କନକ ବ୍ୟୁରୋ : ମୃତ୍ୟୁ ଯେ କେଉଁ ରୂପରେ ଆସିବ ସେକଥା ହୁଏତ କେହି ଜାଣିନଥିବେ । ଠିକ ସେଭଳି କିଛି ଘଟିଛି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ । ଗୌରୀକୁଣ୍ଡ ନିକଟରେ ଥିବା ୩ଟି ଢାବାରେ ପ୍ରାୟ ୫୦ରୁ ଅଧିକ ବସି ଖାଉଥିବା ସମୟରେ ହଠାତ ଭୁସ୍ଖଳନ ଘଟିଥିଲା । ବନ୍ୟା ପାଣି ମିଶା ପଥରଖଣ୍ଡ ଢାବା ଉପରେ ଖସି ପଡିବା ଯୋଗୁଁ ସେଠାରେ ଥିବା ୧୯ରୁ ଅଧିକ ଯାତ୍ରୀ ଭାସିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟContinue reading “ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ପ୍ରକୃତିର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲେ ୧୯ଜଣ ଯାତ୍ରୀ”
Tag Archives: News
ଦିଲ୍ଲୀ ହାଇକୋର୍ଟରେ ଦାଖଲ ହେଲା ଇଣ୍ଡିଆ ମେଂଟ ବିରୋଧରେ ପିଟିସନ । ଇଣ୍ଡିଆ ନାଁର ବ୍ୟବହାର ରୋକ ଉପରେ ଦାୟର ଆବେଦନ ଉପରେ ଶୁଣାଶୀ କଲେ କୋର୍ଟ
କନକ ବ୍ୟୁରୋ : ଇଣ୍ଡିଆ ମେଂଟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣୀ କରାଯାଇଛି । ଆବେଦନକାରୀ ନିଜ ଆବେଦନରେ ଏକଥା ଦର୍ଶାଇଥିଲେ କି କୌଣସି ରାଜନୈତିକ ଦଳ ଇଣ୍ଡିଆ ନାଁ ବ୍ୟବହାର କରିବା ଆପତିଜନ । ଏହା ଉପରେ ରୋକ ଲଗାଯାଉ । ଶୁଣାଣୀ କରି କୋର୍ଟ କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ ଏବଂ ବିରୋଧୀ ଦଳଙ୍କୁ ନୋଟିସ ଜାରି କରିଛନ୍ତି । ଶୁକ୍ରବାର ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମାContinue reading “ଦିଲ୍ଲୀ ହାଇକୋର୍ଟରେ ଦାଖଲ ହେଲା ଇଣ୍ଡିଆ ମେଂଟ ବିରୋଧରେ ପିଟିସନ । ଇଣ୍ଡିଆ ନାଁର ବ୍ୟବହାର ରୋକ ଉପରେ ଦାୟର ଆବେଦନ ଉପରେ ଶୁଣାଶୀ କଲେ କୋର୍ଟ”
ସାହାରାଗ୍ରୁପ ଆକାଉଁଟଧାରୀଙ୍କ ପାଇଁ ଖୁସି ଖବର । ନିବେଶକଙ୍କୁ ଆଜିଠୁ ମିଳିଲା ଫେରସ୍ତ ଟଙ୍କା
କନକ ବ୍ୟୁରୋ : ସାହାରା ଗ୍ରୁପର ନିବେଶକଙ୍କ ଖାତାକୁ ଫେରିଛି ବକେୟା ଟଙ୍କା । ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି । ଦିଲ୍ଲୀର ସାହାରା ରିଫଣ୍ଡ ପୋଟାର୍ଲ ମାଧ୍ୟମରେ ସାହାରା ଗ୍ରୁପର ସମବାୟ ସମିତିର ଜମାକାରୀଙ୍କ ଦାବି ପରିମାଣ ସ୍ଥାନାନ୍ତର କରିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ପୋଟାର୍ଲରେ ୧୮ ଲକ୍ଷ ଲୋକ ପଂଜୀକୃତ ହୋଇଛନ୍ତି ବୋଲି ଅମିତ ଶାହା କହିଛନ୍ତି । ଶୁକ୍ରବାର ୧୧୨Continue reading “ସାହାରାଗ୍ରୁପ ଆକାଉଁଟଧାରୀଙ୍କ ପାଇଁ ଖୁସି ଖବର । ନିବେଶକଙ୍କୁ ଆଜିଠୁ ମିଳିଲା ଫେରସ୍ତ ଟଙ୍କା”
ହୋଟେଲ ଅସଲି, କିନ୍ତୁ ନକଲି ୱେବସାଇଟରେ ଠକାମୀର ଜାଲ ବିଛାଇଛନ୍ତି ସାଇବର ଲୁଟେରା । ହୋଟେଲ ବୁକିଂ କରି ଫସୁଛନ୍ତି ପର୍ଯ୍ୟଟକ ।
କନକ ବ୍ୟୁରୋ: ସାଇବର ଠକଙ୍କ ଟାର୍ଗେଟରେ ନାମୀଦାମୀ ହୋଟେଲ । ପ୍ରଥମେ ହୋଟେଲ ପାଇଁ ତିଆରି କରୁଛନ୍ତି ୱେବସାଇଟ୍ ଡିଜାଇନ୍ । ଆଉ ତା’ ପରେ ଖଟାଉଛନ୍ତି ନିଜ ବୁଦ୍ଧି । ଯେ କେହିବି ଏମାନଙ୍କ ଚାଲକୁ ବୁଝିବାରେ ମାତ୍ ଖାଇଯିବେ । ହୋଟେଲ ଠକେଇ ନେଇ ପୁରୀରୁ ଅଭିଯୋଗ ଆସିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ୨୫ ହୋଟେଲ ମାଲିକ । ହୋଟେଲ ନାଁରେ ନକଲି ୱେବସାଇଟ୍ ସାଇବର ଥାନାର ଦ୍ୱାରସ୍ଥ ୨୫ ହୋଟେଲContinue reading “ହୋଟେଲ ଅସଲି, କିନ୍ତୁ ନକଲି ୱେବସାଇଟରେ ଠକାମୀର ଜାଲ ବିଛାଇଛନ୍ତି ସାଇବର ଲୁଟେରା । ହୋଟେଲ ବୁକିଂ କରି ଫସୁଛନ୍ତି ପର୍ଯ୍ୟଟକ ।”
ନିର୍ବାଚନ ଲଢ଼ିବେ ସୀମା ହାଇଦର ! ମିଳିଲା ଟିକେଟ ଅଫର, ଗ୍ରହଣ କଲେ ସୀମା
କନକ ବ୍ୟୁରୋ : ଭାରତ ହେଉକି ପାକିସ୍ତାନ , ସବୁଠି ଏବେ ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା । କେବେ ସୀମାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚାକିରି କରିବାକୁ ପ୍ରସ୍ତାବ ମିଳୁଛି ତ କେବେ ମିଳୁଛି ସିନେମାରେ ଅଭିନୟ କରିବାର ଅଫର୍ । ଆଉ ଏବେ ତାଙ୍କୁ ନେଇ ଆସିଛି ନୂଆ ଖବର । ଏନଡ଼ିଏର ସହଯୋଗୀ ଦଳ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ଦଳ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆରୁ ଏହି ପ୍ରସ୍ତାବ ମିଳିଛି ।Continue reading “ନିର୍ବାଚନ ଲଢ଼ିବେ ସୀମା ହାଇଦର ! ମିଳିଲା ଟିକେଟ ଅଫର, ଗ୍ରହଣ କଲେ ସୀମା”
ହରିୟାଣା ହିଂସା ଭିତରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନୁହ ପ୍ରଶାସନ । ଜିଲ୍ଲାରେ ଥିବା ରୋହିଙ୍ଗ୍ୟା ବସ୍ତି ଉପରେ ଚାଲିଲା ବୁଲଡୋଜର
କନକ ବ୍ୟୁରୋ : ଶୁକ୍ରବାର ହରିୟାଣା ନୁହରେ ରହୁଥିବା ରୋହିଙ୍ଗ୍ୟା ମୁସଲିମଙ୍କ ଉପରେ ଚଡ଼କ ପଡିଥିଲା ଯେତେବେଳେ ସେମାନଙ୍କ ଘର ନିକଟର ସକାଳୁ ସକାଳୁ ପହଁଚିଥିଲା ସ୍ଥାନୀୟ ପ୍ରଶାସନ । ମାଇକ ଯୋଗେ ଘର ତୁରନ୍ତ ଖାଲି କରିବାକୁ କହି ପ୍ରଶାସନ ଚଳାଇଥିଲା ବୁଲଡୋଜର । କୋକୁଆ ଭୟ ଭିତରେ ଛ୍ରୁଆ ପିଲା ସାଥିରେ ନେଇ ଯିଏ ଯୁଆଡେ ପାଇଲେ ଚାଲିଗଲେ । ହାତରେ ଯେତିକି ଜିନିଷ ଧରିବା ସମ୍ଭବ ହେଲା, ସେତିକି ନେଇ ଘର ଛାଡିContinue reading “ହରିୟାଣା ହିଂସା ଭିତରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନୁହ ପ୍ରଶାସନ । ଜିଲ୍ଲାରେ ଥିବା ରୋହିଙ୍ଗ୍ୟା ବସ୍ତି ଉପରେ ଚାଲିଲା ବୁଲଡୋଜର”
ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ବୟାନ । ସଂସଦ ଭିତରେ ବିରୋଧୀଙ୍କୁ ଦେଖାଇଲେ ନାଲିଆଖି । କହିଲେ ଚୁପ ରୁହ, ନଚେତ ଘରେ ପହଁଚିବ ଇଡି
କନକ ବ୍ୟୁରୋ : ଗୁରୁବାର ଲୋକସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲ ଉପରେ ତର୍କ ଚାଲିଥିବାବେଳେ ବିରୋଧୀଙ୍କୁ ଧମକ ଦେବା ଆଳରେ ରୋକିଛନ୍ତି କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ । ବିଲ ପାରିତ ହେବା ପୂର୍ବରୁ ଏନେଇ ଲୋକସଭାରେ ଚର୍ଚ୍ଚା ଚାଲିଥିଲା । ଗୃହମନ୍ତ୍ରୀ ଅମିତ ଶାହା ବିଲ ଉପରେ ଚର୍ଚ୍ଚା କରିବା ପରେ ଆସିଥିଲେ ମୀନାକ୍ଷୀ ଲେଖି । ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରି ନିଜର ବିବୃତି ରଖିଥିଲେ । ଏହି ସମୟରେ ବିରୋଧୀ ହଟ୍ଟଗୋଳ କରୁଥିବାବେଳେContinue reading “ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ବୟାନ । ସଂସଦ ଭିତରେ ବିରୋଧୀଙ୍କୁ ଦେଖାଇଲେ ନାଲିଆଖି । କହିଲେ ଚୁପ ରୁହ, ନଚେତ ଘରେ ପହଁଚିବ ଇଡି”
ମୋଦୀ ସାଙ୍ଗିଆ ମାମଲାରେ ସୁପ୍ରିମ ରାୟ । ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ
କନକ ବ୍ୟୁରୋ : ଦୀର୍ଘ ୪ମାସର ଲଢ଼େଇ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି । ମୋଦୀ ସାଂଗିଆ ମାମଲାରେ ଗୁଜରାଟର ତଳକୋର୍ଟ ରାହୁଲଙ୍କୁ ଦେଇଥିବା ଦଣ୍ଡିବିଧାନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ମନ୍ତବ୍ୟକୁ ଅପମାନ ଜନକ ବୋଲି ଖଣ୍ଡପୀଠ କହିଥିଲେ ବି ସର୍ବାଧିକ ଦଣ୍ଡବିଧାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ରାହୁଲଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଏହାକୁ ସ୍ୱାଗତ କରିଛି କଂଗ୍ରେସ । ଏହା ସତ୍ୟ ଓContinue reading “ମୋଦୀ ସାଙ୍ଗିଆ ମାମଲାରେ ସୁପ୍ରିମ ରାୟ । ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ”
ଦିଲ୍ଲୀ ସେବା ସଂଶୋଧନ ବିଲକୁ ନେଇ ସଂସଦରେ ପିନାକୀ ମିଶ୍ରଙ୍କ ଭାଷଣ । ଓଡିଶାରେ ବଢିଲା ରାଜନୀତିର ପାରା ।
କନକ ବ୍ୟୁରୋ: ଦିଲ୍ଲୀ ବିଲକୁ ବିଜେଡି ସମର୍ଥନ କରବା ଓ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବା ପରେ, ଦୁଇ ଦଳର ସମ୍ପର୍କକୁ ନେଇ ଜାରି ରହିଛି ଚର୍ଚ୍ଚା । ଦୁଇ ଦଳ ପରସ୍ପରର ବନ୍ଧୁ ନା ପ୍ରତିଦ୍ୱନ୍ଦ୍ୱୀ ସେନେଇ ସବୁଠି ଆଲୋଚନା ହେଉଛି । ଆଉ ଏତିକିବେଳେ ସଂସଦରେ ବିଜେଡି ସାଂସଦ ପିନାକୀ ମିଶ୍ର ସମଦୂରତା କଥା କହିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ । ସଂସଦ ଭିତରେ ଓ ବାହାରେ ଏହାକୁ କଟାକ୍ଷContinue reading “ଦିଲ୍ଲୀ ସେବା ସଂଶୋଧନ ବିଲକୁ ନେଇ ସଂସଦରେ ପିନାକୀ ମିଶ୍ରଙ୍କ ଭାଷଣ । ଓଡିଶାରେ ବଢିଲା ରାଜନୀତିର ପାରା ।”
ବର୍ଷା କମିଲା, ହେଲେ ବଢ଼ିଲା ବନ୍ୟା ବିପନ୍ନଙ୍କ ସମସ୍ୟା । ତଳିଆ ଅଞ୍ଚଳରେ ବୁଡ଼ି ରହିଛି ଗାଁ, ଜଳବନ୍ଦୀରେ କଟୁଛି ଜୀବନ ।
କନକ ବ୍ୟୁରୋ: ବର୍ଷା ସିନା କମିଯାଇଛି, ସାଥିରେ ନେଇ ଆସିଥିବା ବନ୍ୟା କିନ୍ତୁ ବିପନ୍ନଙ୍କ ସମସ୍ୟା ବଢ଼ାଇ ଦେଇଛି । ବୁଡ଼ି ରହିଛି ଗାଁ, ଜଳବନ୍ଦୀରେ ଜୀବନ । ପାଣି କମିନଥିବାରୁ ନାଁ ଘରକୁ ଫେରିବା ସମ୍ଭବ ହେଉଛି ନା’ ବାହାରେ ରହିବା ସମ୍ଭବ ହେଉଛି । ଏହାରି ଭିତରେ ଜଳଯନ୍ତ୍ରଣାର ନୂଆଁ ନୂଆଁ କାହାଣୀ ସବୁ ଆସିବାରେ ଲାଗିଛି । ପାରାଦୀପ ପାରାଦୀପ କୁଜଙ୍ଗରେ ୫୦ ଫୁଟର ଘାଇ । ସାଇଲୋ ପଞ୍ଚାୟତର ତେରମାଣପୁର ଗାଁContinue reading “ବର୍ଷା କମିଲା, ହେଲେ ବଢ଼ିଲା ବନ୍ୟା ବିପନ୍ନଙ୍କ ସମସ୍ୟା । ତଳିଆ ଅଞ୍ଚଳରେ ବୁଡ଼ି ରହିଛି ଗାଁ, ଜଳବନ୍ଦୀରେ କଟୁଛି ଜୀବନ । “