୧୦ରୁ ଅଧିକ ଲୋକଙ୍କୁ ଉଠାଇ ଆଣିଛି ପୋଲିସ । ଗିରଫ ଭୟରେ ପୁରୁଷଶୂନ୍ୟ ହୋଇପଡ଼ିଛି ଫିରିଙ୍ଗିଆ ଗାଁ

କନକ ବ୍ୟୁରୋ : ଫୁଲବାଣୀ ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ମାଡ ଘଟଣାରେ ଆକ୍ସନ ମୋଡ୍ରେ ପୋଲିସ । ଘଟଣାରେ ୧୦ରୁ ଅଧିକ ଲୋକଙ୍କୁ ଉଠାଇ ଆଣିଛି ପୋଲିସ । ଗିରଫ ଭୟରେ ପୁରୁଷଶୂନ୍ୟ ହୋଇପଡ଼ିଛି ଫିରିଙ୍ଗିଆ ଗାଁ । ବନ୍ଦ ରହିଛି ଫିରିଙ୍ଗିଆ ଦୋକାନ ବଜାର । ଅଞ୍ଚଳରେ ଚାପା ଉତେଜନା ଲାଗି ରହିଥିବାରୁ ୧୪୪ ଧାରା ଲାଗୁ କରାଯାଇଛି । ଗତକାଲି ଅପରାହ୍ନରେ ଲୋକ ଥାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଥାନାରେContinue reading “୧୦ରୁ ଅଧିକ ଲୋକଙ୍କୁ ଉଠାଇ ଆଣିଛି ପୋଲିସ । ଗିରଫ ଭୟରେ ପୁରୁଷଶୂନ୍ୟ ହୋଇପଡ଼ିଛି ଫିରିଙ୍ଗିଆ ଗାଁ”

ଅଧା ରହିଗଲା ଜନ୍ମଦିନ ପାଳନ । ଯାଜପୁର ଦଶରଥପୁରରେ ବନ୍ୟାପାଣିରେ ଭାସି ଯୁବକ ନିଖୋଜ, ୩ ଦିନ ହେଲାଣି ମିଳୁନି ପତା

କନକ ବ୍ୟୁରୋ : ଅଧା ରହିଗଲା ଜନ୍ମଦିନ ପାଳନ । ବନ୍ୟାପାଣିରେ ଭାସି ଯୁବକ ନିଖୋଜ । ୩ ଦିନ ହେଲାଣି ମିଳୁନି ପତା । ବାଇକ, ହେଲମେଂଟ, ବ୍ୟାଗ ଉଦ୍ଧାର କଲା ପୁଲିସ । ଯାଜପୁର ଦଶରଥପୁର ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଖଜୁରୀମାଳ ଅଞ୍ଚଳର ସଞ୍ଜୀବ ପଣ୍ଡା ଜନ୍ମଦିନ ପାଳନ କରି ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଧୁସୁରୀ ପଲ୍ଲାସାହୀ ମଝିରେ ହରିହଂସ ଘୋଷରାରେ ବନ୍ୟାଜଳ ପ୍ରବାହିତContinue reading “ଅଧା ରହିଗଲା ଜନ୍ମଦିନ ପାଳନ । ଯାଜପୁର ଦଶରଥପୁରରେ ବନ୍ୟାପାଣିରେ ଭାସି ଯୁବକ ନିଖୋଜ, ୩ ଦିନ ହେଲାଣି ମିଳୁନି ପତା”

ଉପର ମୁଣ୍ଡରେ ବର୍ଷା ଯୋଗୁ ବଢୁଛି ହୀରାକୁଦରେ ଜଳସ୍ତର । ଖୋଲିଲା ହୀରାକୁଦର ଆଉ ୮ ଗେଟ, ମୋଟ ୨୦ ଗେଟ ଦେଇ ନିସ୍କାସନ ହେଉଛି ଜଳ

କନକ ବ୍ୟୁରୋ : ଖୋଲିଲା ହୀରାକୁଦର ୨୦ ଗେଟ୍ । ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି । ଯେଉଁଥିପାଇଁ ଶନିବାର ହୀରାକୁଦର ଆଉ ୮ ଟି ଗେଟ ଖୋଲାଯାଇଛି । ଗତ ଶୁକ୍ରବାର ୧୦ ଟି ଖୋଲାଯାଇଥିବା ବେଳେ ଶନିବାର ୮ ଟି ଖୋଲାଯାଇଛି । ମୋଟ ଉପରେ ୨୦ ଟି ଗେଟ ଦେଇ ଜଳ ନିସ୍କାସନ ହେଉଛି । ହୀରାକୁଦର ଜଳସ୍ତର ୬୨୧ ଫୁଟ ଉପରେ ରହିଛିContinue reading “ଉପର ମୁଣ୍ଡରେ ବର୍ଷା ଯୋଗୁ ବଢୁଛି ହୀରାକୁଦରେ ଜଳସ୍ତର । ଖୋଲିଲା ହୀରାକୁଦର ଆଉ ୮ ଗେଟ, ମୋଟ ୨୦ ଗେଟ ଦେଇ ନିସ୍କାସନ ହେଉଛି ଜଳ”

ଭୁବନେଶ୍ୱର ବାରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଲକ୍ଷ୍ମୀସାଗର ଦୀପାଳି ବାରରେ ଥିବା ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଭୁବନେଶ୍ୱରେରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଲକ୍ଷ୍ମୀସାଗର କଟକ ରୋଡରେ ଥିବା ଦୀପାଳି ବାରରେ ଥିବା ଲଜରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଠାବ କରିିଛି । ନଜର ୨୦୫ ନମ୍ବର ରୁମରେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ଲଜ୍ କର୍ମଚାରୀ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ମୃତ ଯୁବତୀଙ୍କ ନାଁ ଶୁଭଲକ୍ଷ୍ମୀ ସାହୁContinue reading “ଭୁବନେଶ୍ୱର ବାରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଲକ୍ଷ୍ମୀସାଗର ଦୀପାଳି ବାରରେ ଥିବା ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର”

ଜବତ ଗଞ୍ଜେଇ ପୁଲିସ ବିକ୍ରି କରୁଥିବା ଅଭିଯୋଗରେ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକେ । ଆକ୍ରମଣ ପରେ ୧୪୪ ଧାରା ଜାରି

କନକ ବ୍ୟୁରୋ : ଫୁଲବାଣୀ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ୧୦ରୁ ଅଧିକ ଲୋକଙ୍କୁ ଉଠାଇ ଆଣିଲା ପୋଲିସ । ଗିରଫ ଭୟରେ ପୁରୁଷଶୂନ୍ୟ ହୋଇପଡ଼ିଛି ଫିରିଙ୍ଗିଆ ଗାଁ । ବନ୍ଦ ରହିଛି ଫିରିଙ୍ଗିଆ ବଜାର । ଅଞ୍ଚଳରେ ଚାପା ଉତେଜନା ଲାଗି ରହିଥିବାରୁ ୧୪୪ ଧାରା ଲାଗୁ କରାଯାଇଛି । ଗତକାଲି ଅପରାହ୍ନରେ ଲୋକ ଥାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଥାନାରେ ନିଆଁ ଲଗାଇ ଦେଇଥିଲେ । ଗଞ୍ଜେଇ ଚାଲାଣରେ ପୋଲିସ୍ ଆଇଆଇସି ଓContinue reading “ଜବତ ଗଞ୍ଜେଇ ପୁଲିସ ବିକ୍ରି କରୁଥିବା ଅଭିଯୋଗରେ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକେ । ଆକ୍ରମଣ ପରେ ୧୪୪ ଧାରା ଜାରି”

ଦିଲ୍ଲୀ ଏନସିଆରରୁ କାଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର ତୀବ୍ର ଝଟକା ଅନୁଭୂତ, ଆଫଗାନିସ୍ତାନର ହିନ୍ଦୁକୁଶ ଭୂକମ୍ପର କେନ୍ଦ୍ର ସ୍ଥଳ

କନକ ବ୍ୟୁରୋ : ଦିଲ୍ଲୀ ଏନସିଆରରୁ ନେଇ କାଶ୍ମୀର ପର୍ଯ୍ୟନ୍ତ ରାତି ୯.୩୧ ମିନିଟରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ବୋଲି କୁହାଯାଇଛି । ଦିଲ୍ଲୀରୁ କିସ୍ତାନ ଓ ଲାହୋର ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ମିଳିଥିବା ସୂଚନା ମୁତାବକ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି କୁହାଯାଇଛି । ଏହି କାରଣରୁ ଜମ୍ମୁ-କାଶ୍ମୀରରେ ତୀବ୍ର ଝଟକା ଅନୁଭୂତ ହୋଇଛିContinue reading “ଦିଲ୍ଲୀ ଏନସିଆରରୁ କାଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର ତୀବ୍ର ଝଟକା ଅନୁଭୂତ, ଆଫଗାନିସ୍ତାନର ହିନ୍ଦୁକୁଶ ଭୂକମ୍ପର କେନ୍ଦ୍ର ସ୍ଥଳ”

ପବଜୀ ଖେଳୁ ଖେଳୁ ହରାଇବସିଲେ ମାନସିକ ଭାରସାମ୍ୟ, ବାପା ଓ ମା’ଙ୍କୁ ପିଟି ପିଟି କରିଦେଲା ହତ୍ୟା

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଝାନସୀର ଆସିଛି ଏଭଳି ଏକ ଖବର ଯାହା ପଢିବା ପରେ ଆପଣ ବି ଆପଣଙ୍କ ପିଲାଙ୍କୁ ନେଇ ପୁଣିଥରେ ଭାବିବାକୁ ବାଧ୍ୟହେବେ । ଏଠାରେ ଜଣେ ପୁଅ ନିଜ ବାପା ମାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି । ଏହି ମାମଲାର ଖୁଲାସା ସେତେବେଳେ ହୋଇଛି ଯେତେବେଳେ କ୍ଷୀର ବାଲା କ୍ଷୀର ନେଇ ସେହି ଘରେ ପହଂଚିଥିଲା । କବାଟ ବନ୍ଦଥିଲେ ବି ଝରକା ଫାଙ୍କର କ୍ଷୀରବାଲାContinue reading “ପବଜୀ ଖେଳୁ ଖେଳୁ ହରାଇବସିଲେ ମାନସିକ ଭାରସାମ୍ୟ, ବାପା ଓ ମା’ଙ୍କୁ ପିଟି ପିଟି କରିଦେଲା ହତ୍ୟା”

ଚନ୍ଦ୍ରରେ ପହଂଚିଲା ଚନ୍ଦ୍ରଯାନ-୩, ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଟରେ କରିବ ଅବତରଣ

କନକ ବ୍ୟୁରୋ : ଚନ୍ଦ୍ରଯାନ-୩ ମିଶନକୁ ନେଇ ବଡ ଖୁସିଖବର ଆସିଛି । ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର କକ୍ଷପଥରେ  ପ୍ରବେଶ କରିସାରିଛି । ଚନ୍ଦ୍ରପୃ୍ଷ୍ଟରେ ଚନ୍ଦ୍ରଯାଦ ପହଂଚିବା ଏହି ମିଶନର ଏକ ବଡ ସଫଳତା ବୋଲି କୁହାଯାଇଛି । ଏବେ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ଅବତରଣ କରିବ ବୋଲି ଧାର୍ଯ୍ୟ କରାଯାଇଛି । ଅଗଷ୍ଟ ପହିଲାରେ ଏହି ମହାକାଶଯାନ ଟ୍ରାନ୍ସ ଲୁନାର ଇଂଜେକସନ ଜରିଆରେ ୨୮୮ କିଲୋମିଟ ଗୁଣନ ୩.୭ ଲକ୍ଷ କିଲୋମିଟର କକ୍ଷପଥContinue reading “ଚନ୍ଦ୍ରରେ ପହଂଚିଲା ଚନ୍ଦ୍ରଯାନ-୩, ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଟରେ କରିବ ଅବତରଣ”

ଦିଲ୍ଲୀରେ ଲାଲୁ, ରାହୁଲ,ତେଜସ୍ୱୀ ଓ ମିଶା ଭାରତୀଙ୍କ ବସିଲା ଫୁରସତର ଆସର । ରାହୁଲ ଗାନ୍ଧୀଙ୍କ ପାଇଁ ହାତରନ୍ଧା ମାଂସ ପ୍ରସ୍ତୁତ କଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ

କନକ ବ୍ୟୁରୋ : ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇବା ପରେ ଗୁରୁବାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଭେଟିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦିଲ୍ଲୀସ୍ଥିତ ଲାଲୁଙ୍କ ଝିଅ ତଥା ସାଂସଦ ମୀଶା ଭାରତୀଙ୍କ ବାସଭବନରେ ଭେଟଘାଟ ହୋଇଛି । କଂଗ୍ରେସ ନିଜ ଟୁଇଟର ପେଜରେ କିଛି ଫଟୋ ପୋଷ୍ଟ କରିଛି । ଯେଉଁଥିରେ ରାହୁଲଙ୍କୁ ବେଶ ଖୁସିର ସହ ରାହୁଲଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଅନ୍ୟକିଛି ଫଟୋରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବContinue reading “ଦିଲ୍ଲୀରେ ଲାଲୁ, ରାହୁଲ,ତେଜସ୍ୱୀ ଓ ମିଶା ଭାରତୀଙ୍କ ବସିଲା ଫୁରସତର ଆସର । ରାହୁଲ ଗାନ୍ଧୀଙ୍କ ପାଇଁ ହାତରନ୍ଧା ମାଂସ ପ୍ରସ୍ତୁତ କଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ”

ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପ୍ରାର୍ଥନା କଲେ ଗଣଦୁଷ୍କର୍ମ ପୀଡିତା । ଉତରପ୍ରଦେଶ ପିଲଭିତର ପୀଡିତା କହିଲେ ଲୋକଲଜ୍ଜ୍ୟା ସହିବା ହେଉଛି କଷ୍ଟ

କନକ ବ୍ୟୁରୋ : ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଚିଠି ଲେଖିଲେ ଦୁଷ୍କର୍ମ ପୀଡ଼ିତା । ଉତରପ୍ରଦେଶ ପିଲିଭିଟ ଜିଲ୍ଲାର ଜଣେ ୫୦ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ତାଙ୍କ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିବାକୁ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ମହିଳା ଜଣକ ତାଙ୍କ ଜ୍ୱାଇଁଙ୍କ ଭାଇ ଏବଂ ତାଙ୍କ ସହକର୍ମୀଙ୍କ ଦ୍ୱାରା ଜୁଲାଇ ୩୧ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ସୂଚନା ରହିଛି । ଶାହାଜାହାନପୁର ଜିଲ୍ଲା ବାନ୍ଦା ଗାଁରେContinue reading “ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପ୍ରାର୍ଥନା କଲେ ଗଣଦୁଷ୍କର୍ମ ପୀଡିତା । ଉତରପ୍ରଦେଶ ପିଲଭିତର ପୀଡିତା କହିଲେ ଲୋକଲଜ୍ଜ୍ୟା ସହିବା ହେଉଛି କଷ୍ଟ”

Design a site like this with WordPress.com
Get started