ଅଗଷ୍ଟ ୩୧ରେ ଇଣ୍ଡିଆର ତୃତୀୟ ବୈଠକ! ସଂଯୋଜକ ନାଁ ନେଇ ମଧ୍ୟ ବାଜିପାରେ ମୋହର

କନକ ବ୍ୟୁରୋ: ବିରୋଧୀ ଦଳଙ୍କ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ଶୁକ୍ରବାର ଏନେଇ ସ୍ପଷ୍ଟ କରାଯାଇଛି । ପ୍ରଥମେ ଏହି ବୈଠକ ଅଗଷ୍ଟ୨୫-୨୬ରେ ହେବାକୁ ଥିଲା । ତେବେ କିଛି ନେତାଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ମୁମ୍ବାଇର ପବଇ ଅଞ୍ଚଳରେ ଏହି ବୈଠକ ଅନୁଷ୍ଠିତ ହେବ । ସୂଚନା ମିଳିଛି ଯେ ଏହି ବୈଠକରେ ଇଣ୍ଡିଆର ସଂଯୋଜକଙ୍କ ନାଁ ନେଇContinue reading “ଅଗଷ୍ଟ ୩୧ରେ ଇଣ୍ଡିଆର ତୃତୀୟ ବୈଠକ! ସଂଯୋଜକ ନାଁ ନେଇ ମଧ୍ୟ ବାଜିପାରେ ମୋହର”

ଖୋର୍ଦ୍ଧା ରାଜୁଆ ନଦୀରେ ବନ୍ୟା : ହିରିମୂଳ ଗାଁ ବାହ୍ୟ ଜଗତରୁ ବିଚ୍ଚିନ୍ନ

କନକ ବ୍ୟୁରୋ : ଖୋର୍ଦ୍ଧାରେ ପଶିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ରାସ୍ତା ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ହିରିମୂଳ ଗାଁ ବାହ୍ୟ ଜଗତରୁ ବିଚ୍ଚିନ୍ନ । ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।  ଜିଲ୍ଲା ପ୍ରଶାସନ ଓରବସିଂ ପଂଚାୟତ ଜଳ ପ୍ରତିନିଧି ଲୋକଙ୍କ ସହ ପାଣି ଭିତରେ ଥିବା ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିଥିବା ଜଣାପଡ଼ିଛି । ଯଦି ପାଣି ବଢ଼େ ତେବେContinue reading “ଖୋର୍ଦ୍ଧା ରାଜୁଆ ନଦୀରେ ବନ୍ୟା : ହିରିମୂଳ ଗାଁ ବାହ୍ୟ ଜଗତରୁ ବିଚ୍ଚିନ୍ନ”

ଅଢ଼େଇ ଲକ୍ଷରେ ଶିଶୁ ବିକ୍ରି ଅଭିଯୋଗ, ମଧ୍ୟସ୍ଥି ଗିରଫ : ଆର୍ଥିକ ଅନଟନରୁ ନବଜାତକକୁ ବିକିବା ପାଇଁ କଠୋର ନିଷ୍ପତ୍ତି ନେଇଥିଲେ ବାପା ମା’

କନକ ବ୍ୟୁରୋ : ପୁଣି ନବଜାତ ଶିଶୁ ବିକ୍ରି ଅଭିଯୋଗ । ଏଥର ପିଲା ବିକ୍ରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରରୁ । ଏହି ଘଟଣାରେ ରମଜାନ ଶେଖ୍ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଟିଟିଲାଗଡ଼ ଝାଙ୍କରପଡ଼ାର ସନ୍ତୋଷ ପୁଟେଲ ଓ ତାଙ୍କ ସ୍ତ୍ରୀ ପୁଷ୍ପା ପୁଟେଲ ଏକ ହୋଟେଲରେ କାମ କରି ବହୁ କଷ୍ଟରେ ଗୁଜୁରାଣ ମେଣ୍ଟାଉଥିଲେ। ପାଖରେ ଏକ ଭଡ଼ାଘରେContinue reading “ଅଢ଼େଇ ଲକ୍ଷରେ ଶିଶୁ ବିକ୍ରି ଅଭିଯୋଗ, ମଧ୍ୟସ୍ଥି ଗିରଫ : ଆର୍ଥିକ ଅନଟନରୁ ନବଜାତକକୁ ବିକିବା ପାଇଁ କଠୋର ନିଷ୍ପତ୍ତି ନେଇଥିଲେ ବାପା ମା’”

ଯବାନଙ୍କ AK-47 ନେଇ ପଳାଇଲେ ଆତଙ୍କବାଦୀ । ଆତଙ୍କୀଙ୍କ ଗୁଳିରେ ୩ଯବାନ ସହିଦ

କନକ ବ୍ୟୁରୋ: ଗତକାଲି ଜମ୍ମୁ-କାଶ୍ମୀର କୁଲଗ୍ରାମରେ ଆତଙ୍କବାଦୀ ଓ ସେନା ଯବାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୩ଜଣ ଯବାନ ସହିଦ ହୋଇଛନ୍ତି । ଅନେକ ସମୟରେ ଜମ୍ମୁ-କାଶ୍ମୀରରେ ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥାଏ । କେବେ କେବେ ଆତଙ୍କୀଙ୍କ ଗୁଳିରେ ଯବାନ ସହିଦ ହେଉଥିବା ବେଳେ ଅନେକ ଆତଙ୍କୀଙ୍କୁ ମଧ୍ୟ ନିପାତ କରିଥାନ୍ତି ଭାରତୀୟ ଯବାନ । କିନ୍ତୁ ଗତକାଲି ହୋଇଥିବା ଗୁଳିବିନିମୟରେ ୩ଜଣ ଯବାନ ସହିଦ୍ ହୋଇଥିବା ବେଳେ ଆତଙ୍କବାଦୀମାନେContinue reading “ଯବାନଙ୍କ AK-47 ନେଇ ପଳାଇଲେ ଆତଙ୍କବାଦୀ । ଆତଙ୍କୀଙ୍କ ଗୁଳିରେ ୩ଯବାନ ସହିଦ”

ଧାମନଗରରେ ଆଜି ସମସ୍ତ ସ୍କୁଲ ବନ୍ଦ : ଅନେକ ସ୍ଥାନରେ ବନ୍ୟା ପାଣି ଜମି ଥିବାରୁ ଛୁଟି ନିଷ୍ପତ୍ତି

କନକ ବ୍ୟୁରୋ : ଭଦ୍ରକ ଧାମନଗରରେ ଆଜି ସମସ୍ତ ସ୍କୁଲ ବନ୍ଦ । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଅନେକ ସ୍ଥାନରେ ବନ୍ୟା ପାଣି ଜମି ଥିବାରୁ ଛୁଟି ନିଷ୍ପତ୍ତି ନିଆଯାଇଛି । ବନ୍ୟାରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡି, ସଦର ବ୍ଳକ୍‌ର ୬୦ଟି ପଞ୍ଚାୟତର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୫ଟି ବ୍ଲକ୍‌ର ପ୍ରାୟ ୮୦ ହଜାର ହେକ୍ଟର ଚାଷଜମିContinue reading “ଧାମନଗରରେ ଆଜି ସମସ୍ତ ସ୍କୁଲ ବନ୍ଦ : ଅନେକ ସ୍ଥାନରେ ବନ୍ୟା ପାଣି ଜମି ଥିବାରୁ ଛୁଟି ନିଷ୍ପତ୍ତି”

‘ଭଲ କାମ ପାଇଁ ମୋ ପୁଅକୁ ଶାସ୍ତି ମିଳୁଛି’ : ବାରମ୍ବାର ଟ୍ରାନ୍ସଫରକୁ ନେଇ ଜଣେ ବାପାଙ୍କ କ୍ଷୋଭ । ଚର୍ଚ୍ଚାରେ IPS ପ୍ରଭାକର

କନକ ବ୍ୟୁରୋ: ପ୍ରଭାକର ଚୌଧୁରୀ ୨୦୧୦ର ବ୍ୟାଚର ଆଇପିଏସ୍ ଅଧିକାରୀ । ୮ ବର୍ଷରେ ୧୫ ଜିଲ୍ଲାର ମଙ୍ଗ ସମ୍ଭାଳିଥିବା ଏହି ଅଧିକାରୀଙ୍କର ୧୮ ଥର ଟ୍ରାନ୍ସଫର ହେଲାଣି । ଅଧଘଣ୍ଟାରେ ବଡ ଧରଣର ହିଂସାକୁ ରୋକିଦେଲେ ହେଲେ ୪ ଘଣ୍ଟା ଭିତରେ ଟ୍ରାନ୍ସଫର ହୋଇଗଲେ । ଏହାକୁ ନେଇ ତାଙ୍କ ବାପା ବିଜେପି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ କର୍ତ୍ତବ୍ୟନିଷ୍ଠ ପୁଅକୁ ତାଙ୍କ ଭଲ କାମ ବଦଳରେ ଶାସ୍ତି ଦିଆଯାଉଛି ବୋଲିContinue reading “‘ଭଲ କାମ ପାଇଁ ମୋ ପୁଅକୁ ଶାସ୍ତି ମିଳୁଛି’ : ବାରମ୍ବାର ଟ୍ରାନ୍ସଫରକୁ ନେଇ ଜଣେ ବାପାଙ୍କ କ୍ଷୋଭ । ଚର୍ଚ୍ଚାରେ IPS ପ୍ରଭାକର”

ଚାଷ ଜମିରେ ଚାଲିଲା ଡଙ୍ଗା : ମାଛ ଧରିଲେ ମତ୍ସ୍ୟଜୀବୀ; କଣାସ ବ୍ଲକର ୫ଟି ପଞ୍ଚାୟତର ଚାଷ ଜମି ଏବେ ଜଳମଗ୍ନ

କନକ ବ୍ୟୁରୋ : ଚାଷ ଜମିରେ ଚାଲିଲା ଡଙ୍ଗା । ଆଉ ଡଙ୍ଗାରେ ବସି ମାଛ ଧରିଲେ ମତ୍ସ୍ୟଜୀବୀ । ଦୟା, ମକରା, ରଜୁଆ ନଦୀର ବନ୍ୟା ପାଣିରେ ବେହାଲ ହୋଇପଡ଼ିଛି କଣାସ ଅଞ୍ଚଳ । କଣାସ ବ୍ଲକର ୫ଟି ପଞ୍ଚାୟତର ହଜାର ହଜାର ଏକର ଚାଷ ଜମି ଏବେ ଜଳମଗ୍ନ ହୋଇ ରହିଛି । ଆଉ ସେହି ଚଷ ଜମିରୁ ମତ୍ସ୍ୟଜୀବୀ ମାଛ ଧରୁଛନ୍ତି । ଚାରିଆଡ଼େ ବନ୍ୟା ସ୍ଥିତି ଥିବାରୁ ମତ୍ସ୍ୟଜୀବୀ ମାନେ ଚିଲିକାକୁContinue reading “ଚାଷ ଜମିରେ ଚାଲିଲା ଡଙ୍ଗା : ମାଛ ଧରିଲେ ମତ୍ସ୍ୟଜୀବୀ; କଣାସ ବ୍ଲକର ୫ଟି ପଞ୍ଚାୟତର ଚାଷ ଜମି ଏବେ ଜଳମଗ୍ନ”

ଜେସିବିରେ ATM ଉଠାଇନେଇଯାଉଥିଲେ ଚୋର । ବ୍ୟାଙ୍କ ସର୍ଭିଲାନ୍ସ ସିଷ୍ଟମ କଲା ଆଲର୍ଟ

କନକ ବ୍ୟୁରୋ :  ଚୋର ଏଏଟିଏମ ତାଡି ଟଙ୍କା ଲୁଟିନେଉଥିବା ଖବର ଆପଣ ଶୁଣିଥିବେ । ହେଲେ ପୁରା ଏଟିଏମ୍ କ୍ୟାବିନକୁ ଜେସିବିରେ ଉଠାଇନେଇଯିବା କଥା ବୋଧେ କେବେ ଶୁଣିନଥିବେ । ହେଲେ ଏଭଳି ଘଟଣା ଘଟିଛି ମାଙ୍ଗାଲୋରରେ । ଏଠାରେ ଚୋର ଜେସିବିରେ ଏଏଟିଏମକୁ ଉଠାଇନେଉଯାଉଥିଲେ ହେଲେ ଆଲର୍ଟ କରିଦେଲା ବ୍ୟାଙ୍କ ସେଣ୍ଟ୍ରାଲ ସର୍ଭିଲାନ୍ସ ସିଷ୍ଟମ୍ । ସାଉଥ୍ ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମରୁ ବଡ ଧରଣର ଲୁଟକୁ ଭଣ୍ଡୁର କରିଦେଲା ବ୍ୟାଙ୍କ ସର୍ଭିଲାନ୍ସ ସିଷ୍ଟମ୍ ।Continue reading “ଜେସିବିରେ ATM ଉଠାଇନେଇଯାଉଥିଲେ ଚୋର । ବ୍ୟାଙ୍କ ସର୍ଭିଲାନ୍ସ ସିଷ୍ଟମ କଲା ଆଲର୍ଟ”

ଦବିଲା ରଣସେତୁ ବ୍ରିଜ୍ ସାଇଟରେ ଥିବା ସପୋର୍ଟିଂ ୱାଲ୍ : ପୂର୍ତ୍ତ ବିଭାଗ ପକ୍ଷରୁ ଲଗାଗଲା ନାଲି ଫିତା

କନକ ବ୍ୟୁରୋ : ବାଙ୍କୀ ଜାତମୁଣ୍ଡିଆ ରାସ୍ତାର ରଣସେତୁ ବ୍ରିଜ୍ ସାଇଟରେ ଥିବା ସପୋର୍ଟିଂ ୱାଲ୍ ଦବି ଯାଇଛି । ଏହି ୱାଲ ପୁରୁଣା ହୋଇଥିବାରୁ ପୂର୍ବରୁ ଏଠାରେ ଫାଟ ସୃଷ୍ଟି ହୋଇଥିଲା । ଏବେ ବନ୍ୟା ପାଣି ମାଡି ଆସିବାରୁ ମାଟି ଅତଡା ଖସି ୱାଲ ଦବି ଯାଇଛି । ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଏହି ୱାଲ ନିକଟକୁ କେହି ନଯିବା ପାଇଁ କୁହାଯାଇଛି । ଏହା ସହ ପୂର୍ତ୍ତ ବିଭାଗ ପକ୍ଷରୁ ନାଲିContinue reading “ଦବିଲା ରଣସେତୁ ବ୍ରିଜ୍ ସାଇଟରେ ଥିବା ସପୋର୍ଟିଂ ୱାଲ୍ : ପୂର୍ତ୍ତ ବିଭାଗ ପକ୍ଷରୁ ଲଗାଗଲା ନାଲି ଫିତା”

ନକଲି ଇଞ୍ଜିନ୍ ଅଏଲ କାରଖାନାରେ ପୋଲିସର ଚଢାଉ : ବିପୁଳ ମାତ୍ରାରେ ତେଲ ଓ ପ୍ରସ୍ତୁତି ସାମଗ୍ରୀ ଜବତ, ୪ ଜଣ ଅଟକ

କନକ ବ୍ୟୁରୋ : ବ୍ରହ୍ମପୁରର ୨ଟି ନକଲି ଇଞ୍ଜିନ୍ ଅଏଲ କାରଖାନାରେ ପୋଲିସର ଚଢାଉ । ଗୋଳନ୍ଥରା ଥାନା ଓ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଏହି ନକଲି ଇଞ୍ଜିନ୍ ଅଏଲ କାରଖାନାରେ ଚଢାଉ କରାଯାଇଥିଲା । ପୋଲିସ ବିପୁଳ ପରିମାଣର ନକଲି ଇଞ୍ଜିନ୍ ଅଏଲ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତି ଚଳାଇଛି । ଗୋଳନ୍ଥରା ହଳଦିଆପଦରରେ ଗୋଟିଏ ନକଲି ଇଞ୍ଜିନ୍ ଅଏଲ କାରଖାନା ଚାଲିଥିଲା ।Continue reading “ନକଲି ଇଞ୍ଜିନ୍ ଅଏଲ କାରଖାନାରେ ପୋଲିସର ଚଢାଉ : ବିପୁଳ ମାତ୍ରାରେ ତେଲ ଓ ପ୍ରସ୍ତୁତି ସାମଗ୍ରୀ ଜବତ, ୪ ଜଣ ଅଟକ”

Design a site like this with WordPress.com
Get started