କନକ ବ୍ୟୁରୋ: ଦୀପାଳି ବାରରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନୂଆମୋଡ଼ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଝିଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ପରିବାର ଲୋକେ କହିଛନ୍ତି । ମୃତ୍ୟୁର କାରଣ ଜାଣିବା ପାଇଁ ଯୁବତୀ ଜଣକ ବ୍ୟବହାର କରୁଥିବା ଫୋନକୁ ଏସଏଫଏଲକୁ ପୋଲିସ ପଠାଇଛି । ତେବେ ଆଜି ଯୁବତୀଙ୍କ ମୃତଦେହ ପୋଷ୍ଟମର୍ଟମ କରାଯିବ । ଭୁବନେଶ୍ୱରେରେ ଲକ୍ଷ୍ମୀସାଗର କଟକ ରୋଡରେ ଥିବା ଦୀପାଳି ବାରରୁ ଗତକାଲିContinue reading “ଦୀପାଳି ବାରରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନୂଆମୋଡ଼। ହତ୍ୟା ଅଭିଯୋଗ ଆଣିଲେ ପରିବାର”
Tag Archives: News
ସୀମାନ୍ତରେ ମାଓମେଳି, ଛତିଶଗଡ଼-ତେଲେଙ୍ଗାନା ସୀମାରେ ବ୍ୟବସ୍ଥା ବିରୋଧରେ ବିରାଟ ଆୟୋଜନ
କନକ ବ୍ୟୁରୋ: ସହିଦ ସପ୍ତାହର ଶେଷ ଦିନରେ ମାଓବାଦୀଙ୍କ ମହାମେଳି । ଛତିଶଗଡ଼-ତେଲେଙ୍ଗାନା ସୀମାରେ ମାଓବାଦୀମାନେ ଏକାଠି ହୋଇ ଲାଲ ସଲାମର ବାର୍ତା ଦେଇଛନ୍ତି । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାରେ ପ୍ରାୟ ୫୦ ହଜାରରୁ ଊଦ୍ଧ୍ୱର୍ ପୋଲିସ ଫୋର୍ସ ରହିଥିଲେ ମଧ୍ୟ କେନ୍ଦ୍ରୀୟ ବାହିନୀ ଓ ସ୍ଥାନୀୟ ପୋଲିସକୁ ଖୋଲାଖୋଲି ଚାଲେଞ୍ଜ କରି ମାଓବାଦୀଙ୍କ ବୈଠକ ସୁରକ୍ଷା ପ୍ରତି ପ୍ରଶ୍ନବାଚୀContinue reading “ସୀମାନ୍ତରେ ମାଓମେଳି, ଛତିଶଗଡ଼-ତେଲେଙ୍ଗାନା ସୀମାରେ ବ୍ୟବସ୍ଥା ବିରୋଧରେ ବିରାଟ ଆୟୋଜନ”
ସଂସଦର ସତ… ଗୃହରେ ହଙ୍ଗାମା ପାଇଁ ନଷ୍ଟ ହେଉଛି ସମୟ, ଅପଚୟ ହେଉଛି ଟଙ୍କା
କନକ ବ୍ୟୁରୋ: ମଣିପୁର ହିଂସାକୁ ନେଇ ସଂସଦରେ ପ୍ରବଳ ହଙ୍ଗାମା । ସରକାରୀ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ପ୍ରତ୍ୟେକ ଦିନ ଆରୋପ ପ୍ରତ୍ୟାରୋପ ଆଉ ହଙ୍ଗାମା ଦେଖିବାକୁ ମିଳୁଛି । ଏହି କାରଣରୁ ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଗୋଟିଏ ବି ଦିନ ଭଲରେ ଚାଲିପାରିନାହିଁ । ସରକାରୀ ଦଳ ଏବଂ ବିରୋଧୀ ଦଳ ଉଭୟ ଉଭୟଙ୍କୁ ଏଥିପାଇଁ ଦାୟୀ କରୁଛନ୍ତି । କିନ୍ତୁ ସଂସଦରେ ହେଉଥିବା ହଙ୍ଗାମା ପାଇଁContinue reading “ସଂସଦର ସତ… ଗୃହରେ ହଙ୍ଗାମା ପାଇଁ ନଷ୍ଟ ହେଉଛି ସମୟ, ଅପଚୟ ହେଉଛି ଟଙ୍କା”
‘ଆସିବାରେ ବହୁତ ବିଳମ୍ବ କରିଦେଲ, ଆପଣଙ୍କ ପାଇଁ ଏହା ହେଉଛି ସଠିକ୍ ସ୍ଥାନ’, ଅଜିତ ପାୱାରଙ୍କୁ ନେଇ ଅମିତ ଶାହାଙ୍କ ବଡ ବୟାନ
କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ପୁଣେ ଠାରେ ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ ଅଜିତ ପାୱାରଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି କି ‘ଆପଣ ଏଠାକୁ ଆସିବା ଅନେକ ବିଳମ୍ବ କରିଦେଲେ, ହେଲେ ଏବେ ଆପଣ ସଠିକ୍ ସ୍ଥାନରେ ପହଂଚିଛନ୍ତି ’ । କହିରଖୁ କି କିଛିଦିନ ତଳେ ମହାରାଷ୍ଟ୍ରରେ ଚାଲିଥିବା ବଜେପି ଓ ଶିବସେନାର ସିନ୍ଦେ ଗୋଷ୍ଠୀ ସରକାରରେ ସାମିଲ ହୋଇଥିଲେContinue reading “‘ଆସିବାରେ ବହୁତ ବିଳମ୍ବ କରିଦେଲ, ଆପଣଙ୍କ ପାଇଁ ଏହା ହେଉଛି ସଠିକ୍ ସ୍ଥାନ’, ଅଜିତ ପାୱାରଙ୍କୁ ନେଇ ଅମିତ ଶାହାଙ୍କ ବଡ ବୟାନ”
ବିଦେଶଯାତ୍ରା ପାଇଁ ଇଚ୍ଛୁକ କି? ଆଇଆରସିଟିସି ଆଣିଛି ନୂଆ ଯୋଜନା…
କନକ ବ୍ୟୁରୋ: ଦେଶରେ ଆଇଆରସିଟିସି ଭାରତ ଗୌରବ ଯାତ୍ରାର ଶୁଭାରମ୍ଭ କରିଛି । ଏହି ଯୋଜନାରେ ଯାତ୍ରୀମାନେ ସୁବିଧାର ସହ ଯାତ୍ରା କେମିତି କରିବେ ତାକୁ ଗୁରୁତ୍ୱ ଦିଆଯାଉଛି । ଯୋଜନାରେ ଦେଶର ବିଭିନ୍ନ ପ୍ରାନ୍ତ ସହ ଯାତ୍ରୀମାନେ ନେପାଳକୁ ମଧ୍ୟ ଯାତ୍ରା କରିପାରୁଛନ୍ତି । ଆଇଆରସିଟିସି ଦ୍ୱାରା ଚଳାଯାଉଥିବା ସ୍ୱତନ୍ତ୍ର ଟ୍ରେନ୍ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ତେବେ ବର୍ତ୍ତମାନ ଲୋକଙ୍କ ଆଗ୍ରହକୁ ଦେଖି ନେପାଳ ସହ ଅନ୍ୟ କିଛି ଦେଶକୁ ମଧ୍ୟ ଏହିContinue reading “ବିଦେଶଯାତ୍ରା ପାଇଁ ଇଚ୍ଛୁକ କି? ଆଇଆରସିଟିସି ଆଣିଛି ନୂଆ ଯୋଜନା…”
ଆମ ପାଖରେ ଅଛନ୍ତି ବଡ ମ୍ୟାଚ ୱିନର୍… ଭାରତ ପାଖରେ? ଚେତାବନୀ ଦେଲେ ୱକାର ୟୁନିସ୍
କନକ ବ୍ୟୁରୋ: ଏସିଆ କପ ପୂର୍ବରୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱକାର ୟୁନିସ୍ ରୋହିତବାହିନୀଙ୍କୁ ଚେତାବନୀ ଦେଇଛନ୍ତି । ୱାକାର କହିଛନ୍ତି ନୂଆ ପାକିସ୍ତାନ ଟିମ୍ ଅନ୍ୟ ଟିମ୍ ମାନଙ୍କ ତୁଳନାରେ ବଡ ବଡ ମ୍ୟାଚରେ ଚାପ ନିୟନ୍ତ୍ରଣ କରିବାରେ ମାହିର ଅଛନ୍ତି । ପାକିସ୍ତାନ ୨୦୨୧ ମସିହା ଟି-୨୦ ବିଶ୍ୱକପରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ବିଶ୍ୱକପରେ ଭାରତର ୧୨ଟି ବିଜୟର ରେକର୍ଡରେ ବ୍ରେକ୍ ଲଗାଇଥିଲା ପାକିସ୍ତାନ । ୱକାରଙ୍କ କହିବାContinue reading “ଆମ ପାଖରେ ଅଛନ୍ତି ବଡ ମ୍ୟାଚ ୱିନର୍… ଭାରତ ପାଖରେ? ଚେତାବନୀ ଦେଲେ ୱକାର ୟୁନିସ୍”
ଋଣ ନାଁରେ ଠକେଇ । ଦୁଇ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା
କନର ବ୍ୟୁରୋ : ୮ କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଲୋନ୍ ଦେବା ନାଁରେ ଠକେଇ ଅଭିଯୋଗ ଘଟଣାରେ ଏହି ୨ ଜଣ ଗିରଫ ହୋଇଛନ୍ତି । ସମରେଶ ଦାସ ଓ ହେମନ୍ତ ପଣ୍ଡାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ରାଜ୍ୟ ଅର୍ଥନୈତିକ ଅପରାଧିକ ଶାଖା ତଥା ଇଓଡବ୍ଲ୍ୟୁ । ଗକକାଲି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଜି କୋର୍ଟରେ ହାଜର କରାଯିବ ।Continue reading “ଋଣ ନାଁରେ ଠକେଇ । ଦୁଇ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା”
ଶାହ-ନବୀନଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ସରଗରମ । ବିଜେଡି ବିରୋଧରେ କେମିତି ଲଢିବ ବିଜେପି ବଢିଲା ଦ୍ୱନ୍ଦ୍ୱ
କନକ ବ୍ୟୁରୋ : ଶାହ-ନବୀନଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ସରଗରମ । ବିଜେଡି ବିରୋଧରେ କେମିତି ଲଢିବ ବିଜେପି ବଢିଲା ଦ୍ୱନ୍ଦ୍ୱ । ଗତକାଲି ପ୍ରଥମେ ନବୀନ ଓ ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଉ ଉଭୟେ ପରସ୍ପରକୁ ପ୍ରଶଂସା କଲେ । ଅପରାହ୍ନରେ କିନ୍ତୁ ବିଜେପି ଦଳୀୟ ନେତାଙ୍କୁ ୨୪ ମୁକାବିଲାର ମନ୍ତ୍ର ଦେଇଛନ୍ତି ଶାହ । ତୃଣମୂଳ ସ୍ତରରୁ ଦୁର୍ନୀତି ଓ ଲୋକଙ୍କ ସମସ୍ୟାକୁ ପ୍ରସଙ୍ଗ କରି ଲଢେଇ କରିବାକୁContinue reading “ଶାହ-ନବୀନଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ସରଗରମ । ବିଜେଡି ବିରୋଧରେ କେମିତି ଲଢିବ ବିଜେପି ବଢିଲା ଦ୍ୱନ୍ଦ୍ୱ”
ଇସ୍ରୋରେ ଖୁସିର ଲହର । ଚନ୍ଦ୍ରଯାନ -୩ ପଠାଇଲା ପ୍ରଥମ ବାର୍ତ୍ତା
କନକ ବ୍ୟୁରୋ: ଇସ୍ରୋର ଆଉ ଏକ ସଫଳତା । ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩ । ଅତି ପ୍ରତୀକ୍ଷିତ ସମୟ ଉପସ୍ଥିତ ହୋଇଛି । ଚନ୍ଦ୍ରର ମାଧ୍ୟାକର୍ଷଣ ବଳୟ ଭିତରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩ । ଆଗକୁ ଏକାଧିକ ଲୁନାର ମାନ୍ୟୁଏଭର ବା ଚନ୍ଦ୍ର କକ୍ଷ ଅତିକ୍ରମ କରିବାକୁ ପଡିବ । ଆଜିି ରାତି ୧୧ଟା ସମୟରେ ଚନ୍ଦ୍ରର ଆଉ ଏକ ବଳୟରେ ପ୍ରବେଶ କରିବ ଚନ୍ଦଯାନ-୩ । ଅଗଷ୍ଟ ପ୍ରଥମ ସପ୍ତାହ ସାରା ଚନ୍ଦ୍ରଯାନ-୩Continue reading “ଇସ୍ରୋରେ ଖୁସିର ଲହର । ଚନ୍ଦ୍ରଯାନ -୩ ପଠାଇଲା ପ୍ରଥମ ବାର୍ତ୍ତା”
ଖୋର୍ଦ୍ଧାରେ ବନ୍ୟାର ଭୀଷଣ ରୂପ । ହଜାର ହଜାର ଧନ ବିଲରେ ଚାଲୁଛି ଡଙ୍ଗା
କନକ ବ୍ୟୁରୋ: ଖୋର୍ଦ୍ଧାରେ ବନ୍ୟାର କରାଳ ରୂପ । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ । ବନ୍ୟା ପାଣରେ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି । ବାହ୍ୟଜଗତରୁ ବିଚ୍ଛିନ୍ନ ଗାଁ ହିରିମୂଳକୁ ବୋଟ ଯୋଗେ ଯୋଗାଯୋଗ କରୁଛନ୍ତି ଲୋକେ । ଚାଷ ଜମି ଉପରେ ଚାଲିଛି ଡ଼ଙ୍ଗା । ବନ୍ୟା ପ୍ରପୀଡ଼ିତଙ୍କ ସ୍ଥିତି ପରଖିବାକୁ ଡଙ୍ଗାରେ ଯାଇ ହିରିମୂଳ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି । The post ଖୋର୍ଦ୍ଧାରେ ବନ୍ୟାରContinue reading “ଖୋର୍ଦ୍ଧାରେ ବନ୍ୟାର ଭୀଷଣ ରୂପ । ହଜାର ହଜାର ଧନ ବିଲରେ ଚାଲୁଛି ଡଙ୍ଗା”