ଅଢ଼େଇ ଦିନର ଶିଶୁ କନ୍ୟା ପାଇଁ ଅଢ଼େଇ ଲକ୍ଷ ଟଙ୍କାର ଡିଲ୍ । ନିଜ ଛୁଆକୁ ହସ୍ପିଟାଲରୁ ବାପା-ମାଆ ବିକି ଦେଇଥିବା ଅଭିଯୋଗ ।

କନକ ବ୍ୟୁରୋ: ଦଲାଲ ଜରିଆରେ ନିଃସନ୍ତାନ ଦମ୍ପତି ପିଲା ଚୋରାଇ ଆଣିବା ଭଳି ଅଭିଯୋଗ ଆପଣ ବାରମ୍ବାର ଶୁଣିଥିବେ । ହେଲେ ନବଜାତ ଶିଶୁକନ୍ୟାକୁ ଖୋଦ ବାପା, ମା’ ବିକ୍ରି କରିଦେବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଯଦିଓ ସେମାନେ ପିଲାଟିକୁ ଦାନ କରିଥିବା କହିଛନ୍ତି, କିନ୍ତୁ ୧୦ ହଜାର ଟଙ୍କାରେ ପିଲା ବିକ୍ରି ହୋଇଥିବା ଅଭିଯୋଗ କରିିଛନ୍ତି ଗାଁ ଲୋକ । ଅଢ଼େଇ ଦିନର ଶିଶୁ ପାଇଁ ଅଢ଼େଇ ଲକ୍ଷର ଡିଲ! ନବଜାତ ଶିଶୁକୁContinue reading “ଅଢ଼େଇ ଦିନର ଶିଶୁ କନ୍ୟା ପାଇଁ ଅଢ଼େଇ ଲକ୍ଷ ଟଙ୍କାର ଡିଲ୍ । ନିଜ ଛୁଆକୁ ହସ୍ପିଟାଲରୁ ବାପା-ମାଆ ବିକି ଦେଇଥିବା ଅଭିଯୋଗ ।”

୨୦୨୪ ପାଇଁ ରାଜ୍ୟ ବିଜେପିର ପ୍ରସ୍ତୁତି । ଟିମ୍ ଘୋଷଣା କଲେ ମନମୋହନ । ନୂଆ ଚେହେରାଙ୍କୁ ମିଳିଲା ସୁଯୋଗ

କନକ ବ୍ୟୁରୋ: ଦାୟିତ୍ୱ ନେବାର ଚାରି ମାସ ପରେ ନିଜ ଟିମ୍ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ପଦାଧିକାରୀ ତାଲିକାରେ ମୋଟ୍ ୩୫ ଜଣଙ୍କ ନାଁ ରହିଛି । ସେଥିରେ ୧୦ ଜଣ ଉପସଭାପତି, ୧୦ ଜଣ ସମ୍ପାଦକଙ୍କ ସହ ୪ ଜଣ ସାଧାରଣ ସମ୍ପାଦକ ରହିଛନ୍ତି । ଏହାଛଡ଼ା ୬ଟି ଛାମୁଆ ସଂଗଠନ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ୨୦୨୪ ପାଇଁ ରାଜ୍ୟ ବିଜେପିର ପ୍ରସ୍ତୁତିContinue reading “୨୦୨୪ ପାଇଁ ରାଜ୍ୟ ବିଜେପିର ପ୍ରସ୍ତୁତି । ଟିମ୍ ଘୋଷଣା କଲେ ମନମୋହନ । ନୂଆ ଚେହେରାଙ୍କୁ ମିଳିଲା ସୁଯୋଗ”

ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ । ନବୀନଙ୍କ ସହ ବୈଠକକୁ ନେଇ ଚର୍ଚ୍ଚା । କଂଗ୍ରେସ କଲା କଟାକ୍ଷ 

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତକୁ ନେଇ ବଢିବାରେ ଲାଗିଛି ଉତ୍କଣ୍ଠା । ଯଦିଓ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଛନ୍ତି ଶାହା, କିନ୍ତୁ ଦିନ ସାଢେ ୧୨ଟାରୁ ଗୋଟାଏ ମଧ୍ୟରେ ହେବାକୁ ଥିବା ବୈଠକ ବାବଦରେ କୌଣସି ସୂଚନା ଦିଆଯାଇ ନାହିଁ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ନବୀନଙ୍କ ସହ ଆଲୋଚନାକୁ ନେଇ ଚର୍ଚ୍ଚା କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟContinue reading “ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ । ନବୀନଙ୍କ ସହ ବୈଠକକୁ ନେଇ ଚର୍ଚ୍ଚା । କଂଗ୍ରେସ କଲା କଟାକ୍ଷ “

ଚାଉଳ ରପ୍ତାନୀ ଉପରେ ଭାରତ ଲଗାଇଲା କଟକଣା, ନେପାଳରେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଲୋକେ

କନକ ବ୍ୟୁରୋ : ଭାରତର ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ନେପାଳରେ ଚାଉଳର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ୨୦ରେ ଭାରତ ଅଣ-ବାସୁମତି ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଘୋଷଣା କରିଥିଲା ଏବଂ ଏହାର କିଛି ସମୟ ପରେ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟରେ ୧୫ ପ୍ରତିଶତ ବୃଦ୍ଧି ଘଟିଥିବାର ଆଲୋଚନା ହୋଇଥିଲା । ଏହାର ପ୍ରଭାବ ନେପାଳର ଖୁଚୁରା ଦୋକାନରେ ମଧ୍ୟ ଦେଖିବାକୁ ମିଳିଛି । କାଠମାଣ୍ଡୁ ସ୍ଥିତ ଖୁଚୁରାContinue reading “ଚାଉଳ ରପ୍ତାନୀ ଉପରେ ଭାରତ ଲଗାଇଲା କଟକଣା, ନେପାଳରେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଲୋକେ”

ଖୋଲିବ ରତ୍ନଭଣ୍ଡାର । ସରକାରଙ୍କୁ ସୁପାରିସ କଲା ଶ୍ରୀମନ୍ଦିର ପରିଚାଳନା କମିଟି । ଆସନ୍ତା ରଥଯାତ୍ରା ସମୟରେ ରତ୍ନ ଭଣ୍ଡାରର ହେବ ଯାଞ୍ଚ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ହେଲେ ବାରମ୍ବାର ଏହାକୁ ଏଡାଇ ଯାଉଥିଲା ଶ୍ରୀମନ୍ଦିର ପ୍ରଶାସନ । କିନ୍ତୁ ଏଦିଗରେ ଗୋଟେ ପାଦ ଆଗକୁ ବଢାଇଛି ପରିଚାଳନା କମିଟି । ଆସନ୍ତା ବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି । ତେଣୁ ଏବେ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ନିର୍ଭର କରୁଛି ରତ୍ନଭଣ୍ଡାର ଖୋଲାଯିବ ନା ନାହିଁ । ରଥଯାତ୍ରାରେ ଖୋଲିବ ଶ୍ରୀମନ୍ଦିରContinue reading “ଖୋଲିବ ରତ୍ନଭଣ୍ଡାର । ସରକାରଙ୍କୁ ସୁପାରିସ କଲା ଶ୍ରୀମନ୍ଦିର ପରିଚାଳନା କମିଟି । ଆସନ୍ତା ରଥଯାତ୍ରା ସମୟରେ ରତ୍ନ ଭଣ୍ଡାରର ହେବ ଯାଞ୍ଚ ।”

ସାଂସଦ ପଦ ଫେରିପାଇବେ ରାହୁଲ? ସଂସଦରେ ଦେଖିବାକୁ ମିଳିବ ରାହୁଲଙ୍କ ଭାଷଣ? ଲଢ଼ିପାରିବେ ୨୦୨୪ ଲୋକସଭା ନିର୍ବାଚନ !

କନକ ବ୍ୟୁରୋ: ଗୁଜୁରାଟର ତଳ କୋର୍ଟ ଦେଇଥିବା ଦଣ୍ଡବିଧାନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ, ଏବେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ  । ରାହୁଲ ଗାନ୍ଧୀଙ୍କ ଆଗାମୀ ପଦକ୍ଷେପ କଣ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ରାହୁଲ ଗାନ୍ଧୀଙ୍କ ସଭ୍ୟପଦକୁ ନେଇ । ସାଂସଦ ପଦ ଫେରିପାଇବେ ରାହୁଲ? ସଂସଦରେ ଦେଖିବାକୁ ମିଳିବ ରାହୁଲଙ୍କ ଭାଷଣ? ରାହୁଲଙ୍କ ଦଣ୍ଡବିଧାନ ଉପରେ ସୁପ୍ରିମକୋର୍ଟ ରୋକContinue reading “ସାଂସଦ ପଦ ଫେରିପାଇବେ ରାହୁଲ? ସଂସଦରେ ଦେଖିବାକୁ ମିଳିବ ରାହୁଲଙ୍କ ଭାଷଣ? ଲଢ଼ିପାରିବେ ୨୦୨୪ ଲୋକସଭା ନିର୍ବାଚନ !”

ମୋଦୀ ସାଙ୍ଗିଆ ମାମଲାରେ ‘ସୁପ୍ରିମ’ ରାୟ । ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ । ପଢନ୍ତୁ, ମାମଲାକୁ ନେଇ କଣ କହିଲେ ସର୍ବୋଚ୍ଚ ଅଦାଲତ…

କନକ ବ୍ୟୁରୋ: ଦୀର୍ଘ ୪ମାସର ଲଢ଼େଇ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି । ମୋଦୀ ସାଙ୍ଗିଆ ମାମଲାରେ ଗୁଜରାଟର ତଳକୋର୍ଟ ରାହୁଲଙ୍କୁ ଦେଇଥିବା ଦଣ୍ଡବିଧାନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ମନ୍ତବ୍ୟକୁ ଅପମାନଜନକ ବୋଲି ଖଣ୍ଡପୀଠ କହିଥିଲେ ବି ସର୍ବାଧିକ ଦଣ୍ଡବିଧାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଉ ରାହୁଲଙ୍କ ସପକ୍ଷରେ ରାୟ ଦେଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି କଂଗ୍ରେସ । ଏହା ସତ୍ୟ ଓContinue reading “ମୋଦୀ ସାଙ୍ଗିଆ ମାମଲାରେ ‘ସୁପ୍ରିମ’ ରାୟ । ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ । ପଢନ୍ତୁ, ମାମଲାକୁ ନେଇ କଣ କହିଲେ ସର୍ବୋଚ୍ଚ ଅଦାଲତ…”

କାମ ସରିନି ଭୁଷୁଡି ଗଲାଣି ଗାଡୱାଲ୍: ବାରିପଦାରେ ସାମାନ୍ୟ ବର୍ଷା ସମ୍ଭାଳି ପାରିଲା ନାହିଁ ମୁକ୍ତା ଯୋଜନା

କନକ ବ୍ୟୁରୋ: କାମ ସରିନି ଭୁଷୁଡି ଗଲାଣି ଗାଡୱାଲ୍ । ବାରିପଦାରେ ସାମାନ୍ୟ ବର୍ଷା ସମ୍ଭାଳି ପାରିଲା ନାହିଁ ମୁକ୍ତା ଯୋଜନା । ବାରିପଦା ସହରର ଶ୍ରୀମା ମହିଳା କଲେଜ ନିକଟରେ ଏହି ଯୋଜନାରେ ଭେଣ୍ଡିଙ୍ଗ ଜୋନ ତିଆରି ଚାଲିଥିଲା । ହେଲେ ସାମାନ୍ୟ ବର୍ଷାରେ କଂକ୍ରିଟ୍ ଗାଡ଼ୱାଲ ଏବଂ କଲମ ଭାଙ୍ଗିପଡିଛି । ସେପଟେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ନିର୍ମାଣଧୀନ ଅବସ୍ଥାରେ ଭୁଶୁଡ଼ିଲା ମୁକ୍ତା ଯୋଜନା । ମୁକ୍ତାContinue reading “କାମ ସରିନି ଭୁଷୁଡି ଗଲାଣି ଗାଡୱାଲ୍: ବାରିପଦାରେ ସାମାନ୍ୟ ବର୍ଷା ସମ୍ଭାଳି ପାରିଲା ନାହିଁ ମୁକ୍ତା ଯୋଜନା”

ଶିକ୍ଷା ବ୍ୟବସ୍ଥାର ଏ କି ଅଜବ ଘଟଣା: ସ୍କୁଲରେ ୬ ଜଣ ଛାତ୍ରୀଙ୍କୁ ପଢାଇବା ପାଇଁ ଅଛନ୍ତି ୬ ଜଣ ଶିକ୍ଷକ

କନକ ବ୍ୟୁରୋ: ଆମେ ଆଗରୁ ଦେଖିଛେ ବିଦ୍ୟାଳୟରେ ଶିକ୍ଷକ ଅଭାବ ଖବର । ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀମାନେ ଧାରଣ ଦେବା ଖବର ଅନେକ ଥର ଗଣମାଧ୍ୟମରେ ପ୍ରସାରଣ ହୋଇଛି । ହେଲେ ଏବେ ଯେଉଁ ଖବର ଦେଖିବା ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ବିଦ୍ୟାଳୟ ଛାତ୍ରୀ ସଂଖ୍ୟା ଠାରୁ ଅଧିକ ଶିକ୍ଷକ ଓ କର୍ମଚାରୀଙ୍କ ସଂଖ୍ୟା । ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁର ଠାରୁ ୨୦କିଲୋମିଟର ଦୂରରେ ରହିଛି ଗୋପାଳପୁର ବିଜ୍ଞାପିତ ଅଂଚଳ ।Continue reading “ଶିକ୍ଷା ବ୍ୟବସ୍ଥାର ଏ କି ଅଜବ ଘଟଣା: ସ୍କୁଲରେ ୬ ଜଣ ଛାତ୍ରୀଙ୍କୁ ପଢାଇବା ପାଇଁ ଅଛନ୍ତି ୬ ଜଣ ଶିକ୍ଷକ”

ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ: କୋରାପୁଟରେ ଚାଲିଗଲା ଗର୍ଭବତୀଙ୍କ ଜୀବନ

କନକ ବ୍ୟୁରୋ: ଗାଁରେ ପହଂଚି ପାରୁନି ଆମ୍ବୁଲାନ୍ସ କି ସରୁନି ଜନନୀ ଯନ୍ତ୍ରଣା । ସୋରରୁ ଆସିଥିବା ଏହି ଦୃଶ୍ୟ ସରକାରଙ୍କ ଗାଁ କୁ ଗାଁ ଯୋଡିବା ସ୍ଲୋଗାନକୁ ଉପହାସ କରିବ । ଗମାନଗମନ ସୁବିଧା, ପକ୍କାରାସ୍ତା ନେଇ ସ୍ୱପ୍ନ ଦେଖାଉଥିବା ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି । ଗର୍ଭବତୀଙ୍କୁ ଚେୟାରରେ ବସାଇ ବାଉଁଶ ଭାରାରେ ଡାକ୍ତରଖାନା ନେଉଛନ୍ତି ସଂପର୍କୀୟ । କାରଣ ଗାଁକୁ ରାସ୍ତା ନାହିଁ, ତେଣୁ ଘର ପାଖକୁ ଆମ୍ବୁଲାନ୍ସ ଆସି ପାରିବContinue reading “ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ: କୋରାପୁଟରେ ଚାଲିଗଲା ଗର୍ଭବତୀଙ୍କ ଜୀବନ”

Design a site like this with WordPress.com
Get started