ବନ୍ଧୁତା ଦିବସରେ ରାଷ୍ଟ୍ରପତିଙ୍କୁ ମନେପକାଇଲେ ବାଲ୍ୟ ବାନ୍ଧବୀ । ବଖାଣିଲେ ପିଲାବେଳେ ମହାମହିମଙ୍କ ସହ କାଟିଥିବା ପ୍ରତିଟି ମୁହୂର୍ତ୍ତ । କହିଲେ, ସ୍କୁଲବେଳୁ ସ୍ନେହୀ ଓ ପରୋପକାରୀ ଥିଲେ ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ: ମଣିଷ ଯେତେ ବଡ ପଦବୀକୁ ଗଲେ ବି ପିଲା ଦିନର କଥା ଭୁଲିପାରେନି । ଆଜି ବନ୍ଧୁତ୍ୱ ଦିବସରେ ରାଷ୍ଟ୍ରପତିଙ୍କ ସାଙ୍ଗ ମାନେ ସେହି ପୁରୁଣା ବେଳର ସ୍କୁଲ କଥାକୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି । ସ୍କୁଲ ପଢିବାବେଳେ ମହାମହିମ କିଭଳି ସରଳ ଥିଲେ ସେ କଥା କହିଛନ୍ତି ରାଷ୍ଟ୍ରପତିଙ୍କ ସାଙ୍ଗ । ବନ୍ଧୁତ୍ୱ ଦିବସ: ରାଷ୍ଟ୍ରପତିଙ୍କୁ ମନେପକାଇଲେ ବାଲ୍ୟ ବନ୍ଧୁ ବଖାଣିଲେ ଛୋଟବେଳର କଥା ବନ୍ଧୁତ୍ୱ ଦିବସରେ ରାଷ୍ଟ୍ରପତି ବନ୍ଧୁଙ୍କୁ ମନେContinue reading “ବନ୍ଧୁତା ଦିବସରେ ରାଷ୍ଟ୍ରପତିଙ୍କୁ ମନେପକାଇଲେ ବାଲ୍ୟ ବାନ୍ଧବୀ । ବଖାଣିଲେ ପିଲାବେଳେ ମହାମହିମଙ୍କ ସହ କାଟିଥିବା ପ୍ରତିଟି ମୁହୂର୍ତ୍ତ । କହିଲେ, ସ୍କୁଲବେଳୁ ସ୍ନେହୀ ଓ ପରୋପକାରୀ ଥିଲେ ଦ୍ରୌପଦୀ ମୁର୍ମୁ”

ପରିଚୟ ଦେଇଛି କାଠରେ ତିଆରି କଳାକୃତି । ୨୫ ବର୍ଷ ହେଲା ଏହି କାମକୁ ଆପଣାଇଛନ୍ତି କଳାହାଣ୍ଡିର କାଠ କାରିଗର ବିକ୍ରମ ମହାରଣା

କନକ ବ୍ୟୁରୋ : କୁହାଯାଏ, ମୂର୍ତ୍ତି ବି ଅନେକ କଥା କୁହେ । ନିର୍ଜିବ ବସ୍ତୁକୁ ସୁନ୍ଦରତାର ରୂପ ଦେବା କେବଳ କାରିଗରଙ୍କ ଦ୍ୱାରା ସମ୍ଭବ ହୋଇଥାଏ । ସେହିଭଳି ଜଣେ କାରିଗର ହେଉଛନ୍ତି କଳାହାଣ୍ଡିର କାଠ କାରିଗର ବିକ୍ରମ ମହାରଣା । ଗଣେଶ, ରାଧାକୃ୍ଷ୍ଣ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ଶିବ ଠାକୁରଙ୍କ ଭଳି ଅନେକ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଗଢ଼ୁଛନ୍ତି ଏହି କୁଶଳି କାରିଗର । ଏହା ସହିତ ହାତୀ, ଘୋଡା, ଗାଇ, ବାଛୁରୀ, ପୁରସ୍କାରContinue reading “ପରିଚୟ ଦେଇଛି କାଠରେ ତିଆରି କଳାକୃତି । ୨୫ ବର୍ଷ ହେଲା ଏହି କାମକୁ ଆପଣାଇଛନ୍ତି କଳାହାଣ୍ଡିର କାଠ କାରିଗର ବିକ୍ରମ ମହାରଣା”

ଯୁୁବ ଇଞ୍ଜିନିୟରଙ୍କ ଜୋତା ତିଆରି କାରଖାନା । ସ୍ଥାନୀୟ ଅଂଚଳର ଲୋକଙ୍କୁ ମିଳୁଛି କାମ

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ବ୍ଲକ କୋଠପଦା ଗାଁର ପାର୍ଥସାରଥୀ ସାହୁ ଏବଂ ଅମର୍ଦାରୋଡ ବଡଚାରିଗାଁର ରାଜକିଶୋର ସେନାପତି । ଉଭୟ ଇଞ୍ଜିନିୟରିଂ ପାସ କରିବା ପରେ ଚାକିରି ନକରି ନିଜ ଉଦ୍ୟମରେ କିଛି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପାର୍ଥସାରଥୀ ପାଠପଢ଼ା ପରେ ପେଟପାଟଣା ପାଇଁ ହାଇଦ୍ରାବାଦ, ଦିଲ୍ଲୀ ଓ ଦୁବାଇରେ ରହି କାମ କରୁଥିଲେ । ସେଠାରୁ ଚପଲ ତିଆରି କାମ ବିଷୟରେ ଜାଣିବା ପରେ ନିଜ ଗାଁରେ ଆରମ୍ଭContinue reading “ଯୁୁବ ଇଞ୍ଜିନିୟରଙ୍କ ଜୋତା ତିଆରି କାରଖାନା । ସ୍ଥାନୀୟ ଅଂଚଳର ଲୋକଙ୍କୁ ମିଳୁଛି କାମ”

କୂଳ ଲଂଘୁଛି ନାଗାବଳୀ । ନଦୀରୁ ଅତଡା ଖସୁଥିବା ବେଳେ ଆତଙ୍କିତ ଅବସ୍ଥାରେ ଲୋକେ

କନକ ବ୍ୟୁରୋ : କୂଳ ଲଙ୍ଘୁଛି ନାଗାବଳି । ଆତଙ୍କିତ ଅବସ୍ଥାରେ ଗାଁର ଲୋକେ । ରାତିରେ ନିଦ ନଥିବା ବେଳେ ଦିନରେ ଜଗି ରହୁଛନ୍ତି ଲୋକେ । ରାତି ପାହିଲେ ଅନିଦ୍ରା ଲୋକେ ଚାଲିଯାଉଛନ୍ତି ନଦୀ କୂଳକୁ । ରାୟଗଡାରେ ପ୍ରବାହିତ ନାଗାବଳୀ ନଦୀ ଯୋଗୁ ଲୋକଙ୍କ ଭୟ ବଢି ଚାଲିଛି । ନାଗାବଳୀ ନଦୀ ଧିରେ ଧିରେ କୂଳ ଖାଉଥିବାରୁ ଲୋକେ ନଦୀ ମୁଣ୍ଡରେ ଜଗି ପାଣିର ସ୍ରୋତକୁ ଦେଖୁଛନ୍ତି । ଲଗାଣ ବର୍ଷାContinue reading “କୂଳ ଲଂଘୁଛି ନାଗାବଳୀ । ନଦୀରୁ ଅତଡା ଖସୁଥିବା ବେଳେ ଆତଙ୍କିତ ଅବସ୍ଥାରେ ଲୋକେ”

ନିଜ ହାତରେ ନିଜେ ରାସ୍ତା ତିଆରି କଲେ କୁନି କୁନି ଛାତ୍ର । ଏକାଠି ହୋଇ ରାସ୍ତା ସମତୁଲ କଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ସୁରୁଣ୍ଡି ଗାଁର ପିଲା

କନକ ବ୍ୟୁରୋ : ପୁଣି ଦୋହରାଇଲେ ପିଲାବେଳର ସେହି କଥା । ତୁମ ପରି ପିଲାଟିଏ … ଏହି ଗୀତ ମନେପକାଇ ଦିଏ ସେହି ପୁରୁଣା କଥା । ଯେଉଁଠି ରାସ୍ତା ନଥିବା ବେଳେ କୁନ କୁନି ସ୍କୁଲ ପିଲାମାନେ ଏକାଠି ହୋଇ ରାସ୍ତା କାମରେ ଲାଗିପଡିଥିଲେ । ଆଉ ସେହି ଘଟଣାର ଆଜି ପୁନରାବୃତି ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ସୁରୁଣ୍ଡି ଗାଁରେ ଏକାଠି ହୋଇଛନ୍ତି କୁନି କୁନି ପିଲାମାନେ । ଆଉ ଲାଗିପଡିଛନ୍ତିContinue reading “ନିଜ ହାତରେ ନିଜେ ରାସ୍ତା ତିଆରି କଲେ କୁନି କୁନି ଛାତ୍ର । ଏକାଠି ହୋଇ ରାସ୍ତା ସମତୁଲ କଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ସୁରୁଣ୍ଡି ଗାଁର ପିଲା”

ଫଟା ଜରି ତଳେ ୫ ପିଲାଙ୍କ ଭବିଷ୍ୟତ । ବାପା ମୃତ୍ୟୁ ପରେ ଛାଡି ଚାଲିଗଲା ମାଆ, ଅହରହ ସଂଘର୍ଷ କରୁଛନ୍ତି ୫ ଭାଇ ଭଉଣୀ

କନକ ବ୍ୟୁରୋ : ବେସାହାରା ପରିବାର । ଅସହାୟ ୫ ପିଲା । ଅନଟନ ଭିତରେ ଭଙ୍ଗା ରୁଜା ଜରିଟଣା ଘରେ ବିତୁଛି ଜୀବନ । ଆଶ୍ରା ଦେବାକୁ କେହିନାହିଁ । ବାପା ଛାଡି ଚାଲିଯିବା ପରେ ପରେ ମାଆ ବି ଛାଡି ଦେଲା ହାତ    । ପର ପୁରୁଷକୁ ଆପଣାର କରି ଦାଣ୍ଡ ଦୁଆରେ ୫ ପିଲାକୁ ଛାଡି ଚାଲିଗଲା । ଅନାଥ ପାଲଟି ଯାଇଥିବା ବସ୍ତା ଥେଙ୍ଗଡିଆ ଗାଁର ଏହି ୫ ପିଲାଙ୍କ ଏContinue reading “ଫଟା ଜରି ତଳେ ୫ ପିଲାଙ୍କ ଭବିଷ୍ୟତ । ବାପା ମୃତ୍ୟୁ ପରେ ଛାଡି ଚାଲିଗଲା ମାଆ, ଅହରହ ସଂଘର୍ଷ କରୁଛନ୍ତି ୫ ଭାଇ ଭଉଣୀ”

ଲୁହରେ ଭିଜିଲା ବନ୍ଧୁତ୍ୱ ଦିବସ । ଶୁଭେଚ୍ଛା ଜଣାଇବା ପାଇଁ ଫୋନ କରିଥିଲେ ସାଙ୍ଗ, ହେଲେ ଶୁଣିବାକୁ ନଥିଲା ବନ୍ଧୁ ରତନ

କନକ ବ୍ୟୁରୋ : ଲୁହରେ ଭିଜିଲା ବନ୍ଧୁତ୍ୱ ଦିବସ । ଶୁଭେଚ୍ଛା ଜଣାଇବା ପାଇଁ ଫୋନ କରିଥିଲେ ସାଙ୍ଗ । ହେଲେ ଆରପାଶ୍ୱର୍ରୁ ଆସିଲା ମୃତ୍ୟୁର ଖବର । ବାଲେଶ୍ୱର ଜିଲ୍ଲା ପସରବିନ୍ଧା ଗାଁରୁ ଆସିଛି ଏଭଳି ଖବର । ଗାଁର ୨୬ ବର୍ଷୀୟ ରତନ ବେହେରା କାମ କରିବା ପାଇଁ ତାମିଲନାଡୁର କନ୍ୟାକୁମାରୀ ଯାଇଥିଲେ । ସେଠି ଏକ ହୋଟେଲରେ ଶ୍ରମିକ ଭାବେ କାମ କରୁଥିଲେ । ହେଲେ ହଠାତ ତାଙ୍କର ଶରୀର ଅସୁସ୍ଥ ହୋଇଯାଇଥିଲାContinue reading “ଲୁହରେ ଭିଜିଲା ବନ୍ଧୁତ୍ୱ ଦିବସ । ଶୁଭେଚ୍ଛା ଜଣାଇବା ପାଇଁ ଫୋନ କରିଥିଲେ ସାଙ୍ଗ, ହେଲେ ଶୁଣିବାକୁ ନଥିଲା ବନ୍ଧୁ ରତନ”

Design a site like this with WordPress.com
Get started