କନକ ବ୍ୟୁରୋ: ଭାରତର ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳୀନର ଆୟୋଜନକୁ ଦୃ୍ଷ୍ଟିରେ ରଖି ସାରାଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଆୟୋଜିତ ହେଉଛି । ଏହି କ୍ରମରେ ଆକାଶବାଣୀ କେନ୍ଦ୍ରଗୁଡ଼ିକ ପକ୍ଷରୁ ଶିକ୍ଷା ଓ ମନେରଂଜନ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ଗତକାଲି ଆକାଶବାଣୀ କୋଲକତା ପକ୍ଷରୁ ଏକ ଡ୍ରାମା ଫେଷ୍ଟ ଓ କର୍ମଶାଳାର ଆୟୋଜିତ ହୋଇଛି । କୋଲକତାର ଜିଡି ବିର୍ଲ୍ଲା ସଭାଘରରେ ଜି- ଟ୍ୱେଣ୍ଟିି ନାଟ୍ୟ ନିର୍ଝର ୨୦୨୩ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମମତାContinue reading “ଜି- ୨୦ ସମ୍ମିଳନୀ ଉଦ୍ଦେଶ୍ୟରେ ଆକାଶବାଣୀର ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କୋଲକାତା ଆକାଶବାଣୀ ପକ୍ଷରୁ ଅନୁଷ୍ଠିତ ଡ୍ରାମା ଫେଷ୍ଟ୍ ।”
Tag Archives: News
ଅବସର ପୂର୍ବରୁ ୬ବର୍ଷରେ ପଦ ଛାଡିଲେଣି ୧୨ଜଣ ବିଚାରପତି, ଜାଣନ୍ତୁ କାରଣ
କନକ ବ୍ୟୁରୋ : ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ଦେବ ଅଗଷ୍ଟ ୪ ତାରିଖ ଦିନ ଅବସର ପୂର୍ବରୁ ଓ କୋର୍ଟ ଚାଲୁଥିବା ବେଳେ ହଠାତ ଅବସର ଘୋଷଣା କରିଥିେଲେ । ଅବସର ସମୟ ବର୍ଷ ବାକିଥିବା ବେଳେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ଇସ୍ତଫା ଦେବା ପୂର୍ବରୁ ସେ ଇସ୍ତଫା ନେଇ କୌଣସି କାରଣ ସ୍ପଷ୍ଟ କରିନଥିଲେ । ହେଲେ ଅବସର ଘୋଷଣା ବେଳେ ସେ କହିଥିଲେ କି ନିଜContinue reading “ଅବସର ପୂର୍ବରୁ ୬ବର୍ଷରେ ପଦ ଛାଡିଲେଣି ୧୨ଜଣ ବିଚାରପତି, ଜାଣନ୍ତୁ କାରଣ”
ପ୍ରଶାସନ ବଢାଇଲା ସହାୟତାର ହାତ, ସିଡନୀରେ ପାଠ ପଢିବେ କୋରାପୁଟର ଆଦିବାସୀ ପୁଅ
କନକ ବ୍ୟୁରୋ : ଅର୍ଥାଭାବ ପାଇଁ ଅଟକି ରହିବନି ପାଠ । ପ୍ରଶାସନ ବଢାଇଲା ସହାୟତାର ହାତ । କୋରାପୁଟରୁ ସିଡନୀ ଯିବେ ଆଦିବାସୀ ପୁଅ । ଅଷ୍ଟ୍ରେଲିଆର ସିଡନୀ ୟୁନିଭର୍ସିଟିରେ ପାଠ ପଢିବେ କୋରାପୁଟ ଆଦିବାସୀ ଅଧୁଷ୍ଠିତ ଜ଼ିଲ୍ଲାର ପୁଅ ଘେନୁ ଖିଲ । କୋରାପୁଟ ବୈପାରୀଗୁଡାର ପୁଅ ଘେନୁ ଖିଲ ଅଷ୍ଟ୍ରେଲିଆର ସିଡନୀ ୟୁନିଭର୍ସିଟିରେ ପାଠ ପଢିବା ପାଇଁ ମନୋନୀତ ହୋଇଥିଲେ । ହେଲେ ବିଦେଶ ଯିବା ପାଇଁ ଅର୍ଥ ସାଜିଥିଲା ବାଧକ ।Continue reading “ପ୍ରଶାସନ ବଢାଇଲା ସହାୟତାର ହାତ, ସିଡନୀରେ ପାଠ ପଢିବେ କୋରାପୁଟର ଆଦିବାସୀ ପୁଅ”
ଆଉ ଖୋଲିବନି ହୀରାକୁଦ ଗେଟ୍ । ଦୁଇ-ତିନି ଦିନ ମଧ୍ୟରେ ଆହୁରି ଖସିବ ପାଣି
କନକ ବ୍ୟୁରୋ : ଆଉ ଖୋଲିବନି ହୀରାକୁଦ ଜଳଭଣ୍ଡାରର ଗେଟ୍ । ରାଜ୍ୟକୁ ନାହିଁ ବନ୍ୟା ବିପଦ । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ଏହି ସୂଚନା ଦେଇଛନ୍ତି । ଏବେ ଜଳଭଣ୍ଡାରରେ ପାଣି ୬୨୧. ୯୫ ଫୁଟ ରହିଛି । ୩ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୫୦ ହଜାର କ୍ୟୁସେକ ନିଷ୍କାସିତ ହେଉଛି । ମୋଟ୍ ଉପରେ ୨୦ଟି ଗେଟ ଦେଇContinue reading “ଆଉ ଖୋଲିବନି ହୀରାକୁଦ ଗେଟ୍ । ଦୁଇ-ତିନି ଦିନ ମଧ୍ୟରେ ଆହୁରି ଖସିବ ପାଣି”
ଅନୁଷ୍ଠିତ ହୋଇଯାଇଛି ଓଡିଶା-୫୦ର ତୃତୀୟ ସଂସ୍କରଣ । ମହିଳା ଉଦ୍ୟୋଗୀଙ୍କୁ ସଫଳତାର ମନ୍ତ୍ର ଦେଲେ ସମ୍ବାଦର ସଂପାଦକ
କନକ ବ୍ୟୁରୋ : ସମ୍ବାଦର ଯାଜପୁର ସଂସ୍କରଣ ପକ୍ଷରୁ କେନ୍ଦୁଝର ଓ ଯାଜପୁର ଜିଲ୍ଲାର ସଫଳ ଉଦ୍ୟୋଗୀ ମହିଳାମାନଙ୍କୁ ନେଇ ତୃତୀୟ ଓଡିଶା-୫୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ରୋଡ କ୍ରୀଷ୍ଣା ଗାଡେନ ଠାରେ ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଧରିତ୍ରୀ ରାଉତ, ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଡକ୍ଟର ଅରୁନ୍ଧତୀ ଦେବୀଙ୍କ ସହ ସମ୍ବାଦର ସିଜିଏମ ନ୍ୟୁଜ ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ । ମହିଳାମାନେContinue reading “ଅନୁଷ୍ଠିତ ହୋଇଯାଇଛି ଓଡିଶା-୫୦ର ତୃତୀୟ ସଂସ୍କରଣ । ମହିଳା ଉଦ୍ୟୋଗୀଙ୍କୁ ସଫଳତାର ମନ୍ତ୍ର ଦେଲେ ସମ୍ବାଦର ସଂପାଦକ”
ଲୁହରେ ଭିଜିଲା ବନ୍ଧୁତ୍ୱ ଦିବସ । ଶୁଭେଚ୍ଛା ଜଣାଇବା ପାଇଁ ଫୋନ କରିଥିଲେ ସାଙ୍ଗ, ଆରପାଶ୍ୱର୍ରୁ ଆସିଲା ମୃତ୍ୟୁର ଖବର
କନକ ବ୍ୟୁରୋ : ଲୁହରେ ଭିଜିଲା ବନ୍ଧୁତ୍ୱ ଦିବସ । ଶୁଭେଚ୍ଛା ଜଣାଇବା ପାଇଁ ଫୋନ କରିଥିଲେ ସାଙ୍ଗ । ହେଲେ ଆରପାଶ୍ୱର୍ରୁ ଆସିଲା ମୃତ୍ୟୁର ଖବର । ବାଲେଶ୍ୱର ଜିଲ୍ଲା ପସରବିନ୍ଧା ଗାଁରୁ ଆସିଛି ଏଭଳି ଖବର । ଗାଁର ୨୬ ବର୍ଷୀୟ ରତନ ବେହେରା କାମ କରିବା ପାଇଁ ତାମିଲନାଡୁର କନ୍ୟାକୁମାରୀ ଯାଇଥିଲେ । ସେଠି ଏକ ହୋଟେଲରେ ଶ୍ରମିକ ଭାବେ କାମ କରୁଥିଲେ । ହେଲେ ହଠାତ ତାଙ୍କର ଶରୀର ଅସୁସ୍ଥ ହୋଇଯାଇଥିଲାContinue reading “ଲୁହରେ ଭିଜିଲା ବନ୍ଧୁତ୍ୱ ଦିବସ । ଶୁଭେଚ୍ଛା ଜଣାଇବା ପାଇଁ ଫୋନ କରିଥିଲେ ସାଙ୍ଗ, ଆରପାଶ୍ୱର୍ରୁ ଆସିଲା ମୃତ୍ୟୁର ଖବର”
କଲ୍ୟାଣସିଂହପୁର ଥାନା ଆଗରେ ହଙ୍ଗାମା । ଦୁଇ ଡଙ୍ଗରିଆ କନ୍ଧଙ୍କୁ ଉଠାଇ ନେବା ପ୍ରତିବାଦରେ ଥାନା ଘେରାଉ କଲେ ଶତାଧିକ ଲୋକ
କନକ ବ୍ୟୁରୋ : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡିକୁ ନେଇ ଉତେଜନା ଲାଗି ରହିଥିବାବେଳେ କଲ୍ୟାଣସିଂହପୁର ଆସିଛି ଚିନ୍ତାଜନକ ଖବର । ନିୟମଗିରି ଡଙ୍ଗରିଆ କଲ୍ୟାଣସିଂପୁର ଥାନା ଘେରାଉ ଉଦ୍ୟମ କରିଛନ୍ତି । ଗତକାଲି ମାଓ ଖବରଦାତା ଅଭିଯୋଗରେ ଦୁଇ ଜଣଙ୍କୁ ପୋଲିସ ଉଠାଇ ନେଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଆଜି ନିୟମଗିରି ଅଞ୍ଚଳରେ ୧୨୧ଖଣ୍ଡ ଗାଁର ଡଙ୍ଗରିଆ ଏକତ୍ରିତ ହୋଇଥିଲେ । ନିୟମଗିରି ସୁରକ୍ଷା ସମିତି ସଭାପତିଙ୍କ ନେତୃତ୍ୱରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରContinue reading “କଲ୍ୟାଣସିଂହପୁର ଥାନା ଆଗରେ ହଙ୍ଗାମା । ଦୁଇ ଡଙ୍ଗରିଆ କନ୍ଧଙ୍କୁ ଉଠାଇ ନେବା ପ୍ରତିବାଦରେ ଥାନା ଘେରାଉ କଲେ ଶତାଧିକ ଲୋକ”
ବଦଳିଲେ ଫିରିଙ୍ଗିଆ IIC । ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ ଗତକାଲି ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ପରେ, ଆଜି ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି । ଥାନା ଆଇଆଇସି ତପନ ନାହକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏଥିସହ ଅଭିଯୋଗ ଥିବା ଦୁଇ ହାବିଲଦାରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି । ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଏସପି ଶୁଭେନ୍ଦୁ ପାତ୍ର । ଥାନାContinue reading “ବଦଳିଲେ ଫିରିଙ୍ଗିଆ IIC । ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ”
ନକଲି ସେନା କ୍ୟାପ୍ଟେନ୍ ଗିରଫ । ସେନାରେ ନିଯୁକ୍ତି ଦେବାକୁ ଦେଉଥିଲେ ମିଛ ପ୍ରତିଶୃତି
କନକ ବ୍ୟୁରୋ: ସେନା କ୍ୟାପ୍ଟେନଙ୍କ ୟୁନିଫର୍ମ ପିନ୍ଧି ନିଜ କୁ ଭାରତୀୟ ସେନାର ଜଣେ ଅଧିକାରୀ ବୋଲି କହୁଥିବା ଯୁବକଙ୍କୁ ଗିରଫ କରିଛି ଆମି ଇଣ୍ଟେଲିଜେନ୍ସ । ସେନାରେ ଭର୍ତ୍ତି କରିଦେବାର ପ୍ରତିଶୃତି ଦେଇ ଯୁବକ, ଯୁବତୀଙ୍କୁ ଠକୁଥିଲେ । ଏନେଇ ମାମଲା ରୁଜୁ ହେବା ପରେ ତାଙ୍କୁ ଯୋଧପୁର ରାଇକାବାଗ୍ ରେଲୱେ ଷ୍ଟେସନରୁ ଗିରଫ କରିଛି ଗିରଫ କରିଛି ଆର୍ମି ଇଣ୍ଟେଲିଜେନ୍ସ । ପୁଲିସର ସୂଚନା ମୁତାବକ. ସେନା ୟୁନିଫର୍ମ ପିନ୍ଧି ସାଲାସାର ଏକ୍ସପ୍ରେସରେ ସନ୍ଦିଗ୍ଧContinue reading “ନକଲି ସେନା କ୍ୟାପ୍ଟେନ୍ ଗିରଫ । ସେନାରେ ନିଯୁକ୍ତି ଦେବାକୁ ଦେଉଥିଲେ ମିଛ ପ୍ରତିଶୃତି”
ଭୁବନେଶ୍ୱରରୁ ଡେଲିଭରୀ ବୟ ନିଖୋଜ । ଡେଲିଭରୀ ଦେବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି ମୃତ୍ୟୁଞ୍ଜୟ
କନକ ବ୍ୟୁରୋ : ଭୁବନେଶ୍ୱର ଡୁମୁଡୁମା ହାଉସିଂବୋର୍ଡରେ ରହୁଥିବା ଫ୍ଲିପକାର୍ଟ ଡେଲିଭରୀ ବୟ ନିଖୋଜ । ୨ ଦିନ ହେବ ନିଖୋଜ ଅଛନ୍ତି ୨୪ ବର୍ଷୀୟ ମୃତ୍ୟୁଞ୍ଜୟ ମହାପାତ୍ର । ଶୁକ୍ରବାର ୧୦ଟାରେ ସେ ଡେଲିଭରୀ ଦେବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି । ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି । ପରିବାର ଲୋକେ ସମସ୍ତ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି ପରେ ନିରାଶ ହୋଇଛନ୍ତି । ମୃତ୍ୟୁଞ୍ଜୟ ନିଖୋଜ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଲିଖିତContinue reading “ଭୁବନେଶ୍ୱରରୁ ଡେଲିଭରୀ ବୟ ନିଖୋଜ । ଡେଲିଭରୀ ଦେବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି ମୃତ୍ୟୁଞ୍ଜୟ”