? ଦୀପାଳି ହୋଟେଲରେ ସେ ଦିନ କ’ଣ ଘଟିଥିଲା ?

କନକ ବ୍ୟୁରୋ : ଭୁବନେଶ୍ୱର ଦିପାଳୀ ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ । ରମାଦେବୀ କଲେଜରେ ଯୁକ୍ତ ଦୁଇ କଳା ପାଠ ପଢୁଥିଲେ ଶୁଭଲକ୍ଷ୍ମୀ । ହେଲେ ଏଭଳି କାହିଁକି ତାଙ୍କର ହଠାତ୍ ମୃତ୍ୟୁ ହେଲା ସେ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ରହସ୍ୟ ଫିଟିନଥିବା ବେଳେ ୧୦ ଜଣଙ୍କୁ ପୁଲିସର ଜେରା କରିଛି । ସନ୍ଦେହ ଘେରରେ କିଛି ବାର କର୍ମଚାରୀ ଅଛନ୍ତି ।Continue reading “ଶୁଭଲକ୍ଷ୍ମୀ ମୃତ୍ୟୁ ରହସ୍ୟ : ହତ୍ୟା ନା ଆତ୍ମହତ୍ୟା ? ଦୀପାଳି ହୋଟେଲରେ ସେ ଦିନ କ’ଣ ଘଟିଥିଲା ?”

Design a site like this with WordPress.com
Get started