କନକ ବ୍ୟୁରୋ : ଦେଶର ପ୍ରଗତିରେ ଝିଅଙ୍କ ଶିକ୍ଷା ପ୍ରମୁଖ ଭୂମିକା ଗ୍ରହଣ କରେ । ଦେଶର ଝିଅମାନେ ଯେତେ ଶିକ୍ଷିତ ହେବେ ଦେଶ ସେତେ ଆଗକୁ ବଢିବ । ତେଣୁ ଆମେ ମାନେ ଝିଅଙ୍କ ଶିକ୍ଷା ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଡ୍ରାସ ବିଶ୍ୱବିଦ୍ୟାଳୟର ୧୬୫ ତମ ସମାବର୍ତ୍ତନ ଉତ୍ସବରେ ଏପରି କହିଛନ୍ତି । ମହିଳା ଶିକ୍ଷିତ ହେଲେ ଦେଶର ଅର୍ଥନୀତି ଆହୁରି ମଜବୁତ ହେବ ।Continue reading “ଦେଶର ପ୍ରଗତିରେ ଝିଅଙ୍କ ଶିକ୍ଷା ପ୍ରମୁଖ, ଝିଅମାନେ ଯେତେ ଶିକ୍ଷିତ ହେଲେ ଦେଶ ସେତେ ଆଗକୁ ବଢିବ : ଦ୍ରୌପଦୀ ମୁର୍ମୁ”
Tag Archives: News
ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ : ଗୃହମନ୍ତ୍ରୀ କରିବେ ଉପସ୍ଥାପନ; ସବୁ ସାଂସଦ ଉପସ୍ଥିତ ରହିବାକୁ କଂଗ୍ରେସ ଓ ଆପ୍ ପକ୍ଷରୁ ହ୍ୱିପ୍ ଜାରି
କନକ ବ୍ୟୁରୋ : ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ । ଲୋକସଭାରେ ପାରିତ ହୋଇସାରିଥିବା ଏହି ବିଲ୍ ଆଜି ରାଜ୍ୟସଭାରେ ଆଗତ ହେବ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲକୁ ଆଗତ କରିବେ । କଂଗ୍ରେସ ଏବଂ ଆପ୍ ପକ୍ଷରୁ ସଂସଦରେ ଉପସ୍ଥିତ ରହିବା ନେଇ ସମସ୍ତ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି । ଆପ୍ ପକ୍ଷରୁ ମୁଖ୍ୟ ସଚେତକ ସୁଶୀଲ କୁମାର ଗୁପ୍ତା ହ୍ୱିପ୍ ଜାରି କରି ରାଜ୍ୟସଭାContinue reading “ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ : ଗୃହମନ୍ତ୍ରୀ କରିବେ ଉପସ୍ଥାପନ; ସବୁ ସାଂସଦ ଉପସ୍ଥିତ ରହିବାକୁ କଂଗ୍ରେସ ଓ ଆପ୍ ପକ୍ଷରୁ ହ୍ୱିପ୍ ଜାରି”
ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍ : ବିଜ୍ଞପ୍ତି ଜାରି କଲା ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ
କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ୍ ପାଇଁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍ । ବିଶ୍ୱକପ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ ଟିମକୁ ଭାରତ ଗସ୍ତ ନେଇ ଅନୁମୋଦନ ଦେଇଛି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ । ବିଜ୍ଞପ୍ତିରେ ପାକିସ୍ତାନ କ୍ରିକେଟ୍ ଟିମ୍, ବିଶ୍ୱକପ୍ ମ୍ୟାଚ୍ ଖେଳିବାକୁ ଭାରତ ଗସ୍ତ କରିବା ବାବଦରେ ସୂଚନା ଦିଆଯାଇଛି । ବିଶ୍ୱକପ୍ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱରେ ଥିଲା ପାକିସ୍ତାନ କ୍ରିକେଟ୍Continue reading “ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍ : ବିଜ୍ଞପ୍ତି ଜାରି କଲା ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ”
କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
କନକ ବ୍ୟୁରୋ : କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ସକାଳ ୬ଟା ସୁଦ୍ଧା ଜଳସ୍ତର ରହିଛି ୬୨୧ ଦଶମିକ ୧୦ ଫୁଟ୍ । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ଲକ୍ଷ ୬୭ ହଜାର କ୍ୟୁସେକ୍ ଜଳ । ନିଷ୍କାସିତ ହେଉଛି ୩ଲକ୍ଷ ୪୯ ହଜାର ୪୯୬ କ୍ୟୁୁସେକ୍ ବନ୍ୟାପାଣି । ସେହିପରି କଟକ ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪ଲକ୍ଷ ୨୬ ହଜାର ୧୧୨Continue reading “କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ”
‘ବାପା ଆରପାରିକୁ ଚାଲିଗଲେ, ମା’ ଆମକୁ ଛାଡି ବାହା ହୋଇଗଲା… ଆମେ ବଞ୍ଚିବୁ କେମିତି’?: ୫ ପିଲାଙ୍କ କୋହ
କନକ ବ୍ୟୁରୋ: ୨ଦୁଇ ବର୍ଷ ତଳେ ବାପା ଛେଉଣ୍ଡ ହୋଇଗଲେ । ମା’ ଆଉ ଜଣେ ଯୁବକକୁ ବାହା ହୋଇ ଚାଲିଗଲା ଯେ, ଆଉ ବୁଲି ଚାହିଁଲାନି । ଏବେ ୫ ପିଲାଙ୍କ ଜୀବନ ଦୁର୍ବିସହ । ଆହା କହିବାକୁ କେହି ନାହିଁ । ଏବେ ବଡ ଝିଅ ଉପରେ ୪ କୁନି ଭାଇ ଭଉଣୀଙ୍କ ବୋଝ । ବାଲେଶ୍ୱର ବସ୍ତା ସନ୍ତୋଷପୁର ପଞ୍ଚାୟତ ଥେଙ୍ଗଡିଆ ଗାଁର ବବଲୁ ହେମ୍ବ୍ରମଙ୍କର ଏ ୫ ପିଲା । ୪Continue reading “‘ବାପା ଆରପାରିକୁ ଚାଲିଗଲେ, ମା’ ଆମକୁ ଛାଡି ବାହା ହୋଇଗଲା… ଆମେ ବଞ୍ଚିବୁ କେମିତି’?: ୫ ପିଲାଙ୍କ କୋହ”
ପୁଣି ଭାରତକୁ ହରାଇଲା ୱେଷ୍ଟଇଣ୍ଡିଜ୍ : ରୋମାଂଚକର ମ୍ୟାଚରେ ୨ ୱିକେଟ ଜିତିଲା ଘରୋଇ ଦଳ
କନକ ବ୍ୟୁରୋ : ପୁଣି ଭାରତକୁ ହରାଇଲା ୱେଷ୍ଟଇଣ୍ଡିଜ୍ । ରୋମାଂଚକର ଟି-୨୦ ମ୍ୟାଚରେ ୨ ୱିକେଟ ଜିତିଲା ଘରୋଇ ଦଳ । ବିଜୟ ସହ ୫ ମ୍ୟାଚ ବିିଶିଷ୍ଟ ସିରିଜରେ ୨-୦ରୁ ଆଗୁଆ ରହିଛି ୱେଷ୍ଟ । ଏଥି ସହିତ ଘରୋଇ ଦଳ ମଧ୍ୟ ୫ ମ୍ୟାଚ୍ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ନେଇଛି । ଭାରତ ମାତ୍ର ୧୫୨ ରନ୍ କରିଥିବାବେଳେ ୱେଷ୍ଟଇଣ୍ଡିଜ୍ ୭ ବଲ୍ ପୂର୍ବରୁ ୮ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହContinue reading “ପୁଣି ଭାରତକୁ ହରାଇଲା ୱେଷ୍ଟଇଣ୍ଡିଜ୍ : ରୋମାଂଚକର ମ୍ୟାଚରେ ୨ ୱିକେଟ ଜିତିଲା ଘରୋଇ ଦଳ”
ଗାଁ ରାସ୍ତା ଥିଲା କାଦୁଅ ସରସର … ଗୋଡି , ମାଟି ପକାଇ ରାସ୍ତା ସମତୁଲ କଲେ କୁନି ପିଲା
କନକ ବ୍ୟୁରୋ : ପୁଣି ଦୋହରାଇଲେ ପିଲାବେଳର ସେହି କଥା । ତୁମ ପରି ଛୋଟ ପିଲାଟିଏ … ଏହି ଗୀତ ମନେପକାଇ ଦିଏ ସେହି ପୁରୁଣା କଥା । ଯେଉଁଠି ରାସ୍ତା ନଥିବା ବେଳେ କୁନ କୁନି ସ୍କୁଲ ପିଲାମାନେ ଏକାଠି ହୋଇ ରାସ୍ତା କାମରେ ଲାଗିପଡିଥିଲେ । ଆଉ ସେହି ଘଟଣାର ଆଜି ପୁନରାବୃତି ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ସୁରୁଣ୍ଡି ଗାଁରେ ଏକାଠି ହୋଇଛନ୍ତି କୁନି କୁନି ପିଲାମାନେ । ଆଉContinue reading “ଗାଁ ରାସ୍ତା ଥିଲା କାଦୁଅ ସରସର … ଗୋଡି , ମାଟି ପକାଇ ରାସ୍ତା ସମତୁଲ କଲେ କୁନି ପିଲା”
ହରିଶଙ୍କର ପୀଠ ପରିଦର୍ଶନ କଲେ ଫାଇଭ-ଟି ସଚିବ : ମନ୍ଦିରର ସମସ୍ୟା ନେଇ ପୂଜକଙ୍କ ସହ କଲେ ଆଲୋଚନା
କନକ ବ୍ୟୁରୋ : ହରିଶଙ୍କର ପୀଠ ପରିଦର୍ଶନ କଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ଟିଟଲାଗଡ଼ରୁ ହେଲିକ୍ୟାପ୍ଟର ଯୋଗୁ ପାଟଣାଗଡ଼ ଆସି ହରିଶଙ୍କର ମନ୍ଦିର ବୁଲିଛନ୍ତି ୫-ଟି ସଚିବ । ଦର୍ଶନ କରିବା ସହ ମନ୍ଦିରର ଥିବା ସମସ୍ୟା ବାବଦରେ ପୂଜକମାନଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ । କିଛି ସମସ୍ୟାର ସମାଧାନ ପାଇଁ ସଚିବ ପ୍ରତିଶ୍ରୁତି ଦେଇଥିବା ସୂଚନା ମଳିଛି । The post ହରିଶଙ୍କର ପୀଠ ପରିଦର୍ଶନ କଲେ ଫାଇଭ-ଟି ସଚିବ :Continue reading “ହରିଶଙ୍କର ପୀଠ ପରିଦର୍ଶନ କଲେ ଫାଇଭ-ଟି ସଚିବ : ମନ୍ଦିରର ସମସ୍ୟା ନେଇ ପୂଜକଙ୍କ ସହ କଲେ ଆଲୋଚନା”
ମହୁଲ ପୋଚ ଖାଇ ହାତୀ ଅସୁସ୍ଥ : ହିନ୍ଦୋଳ ବନଖଣ୍ଡରେ ଅସୁସ୍ଥ ହୋଇ ପଡିଛି ୨୨ ବର୍ଷର ଦନ୍ତା; ଟ୍ରାଙ୍କୁଲାଇଜ ପରେ କରାଯାଉଛି ସ୍ୱାସ୍ଥ୍ୟ ପରୀକ୍ଷା
କନକ ବ୍ୟୁରୋ : ମହୁଲ ପୋଚ ଖାଇ ହାତୀ ଅସୁସ୍ଥ । ଯାଜପୁର ହିନ୍ଦୋଳ ବନଖଣ୍ଡରେ ଅସୁସ୍ଥ ହୋଇପଡିଛି ୨୨ ବର୍ଷର ଦନ୍ତା । ଡାହାଣ ଗୋଡରେ ଆଘାତ ଲାଗିଥିବା ବେଳେ ଛୋଟେଇ ଛୋଟେଇ ଚାଲୁଛି ହାତୀ । ଭୁବନେଶ୍ୱର ଓୟୁଏଟିର ବିଶେଷଜ୍ଞ ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ଟିମ ଯାଇ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି । ପ୍ରଥମେ ହାତରକୁ ଟ୍ରାଙ୍କୁଲାଇଜ କରିବା ପରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ହାତୀଟି ମହୁଲContinue reading “ମହୁଲ ପୋଚ ଖାଇ ହାତୀ ଅସୁସ୍ଥ : ହିନ୍ଦୋଳ ବନଖଣ୍ଡରେ ଅସୁସ୍ଥ ହୋଇ ପଡିଛି ୨୨ ବର୍ଷର ଦନ୍ତା; ଟ୍ରାଙ୍କୁଲାଇଜ ପରେ କରାଯାଉଛି ସ୍ୱାସ୍ଥ୍ୟ ପରୀକ୍ଷା”
ଫିରିଙ୍ଗିଆ ଥାନା ପୋଡି ଘଟଣା : ୪୦ ଜଣଙ୍କ ନାରେ ମାମଲା; ୧୯ ରୁ ଅଧିକ ଗିରଫ, ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ଚଢ଼ଉ
କନକ ବ୍ୟୁରୋ : ଫିରିଙ୍ଗିଆ ଥାନାପୋଡି ଘଟଣାରେ ୪୦ ଜଣଙ୍କ ନାରେ ମାମଲା ରୁଜୁ କରିଛି ପୁଲିସ । ୧୯ରୁ ଅଧିକ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ବାକି ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଚଢାଉ ଜାରି ରଖିଛି । ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ ଫିରିଙ୍ଗିଆ ଥାନାରେ ଲୋକଙ୍କ ଲଙ୍କାକାଣ୍ଡ ପରେ ଅଚାନକ ଥାନା ଆଇଆଇସିଙ୍କୁ ତପନ ନାହାକ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଛନ୍ତି । ଏଥି ସହ ଦୁଇ ହୋମଗାର୍ଡଙ୍କୁContinue reading “ଫିରିଙ୍ଗିଆ ଥାନା ପୋଡି ଘଟଣା : ୪୦ ଜଣଙ୍କ ନାରେ ମାମଲା; ୧୯ ରୁ ଅଧିକ ଗିରଫ, ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ଚଢ଼ଉ”