କନକ ବ୍ୟୁରୋ : ଆଜ୍ଞା ଆମେ ପଢିବାକୁ ଚାହୁଁଛୁ । ଆମକୁ ସାହାଯ୍ୟ କର । ଆଗକୁ ପଢିବା ଓ ଆଗକୁ ବଢିବା ଇଚ୍ଛା ନେଇ କିଛି ସହାୟତା ମାଗିଛନ୍ତି ଦୁଇ ଝିଅ । ଦଶମ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ପରେ ମଧ୍ୟ ଅର୍ଥ ଅଭାବରୁ କଲେଜରେ ନାମ ଲେଖାଇ ପାରୁନାହାନ୍ତି ବାପା ମାଆ ଛେଉଣ୍ଡ ଦୁଇ ଅନାଥ ଝିଅ । ବର୍ଷେ କାଳ ଘରେ ରହି ପାଠ ପଢୁଥିବା ବେଳେ ଟଙ୍କା ଅଭାବରୁContinue reading “ମୂଲ ଲାଗୁଛନ୍ତି ମେଧାବୀ ଛାତ୍ରୀ । ଅଭାବ ଅନଟନ ଯୋଗୁ ଅଧାରେ ରହିଲା ପଢା ସ୍ୱପ୍ନ ସାକାର କରିବାକୁ ପରପାଖରେ ଲାଗୁଛନ୍ତି ମୂଲ”
Tag Archives: News
ବନ୍ୟା କମିଛି , ବିପତ୍ତିି ବଢିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଲୋକେ, ଘାଇ ଯୋଗୁଁ ବଢୁଛି ଆତଙ୍କ
କନକ ବ୍ୟୁରୋ : ବର୍ଷା ଛାଡି ଯାଇଥିଲେ ବି ବିପତ୍ତିି ବଢିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇପଡିଛନ୍ତି ଲୋକେ । ସେହିଭଳି ରାଜୁଆ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧାର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇପଡିଛି । ଲୋକେ ପାଣିଘେରରେ ଥିବା ବେଳେ ଚାଷ ଜମିରେ ଭର୍ତି ହୋଇଛି ପାଣି । ପାଣି ଯୋଗୁ ଜମି ଉପରେ ଚାଲିଛି ଡଙ୍ଗା । ସବୁଆଡେ ଜଳମୟ ହୋଇଯାଇଥିବା ବେଳେ ଡଙ୍ଗାରେ ଯାତାୟତ କରୁଛନ୍ତି ବନ୍ୟାContinue reading “ବନ୍ୟା କମିଛି , ବିପତ୍ତିି ବଢିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଲୋକେ, ଘାଇ ଯୋଗୁଁ ବଢୁଛି ଆତଙ୍କ”
ଜାମ୍ମୁ-କାଶ୍ମୀରରେ ଖୁବଶୀଘ୍ର ହୋଇପାରେ ବିଧାନସଭା ନିର୍ବାଚନ । ଉପ ରାଜ୍ୟପାଳଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା
କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନକୁ ନେଇ ଉପ ରାଜ୍ୟପାଳ ମନୋଜ ସିହ୍ନା ଏକ ବଡ ବୟାନ ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମ ମୁତାବକ ମନୋଜ ସିହ୍ନା କହିଛନ୍ତି କି ସୀମା ନିର୍ଦ୍ଧାରଣ ଓ ଭୋଟର ସୂଚୀ ପୁନଃନିରୀକ୍ଷଣ କାର୍ଯ୍ୟ ସମାପ୍ତ ହୋଇଛି । ଏହାସହ ସେ କହିଛନ୍ତି କି ବିଧାନସଭା ନିର୍ବାଚନ ନେଇ ନିଷ୍ପତ୍ତି ନେବାକୁ ନିର୍ବାଚନ କମିଶନଙ୍କ ପାଖରେ ବିଶେଷଅଧିକାର ରହିଛି । ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ଏଭଳି ବୟାନContinue reading “ଜାମ୍ମୁ-କାଶ୍ମୀରରେ ଖୁବଶୀଘ୍ର ହୋଇପାରେ ବିଧାନସଭା ନିର୍ବାଚନ । ଉପ ରାଜ୍ୟପାଳଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା”
ନିଶା ସ୍ପ୍ରେ କରି ମାଛ ବ୍ୟବସାୟୀଙ୍କୁ ଲୁଟ୍: ବାଇକରେ ଆସି ମାଛ ବ୍ୟବସାୟୀ ଦମ୍ପତିଙ୍କ ଉପରକୁ ସ୍ପ୍ରେ ମାରିଲେ ଦୁର୍ବୃତ୍ତ
କନକ ବ୍ୟୁରୋ: ମାଛ ବ୍ୟବସାୟୀଙ୍କ ଠାରୁ ନିଶା ସ୍ପ୍ରେ କରି ଲୁଟ୍ନେଲେ । କଟକ ତ୍ରିସୁଳିଆ ଗେଟ ନିକଟରେ ମାଛ ବ୍ୟବସାୟ କରୁଥିବା ଦମ୍ପତି ପବିତ୍ର ବେହେରା ଓ ପତ୍ନୀ ସୁଷମା ବେହେରା ଲୁଟର ଶିକାର ହୋଇଛନ୍ତି । ଦୁଇ ଜଣ ବାଇକ୍ ଆରୋହୀ ନିଶା ସ୍ପ୍ରେ କରି ସେମାନଙ୍କ ଠାରୁ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ବାରଙ୍ଗ ପୋଲିସକୁ ସୂଚନା ଦେବା ପରେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେContinue reading “ନିଶା ସ୍ପ୍ରେ କରି ମାଛ ବ୍ୟବସାୟୀଙ୍କୁ ଲୁଟ୍: ବାଇକରେ ଆସି ମାଛ ବ୍ୟବସାୟୀ ଦମ୍ପତିଙ୍କ ଉପରକୁ ସ୍ପ୍ରେ ମାରିଲେ ଦୁର୍ବୃତ୍ତ”
ଓସ୍କାର ସିନେ ମହୋତ୍ସବରେ ଚମକୁଛି ଚମ୍ପାରଣ ମଟନର କାହାଣୀ, ସେମିଫାଇନାଲରେ ପ୍ରବେଶ
କନକ ବ୍ୟୁରୋ : ନିଜ ପତ୍ନୀଙ୍କ ଚାହିଦା ପୂରଣ କରିବା ପାଇଁ ଜଣେ ଗରିବ ସ୍ୱାମୀ ଆଠ ଶହ ଟଙ୍କା ଦେଇ କେମିତି ମଟନ୍ କିଣେ । ବେରୋଜଗାର ଯୁଗରେ ଏକ ଗରିବ ପରିବାରର ଜୀବନ ସଂଗ୍ରାମ ଉପରେ ଆଧାରିତ ଚଳଚ୍ଚିତ୍ର ‘ ଚମ୍ପାରଣ ମଟନ୍’ । ଆର୍ଥିକ ଦୁରାବସ୍ତା ସମୟରେ ଘରେ ମଟନ୍ ତିଆରି ହେଉଥାଏ ଏବଂ ସେହି ସମୟରେ ଯଦି ହଠାତ୍ ଜଣେ ଅତିଥି ଆସି ପହଞ୍ଚି ଯାଆନ୍ତି ତେବେ କ’ଣ ହେବ ?Continue reading “ଓସ୍କାର ସିନେ ମହୋତ୍ସବରେ ଚମକୁଛି ଚମ୍ପାରଣ ମଟନର କାହାଣୀ, ସେମିଫାଇନାଲରେ ପ୍ରବେଶ”
ପାକିସ୍ତାନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୨୦ରୁ ଅଧିକ ମୃତ, ୫୦ରୁ ଅଧିକ ଆହତ
କନକ ବ୍ୟୁରୋ: ପାକିସ୍ତାନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ପାଖାପାଖି ୧୦ ବଗି ଲାଇନଚ୍ୟୁତ ହେବାରୁ ୨୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ୫୦ରୁ ଅଧିକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି । ରବିବାର ଶେହଜାଦପୁର ଓ ନୱାବଶାହ ମଧ୍ୟରେ ଥିବା ସାହାରା ରେଲୱେ ଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଯେଉଁ ସମୟରେ ଟ୍ରେନ୍ ଦୁର୍ଘଟଣା ଘଟିଲା, ସେହି ସମୟରେ ଟ୍ରେନ୍Continue reading “ପାକିସ୍ତାନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୨୦ରୁ ଅଧିକ ମୃତ, ୫୦ରୁ ଅଧିକ ଆହତ”
ଫ୍ରେଣ୍ଡସିପ ଡେ’ରେ ଜୋମାଟୋ ସିଇଓ ବନିଲେ ଡେଲିଭରି ବୟ: ଗ୍ରାହକଙ୍କୁ ଦେଲେ ସରପ୍ରାଇଜ
କନକ ବ୍ୟୁରୋ: ନିଆରା ଉପାୟରେ ପ୍ରେଣ୍ଡସିପ ଡେ’ ପାଳିଲେ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ । ସେ ଟ୍ୱିଟରରେ ଏକ ପୋଷ୍ଟ କରି ଏହାର ସୂଚନା ଦେଇଥିଲେ । ଯେଉଁଥିରେ ସେ ଜୋମାଟୋ ବୟ ଟି-ସାର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି । ଏହାସହ କିଛି ପ୍ରେଣ୍ଡସିପ ବ୍ୟାଣ୍ଡ ବି ହାତରେ ଧରିଛନ୍ତି । ଆଉ ଏଥିରେ ସେ ଡେଲିଭରି ପାର୍ଟନର୍ସ, ରେସ୍ତୋରାଁ ପାର୍ଟନର୍ସ ଓ ଗ୍ରାହକଙ୍କୁ ସରପ୍ରାଇଜ ଦେବା କଥା ଲେଖିଛନ୍ତି । Going to deliverContinue reading “ଫ୍ରେଣ୍ଡସିପ ଡେ’ରେ ଜୋମାଟୋ ସିଇଓ ବନିଲେ ଡେଲିଭରି ବୟ: ଗ୍ରାହକଙ୍କୁ ଦେଲେ ସରପ୍ରାଇଜ”
ଅଗ୍ରୀମ ବୁକିଂରେ ସମସ୍ତ ରେକର୍ଡ ଭାଙ୍ଗିଲା ସନ୍ନି ଦେଓଲଙ୍କ ‘ଗଦ୍ଦର-୨’, ଜାଣନ୍ତୁ କେତେ କୋଟି ଟଙ୍କାର ବୁକିଂ ହୋଇଛି ଅଗ୍ରୀମ ଟିକେଟ୍
କନକ ବ୍ୟୁରୋ : ସନ୍ନି ଦେଓଲଙ୍କ ସୁପର ଡୁପର ହିଟ୍ ଫିଲ୍ମ ‘ଗଦ୍ଦର’ର ଅପାର ସଫଳତା ପରେ ଏହାର ଦ୍ବିତୀୟ ଭାଗ ‘ଗଦ୍ଦର ୨’ ଆଗାମୀ ଅଗଷ୍ଟ ୧୧ ତାରିଖରେ ରିଲିଜ ହେବାକୁ ଯାଉଛି । ଏହାକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି । ଏହା ଜଣା ପଡିଛି ୧ ଅଗଷ୍ଟରୁ ଆରମ୍ଭ ହେଇଥିବା ଏହାର ଆଡଭାନ୍ସ ବୁକିଂରୁ । ବୁକିଂର ପ୍ରଥମ ଦିନରେ ହିଁ ରେକର୍ଡ ସଂଖ୍ୟକ ଟିକେଟ ବିକ୍ରିContinue reading “ଅଗ୍ରୀମ ବୁକିଂରେ ସମସ୍ତ ରେକର୍ଡ ଭାଙ୍ଗିଲା ସନ୍ନି ଦେଓଲଙ୍କ ‘ଗଦ୍ଦର-୨’, ଜାଣନ୍ତୁ କେତେ କୋଟି ଟଙ୍କାର ବୁକିଂ ହୋଇଛି ଅଗ୍ରୀମ ଟିକେଟ୍”
ଡାକ୍ତର ହେବାକୁ ୧୮ ଲକ୍ଷର ଚାକିରି ଛାଡିଲେ । ଏବେ ଏମବିବିଏସ୍ ପଢିବେ ଇଞ୍ଜିନିୟର ଚନ୍ଦନ
କନକ ବ୍ୟୁରୋ: ଇଞ୍ଜିନିୟରିଙ୍ଗ ଶେଷ ପରେ ୧୮ ଲକ୍ଷ ପ୍ୟାକେଜର ଚାକିରି କରିଥିଲେ । ହେଲେ ପୁଣି ଡାକ୍ତରୀ ପଢିବାକୁ ଚାକିରି ଛାଡିଲେ । ଏବେ ଏମବିବିଏସରେ ନାଁ ଲେଖାଇଛନ୍ତି ଇଞ୍ଜିନିୟର ଚନ୍ଦନ କୁମାର । ଇଞ୍ଜିନିୟର ଚନ୍ଦନ କୁମାର ମେଡିକାଲ ପଢିବାକୁ ଶହୀଦ ନିର୍ମଳ ମେହତୋ ମେଡିକାଲ କଲେଜ , ଧନବାଦରେ ଆଡମିସନ୍ ନେଇଛନ୍ତି । ହେଲେ ତାଙ୍କ ନାମ ଲେଖାକୁ ନେଇ ଏବେ ଚର୍ଚ୍ଚା । ଏହି ମେଡିକାଲ କଲେଜ ପାଇଁ ଏହା ପ୍ରଥମContinue reading “ଡାକ୍ତର ହେବାକୁ ୧୮ ଲକ୍ଷର ଚାକିରି ଛାଡିଲେ । ଏବେ ଏମବିବିଏସ୍ ପଢିବେ ଇଞ୍ଜିନିୟର ଚନ୍ଦନ”
ପାକିସ୍ତାନରେ ଲାଇନଚ୍ୟୁତ ହେଲା ହଜାରା ଏକ୍ସପ୍ରେସ୍ । ୭ ମୃତ, ୫୦ରୁ ଅଧିକ ଗୁରୁତର, ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା
କନକ ବ୍ୟୁରୋ: ପାକିସ୍ତାନରେ ଟ୍ରେନ ଦୁର୍ଘଟଣା । ସହରା ଷ୍ଟେସନ ନିକଟରେ କରାଚିରୁ ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସ ୭ଟି ବଗି ଲାଇନଚ୍ୟୁତ ହେବାରୁ ୭ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଥିବା ସୂଚନା ରହିଛି । ଏନେଇ ଅଧିକ କିଛି ସୂଚନା ମିଳିପାରିନାହିଁ । The post ପାକିସ୍ତାନରେ ଲାଇନଚ୍ୟୁତ ହେଲା ହଜାରା ଏକ୍ସପ୍ରେସ୍ । ୭ ମୃତ,Continue reading “ପାକିସ୍ତାନରେ ଲାଇନଚ୍ୟୁତ ହେଲା ହଜାରା ଏକ୍ସପ୍ରେସ୍ । ୭ ମୃତ, ୫୦ରୁ ଅଧିକ ଗୁରୁତର, ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା”