ହରିୟାଣା ହିଂସାକୁ ନେଇ ହେଉଛି ନୂଆ ଖୁଲାସା: ଶୋଭାଯାତ୍ରାରେ ଶୁଭିଥିଲା ପାକିସ୍ତାନ ସମର୍ଥନରେ ନାରା 

କନକ ବ୍ୟୁରୋ: ହରିୟାଣା ମେୱାତ-ନୁହ ହିଂସାକୁ ନେଇ ହେଉଛି ନୂଆ ଖୁଲ୍ଲାସା ହେଉଛି । ଏଫଆଇଆର କୁହାଯାଇଛି କି ଶୋଭାଯାତ୍ରାରେ ପାକିସ୍ତାନ ଜିନ୍ଦାବାଦର ନାରା ଦିଆଯାଇଥିଲା । । ଟାର୍ଗେଟରେ ସାଧାରଣ ଜନତାଙ୍କ ସହ ଥିଲେ ପୁଲିସକର୍ମୀ ସେପଟେ କଂଗ୍ରେସ କହିଛି ମାଷ୍ଟରମାଇଣ୍ଡ ମନୁ ମାନସେରକୁ ସୁରକ୍ଷା ଦେଉଛନ୍ତି ରାଜ୍ୟସରକାର । ଅନ୍ୟପଟେ ହିଂସା ଉପରେ ଆମେରିକା ପ୍ରତିକ୍ରିୟା ରଖି ଶାନ୍ତି ଅପିଲ କରିଛି । ସୋମବାର ହରିୟାଣା ମେୱାତ-ନୁହରୁ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ଥମିବାରContinue reading “ହରିୟାଣା ହିଂସାକୁ ନେଇ ହେଉଛି ନୂଆ ଖୁଲାସା: ଶୋଭାଯାତ୍ରାରେ ଶୁଭିଥିଲା ପାକିସ୍ତାନ ସମର୍ଥନରେ ନାରା “

ମହଙ୍ଗା ପରିବା ଦରକୁ ନେଇ ଚିନ୍ତାରେ ଖାଉଟି, ସେପଟେ ବିଲରେ ଭାସୁଛି କୁଇଣ୍ଟାଲ କୁଇଣ୍ଟାଲ ପରିବା

କନକ ବ୍ୟୁରୋ : ବର୍ଷାରେ ବୁଡିଛି ପରିବା କ୍ଷେତ । ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପଶିଛି । ଭେଣ୍ଡି, ବାଇଗଣ ଓ ଲଙ୍କା ଗଛସବୁ ପାଣିରେ ବୁଡିରହିଛି । ଦିନରାତି ଏକ କରି ପରିଶ୍ରମ କରିବା ପରେ, ଅମଳ କରିବା ବେଳକୁ ଦାଉ ସାଧିଛି ଲଗାଣବର୍ଷା । ଦୟା ଓ ରାଜୁଆ ଜଳସ୍ତର ବଢିବା ଫଳରେ ନଦୀ ପଠାରେ ଥିବା ପରିବା କ୍ଷେତରେ ନଷ୍ଟ ହୋଇଯାଇଛି ଫସଲ । ପୁରୀ ଜିଲ୍ଲାContinue reading “ମହଙ୍ଗା ପରିବା ଦରକୁ ନେଇ ଚିନ୍ତାରେ ଖାଉଟି, ସେପଟେ ବିଲରେ ଭାସୁଛି କୁଇଣ୍ଟାଲ କୁଇଣ୍ଟାଲ ପରିବା”

ଏନଡିଏ ସାଂସଦଙ୍କୁ ବିଜୟ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ: ଗରିବ କଲ୍ୟାଣ ଉପରେ କାମ କରିବାକୁ କହିଲେ ମୋଦୀ

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତୃଣମୂଳସ୍ତରରୁ ପ୍ରସ୍ତୁତି କରୁଛି ବିଜେପି । ବୁଧବାର ଏନଡିଏ ସାଂସଦମାନଙ୍କ ସହ ବୈଠକ କରି ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗରିବ କଲ୍ୟାଣ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେବା ସହ ସାଂସଦମାନଙ୍କୁ ବିବାଦୀୟ ବୟାନ ଓ ଘଟଣାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କିଛି ଦିନ ପରେ ବାଜିବ ସାଧାରଣ ନିର୍ବାଚନ ପାଇଁ ବିଗୁଲ । ଏବେଠୁ ସବୁ ରାଜନୈତିକ ଦଳContinue reading “ଏନଡିଏ ସାଂସଦଙ୍କୁ ବିଜୟ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ: ଗରିବ କଲ୍ୟାଣ ଉପରେ କାମ କରିବାକୁ କହିଲେ ମୋଦୀ”

ବନ୍ୟା ଆଣିଛି ବଡ଼ ବିପତ୍ତି । କେଉଁଠି ବନ୍ୟା ପାଣିରେ ଭାସି ଯାଇ ଜୀବନ ଯାଇଛି, ତ ପୁଣି କେଉଁଠି ଠପ୍ ହୋଇଯାଇଛି ଯାତାୟତ ।

କନକ ବ୍ୟୁରୋ : ପାଣି ଆଣିଛି ଦୁର୍ଦ୍ଦଶା । ପ୍ରବଳ ବର୍ଷା କେଉଁଠି ଲୋକଙ୍କ ପାଇଁ ଦୁଃଖ ଆଣିଛି ତ. କେଉଁଠି ବନ୍ୟାର ଭୟ ଆଣିଛି । ବାଙ୍କୀ ଦୁଲଣାପୁର ନିକଟ ରଣନଇ ଟାପୁରେ ଫସି ଯାଇଥିଲେ ୪ ଜଣ ଚାଷୀ । ବିଲଙ୍କୁ ତଳି ଉପାଡିବାକୁ ଯାଇଥିବାବେଳେ ନଦୀରେ ପାଣି ଆସିଯିବାରୁ ଏହି ଚାଷୀ ଫସିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ବାଙ୍କୀ ଓ ଡମପଡା ଅଗ୍ନିଶମ ବାହିନୀଙ୍କୁ ବହୁତ କସରତ କରିବାକୁ ପଡିଛି ।Continue reading “ବନ୍ୟା ଆଣିଛି ବଡ଼ ବିପତ୍ତି । କେଉଁଠି ବନ୍ୟା ପାଣିରେ ଭାସି ଯାଇ ଜୀବନ ଯାଇଛି, ତ ପୁଣି କେଉଁଠି ଠପ୍ ହୋଇଯାଇଛି ଯାତାୟତ ।”

ମା’ଙ୍କୁ ମୁଖାଗ୍ନି ଦେଇପାରିଲେନି ୩ ପୁଅ । ପୁରୀ ସ୍ୱର୍ଗଦ୍ୱାରରୁ ଫେରାଇ ଦେଲେ ବାପା

କନକ ବ୍ୟୁରୋ : ଜୁଇରେ ସିନା ଶବ ଜଳିଯାଇଛି, ହେଲେ ଜୀବନ ଥିବା ବେଳେ ଏହି ଶରୀର ପାଇଥିବା ଆଘାତ କିନ୍ତୁ ଅକ୍ଷତ ଓ ଅଭୁଲା ହୋଇରହିଛି । ସବୁ ବାପା-ମା’ଙ୍କ ଆଶା ଥାଏ, ବୁଢ଼ା ବୟସରେ ପୁଅମାନେ ସାହାରା ହେବେ । ଆଖି ବୁଜିଲା ବେଳେ ଗଙ୍ଗାଜଳ ଟୋପେ ଦେଇ, ମଲା ମୁହିଁରେ ଟିକେ ନିଆଁ ଦେବେ । କିନ୍ତୁ ଏମାନେ ପୁଅମାନଙ୍କଠାରୁ ଏଭଳି ଯାତନା ପାଇଥିଲେ ଯେ, ପୁଅଙ୍କ ନାଁ ଶୁଣିଲେ ଦେହରେ ନିଆଁContinue reading “ମା’ଙ୍କୁ ମୁଖାଗ୍ନି ଦେଇପାରିଲେନି ୩ ପୁଅ । ପୁରୀ ସ୍ୱର୍ଗଦ୍ୱାରରୁ ଫେରାଇ ଦେଲେ ବାପା”

ସହରୀ ବନ୍ୟା ପରେ କଠୋର ହେଲା ବିଏମସି । ରାସ୍ତା ଖୋଳିବା ପାଇଁ ନେବାକୁ ହେବ ଅନୁମତି

କନକ ବ୍ୟୁରୋ : ନିଷ୍ପତି ହେଲା । ଆଉ ନିଷ୍ପତିର ୨୪ ଘଂଟା ଭିତରେ ଖୋଦ ଆକନ୍ସ ମୋଡର ଭୁବନେଶ୍ୱର ମହାନଗର ନିଗମ କମିଶନର । ଦୁଇଦିନର ବର୍ଷା ପରେ ବେହାଲ ହୋଇପଡିଥିଲା ରାଜଧାନୀ । ଆଉ ପାଣି ଜମିବାର ବିଭିନ୍ନ କାରଣ ମଧ୍ୟରୁ ମନଇଛା ରାସ୍ତା ଖୋଳିବା ଏକ ପ୍ରମୁଖ କାରଣ ବୋଲି ଜଣାପଡିଲା । ଆଉ ଏଭଳି ସମୟରେ ଏକ ବଡ ନିଷ୍ପତି ନେଇ ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଛି ବିଏମସି । ନିଷ୍ପତିContinue reading “ସହରୀ ବନ୍ୟା ପରେ କଠୋର ହେଲା ବିଏମସି । ରାସ୍ତା ଖୋଳିବା ପାଇଁ ନେବାକୁ ହେବ ଅନୁମତି”

କମିଶନରେଟ୍ ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ । ଘରେ ପଶି ବାପା-ପୁଅଙ୍କୁ ବାନ୍ଧି ଖେଳାଇଲେ ଆତଙ୍କ

କନକ ବ୍ୟୁରୋ : ଘରେ ବସି ଟିଭି ଦେଖୁଥିଲେ ଘର ମାଲିକ ନିବାରଣ ପାଣି ଓ ତାଙ୍କ ପୁଅ ଶୁଭମ । ଭିଜିଲାନ୍ସ ରେଡ୍ ହେଉଛି କହି ଅଧିକାରୀଙ୍କ ପରିଚୟ ଦେଇ ଘର ଭିତରକୁ ଧସେଇ ପଶିଥିଲେ ୫ ଜଣ । କିଛି ବୁଝିବା ଆଗରୁ ମୁଣ୍ଡରେ ବନ୍ଧୁକ ଲଗାଇ ବାପ-ପୁଅଙ୍କୁ ଚୁପଚାପ ଚେୟାରରେ ବସିବାକୁ କହିଥିଲେ । ଚେୟାରରେ ବସିବା ପରେ ୫ ଜଣ ଡକାୟତଙ୍କ ଭିତରୁ ତିନିଜଣ ବେକରେ ଖଣ୍ଡା, ମୁଣ୍ଡରେ ବନ୍ଧୁକ ଲଗାଇContinue reading “କମିଶନରେଟ୍ ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ । ଘରେ ପଶି ବାପା-ପୁଅଙ୍କୁ ବାନ୍ଧି ଖେଳାଇଲେ ଆତଙ୍କ”

ଓଡି଼ଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହା । ଜାତୀୟ ରାଜପଥ ପ୍ରକଳ୍ପର କରିବେ ଶୁଭାରମ୍ଭ । ଗୋଟିଏ ଜାଗାରେ ବସିବେ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ

କନକ ବ୍ୟୁରୋ : ବିଜେଡି- ବିଜେପିର ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା ହେଉଥିବାବେଳେ, ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ସୂଚନା ଅନୁସାରେ ଶୁକ୍ରବାର ରାତି ୧୦ଟା ୪୦ରେ ଶାହା ଭୁବନେଶ୍ୱରରେ ପହଁଚିବେ । ଶନିବାର ପୂର୍ବାହ୍ନ ୧୧ଟାରେ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହେବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।Continue reading “ଓଡି଼ଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହା । ଜାତୀୟ ରାଜପଥ ପ୍ରକଳ୍ପର କରିବେ ଶୁଭାରମ୍ଭ । ଗୋଟିଏ ଜାଗାରେ ବସିବେ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ”

ଓଡିଶାରେ କମିଲା ଅବପାତର ପ୍ରଭାବ, ଆଗାମୀ ୫ଦିନ ପର୍ଯ୍ୟନ୍ତ ଓଡିଶାରେ ବଡ ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗର ସୂଚନା

କନକ ବ୍ୟୁରୋ : ଓଡିଶାରେ କମିଲା ଅବପାତର ପ୍ରଭାବ । ଅବପାତ ଦୁର୍ବଳ ହେବାରୁ ଓଡିଶାରେ ଆଜି କାଁ ଭାଁ ବର୍ଷା ହୋଇଛି । ଅବପାତଟି ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ଦୁର୍ବଳ ହୋଇଯିବ । ଏହା ଆଜି ଉତ୍ତର-ଛତିଶଗଡ ଦେଇ ଗତି କରୁଛି । ଏହା ପ୍ରଭାବରେ ଛତିଶଗଡରେ ବର୍ଷା ଜାରି ରିହଛି । କେତେକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏଥିସହ ପାଣିପାଗ ବିଭାଗର ଆକଳନ ଅନୁସାରେ, ଅଗଷ୍ଟ ୮ତାରିଖ ପର୍ଯ୍ୟନ୍ତContinue reading “ଓଡିଶାରେ କମିଲା ଅବପାତର ପ୍ରଭାବ, ଆଗାମୀ ୫ଦିନ ପର୍ଯ୍ୟନ୍ତ ଓଡିଶାରେ ବଡ ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗର ସୂଚନା”

ମହାନଦୀରେ ଆସୁଛି ମଧ୍ୟମ ବନ୍ୟା! ୬ଟି ଜିଲ୍ଲା ଉପରେ ସତର୍କ ନଜର

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ତଳିଆ ଅଂଚଳ ପ୍ରତି ବିପଦ ସୃଷ୍ଟି ହୋଇଛି । ଅପରାହ୍ଣ ୪ଟାରେ କଟକ ମୁଣ୍ଡୁଳିରେ ପ୍ରବାହିତ ହେଉଛି ୯ ଲକ୍ଷ ୧୮ ହଜାର କ୍ୟୁସେକ୍ ବନ୍ୟାଜଳ । ବିଶେଷ କରି ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ମହାନଦୀରେContinue reading “ମହାନଦୀରେ ଆସୁଛି ମଧ୍ୟମ ବନ୍ୟା! ୬ଟି ଜିଲ୍ଲା ଉପରେ ସତର୍କ ନଜର”

Design a site like this with WordPress.com
Get started