କୁଲଗାମରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ : ୩ ଯବାନ ସହିଦ

କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ସେନାର ୩ଜଣ ଯବାନ ସହିଦ ହୋଇଥିବା କଥା ପୁଲିସ କହିଛି। ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୁରକ୍ଷା ବଳ ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ହାଲାନ୍‌ ଅରଣ୍ୟାଞ୍ଚଳ ଉପର ପ୍ରାନ୍ତରେ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ, ସେଠାରେ ଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ସୁରକ୍ଷା ବଳ ପାଲଟା ଗୁଳି ଚାଳନା କଲା। ଫଳରେContinue reading “କୁଲଗାମରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ : ୩ ଯବାନ ସହିଦ”

ସମୁଦ୍ରର ରହସ୍ୟ ଖୋଜିବ ଭାରତ : ସମୁଦ୍ରର ଜୈବ ବିବିଧତା ବିଷୟରେ ନୂଆ ତଥ୍ୟ ସଂଗ୍ରହ ପାଇଁ ଅଭିଯାନ ଆରମ୍ଭ

କନକ ବ୍ୟୁରୋ : ଚନ୍ଦ୍ରଯାନର ଚର୍ଚ୍ଚା ଥମିନଥିବା ବେଳେ ସମୁଦ୍ରଯାନର କଳ୍ପନା କରୁଛି ଭାରତ । ଚନ୍ଦ୍ରଯାନ ଜରିଆରେ ମହାକାଶର ଶିଖରରେ ପହଂଚିବାକୁ ଉଦ୍ୟମ କରୁଥିବା ଭାରତ ସମୁଦ୍ରଯାନ ଜରିଆରେ ସମୁଦ୍ରର ଗଭୀରତାରେ ପାଦ ରଖିବାକୁ ଅଭିଯାନ ଆରମ୍ଭ କରିଛି । ସମୁଦ୍ର ଭିତରେ ଜୈବ ବିବିଧତା ଏବଂ ସମ୍ବଳର ସନ୍ଧାନ ପାଇଁ ସମୁଦ୍ର ଭିତରକୁ ଯିବ ଏହି ଯାନ । ତିନିଜଣ ବିଶେଷଜ୍ଞଙ୍କୁ ନେଇ ଏହି ବୁଡ଼ା ଯାନ ଗଭୀର ସମୁଦ୍ରର ୬ହଜାର ମିଟର ଯାଏଁContinue reading “ସମୁଦ୍ରର ରହସ୍ୟ ଖୋଜିବ ଭାରତ : ସମୁଦ୍ରର ଜୈବ ବିବିଧତା ବିଷୟରେ ନୂଆ ତଥ୍ୟ ସଂଗ୍ରହ ପାଇଁ ଅଭିଯାନ ଆରମ୍ଭ”

ଭୟଙ୍କର ବିସ୍ଫୋରଣ ହେଲା, ହୁତୁହୁତୁ ହୋଇ ନିଆଁ ଲାଗିଗଲା : ମୟୂରଭଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ

କନକ ବ୍ୟୁରୋ : ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗିଲା ନିଆଁ । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏଭଳି ଅଘଟଣ । କେନ୍ଦ୍ରର ଔଷଧ ଗୋଦାମରେ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ରୁମରେ ଅକ୍ସିଜେନ୍ ଟାଙ୍କି ଫାଟିବା ଦ୍ୱାରା ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯାହାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ନିଆଁ ଲାଗିବା ଦ୍ୱାରା ବହୁ ମାତ୍ରାରେ ମେଡିସିନ୍ ପୋଡ଼ି ହୋଇଥିବାContinue reading “ଭୟଙ୍କର ବିସ୍ଫୋରଣ ହେଲା, ହୁତୁହୁତୁ ହୋଇ ନିଆଁ ଲାଗିଗଲା : ମୟୂରଭଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ”

ଶତ୍ରୁ ପାଇଁ କାଳ ସାଜିବ ଭାରତୀୟ ବାୟସେନାରେ ସାମିଲ ହେବାକୁ ଯାଉଥିବା ଏହି ଘାତକ ମିସାଇଲ୍ । ଥରେ ଟାର୍ଗେଟ୍ ସେଟ୍ ହେଲେ ଶତ୍ରୁର ପିଛା କରି କରି ମାରିଥାଏ

କନକ ବ୍ୟୁରୋ : ବାୟୁସେନାର ଶକ୍ତି ବଢାଇବା ପାଇଁ ବାୟୁସେନାରେ ସାମିଲ ହେବାକୁ ଯାଉଛି ଏପରି ଏକ ଘାତକ ମିସାଇଲ୍, ଯାହା ଶତ୍ରୁର ପିଛା କରି କରି ବିନାଶ କରିବ । ଆକାରରେ ଅନ୍ୟ ମିସାଇଲଠୁ ଛୋଟ ସତ କିନ୍ତୁ ଲଞ୍ଚ ହେବା ମାତ୍ରେ ବଡ ବିସ୍ଫୋରଣ ଘଟାଇଥାଏ । ଭାରତୀୟ ବାୟୁସେନାରେ ଥିବା ଯୁଦ୍ଧ ହେଲିକପ୍ଟରରେ ଏହାକୁ ଲଗାଯିବ । ଚୀନ୍ ଏବଂ ପାକିସ୍ତାନ୍ ସୀମାରେ ଏହାକୁ ମୁତୟନ କରାଯିବ । ଆସନ୍ତୁ ଜାଣିବା କେବେContinue reading “ଶତ୍ରୁ ପାଇଁ କାଳ ସାଜିବ ଭାରତୀୟ ବାୟସେନାରେ ସାମିଲ ହେବାକୁ ଯାଉଥିବା ଏହି ଘାତକ ମିସାଇଲ୍ । ଥରେ ଟାର୍ଗେଟ୍ ସେଟ୍ ହେଲେ ଶତ୍ରୁର ପିଛା କରି କରି ମାରିଥାଏ”

ଆଜି ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ : ଭାରତୀୟ ସମୟ ରାତି ୭ଟାରେ କରାଯିବ ପ୍ରବେଶ ପାଇଁ ପ୍ରୟାସ

କନକ ବ୍ୟୁରୋ : ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩ । ଏବେ ସୁଦ୍ଧା ମୋଟ୍ ଦୂରତାର ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଲାଣି । ଚନ୍ଦ୍ରରେ ପହଂଚିବା ପାଇଁ ଚନ୍ଦ୍ରଯାନକୁ ଆଉ ଏକ ତୃତୀୟାଂଶ ଦୂରତା ଅତିକ୍ରମ କରିବାକୁ ପଡ଼ିବ । ଏହି ଦୂରତାରେ ବି ଚନ୍ଦ୍ର ତାହାର ମାଧ୍ୟାକର୍ଷଣ ଦ୍ୱାରା ଚନ୍ଦ୍ରଯାନ-୩କୁ ନିଜ ଆଡକୁ ଟାଣିବ । ଏହା ସତ୍ୱେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ପହଂଚିବା ପାଇଁ ଉଦ୍ୟମ କରିବ । ଏଥିପାଇଁ ଆଜିରContinue reading “ଆଜି ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ : ଭାରତୀୟ ସମୟ ରାତି ୭ଟାରେ କରାଯିବ ପ୍ରବେଶ ପାଇଁ ପ୍ରୟାସ”

କମୁଛି ପାଣି, ବଢୁଛି ଦୁର୍ଦ୍ଦଶା : ଏବେ ବି ପାଣି ଘେରରେ ଅନେକ ଲୋକ; ୨୩୨୯ ଘର କ୍ଷତିଗ୍ରସ୍ତ, ୫ଟି ସ୍ଥାନରେ ଘାଇ ସୃଷ୍ଟି

କନକ ବୁରୋ : କମୁଛି ପାଣି ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ଏବେ ବି ପାଣି ଘେରରେ ରହିଛନ୍ତି ଅନେକ ଲୋକ । ମହାନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ସୂବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ନରାଜଠାରେ ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଇଛି । ତଳମୁଣ୍ଡରେ ବର୍ଷା ପରିମାଣ କମିଥିଲେ ମଧ୍ୟ ଛତିଶଗଡ଼ ପାଣି ଝାଡିଥିବାରୁ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇବା ସମ୍ଭାବନା ରହିଛି ।Continue reading “କମୁଛି ପାଣି, ବଢୁଛି ଦୁର୍ଦ୍ଦଶା : ଏବେ ବି ପାଣି ଘେରରେ ଅନେକ ଲୋକ; ୨୩୨୯ ଘର କ୍ଷତିଗ୍ରସ୍ତ, ୫ଟି ସ୍ଥାନରେ ଘାଇ ସୃଷ୍ଟି”

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୦.୧୦ ଫୁଟ

କନକ ବୁରୋ : ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦର ମୋଟ ୧୨ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଦୁଇଟି ଗେଟ ଖୋଲା ରହିଥିବା ବେଳେ ଗତକାଲି ୧୦ଟି ଗେଟ ଖୋଲାଯାଇଛି । ଜଳସ୍ତର ବଢୁଥିବାରୁ ଆହୁରି ଗେଟ୍ ଖୋଲାଯିବାର ଆଶଙ୍କା ସୃଷ୍ଟି ହୋଇଛି । ଏବେ ହୀରାକୁଦରେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୯୭ ହଜାର ୧୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୨Continue reading “ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୦.୧୦ ଫୁଟ”

ଓଡିଶାରେ ଅମିତ ଶାହା : ଆଜି ଦୁଇଟି ଏନଏଚ୍ ପ୍ରକଳ୍ପର କରିବେ ଉଦଘାଟନ; ଦଳୀୟ କର୍ମକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର

କନକ ବ୍ୟୁରୋ : ମଧ୍ୟରାତ୍ରିରେ ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ରାତି ପାଖାପାଖି ୧୧ଟା ୫୦ରେ ବିମାନ ବନ୍ଦରରେ ପହଞ୍ଚିଥିଲେ ଶାହା । ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ମୋହନ ମାଝୀ,Continue reading “ଓଡିଶାରେ ଅମିତ ଶାହା : ଆଜି ଦୁଇଟି ଏନଏଚ୍ ପ୍ରକଳ୍ପର କରିବେ ଉଦଘାଟନ; ଦଳୀୟ କର୍ମକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର”

ମଣିପୁରରେ ସାନି ହିଂସା : ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଲେ ଉପଦ୍ରବକାରୀ; ଲୁଟିନେଲେ ୪ ହଜାର ଅସ୍ତ୍ରଶସ୍ତ୍ର

କନକ ବ୍ୟୁରୋ : ମଣିପୁରରେ ସାନି ହିଂସା । ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଲେ ଉପଦ୍ରବକାରୀ । ଲୁଟିନେଲେ ୪ ହଜାର ଅସ୍ତ୍ରଶସ୍ତ୍ର । ୫ ଲକ୍ଷ ରାଉଣ୍ଡ ଗୁଳିଗୋଳା ମଧ୍ୟ ଲୁଟ୍ ହୋଇଥିବା ସୂଚନା । ସଂଖ୍ୟାଗରିଷ୍ଠ ବର୍ଗର ଲୋକଙ୍କ ସହିତ ମିଶି ଦୁର୍ବୃତ୍ତମାନେ ଅସ୍ତ୍ରାଗାରରେ ପଶି ଏକେ ଓ ଘଟକ ସିରିଜ୍ ଆସଲ୍ଟ ରାଇଫଲ ସମେତ ୧୯ ହଜାରରୁ ଅଧିକ ଗୁଳି ଲୁଟି ନେଇଛନ୍ତି । ବିଷ୍ଣୁପୁର ଜିଲ୍ଲା ନରଣସେଇନାଠାରେ ଥିବା ଦ୍ବିତୀୟ ଇଣ୍ଡିଆContinue reading “ମଣିପୁରରେ ସାନି ହିଂସା : ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଲେ ଉପଦ୍ରବକାରୀ; ଲୁଟିନେଲେ ୪ ହଜାର ଅସ୍ତ୍ରଶସ୍ତ୍ର”

ସୁବ୍ରତ ବାଗଚୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ରାଜ୍ୟ ସରକାରଙ୍କ ଆନୁଷ୍ଠାନିକ ଦକ୍ଷତା ବିକାଶ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି 

କନକ ବ୍ୟୁରୋ: ସୁବ୍ରତ ବାଗଚୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ଆନୁଷ୍ଠାନିକ ଦକ୍ଷତା ବିକାଶ ପାଇଁ ମୁଖ୍ୟ ଉପଦେଷ୍ଟା ଭାବେ ସୁବ୍ରତ ବାଗଚୀଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ କେନ୍ଦ୍ରରେ କିପରି ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ହେବ, ସେ ନେଇ କାର୍ଯ୍ୟ କରିବେ ବାଗଚୀ । ପୂର୍ବରୁ ସେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଦାୟିତ୍ୱContinue reading “ସୁବ୍ରତ ବାଗଚୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ରାଜ୍ୟ ସରକାରଙ୍କ ଆନୁଷ୍ଠାନିକ ଦକ୍ଷତା ବିକାଶ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି “

Design a site like this with WordPress.com
Get started