ଗୋଟିଏ ମଞ୍ଚରେ ନବୀନ-ଶାହା । ଲୋକସେବା ଭବନରେ ୨ଟି ଏନଏଚ୍ ପ୍ରକଳ୍ପର କଲେ ଉଦଘାଟନ

କନକ ବ୍ୟୁରୋ : ଗୋଟିଏ ମଞ୍ଚରେ ନବୀନ-ଶାହା । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ନବୀନ-ଶାହାଙ୍କୁ ମଞ୍ଚ ସେୟାର କରିଥିବାର ଦେଖିବାକୁ ମିଳିଛି । ଲୋକସେବା ଭବନରେ ୨ଟି ଏନଏଚ ପ୍ରକଳ୍ପର ଉଦଘାଟନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟେରରୁ ବାନେଇ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ସହ କାମାକ୍ଷାନଗର-ଡୁବୁରି ୪ ଥାକିଆ ରାସ୍ତାର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସରକାରଙ୍କ ସହ ବୈଠକContinue reading “ଗୋଟିଏ ମଞ୍ଚରେ ନବୀନ-ଶାହା । ଲୋକସେବା ଭବନରେ ୨ଟି ଏନଏଚ୍ ପ୍ରକଳ୍ପର କଲେ ଉଦଘାଟନ”

ନବୀନଙ୍କ ସହ କ’ଣ କଥା ହେବେ ଶାହା ? ଜାତୀୟ ରାଜନୀତି ଉପରେ ହୋଇପାରେ ଆଲୋଚନା

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଅଚାନକ ଓଡିଶା ଗସ୍ତ କରିବା ଖବର ଚର୍ଚ୍ଚାର ବିଷୟ ହୋଇଛି । ଯେତେବେଳେ ଦିଲ୍ଲୀ ବିଲକୁ ନେଇ, ସଂସଦରେ ବିଜେଡି ବିଜେପି ପଛରେ ଛିଡା ହୋଇଛି, ସେତିକିବେଳେ ଶାହା କାହିଁକି ଏଭଳି ଗସ୍ତ କଲେ ସେ ନେଇ ଜୋର ଧରିଛି ଆଲୋଚନା । ଶାହାଙ୍କ ଗସ୍ତ ପଛରେ ରାଜନୈତିକ କାରଣ ଥିବା ଚର୍ଚ୍ଚା ହେଉଛି । ବିଶେଷକରି ସରକାରୀ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହContinue reading “ନବୀନଙ୍କ ସହ କ’ଣ କଥା ହେବେ ଶାହା ? ଜାତୀୟ ରାଜନୀତି ଉପରେ ହୋଇପାରେ ଆଲୋଚନା”

ମିଳୁନି ୟୂରିଆ ସାର : ରାତି ୨ଟାରୁ ଧାଡ଼ିରେ ଠିଆ ହୋଇଛନ୍ତି ଚାଷୀ; ବର୍ଷା ହେବାରୁ ଧାଡ଼ିରେ ରଖିଛନ୍ତି ଇଟା, ପଥର ଓ ଆଧାରକାର୍ଡ଼

କନକ ବ୍ୟୁରୋ : ସାର ପାଇଁ ଲାଇନ । ରାତି ଅନିଦ୍ରା ହୋଇ ରାତି ୨ଟାରୁ ଧାଡ଼ିରେ ଠିଆ ହୋଇଛନ୍ତି ଚାଷୀ । ବର୍ଷା ପାଇଁ କିଏ ପଲିଥିନ୍ ତ ଆଉ କିଏ ଇଟା, ପଥର. ଆଧାର କାର୍ଡ ରଖି ଲାଇନରେ ଚାହିଁ ବସିଛନ୍ତି । ଏବେ ଚାଷ ପାଇଁ ସାରର ଆବଶ୍ୟକତା ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖା ଦେଇଛି । ସୁନ୍ଦରଗଡ ମିଶନ ରୋଡ ଆରସିଏମଏସ ସେଣ୍ଟରରେ ୟୁରିଆContinue reading “ମିଳୁନି ୟୂରିଆ ସାର : ରାତି ୨ଟାରୁ ଧାଡ଼ିରେ ଠିଆ ହୋଇଛନ୍ତି ଚାଷୀ; ବର୍ଷା ହେବାରୁ ଧାଡ଼ିରେ ରଖିଛନ୍ତି ଇଟା, ପଥର ଓ ଆଧାରକାର୍ଡ଼”

ଟମାଟୋ ପରେ କନ୍ଦାଇବ ପିଆଜ ଦର! କିଲୋପିଛା ୬୦-୭୦ଟଙ୍କାରେ ବିକ୍ରି ହୋଇପାରେ ପିଆଜ 

କନକ ବ୍ୟୁରୋ : ଟାମାଟୋ ଦର ପରେ ଏବେ ଲୋକଙ୍କୁ କନ୍ଦାଇବ ପିଆଜ ଦର । ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି । ଟମାଟୋ କିଲୋ କେଉଁଠି ୧୨୦ଟଙ୍କାରେ ବିକ୍ରି ହେଉଛି ତ ଆଉ କେଉଁଠି ୨୦୦ଟଙ୍କାରେ ବିକ୍ରି ହେଉଛି ଟମାଟୋ । ଆଉ ଏହାରି ଭିତରେ ପିଆଜ ଦର ବଢିବା ନେଇ ଅନୁମାନ କରାଯାଉଛି । ମିଳିଥିବା ଏକ ରିପୋର୍ଟ ଆଧାରରେ, ଆଗାମୀ ଦିନରେ ପିଆଜର ଦର ମଧ୍ୟ ବୃଦ୍ଧି ହୋଇପାରେ ।Continue reading “ଟମାଟୋ ପରେ କନ୍ଦାଇବ ପିଆଜ ଦର! କିଲୋପିଛା ୬୦-୭୦ଟଙ୍କାରେ ବିକ୍ରି ହୋଇପାରେ ପିଆଜ “

କୂଳ ଖାଉଛି ନଦୀବନ୍ଧ, ରାତି ଅନିଦ୍ରା ନଦୀକୂଳିଆବାସୀ : ଭୟଭୀତ ଅବସ୍ଥାରେ ନିଆଳି ଅଳୋଁ ପଞ୍ଚାୟତବାସୀ

କନକ ବ୍ୟୁରୋ : କୂଳ ଖାଉଛି ନଦୀବନ୍ଧ । ନଦୀବନ୍ଧ ଅବସ୍ଥା ଦେଖି ରାତି ଅନିଦ୍ରା ହୋଇ ଜଗି ବସିଛନ୍ତି ନଦୀ କୂଳିଆବାସୀ । ଅତଡା ନଖସିବା ପାଇଁ ସୁରକ୍ଷା କବଚ ପାଲଟିଛି ନଦୀ ପାଖରେ ଥିବା ବରଗଛର ଶାଖା । ଶାଖାକୁ କାଟି ରଶି ସାହାଯ୍ୟରେ ଗଛରେ ବାନ୍ଧି ଗ୍ରାମବାସୀ ଜଗି ବସିଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ ଅଳୋଁ ପଞ୍ଚାୟତ କନ୍ଦଳ କୂଳିଆ ଲୋକ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଅତଡ଼ାContinue reading “କୂଳ ଖାଉଛି ନଦୀବନ୍ଧ, ରାତି ଅନିଦ୍ରା ନଦୀକୂଳିଆବାସୀ : ଭୟଭୀତ ଅବସ୍ଥାରେ ନିଆଳି ଅଳୋଁ ପଞ୍ଚାୟତବାସୀ”

‘ୟୁଟ୍ୟୁବ୍’ ପାଠରୁ ଓଏଏସ : ବିନା କୋଚିଂରେ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ପାଇଲେ ସୁରଜ

କନକ ବ୍ୟୁରୋ : ବିନା କୋଚିଂରେ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା । ଚାଷ କାମ ତଦାରଖ କରିବା ସହ ୟୁଟ୍ୟୁବରେ ପାଠ ପଢି ସଫଳତା ହାସଲ କରିଛନ୍ତି ଗଞ୍ଜାମ ରାଧାଗୋବିନ୍ଦପୁରର ସୁରଜ ନାହାକ । ପ୍ରଥମ ପ୍ରୟାସରେ ସେ ସଫଳତା ପାଇଛନ୍ତି । ୧୫୨ ରାଙ୍କ ରଖିଛନ୍ତି ସୁରଜ । ଦେଢ ବର୍ଷ ତଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ବାପା ଜଣେ ଶିକ୍ଷକ ଥିଲେ । ଏହା ସେ ଚାଷ କାମ ମଧ୍ୟContinue reading “‘ୟୁଟ୍ୟୁବ୍’ ପାଠରୁ ଓଏଏସ : ବିନା କୋଚିଂରେ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ପାଇଲେ ସୁରଜ”

ଚାଷ ଜମିରୁ ପାଣି ଛାଡିଛି, ଚାଷୀଙ୍କ ଦୁର୍ଦ୍ଦଶା ବଢିଛି : ବନ୍ୟାପାଣିରେ ପଚିଗଲା ଫସଲ ଓ ପନିପରିବା

କନକ ବ୍ୟୁରୋ : ଚାଷ ଜମିରୁ ବନ୍ୟାପାଣି ଛାଡ଼ିଛି, ହେଲେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଛି । କାରଣ କଷ୍ଟକରି କରିଥିବା ଫସଲ ବନ୍ୟାପାଣିରେ ଶଢ଼ି ଯାଇଛି । ଯେଉଁ ପନିପରିବା ବିକି ଚାଷୀ ଚଳିଥାନ୍ତେ ଏବେ ସେହି ପନିପରିବା ଚାଷୀର ଦୁଃଖ ବଢ଼ାଉଛି । ଯାଜପୁର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ବିଭିନ୍ନ ଗାଁରେ ବନ୍ୟାଜଳ ପଶିବା ସହ ଏକର ଏକର ଚାଷ ଜମିରେ ପାଣି ମାଡି ଯାଇଥିଲା । ଏବେ ପାଣି ଗାଁରୁ ଛାଡ଼ିଥିଲେ ଦୁର୍ଦ୍ଦଶାContinue reading “ଚାଷ ଜମିରୁ ପାଣି ଛାଡିଛି, ଚାଷୀଙ୍କ ଦୁର୍ଦ୍ଦଶା ବଢିଛି : ବନ୍ୟାପାଣିରେ ପଚିଗଲା ଫସଲ ଓ ପନିପରିବା”

ଟମାଟୋ କିଣାକୁ ନେଇ ଛୁରାମାଡ଼ : ପରିବାର ଦୋକାନୀଙ୍କ ଆକ୍ରମଣରେ ଦୁଇଜଣ ଆହତ; ଅଭିଯୁକ୍ତକୁ ଧରିବାକୁ ପୋଲିସର ଉଦ୍ୟମ

କନକ ବ୍ୟୁରୋ : ହାଟରେ ଟମାଟୋ କିଣାକୁ ନେଇ ଛୁରାମାଡ଼ । ଝାଡ଼ୁଦାର ଓ ତାଙ୍କ ସାଥୀଙ୍କୁ ପରିବାର ଦୋକାନୀର ଆକ୍ରମଣ । କେନ୍ଦୁଝର ଘଷିପୁରା ଥାନା ବାଲିପାଳ ସାପ୍ତାହିକ ହାଟରେ ଟମାଟୋ କିଣାବିକାକୁ ନେଇ ଏଭଳି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ଏକ କିଲୋ ଟମାଟୋ ନେଇଥିବା ଅଭିଯୋଗରେ ଛୁରାମାଡ଼ । ଝାଡ଼ୁଦାର କେଶଦୁରାପାଳ ଗାଁର ଦିଲ୍ଲୀପ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସାଥୀ ଅଭିଜିତ ବିନ୍ଧାଣୀ ମଧ୍ୟ ଆହତ ହୋଇଛନ୍ତିContinue reading “ଟମାଟୋ କିଣାକୁ ନେଇ ଛୁରାମାଡ଼ : ପରିବାର ଦୋକାନୀଙ୍କ ଆକ୍ରମଣରେ ଦୁଇଜଣ ଆହତ; ଅଭିଯୁକ୍ତକୁ ଧରିବାକୁ ପୋଲିସର ଉଦ୍ୟମ”

ମେରଠରେ ପ୍ରସବ ପାଇଁ ପହଞ୍ଚିଥିବା ୮୦ ମହିଳା ଏଚଆଇଭି ପଜିଟିଭ। ୩୫ ମହିଳା ଦେଇଛନ୍ତି ଶିଶୁକୁ ଜନ୍ମ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମେରଠରେ ଗତ ୧୬ ମାସରେ ପ୍ରସବ ପାଇଁ ଆସିଥିବା ୬୦ରୁ ୮୦ ଗର୍ଭବତୀ ମହିଳା ଏଚଆଇଭି ପଜିଟିଭ ହୋଇଛନ୍ତି । ଲାଲା ଲାଜପତ ରାୟ ମେଡିକାଲ କଲେଜରେ ପ୍ରସବ ପାଇଁ ଆସିଥିବା ଏହି ମହିଳାମାନେ ଏଚଆଇଭି ସଂକ୍ରମିତ ହୋଇଛନ୍ତି । ସ୍ଥାନୀୟ ମେରଠ ମେଡିକାଲ କଲେଜ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ନଜର ରଖିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଗତ ୧୬ ମାସ ମଧ୍ୟରେ ୬୦ରୁ ୮୦ ଗର୍ଭବତୀContinue reading “ମେରଠରେ ପ୍ରସବ ପାଇଁ ପହଞ୍ଚିଥିବା ୮୦ ମହିଳା ଏଚଆଇଭି ପଜିଟିଭ। ୩୫ ମହିଳା ଦେଇଛନ୍ତି ଶିଶୁକୁ ଜନ୍ମ”

ଆନନ୍ଦଙ୍କ ଯୁଗ ଶେଷ ! ଲାଇଭ ରେଟିଂରେ ଆନନ୍ଦଙ୍କୁ ପଛରେ ପକାଇଲେ ଚେନ୍ନାଇର ବିସ୍ମୟ ବାଳକ ଡି. ଗୁକେଶ

କନକ ବ୍ୟୁରୋ : ଭାରତୀୟ ଚେସରେ ନୂଆ ଯୁଗର ଆରମ୍ଭ । ୩୬ ବର୍ଷ ପରେ ଦେଶର ଶୀର୍ଷ ମାନ୍ୟତା ହରାଇବାକୁ ଯାଉଛନ୍ତି ୫ ଥରର ବିଶ୍ୱବିଜେତା ବିଶ୍ୱନାଥନ ଆନନ୍ଦ । ସେପ୍ଟେମ୍ବର ପହିଲାରେ ଫିଡେର ନୂଆ ରେଟିଂରେ ସେ ତଳକୁ ଖସିଯିବେ । ଲାଇଭ ରେଟିଂରେ ଆନନ୍ଦଙ୍କୁ ପଛରେ ପକାଇଛନ୍ତି ଚେନ୍ନାଇର ବିସ୍ମୟ ବାଳକ ୧୭ ବର୍ଷୀୟ ଡି ଗୁକେଶ । ଗୁକେଶ ୨୭୫୫.୯ ରେଟିଂ ସହ ତାଙ୍କ ଆଦର୍ଶ ଆନନ୍ଦଙ୍କୁ ପଛରେ ପକାଇଛନ୍ତି ।Continue reading “ଆନନ୍ଦଙ୍କ ଯୁଗ ଶେଷ ! ଲାଇଭ ରେଟିଂରେ ଆନନ୍ଦଙ୍କୁ ପଛରେ ପକାଇଲେ ଚେନ୍ନାଇର ବିସ୍ମୟ ବାଳକ ଡି. ଗୁକେଶ”

Design a site like this with WordPress.com
Get started