କନକ ବ୍ୟୁରୋ : ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ତର । ଜଳଭଣ୍ଡାରରେ ଜଳସ୍ତର ୬୧୪ ଦଶମିକ ୦୬ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ପ୍ରାୟ ୪ ଲକ୍ଷ ୩୨ ହଜାର ୮୦୮ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ୬୭ ହଜାର ୬୯୦ କ୍ୟୁସେକ୍ ଜଳ । ୨ ଗେଟ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରୁ ମହାନଦୀକୁ ମାଡି ଆସୁଛି ପାଣି । ଛତିଶଗଡ଼ରେContinue reading “ହୀରାକୁଦକୁ ମାଡି ଆସୁଛି ପାଣି : ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୪.୬୦ ଫୁଟ; ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ”
Tag Archives: News
କୁଜଙ୍ଗରେ ୫୦ ଫୁଟର ଘାଇ ଯୋଗୁଁ ଲୋକେ ଜଳବନ୍ଦୀ : ଗତବର୍ଷ ମଧ୍ୟ ସମାନ ସ୍ଥାନରେ ସୃଷ୍ଟି ହୋଇଥିଲା ଘାଇ
କନକ ବ୍ୟୁରୋ : ପାରାଦୀପ କୁଜଙ୍ଗରେ ୫୦ ଫୁଟର ଘାଇ । ହରିପୁର ପଞ୍ଚାୟତର ତେରମାଣପୁର ନଦୀବନ୍ଧରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଲୋକ ଜଳବନ୍ଦୀରେ ଅଛନ୍ତି । ଗତବର୍ଷ ବନ୍ୟାରେ ଏହି ସମ୍ମାନ ସ୍ଥାନରେ ଘାଇ ହୋଇଥିଲା । ଜଳସମ୍ପଦ ବିଭାଗ ଅଧିକାରୀ ବନ୍ଧକୁ ନିର୍ମାଣ କରିବା ସତ୍ୱେ ପୁଣି ସେହି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। The post କୁଜଙ୍ଗରେ ୫୦ ଫୁଟର ଘାଇ ଯୋଗୁଁ ଲୋକେ ଜଳବନ୍ଦୀ :Continue reading “କୁଜଙ୍ଗରେ ୫୦ ଫୁଟର ଘାଇ ଯୋଗୁଁ ଲୋକେ ଜଳବନ୍ଦୀ : ଗତବର୍ଷ ମଧ୍ୟ ସମାନ ସ୍ଥାନରେ ସୃଷ୍ଟି ହୋଇଥିଲା ଘାଇ”
ନୁହ ଏସପିଙ୍କ ବଦଳି, ହରିୟାଣାର ୫ ଜିଲ୍ଲାରେ ୯୩ ମାମଲା ଦାଏର, ୧୭୬ ଗିରଫ, ରାଡାରରେ ହିଂସା ସୃଷ୍ଟିକାରୀ ୨୩୦୦ ଭିଡିଓ
କନକ ବ୍ୟୁରୋ: ହରିୟାଣାରେ ହୋଇଥିବା ହିଂସାର ଅଭିଯୁକ୍ତଙ୍କ ଉପରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଏବେଯାଏଁ ୫ ଜିଲ୍ଲାରେ ପାଖାପାଖି ୯୩ଟି ମାମଲା ଦାଏର ହୋଇଛି । ୧୭୬ଜଣଙ୍କୁ ଗିରଫ କରାଯାଇଛି । ଏଥିରୁ କେବଳ ନୁହରେ ୪୬ ମାମଲା ଦାଏର ହୋଇଛି । ସବୁଠାରୁ ବଡ ଖବର ହେଉଛି ହିଂସାକୁ ନେଇ ନୁହ ଏସପିଙ୍କର ବଦଳି ହୋଇଛି । ଏସପି ବରୁଣ ସିଙ୍ଗଲା ଶୋଭାଯାତ୍ରା ପୂର୍ବରୁ ଛୁଟିରେ ଥିଲେ । ତାଙ୍କContinue reading “ନୁହ ଏସପିଙ୍କ ବଦଳି, ହରିୟାଣାର ୫ ଜିଲ୍ଲାରେ ୯୩ ମାମଲା ଦାଏର, ୧୭୬ ଗିରଫ, ରାଡାରରେ ହିଂସା ସୃଷ୍ଟିକାରୀ ୨୩୦୦ ଭିଡିଓ”
୧୮ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ : ନିଷ୍ପତ୍ତିକୁ ବିରୋଧ କରି ଆଜି ଜବରଦସ୍ତ ବସିବେ ଉଠାଦୋକାନୀ
କନକ ବ୍ୟୁରୋ : ୧୮ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ । ବିଏମସି ସହ ଆଲୋଚନା ପରେ ଖୋଲିଛି ଭୁବନେଶ୍ୱରର ସବୁଠାରୁ ବଡ ମାର୍କେଟ ହବ୍ । ବିଏମସି ସହ ସେଂଟ୍ରାଲ ମାର୍କେଟ ଆସୋସିଏସନ ୧୨ଟି ସର୍ତ ରଖିଛି । ଆସନ୍ତା ୫ ବର୍ଷ ପାଇଁ ସଂଘର ଦାୟିତ୍ୱରେ ରହିବ ମାର୍କେଟ ବିଲ୍ଡିଂ । ୧୨ଟି ସର୍ତ ମଧ୍ୟରୁ ଲୋକଙ୍କ ସୁରକ୍ଷା, ସୌନ୍ଦର୍ଯ୍ୟକରଣ, ଶୌଚାଳୟ ବ୍ୟବସ୍ଥା ରହିବ । ମାର୍କେଟ ବିଲ୍ଡିଂ ୧୮ ଦିନ ବନ୍ଦContinue reading “୧୮ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ : ନିଷ୍ପତ୍ତିକୁ ବିରୋଧ କରି ଆଜି ଜବରଦସ୍ତ ବସିବେ ଉଠାଦୋକାନୀ”
୯୦ ବର୍ଷରେ ବି ରାଜନୀତିରେ ସକ୍ରିୟ ବିଶ୍ୱଭୂଷଣ ହରିଚନ୍ଦନ : କନକ ନ୍ୟୁଜକୁ କହିଲେ ଫିଟ୍ ରହିବାର କାରଣ
କନକ ବ୍ୟୁରୋ : ୯୦ ବର୍ଷରେ ବି ରାଜନୀତିରେ ସକ୍ରିୟ ବରିଷ୍ଠ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନ । କନକ ନ୍ୟୁଜକୁ କହିଛନ୍ତି ଫିଟ୍ ରହିବାର କାରଣ । କହିଛନ୍ତି, ଦେଶ ଓ ଲୋକଙ୍କ ସମସ୍ୟା ଚିନ୍ତା କରୁଥିବାରୁ ସେ ସକ୍ରିୟ ଅଛନ୍ତି । ଏହା ସହ ସାଧାରଣ ଲୋକଙ୍କ ନ୍ୟାର୍ଯ୍ୟ ଦାବି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଦୀଘବର୍ଷର ରାଜନୈତିକ କ୍ୟାରିୟର ଭିତରେ ବିଶ୍ୱଭୂଷଣ ଏକାଧିକ ଥର ବିଧାନସଭାକୁContinue reading “୯୦ ବର୍ଷରେ ବି ରାଜନୀତିରେ ସକ୍ରିୟ ବିଶ୍ୱଭୂଷଣ ହରିଚନ୍ଦନ : କନକ ନ୍ୟୁଜକୁ କହିଲେ ଫିଟ୍ ରହିବାର କାରଣ”
ଶେଯରେ ପଡି ଛଟପଟ ଗୋଟିଏ ବୋଲି ପୋଷିଲା ପୁଅ । ବୁଢି ମା’, ସ୍ତ୍ରୀ ଆଖିରୁ ଶୁଖୁନି ଲୁହ ।
କନକ ବ୍ୟୁରୋ: ଦିନ ରାତି ବୁଢି ମା’ ଆଉ ସ୍ତ୍ରୀ ଆଖିରୁ ଝରୁଛି ଲୁହ । ମା’ର ବିକଳ କାନ୍ଦ ଗୋଟିଏ ବୋଲି ପୁଅ ପାଇଁ , ଯିଏ ରୋଗରେ ପଡି କଲବଲ ହେଉଛି । ଏମିତି ଗୋଟିଏ ଦିନ ନାହିଁ ଯେଉଁଦିନ ଏ ମା’ ନ କାନ୍ଦିଛି । କି ଜାଣିଥିଲା ଦଇବ ଏମିତି ଦୁଃଖ ଦେବ ବୋଲି । ଯେଉଁ ପୁଅର କାନ୍ଧରେ ନିଜେ ମାଶାଣିକୁ ଯିବେ ବୋଲି ଭାବିଥିଲେ ଆଜି ସେ ପୁଅରContinue reading “ଶେଯରେ ପଡି ଛଟପଟ ଗୋଟିଏ ବୋଲି ପୋଷିଲା ପୁଅ । ବୁଢି ମା’, ସ୍ତ୍ରୀ ଆଖିରୁ ଶୁଖୁନି ଲୁହ ।”
ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହା : ଜାତୀୟ ରାଜପଥ ପ୍ରକଳ୍ପର କରିବେ ଶୁଭାରମ୍ଭ; ନବୀନଙ୍କ ସହ ଗୋଟିଏ ମଞ୍ଚରେ ବସିବେ
କନକ ବ୍ୟୁରୋ : ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାତି ୧୦ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିବେ । ଆସନ୍ତାକାଲି ଦିନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ । ସୁକିନ୍ଦା-କାମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥContinue reading “ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହା : ଜାତୀୟ ରାଜପଥ ପ୍ରକଳ୍ପର କରିବେ ଶୁଭାରମ୍ଭ; ନବୀନଙ୍କ ସହ ଗୋଟିଏ ମଞ୍ଚରେ ବସିବେ”
ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ସ୍କୁଲ ଛୁଟି : ବନ୍ୟା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
କନକ ବ୍ୟୁରୋ : ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ସ୍କୁଲ ଛୁଟି ଘୋଷଣା । ଜଗତସିଂହପୁର ୩ଟି ବ୍ଲକ, ଭଦ୍ରକର ୪ଟି ବ୍ଲକରେ ଆଜି ବନ୍ଦ ରହିବ ସମସ୍ତ ବିଦ୍ୟାଳୟ । ଭଦଅ୍ରକର ୩ଟି ବ୍ଲକ ହେଉଛି ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗର ୨୫ ସ୍କୁଲ ଛୁଟି । ସେହିପରି ଭଦ୍ରକର ତିହିଡ଼ି, ଚାନ୍ଦବାଲି, ଧାମନଗର, ଭଣ୍ଡାରୀପୋଖରୀ ବ୍ଲରେ ଥିବା ସମସ୍ତ ବ୍ଲକ ଛୁଟି ଘୋଷଣା କରାଯାଇଛି । ବନ୍ୟା ପରିସ୍ଥିତି ପାଇଁ ଜିଲ୍ଲାContinue reading “ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ସ୍କୁଲ ଛୁଟି : ବନ୍ୟା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି”
୨୦ ଦୋକାନ କରେଣ୍ଟ ଚାର୍ଜ : ବରା, ପିଆଜିକୁ ଛୁଇଁଲେ ଲାଗିଲା ଝଟକା; ଛିଟିକି ପଡିଲେ ୧୨ ଦୋକାନୀ ଓ ଗ୍ରାହକ
କନକ ବ୍ୟୁରୋ : ଭୁବନେଶ୍ୱର ଅଶୋକ ନଗର ଭେଣ୍ଡିଂ ଜୋନରେ ଥିବା ୨୦ ଦୋକାନ କରେଣ୍ଟ ଚାର୍ଜ । ବରା, ପିଆଜିକୁ ଛୁଇଁଲେ ମାରିଲା କରେଣ୍ଟ । ଛିଟିକି ପଡ଼ିଲେ ୧୨ ଦୋକାନୀ ଓ ଗ୍ରାହକ । ଆଉ କିଛି ସମୟ ବିଳମ୍ବ ହୋଇଥିଲେ ହୁଏତ ଜୀବନ ଚାଲିଯାଇଥାନ୍ତା । ହେଲେ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବର୍ଷା ଯୋଗୁ ଆର୍ଥିଂରେ ସଟସର୍କିଟ୍ ହୋଇଥିଲା । #ବରା_ପିଆଜିକୁ_ଛୁଇଁଲେ_ମାରିଲା_କରେଣ୍ଟ୍ ରାଜଧାନୀର ୨୦ ଟି ଦୋକାନରେ କରେଣ୍ଟ୍ ଚାର୍ଜContinue reading “୨୦ ଦୋକାନ କରେଣ୍ଟ ଚାର୍ଜ : ବରା, ପିଆଜିକୁ ଛୁଇଁଲେ ଲାଗିଲା ଝଟକା; ଛିଟିକି ପଡିଲେ ୧୨ ଦୋକାନୀ ଓ ଗ୍ରାହକ”
ରାଜ୍ୟରେ ଆଉ ନାହିଁ ବର୍ଷା ବିତ୍ପାତ ଆଶଙ୍କା : ୫ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ; ପାଣିପାଗ କେନ୍ଦ୍ରର ପୂର୍ବାନୁମାନ
କନକ ବ୍ୟୁରୋ : ଅବପାତ ଓଡ଼ିଶା ଉପରୁ ହଟିଯାଇଥିବାରୁ ରାଜ୍ୟରେ ଆଉ ବର୍ଷା ବିତ୍ପାତ ଆଶଙ୍କା ନାହିଁ । ଆସନ୍ତା ୫ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । କେଉଁଠି କେମିତି ହାଲକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ରାଜଧାନୀ ଭୁବନେଶ୍ୱରର ଆକାଶ ମେଘୁଆ ରହିବ । କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରାContinue reading “ରାଜ୍ୟରେ ଆଉ ନାହିଁ ବର୍ଷା ବିତ୍ପାତ ଆଶଙ୍କା : ୫ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ; ପାଣିପାଗ କେନ୍ଦ୍ରର ପୂର୍ବାନୁମାନ”