କନକ ବ୍ୟୁରୋ : ସାହାରା ଗ୍ରୁପରେ ଟଙ୍କା ନିବେଶ କରିଥିବା ଜମାକାରୀଙ୍କ ପାଇଁ ଖୁସି ଖବର । ଦୀର୍ଘଦିନ ଧରି ସାହାରା ଗ୍ରୁପରେ ଫଶି ରହିଥିବା ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ଠାରେ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଟଙ୍କା ଫେରସ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି କ୍ରମରେ ଆଜି ୧୧୨ ଜଣ ଜମାକାରୀଙ୍କୁ ବ୍ୟାଙ୍କ ଖାତାକୁ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ଫେରାଇଛନ୍ତିContinue reading “ସାହାରା ନିବେଶକଙ୍କ ପାଇଁ ଖୁସି ଖବର । ଆରମ୍ଭ ହେଲା ଟଙ୍କା ଫେରସ୍ତ”
Tag Archives: News
ହୀରାକୁଦର ଖୋଲିବ ଆଉ ୫ଟି ଗେଟ୍ : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା
କନକ ବ୍ୟୁରୋ : ହୀରାକୁଦର ଖୋଲିବ ଆଉ ୫ଟି ଗେଟ୍ । ଦିନ ୨ଟା ସୁଦ୍ଧା ୫ଟି ଗେଟ୍ ଖୋଲିବା ନେଇ ସୂଚନା । ବର୍ତ୍ତମାନ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ମୋଟ୍ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେବ । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏ ନେଇ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରକୁ ଏବେ ସେକେଣ୍ଡ ପିଛା ୪ ଲକ୍ଷ ୭୪ ହଜାର ୬୪୬ କ୍ୟୁସେକContinue reading “ହୀରାକୁଦର ଖୋଲିବ ଆଉ ୫ଟି ଗେଟ୍ : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା”
ଅଢ଼େଇ ଦିନର ଛୁଆକୁ ପାଇଁ ଅଢ଼େଇ ଲକ୍ଷରେ ଡିଲ୍ ଅଭିଯୋଗ : ତନାଘନା ପରେ ସଫେଇ ରଖିଲେ ବାପା-ମା’
କନକ ବ୍ୟୁରୋ : ନିର୍ଦ୍ଦୟ ହେଲେ ବାପା, ମାଆ । ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିଦେଇଥିବା ଅଭିଯୋଗ । ଯଦିଓ ସେମାନେ ପିଲାଟିକୁ ଦାନ କରିଥିବା କହିଛନ୍ତି, କିନ୍ତୁ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ । ଏଭଳି ଅଭାବନୀୟ ଘଟଣା ବାଲୋଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତଲାଡି ଗାଁରୁ ସାମ୍ନାକୁ ଆସିଛି । ଯାହା ରାସାରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ସବୁଠାରୁ ବଡକଥା ହେଉଛି ପିଲାଟିକୁ ଅନ୍ୟକୁContinue reading “ଅଢ଼େଇ ଦିନର ଛୁଆକୁ ପାଇଁ ଅଢ଼େଇ ଲକ୍ଷରେ ଡିଲ୍ ଅଭିଯୋଗ : ତନାଘନା ପରେ ସଫେଇ ରଖିଲେ ବାପା-ମା’”
ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା : ୬ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କନକ ବ୍ୟୁରୋ : ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା । ୬ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୂର୍ବରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମେ ୧୯ରେ ହାଇକୋର୍ଟ ଦେଇଥିବା ଏହି ରାୟ ଦୁଇ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଓପିଏସସି ବିରୁଦ୍ଧରେContinue reading “ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା : ୬ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ”
୨୦୨୪ ପାଇଁ ବିଜେପିର କସରତ, ମନମୋହନଙ୍କ ନୂଆ ଟିମକୁ ଶାହା ଦେବେ ମନ୍ତ୍ର । ଗୋଲକ କହିଲେ, ଶାସନ କ୍ଷମତାକୁ ଫେରିବାକୁ ନୂଆ ଟିମ କରିବ କାମ ।
କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ଘୋଷଣା ହୋଇଛି ମନମୋହନଙ୍କ ନୂଆ ଟିମ୍ । ୩୫ ଜଣିଆ ନୂଆ ଟିମକୁ ଆସନ୍ତାକାଲି ଗୁରୁମନ୍ତ୍ର ଦେବେ ଅମିତ ଶାହା । ଓଡ଼ିଶା ଗସ୍ତରେ ଅମିତ ଶାହା ଆସୁଥିବା ବେଳେ ଦଳର ନୂଆ ପଦାଧିକାରୀଙ୍କ କାନରେ ନିର୍ବାଚନ ପାଇଁ ମନ୍ତ୍ର ଫୁଙ୍କିବେ । ଯାହା ନୂଆ ଟିମର ମନୋବଳ ବଢାଇବ ବୋଲି କହିଛନ୍ତି ମନମୋହନଙ୍କ ଟିମରେ ଉପ-ସଭାପତି ଭାବେ ସ୍ଥାନ ପାଇଥିବା ଗୋଲକ ମହାପାତ୍ର । ବୁଥ ସ୍ତରରୁContinue reading “୨୦୨୪ ପାଇଁ ବିଜେପିର କସରତ, ମନମୋହନଙ୍କ ନୂଆ ଟିମକୁ ଶାହା ଦେବେ ମନ୍ତ୍ର । ଗୋଲକ କହିଲେ, ଶାସନ କ୍ଷମତାକୁ ଫେରିବାକୁ ନୂଆ ଟିମ କରିବ କାମ । “
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଆରମ୍ଭରେ ଉଠିଲା ବନକଲାଗି ପ୍ରସଙ୍ଗ; ପରେ ଚର୍ଚ୍ଚା କରିବା କହି ଏଡା଼ଇଗଲେ ଗଜପତି ମହାରାଜ
କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା ବୈଠକରେ ଉଠିଲା ମହାପ୍ରଭୁଙ୍କ ବନକଲାଗି ପ୍ରସଙ୍ଗ । ଆଜି ପରିଚାଳନା କମିଟିର ବୈଠକ ବସିଛି । ପରିଚାଳନା କମିଟିର ସଦସ୍ୟ ମାଧବ ପୂଜାପଣ୍ଡା ପ୍ରଥମେ ବନକଲାଗୀ ନୀତି ପ୍ରସଙ୍ଗ ଉଠାଇଛନ୍ତି । ମାତ୍ର କମିଟିର ସ୍ଥାୟୀ ଅଧ୍ୟକ୍ଷ ଗଜପତି ମହାରାଜ କହିଛନ୍ତି, ପରବର୍ତ୍ତୀ ସମୟରେ ଆଲୋଚନା ହେବ କହି ଆଡେଇ ଯାଇଛନ୍ତି । ସେପଟେ ବୈଠକରେ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଓ ଚାରିଦ୍ୱାର ଖୋଲିବା ପ୍ରସଙ୍ଗ ଉଠାଇଥିଲେ ସୁଦ୍ଧାContinue reading “ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଆରମ୍ଭରେ ଉଠିଲା ବନକଲାଗି ପ୍ରସଙ୍ଗ; ପରେ ଚର୍ଚ୍ଚା କରିବା କହି ଏଡା଼ଇଗଲେ ଗଜପତି ମହାରାଜ”
ଆକାଶଛୁଆଁ ଟମାଟୋ ଦର । ଖାଦ୍ୟରେ ଟମାଟୋ ପକାଇବାକୁ ମନାକଲେ ପଞ୍ଜାବ ରାଜ୍ୟପାଳ
କନକ ବ୍ୟୁରୋ: ଏବେ ଅଧିକାଂଶ ରୋଷେଇ ଘରେ ଟମୋଟୋ ଦେଖିବାକୁ ମିଳୁନି । ଖୁଚୁରା ବଜାରରେ ଟମାଟୋ ଦର ୨୦୦ ରୁ ୨୫୦ ଟଙ୍କା ଥିବାବେଳେ କିଣିବାକୁ ଡରୁଛନ୍ତି ବଡବଡିଆ । ଏହାର ପ୍ରମାଣ ହେଉଛନ୍ତି ପଞ୍ଜାବ ରାଜ୍ୟପାଳ । ତାଙ୍କ ମେନୁରେ ଟମାଟୋ ସାମିଲ ନକରିବାକୁ କହିଛନ୍ତି ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ । କୌଣସି ଜିନିଷ ଖାଇବା ଛାଡ଼ିଦେଲେ ତା’ର ଦର ଆପେ ଆପେ କମିଯିବ । ଜନସାଧାରଣ ଏବେ ନିଜ ନିଜ ପରିବାରରେContinue reading “ଆକାଶଛୁଆଁ ଟମାଟୋ ଦର । ଖାଦ୍ୟରେ ଟମାଟୋ ପକାଇବାକୁ ମନାକଲେ ପଞ୍ଜାବ ରାଜ୍ୟପାଳ”
ବନ୍ୟା ପାଇଁ ୪ ଦିନ ହେବ ପାଣି ଘେରରେ ଲୋକେ : ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଶୁଖିଲା ଖାଦ୍ୟ ପହଞ୍ଚି ନଥିବା ଅଭିଯୋଗ
କନକ ବ୍ୟୁରୋ : ବନ୍ୟା ପାଇଁ ୪ ଦିନ ହେବ ପାଣି ଘେରରେ ଲୋକେ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ପାହିତୋରଣା ପଂଚାୟତ ମଙ୍ଗରାଜପୁର ଗାଁରେ ୨୦ରୁ ଅଧିକ ଲୋକଙ୍କ ଘରେ ପାଣି ପଶି ଯାଇଛି । ୪ଦିନ ହେବ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ । ଶୁଖିଲା ଖାଦ୍ୟ ଖାଇ ପାଣି ଘେରରେ ଥିବା ବେଳେ ଏପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଶୁଖିଲା ଖାଦ୍ୟ ପହଞ୍ଚି ନଥିବା କହିଛନ୍ତି । ସୋରରେContinue reading “ବନ୍ୟା ପାଇଁ ୪ ଦିନ ହେବ ପାଣି ଘେରରେ ଲୋକେ : ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଶୁଖିଲା ଖାଦ୍ୟ ପହଞ୍ଚି ନଥିବା ଅଭିଯୋଗ”
ଉଡାଣ ଭରିବା ବେଳେ ବନ୍ଦ ହୋଇଗଲା ବିମାନ ଇଞ୍ଜିନ୍ । ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ
କନକ ବ୍ୟୁରୋ: ଅଳ୍ପକେ ବର୍ତ୍ତିଲା ଶହଶହ ବିମାନ ଯାତ୍ରୀଙ୍କ ଜୀବନ । ଉଡାଣ ବେଳେ ହଠାତ୍ ଇଞ୍ଜିନ ବନ୍ଦ ହୋଇଯିବାରୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ । ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସକାଳୁ 6e2433 ଇଣ୍ଡିଗୋ ବିମାନ ଉଡାଣ ଭରିବାର କିଛି ମିନିଟ ପରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା । ଫଳରେ ବିମାନ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ସୂଚନା ମୁତାବକ, ଲ୍ୟାଣ୍ଡିଙ୍ଗ କରିବାର କିଛି ସମୟ ପରେ ହିଁContinue reading “ଉଡାଣ ଭରିବା ବେଳେ ବନ୍ଦ ହୋଇଗଲା ବିମାନ ଇଞ୍ଜିନ୍ । ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ”
ରସୁଲପୁର ବ୍ଲକ ବନ୍ଧଡିହ ଅଞ୍ଚଳରେ ପଶିଲା ବନ୍ୟାପାଣି : ଘେରି ବନ୍ଧରେ ୧୫ ଫୁଟର ଘାଇ, ପାଣି ଘେରରେ ୪୦ ପରିବାର
କନକ ବ୍ୟୁରୋ : ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ବନ୍ଧଡିହ ଅଞ୍ଚଳରେ ପଶିଛି ବନ୍ୟା ପାଣି । ଘେରି ବନ୍ଧରେ ୧୫ ଫୁଟର ଘାଇ ହୋଇଛି । ପାଖାପାଖି ୪୦ଟିି ପରିବାର ପାଣି ଘେରରେ ରହିଛନ୍ତି । ତହସିଲଦାର ଓ ସ୍ଥାନୀୟ ପୋଲିସ ଭଗବତୀ ପଡ଼ିଆ ସ୍କୁଲରେ ପହଞ୍ଚି ବନ୍ୟା ବିପନ୍ନଙ୍କୁ ଭେଟିବା ସହ ସେମାନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । The post ରସୁଲପୁର ବ୍ଲକ ବନ୍ଧଡିହ ଅଞ୍ଚଳରେ ପଶିଲା ବନ୍ୟାପାଣି :Continue reading “ରସୁଲପୁର ବ୍ଲକ ବନ୍ଧଡିହ ଅଞ୍ଚଳରେ ପଶିଲା ବନ୍ୟାପାଣି : ଘେରି ବନ୍ଧରେ ୧୫ ଫୁଟର ଘାଇ, ପାଣି ଘେରରେ ୪୦ ପରିବାର”