କନକ ବ୍ୟୁରୋ: ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦର ଜଳସ୍ତର । ଆଜି ସନ୍ଧ୍ୟା ସୁଦ୍ଧା ୧୦ଟି ଗେଟ୍ ଖୋଲିବା ନେଇ ସୂଚନା ହୀରାକୁଦ ଡ୍ୟାମ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି । ମଧ୍ୟାହ୍ନ ସାଢେ ୨ଟାରେ ୫ଟି ଗେଟ୍ ଖୋଲାଯାଇଥିବା ବେଳେ ସନ୍ଧ୍ୟା ବେଳେ ଆଉ ୫ ଟି ଗେଟ ଖୋଲାଯିବ । ଏବେ ମୋଟ ୭ଟି ଗେଟ ଦେଇ ବନ୍ୟାଜଳ ନିସ୍କାସନ କରାଯାଉଛି । ପ୍ରତି ସେକେଣ୍ଡରେ ୧୫ ହଜାର କ୍ୟୁସେକ ଜଳ ନିସ୍କାସନContinue reading “ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ୍: ମୋଟ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ”
Tag Archives: News
ସ୍ଥଗିତ ରହିଲା କେଦାନାଥ ଯାତ୍ରା । ଗୌରୀକୁଣ୍ଡ ଭୂସ୍ଖଳନରେ ୧୯ ଯାତ୍ରୀ ନିଖୋଜ, ସର୍ଚ୍ଚ ଅପରେସନ ଜାରି
କନକ ବ୍ୟୁରୋ : ଉତ୍ତରାଖଣ୍ଡ ଗୌରୀକୁଣ୍ଡ ଠାରେ ହୋଇଥିବା ଭୂସ୍ଖଳନ ଫଳରେ ୧୯ ଜଣ କେଦାରନାଥ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ଏହି କାରଣରୁ ଏବେ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ଗୁରୁବାର ରାତି ୧୨ଟା ବେଳେ କେଦାରନାଥ ମୁଖ୍ୟ ପଡାବ ଗୋ÷ରୀକୁଣ୍ଡ ପୋଲ ନିକଟରେ ଭୂସ୍ଖଳନ ହୋଇଥିଲା । ଏଥିରେ ୩ରୁ ୪ଟି ବଡ ବଡ ଦୋକାନ ଭାଙ୍ଗିଯାଇଥିଲା । ସେପଟେ ପାହାଡରୁ ଖସିଥିବା ମାଟି ଅତଡା କାରଣରୁ ୧୯ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତିContinue reading “ସ୍ଥଗିତ ରହିଲା କେଦାନାଥ ଯାତ୍ରା । ଗୌରୀକୁଣ୍ଡ ଭୂସ୍ଖଳନରେ ୧୯ ଯାତ୍ରୀ ନିଖୋଜ, ସର୍ଚ୍ଚ ଅପରେସନ ଜାରି”
ଅବିଶ୍ୱାସ ପ୍ରସ୍ତାବ ମଧ୍ୟରେ ୧୧ଟି ବିଲ ପାରିତ କଲେ କେନ୍ଦ୍ର ସରକାର । ନିୟମ ଉଲଙ୍ଘନ ବୋଲି ଅଭିଯୋଗ କଲେ ବିରୋଧୀ
କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନରେ ସବୁଠାରୁ ରୋଚକ କଥା ହେଉଛି ବିରୋଧୀଦଳଙ୍କ ଦୁଇଟି ପ୍ରସଙ୍ଗ । ପ୍ରଥମ ପ୍ରସଙ୍ଗ ହେଉଛି ମଣିପୁର ଭାଇରାଲ ଭିଡିଓ ମାମଲାରେ ପ୍ରଧାନମନ୍ତ୍ରୀ ଗୃହରେ ନିଜର ବୟାନ ରଖନ୍ତୁ । ଦ୍ୱିତୀୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ମିଳିତ ବିରୋଧୀମେଣ୍ଟ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି । ଏହି ଦୁଇଟି ପ୍ରସଙ୍ଗରେ ବିରୋଧୀ ଓ ସରକାରୀ ଦଳର ସାଂସଦମାନଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ଗୋଟିଏ ଦିନ ମଧ୍ୟ ସଂସଦ ଠିକରେ ଚାଲିପାରି ନାହିଁContinue reading “ଅବିଶ୍ୱାସ ପ୍ରସ୍ତାବ ମଧ୍ୟରେ ୧୧ଟି ବିଲ ପାରିତ କଲେ କେନ୍ଦ୍ର ସରକାର । ନିୟମ ଉଲଙ୍ଘନ ବୋଲି ଅଭିଯୋଗ କଲେ ବିରୋଧୀ”
ମୁଁ ଫେରୁଛି, ପ୍ରଶ୍ନ ପଚାରିବା ଜାରିରହିବ। ରାହୁଲଙ୍କୁ କୋର୍ଟରୁ ଆଶ୍ୱସ୍ତି ପରେ କଂଗ୍ରେସ ଜାରିକଲା ସଂସଦର ଫଟୋ
କନକ ବ୍ୟୁରୋ: ମୋଦୀ ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । କୋର୍ଟ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ପକ୍ଷରେ ନିଜର ଫଇସଲା ଶୁଣାଇଛନ୍ତି । ତାଙ୍କ ଉପରେ ଦଣ୍ଡକୁ ବର୍ତ୍ତମାନ ପାଇଁ ରୋକ ଲଗାଯାଇଛି । ଏହି ମାମଲାରେ ରାହୁଲ ଗାନ୍ଧୀଙ୍କର ସଂସଦର ସଦସ୍ୟତା ରଦ୍ଦ କରାଯାଇଥିଲା । ଫଇସଲା ଆସିବା ପରେ କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତା ଖୁସି ମନାଇଛନ୍ତି । କଂଗ୍ରେସର ଟ୍ୱିଟର ହାଣ୍ଡେଲରୁ ଟ୍ୱିଟ କରାଯାଇଛିContinue reading “ମୁଁ ଫେରୁଛି, ପ୍ରଶ୍ନ ପଚାରିବା ଜାରିରହିବ। ରାହୁଲଙ୍କୁ କୋର୍ଟରୁ ଆଶ୍ୱସ୍ତି ପରେ କଂଗ୍ରେସ ଜାରିକଲା ସଂସଦର ଫଟୋ”
ପାରମ୍ପରିକ ଓଡିଆ ରୋଷେଇ କ୍ଷେତ୍ରରେ ନୂଆ ଦିଗନ୍ତ । ଉନ୍ମୋଚିତ ହେଲା ରିତୁ ପଟ୍ଟନାୟକଙ୍କ ଲିଖତ ପୁସ୍ତକ ‘”259 inherited recipes of Odisha”
କନକ ବ୍ୟୁରୋ: କଥାରେ ଅଛି କାହାକୁ ଖୁସି କରିବାର ଥିଲେ ପ୍ରଥମେ ତାଙ୍କ ପେଟ ଚିହ୍ନିବାକୁ ପଡିବ । ସୁଆଦିଆ ଖାଦ୍ୟ ଖୁଆଇ କାହାରି ମନ ଜିତିହେବ । ଏକଥା କହିଛନ୍ତି “259 inherited recipes of Odisha” ପୁସ୍ତକର ଲେଖିକା ରିତୁ ପଟ୍ଟାନାୟକ । ଓଡିଶାର ପାରମ୍ପରିକ ଖାଦ୍ୟ ରାନ୍ଧଣା କ୍ଷେତ୍ରରେ ଏହି ପୁସ୍ତକଟି ଆଉ ଏକ ପଦକ୍ଷେପ । ଏଥିରେ ରହିଛି ୨୫୯ ପ୍ରକାର ପାରମ୍ପରିକ ଓ ସ୍ୱାସ୍ଥ୍ୟକର ଖାଦ୍ୟର ରେସିପି । ନିକଟରେContinue reading “ପାରମ୍ପରିକ ଓଡିଆ ରୋଷେଇ କ୍ଷେତ୍ରରେ ନୂଆ ଦିଗନ୍ତ । ଉନ୍ମୋଚିତ ହେଲା ରିତୁ ପଟ୍ଟନାୟକଙ୍କ ଲିଖତ ପୁସ୍ତକ ‘”259 inherited recipes of Odisha””
ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! ରଥଯାତ୍ରା ସମୟରେ ଖୋଲିବା ନେଇ ପରିଚାଳନା କମିଟିରେ ହୋଇଛି ସୁପାରିଶ ।
କନକ ବ୍ୟୁରୋ : ଆସନ୍ତାବର୍ଷ ଖୋଲିବ ରତ୍ନଭଣ୍ଡାର । ରଥଯାତ୍ରା ସମୟରେ ଖୋଲାଯାଇପାରେ ରତ୍ନଭଣ୍ଡାର । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି କରାଯିବ ଯାଞ୍ଚ । ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠନ ହେବ ବୈଷୟିକ କମିଟି । ଲେଜର ସ୍କାନିଂ ଦ୍ୱାରା କରାଯିବ ଯାଞ୍ଚ । ଏହାସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ସୁପାରିଶ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।Continue reading “ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! ରଥଯାତ୍ରା ସମୟରେ ଖୋଲିବା ନେଇ ପରିଚାଳନା କମିଟିରେ ହୋଇଛି ସୁପାରିଶ ।”
ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ପରେ ସାଂସଦ ପଦ ଫେରିପାଇବା ନେଇ ବଢିଲା ଆଶା, ଜାଣନ୍ତୁ କଣ ରହିଛି ନିୟମ ?
କନକ ବ୍ୟୁରୋ : ମୋଦୀ ସାଙ୍ଗିଆ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ସୁରଟ କୋର୍ଟ ଶୁଣାଇଥିବା ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି କି ଚୂଡାନ୍ତ ମାମଲା ନଆସିବା ଯାଏ ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ଦଣ୍ଡବିଧାନ ସ୍ଥଗିତ ରହିବ । ଏହି ଖବର ଏବେ ସାରା ଦେଶର କଂଗ୍ରେସ ପ୍ରେମୀଙ୍କ ମଧ୍ୟରେ ପୁଣି ଉତ୍ସାହ ଭରି ଦେଇଛି । ହେଲେ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସାଂସଦContinue reading “ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ପରେ ସାଂସଦ ପଦ ଫେରିପାଇବା ନେଇ ବଢିଲା ଆଶା, ଜାଣନ୍ତୁ କଣ ରହିଛି ନିୟମ ?”
ହୀରାକୁଦରେ ସନ୍ଧ୍ୟା ସୁଦ୍ଧା ଖୋଲିବ ୧୦ଟି ଗେଟ୍ : ସୂଚନା ଦେଲେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ
କନକ ବ୍ୟୁରୋ : ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ବଢ଼ିବାରେ ଲାଗିଛି ଜଳସ୍ତର । ଆଜି ସଂଧ୍ୟା ସୁଦ୍ଧା ୧୦ଟି ଗେଟ୍ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ । ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ୫ଟି ଗେଟ୍ । ପରେ ସାଢ଼େ ୫ଟା ସୁଦ୍ଧା ଅନ୍ୟ ୫ଟି ଗେଟ୍ ଖୋଲାଯିବ । ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେବ । ହୀରାକୁଦରେ ୬୧୬ ଦଶମିକ ୩୭ ଫୁଟ ଜଳ ରହିଛିContinue reading “ହୀରାକୁଦରେ ସନ୍ଧ୍ୟା ସୁଦ୍ଧା ଖୋଲିବ ୧୦ଟି ଗେଟ୍ : ସୂଚନା ଦେଲେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ”
ବନ୍ୟା ପାଣିରେ ବୁଲୁଛି ବିଷଧର ସାପ : ନଦୀକୁଳିଆ ଗ୍ରାମବାସୀ ଭୟଭୀତ
କନକ ବୁରୋ : ବନ୍ୟା ପାଣିରେ ବୁଲୁଛି ବିଷଧର ସାପ । ଅନୁଗୁଳ ମହାନଦୀ ଗଣ୍ଡ ଟିକରପଡ଼ାରେ ପଶିଥିବା ବନ୍ୟା ପାଣିରେ ସାପ ବୁଲୁଥିବା ଦେଖିବାକୁ ମିଳିଛି । ୨ ଦିନର ଲଗାଣ ବର୍ଷାରେ ଚାରିଆଡ଼େ ପାଣି ମାଡ଼ିଯାଇଛି । ଆଉ ସେହି ପାଣିରେ ବିଭିନ୍ନ ପ୍ରଜାତିର ସାପ ବୁୁଲୁଛନ୍ତି । ବଢ଼ିପାଣିରେ ଅଜଗର ସାପ ଭାସି ଆସିଥିବା ଦେଖିବାକୁ ମିଳିଛି । ବିଷଧର ସାପକୁ ଦଖି ନଦୀକୁଳିଆ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । TheContinue reading “ବନ୍ୟା ପାଣିରେ ବୁଲୁଛି ବିଷଧର ସାପ : ନଦୀକୁଳିଆ ଗ୍ରାମବାସୀ ଭୟଭୀତ”
ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ସଜ୍ଜା ଉପରେ ଲାଗିଲା କଟକଣା
କନକ ବ୍ୟୁରୋ : ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି କି ଚୂଡାନ୍ତ ମାମଲା ନଆସିବା ଯାଏଁ ଗୁଜରାଟ ହାଇକୋର୍ଟର ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏହି ମାମଲାରେ ପ୍ରଥମେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ସୁରଟ କୋର୍ଟଙ୍କ ରାୟ ଆଧାରରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ବି ରଦ୍ଦ ହୋଇଥିଲାContinue reading “ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ସଜ୍ଜା ଉପରେ ଲାଗିଲା କଟକଣା”