କନକ ବ୍ୟୁରୋ : ଦେଶର ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ସହ ଅନ୍ୟ ସମସ୍ତ ଷ୍ଟେସନରେ ଅତିଥିମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନ୍ୟ ଦୁଇ ରେଳ ରାଷ୍ଟମନ୍ତ୍ରୀ ସାମିଲ ହୋଇଛନ୍ତି । ଏହି ଷ୍ଟେସନ୍ ଗୁଡ଼ିକୁ ଅମୃତ ଭାରତ ଯୋଜନାରେ ବିକାଶ କରାଯିବ । ଏହି ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେସନ୍ ରହିଛି । ରାଜଧାନୀ ଭୁବନେଶ୍ୱରରେContinue reading “୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନସିଂ ଜରିଆରେ ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦୀ”
Tag Archives: News
ଶିକ୍ଷକଙ୍କ ବଦଳି ପ୍ରତିବାଦ: ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ।
କନକ ବ୍ୟୁରୋ: ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣାରେ ଅଭିଭାବକ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଡ଼ଆଙ୍କୋ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିଥାନ୍ତି । ସ୍କୁଲରେ ମୋଟ ୪ ଜଣ ଶିକ୍ଷକ ଓ ଜଣେ ଖେଳ ଶିକ୍ଷକ ରହିଛନ୍ତି । ତେବେ ଆବଶ୍ୟକ ଅନୁସାରେ ସ୍କୁଲରେ ଶିକ୍ଷକ ନଥିବାରୁContinue reading “ଶିକ୍ଷକଙ୍କ ବଦଳି ପ୍ରତିବାଦ: ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ । “
ସ୍ୱାର୍ଥପର ଦୁନିଆରେ ସର୍ତ୍ତ ନରଖୁଥିବା ମଣିଷଟିଏ । ଲୁହ ପୋଛିଦେଇ, କାନ୍ଧରେ ହାତ ରଖି ସାହସ ଦେଉଥିବା ଦମ୍ଭ ସିଏ, ଆପଣାର ମଣିଷକୁ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ।
କନକ ବ୍ୟୁରୋ: ବନ୍ଧୁତ୍ୱ ଏମିତି ଏକ ସମ୍ପର୍କ… ଯେଉଁଥିରେ ନା ଥାଏ କିଛି ସର୍ତ୍ତ ନା ଥାଏ କିଛି ନିୟମକାନୁନ୍ ନା ଶିଖିବାକୁ ଦରକାର କୌଣସି ଶିକ୍ଷାନୁଷ୍ଠାନ । ରକ୍ତଠୁ ଗଭୀର ଯଦି କୌଣସି ସମ୍ପର୍କ ଥାଏ ସେ ହେଉଛି ବନ୍ଧୁତ୍ୱ । ଚୁଟି ଟଣାଠୁ ଚିମୁଟା ଚିମୁଟି, ଠେଲାପେଲାଠୁ ଠୋ, ଠା ଚାପୁଡ଼ା ପୁଣି ପିଠିକୁ ଥାପୁଡ଼ାଇ କାନ୍ଧରେ ହାତକୁ ରଖି ସାହସ ଭରୁଥିବା ସମ୍ପର୍କ ହେଉଛି ସାଙ୍ଗ । ସ୍ଥାନ,ସମୟ, ପରିସ୍ଥିତି ପରିବର୍ତ୍ତନ ହୁଏContinue reading “ସ୍ୱାର୍ଥପର ଦୁନିଆରେ ସର୍ତ୍ତ ନରଖୁଥିବା ମଣିଷଟିଏ । ଲୁହ ପୋଛିଦେଇ, କାନ୍ଧରେ ହାତ ରଖି ସାହସ ଦେଉଥିବା ଦମ୍ଭ ସିଏ, ଆପଣାର ମଣିଷକୁ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ।”
ଅବସର ପରେ ଗାଁକୁ ଫେରିଲେ ଦେଶର ବୀର ଯବାନ । ବିଶାଳ ରାଲି କରି ପାଛୋଟି ନେଲେ ଗାଁ ଲୋକେ
କନକ ବ୍ୟୁରୋ : ବିଶାଳ ରାଲି କରି ବୀର ଯବାନଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା । ମାଟି ମାଆର ସେବା ପରେ ଏବେ ଅବସର ନେଇ ଜନ୍ମ ମାଟିରେ ପହଁଚିଛନ୍ତି ବୀର ଯବାନ ଦୀପକ ଜେନା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନୂଆ ଗାଁର ଯବାନ ପୁଅକୁ ବହୁ ଆଡ଼ମ୍ବରରେ ଗ୍ରାମବାସୀ ସ୍ୱାଗତ ଜଣାଇଛନ୍ତି । ଗାଁରେ ଥିବା ବନ୍ଧୁ ବାନ୍ଧବ, ପରିବାର ପରିଜନ ଫୁଲମାଳ ପିନ୍ଧାଇ ଘରକୁ ପାଛୋଟି ନେଇଛନ୍ତି । ବାପା ମାଆଙ୍କ ପାଦContinue reading “ଅବସର ପରେ ଗାଁକୁ ଫେରିଲେ ଦେଶର ବୀର ଯବାନ । ବିଶାଳ ରାଲି କରି ପାଛୋଟି ନେଲେ ଗାଁ ଲୋକେ”
ବାହାଘର ଉପରେ ଲାଗିପାରେ କଟକଣା । ଲୋକସଭାରେ ଉପସ୍ଥାପିତ ହେଲା ନୂଆ ବିଲ୍ ।
କନକ ବ୍ୟୁରୋ: ବାହାଘରରେ ହେଉଥିବା ଅଯଥା ଖର୍ଚ୍ଚ ଉପରେ ଲାଗିପାରେ କଟକଣା । ଏନେଇ ସାଂସଦ ଲୋକସଭାରେ ନୂଆ ବିଲ୍ ଉପସ୍ଥାପନ କରିବା ପରେ ଏହାକୁ ଏନେଇ ଏବେ ଚର୍ଚ୍ଚା । ଏହି ବିଲ ପାରିତ ହେଲେ ହିନ୍ଦୁ ବାହାଘର ଉତ୍ସବ ଉପରେ ଲାଗିଯାଇପାରେ ଏକାଧିକ କଟକଣା । ବିଲ୍ ଅନୁସାରେ , ବିବାହ ଉତ୍ସବକୁ ନିମନ୍ତ୍ରୀତ ଅତିଥିଙ୍କ ସଂଖ୍ୟା ୧୦୦ ଭିତରେ ସୀମିତ ରହିବ । ଅତିଥିଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ରେସିପି ଉପରେ ମଧ୍ୟContinue reading “ବାହାଘର ଉପରେ ଲାଗିପାରେ କଟକଣା । ଲୋକସଭାରେ ଉପସ୍ଥାପିତ ହେଲା ନୂଆ ବିଲ୍ ।”
ମଣିପୁର : ଗୁଳି, ବୋମାମାଡ଼ରେ ଥରି ଉଠିଲା ଇମ୍ପାଲ । ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଲୁଟିନେଲେ ଅସ୍ତ୍ରଶସ୍ତ୍ର, ପୋଡିଲେ ସେନା ଶିବିର
କନକ ବ୍ୟୁରୋ : ଶନିବାର ମଣିପୁର ହିଂସାରେ ମୃତ୍ୟୁ ସଂଖ୍ୟା ୬ ଜଣଙ୍କୁ ବୃଦ୍ଧି, ୧୬ ଆହତ ହୋଇଥିବା ଜଣାପଡିଛି । ପୁଣିଥରେ ମଣିପୁରରେ ହିଂସା ଯୋଗୁଁ ଇମ୍ପାଲ ଓ ପଶ୍ଚିମ ଇମ୍ପାଲ ଜିଲ୍ଲାରେ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି । ଦୁଇ ସମୁଦାୟ କୁକି ଓ ମୈତେଇ ମଧ୍ୟରେ ବିବାଦ ପୁଣିଥରେ ବୃଦ୍ଧି ପାଇଥିବ ଜଣାପଡିଛି । କୁକି ସମୁଦାୟର ଲୋକଙ୍କ ଘରକୁ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ । କିଛି ଲୋକ ବିଷ୍ଣୁପୁର କୱକଟାରେ ଭାରତୀୟContinue reading “ମଣିପୁର : ଗୁଳି, ବୋମାମାଡ଼ରେ ଥରି ଉଠିଲା ଇମ୍ପାଲ । ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଲୁଟିନେଲେ ଅସ୍ତ୍ରଶସ୍ତ୍ର, ପୋଡିଲେ ସେନା ଶିବିର”
୬୪ କୋଟିର ଲାଞ୍ଚ, ୫ କୋଟିର ଘରକୁ ୧୧ ଲକ୍ଷରେ ଟ୍ରାନ୍ସଫର… ଚନ୍ଦା କୋଚରଙ୍କ ବିରୋଧରେ ସିବିଆଇର ୧୦,୦୦୦ ପୃଷ୍ଠାର ଚାର୍ଜସିଟ୍
କନକ ବ୍ୟୁରୋ: ଆଇସିଆଇସିଆଇର ପୂର୍ବତନ ମ୍ୟାନେଜିଙ୍ଗ ଡାଇରେକ୍ଟର ଚନ୍ଦା କୋଚର , ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ୍ ପ୍ରତିଷ୍ଠାତା ବେଣୁଗୋପାଳ ଧୁତଙ୍କ ବିରୋଧରେ ସିବିଆଇ ଦାଖଲ କରିଛି ୧୦ ,୦୦୦ ପୃଷ୍ଠାର ଚାର୍ଜଟ୍ଟ୍ । ଏଥିରେ ଏହି ୩ ଜଣଙ୍କ ବିରୋଧରେ ସିବିଆଇ ଆଣିଛି ଗୁରୁତର ଅଭିଯୋଗ । ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ଭିଡିଓକନ୍ ଗ୍ରୁପ ଦ୍ୱାରା ଦିଆଯାଇଥିବା ୧.୦୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି (ଏନପିଏ) ବା ନନଫର୍ମିଙ୍ଗ ଆସେଟ୍ ହୋଇଯାଇଛି ।Continue reading “୬୪ କୋଟିର ଲାଞ୍ଚ, ୫ କୋଟିର ଘରକୁ ୧୧ ଲକ୍ଷରେ ଟ୍ରାନ୍ସଫର… ଚନ୍ଦା କୋଚରଙ୍କ ବିରୋଧରେ ସିବିଆଇର ୧୦,୦୦୦ ପୃଷ୍ଠାର ଚାର୍ଜସିଟ୍”
ଆଜି ଦେଶର ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେସନ୍
କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କରିବେ । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ସହ ଅନ୍ୟ ସମସ୍ତ ଷ୍ଟେସନରେ ଅତିଥିମାନେ ଉପସ୍ଥିତ ରହିବେ । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନ୍ୟ ଦୁଇ ରେଳ ରାଷ୍ଟମନ୍ତ୍ରୀ ସାମିଲ ହେବେ । ଏହି ଷ୍ଟେସନ୍ ଗୁଡ଼ିକୁ ଅମୃତ ଭାରତ ଯୋଜନାରେ ବିକାଶ କରାଯିବ । ଏହି ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେସନ୍ ରହିଛି ।Continue reading “ଆଜି ଦେଶର ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେସନ୍”
ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ । ଗାଁରେ ପଶିଲା ପାଣି
କନକ ବ୍ୟୁରୋ : ପିପିଲି ପୋପରଙ୍ଗା ପଞ୍ଚାୟତ ପାଚଲପୁର ଗାଁର ୩୦ ପରିବାର ଜଳବନ୍ଦୀ । ଗଙ୍ଗୁଆ ନାଳ ପାଣି ଗାଁରେ ପଶିବାରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ଗତବର୍ଷ ବନ୍ୟା ଯୋଗୁ ମଧ୍ୟ ଗଙ୍ଗୁଆ ନାଳରେ ଘାଇ ସୃଷ୍ଟି ହୋଇଥିଲା । ଲୋକେ ୨୫ ଦୀନ ଜଳବନ୍ଦୀ ରହିଥିଲେ । ତେବେ ଠିକ୍ ସେ ଘାଇ ମରାମତି ହୋଇନଥିବାରୁ ପୁଣି ଲୋକେ ଜଳବନ୍ଦୀContinue reading “ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ । ଗାଁରେ ପଶିଲା ପାଣି”
ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନ-୩ । ଆଜି ପୁଣିଥରେ କକ୍ଷ ବଦଳାଇବ
କନକ ବ୍ୟୁରୋ: ଜୁଲାଇ ୧୪ରେ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୩ ପୃଥିବୀଠାରୁ ଚନ୍ଦ୍ର ପର୍ୟ୍ୟନ୍ତ ଦୂରତାର ଦୁଇ-ତୃତୀୟାଂଶ ଅତିକ୍ରମ କରିସାରିଥିବା ବେଳେ ଶନିବାର ପ୍ରାୟ ସନ୍ଧ୍ୟା ୭ଟାରେ ଏହା ଚନ୍ଦ୍ରକକ୍ଷରେ ପହଞ୍ଚିସାରିଛି। ଏହାର ଲୁନାର ଅର୍ବିଟ ଇଞ୍ଜେକ୍ସନ ବା ଚନ୍ଦ୍ରକକ୍ଷରେ ସ୍ଥାପନ ପ୍ରକ୍ରିୟା ସମାପ୍ତ ହୋଇଛି, ଯାହା ଅଭିଯାନ ପାଇଁ ଏକ ବଡ଼ ସଫଳତା। ଆଜି ଚନ୍ଦ୍ରକକ୍ଷରେ ପ୍ରବେଶ କରିସାରିଥିବା ଚନ୍ଦ୍ରଯାନ-୩କୁ କେତୋଟି ଲୁନାର ଅର୍ବିଟ ମାନିଉଭର (ଚନ୍ଦ୍ରକକ୍ଷ ପରିବର୍ତ୍ତନ) କରିବାକୁ ପଡ଼ିବ। ପରବର୍ତ୍ତୀ ମାନିଉଭର ଆସନ୍ତାକାଲି ରାତିContinue reading “ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନ-୩ । ଆଜି ପୁଣିଥରେ କକ୍ଷ ବଦଳାଇବ”