ଜଳ ଦେଉଛି ଯନ୍ତ୍ରଣା । ୪ଦିନର ବର୍ଷାରେ ବେହାଲ ସାରା ଓଡିଶା । କେଉଁଠି ଗାଡି ଭାସୁଛି ତ କେଉଁଠି ବୁଡି ଯାଇଛି ଯାତ୍ରାପାର୍ଟି ଟେଣ୍ଟ

କନକ ବ୍ୟୁରୋ : ପାଣି ଭିତରେ ଥାଇ ଶୋଷିଲା, ଆଉ ଖାଦ୍ୟ ସାମଗ୍ରୀ ଥାଇ ଭୋକିଲା ରହିବାର କଷ୍ଟ ସିଏ ବୁଝିଛି, ଯିଏ ବନ୍ୟା ବିପର୍ଯ୍ୟୟକୁ ଅତିନିକଟରକୁ ଦେଖିଛି । ତାହା ହୋଇନଥିଲେ, କାହାକୁ ବା’ ଭଲ ଲାଗେ, ରାସ୍ତାକଡ଼ରେ ଯାଯାବରଙ୍କ ଭଳି ଦୁଇ ଓଳି ଖାଇବାକୁ । ଭୋକରେ ଯେତେବେଳେ ପେଟ ପୋଡ଼ି ଯାଉଛି, କୁନି କୁନି ପିଲାଙ୍କ ମୁହଁ ଚାହିଁ, ଜାଗା-ଅଜାଗା ଦେଖୁ ନାହାଁନ୍ତି ବନ୍ୟା ବିପନ୍ନ । ଏଭଳି ଦାରୁଣ ଚିତ୍ର ଦେଖିବାକୁContinue reading “ଜଳ ଦେଉଛି ଯନ୍ତ୍ରଣା । ୪ଦିନର ବର୍ଷାରେ ବେହାଲ ସାରା ଓଡିଶା । କେଉଁଠି ଗାଡି ଭାସୁଛି ତ କେଉଁଠି ବୁଡି ଯାଇଛି ଯାତ୍ରାପାର୍ଟି ଟେଣ୍ଟ”

ପାଣିରେ ବୁଡିଛି ଧାମନଗର ବ୍ଲକ ମୁସ୍ତଫାପୁର ପଞ୍ଚାୟତ: ଘରେ ପାଣି ପଶିଯିବାରୁ ରୋଷେଇ ବାସ ବନ୍ଦ

କନକ ବ୍ୟୁରୋ: ଗାଁରେ ପଶିଯାଇଛି ବନ୍ୟାଜଳ । ଘରେ ରହିବା ସମ୍ଭବ ହେଉନାହିଁ । ଚାରିଆଡେ ପାଣି ଜମି ରହିଛି । ଲୋକମାନେ ପାଣିରେ ପଶି ଯିବା ଆସିବା କରୁଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତ । ପୁରା ପଂଚାୟତଟି ପାଣି ଘେରରେ ରହିଛି । ଘରେ ପାଣି ପଶିଯାଇଛି । ଲୋକମାନେ କଲବଲ ହେଉଛନ୍ତି । ଘରେ ରହି ରୋଷେଇ କରି ଖାଇବା ସମ୍ଭବ ହେଉନାହିଁ । ଚାରିଆଡେ ପାଣି, କିନ୍ତୁContinue reading “ପାଣିରେ ବୁଡିଛି ଧାମନଗର ବ୍ଲକ ମୁସ୍ତଫାପୁର ପଞ୍ଚାୟତ: ଘରେ ପାଣି ପଶିଯିବାରୁ ରୋଷେଇ ବାସ ବନ୍ଦ”

ବନ୍ୟା ପାଣିରେ ବୁଡିଲା ପନିପରିବା ଚାଷ: କେନ୍ଦୁଝର ଆନନ୍ଦପୁରରେ ଆଗୁଆ କଖାରୁ ତୋଳି ଦେଲେ ଚାଷୀ

କନକ ବ୍ୟୁରୋ: ଚାଷୀଙ୍କ ପାଇଁ କାଳ ସାଜିଲା ଲଘୁଚାପ ବର୍ଷା । ଲଗାଣ ବର୍ଷା ପରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡେ ପାଣି ପଶିଯାଇଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯଦିଓ ବଡ ବନ୍ୟାର ଆଶଙ୍କା ନାହିଁ । ତେବେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ଅନ୍ୟ କେତେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଚାଷ ଜମିରେContinue reading “ବନ୍ୟା ପାଣିରେ ବୁଡିଲା ପନିପରିବା ଚାଷ: କେନ୍ଦୁଝର ଆନନ୍ଦପୁରରେ ଆଗୁଆ କଖାରୁ ତୋଳି ଦେଲେ ଚାଷୀ”

ପାଣି ଘେରରେ ବାଲେଶ୍ୱର ସୋର ବ୍ଲକର ବହୁ ଗାଁ: ଘରେ ପାଣି, ବାହାରେ ପାଣି । ଦିନ ବିତିଲା, କେମିତି କଟିବ ରାତି

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାରେ ବର୍ଷା କମିଥିଲେ ବି ଅନେକ ଅଂଚଳ ଜଳମଗ୍ନ ହୋଇରହିଛି । ଯଦିଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନି ହେଲେ ତଳିଆ ଅଂଚଳରେ ପାଣି ପଶିଯାଇଛି । ବୁଢାବଳଙ୍ଗ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବୁଢାବଳଙ୍ଗ ସମେତ ସୁବର୍ଣ୍ଣରେଖାର ଜଳସ୍ତର କ୍ରମଶ ବଢୁଥିବାରୁ ପ୍ରଶାସନ ସତର୍କ ରହିଛି । ସୋର ଜିଲ୍ଲାର କାଂଶ ବାଂଶ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋରରେ ୨୩ ଗାଁContinue reading “ପାଣି ଘେରରେ ବାଲେଶ୍ୱର ସୋର ବ୍ଲକର ବହୁ ଗାଁ: ଘରେ ପାଣି, ବାହାରେ ପାଣି । ଦିନ ବିତିଲା, କେମିତି କଟିବ ରାତି”

ବୈତରଣୀ ବନ୍ୟା ଜଳରେ ଭଦ୍ରକ ବନ୍ତରେ ଭାଙ୍ଗିଲା ଘର: ଘରେ ପାଣି ପଶିଯିବାରୁ ବାହାରି ଆସିଥିଲେ ପରିବାର ଲୋକ

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲହଡି ଭାଙ୍ଗୁଛି ବୈତରଣୀ ନଦୀ ଜଳ । ନଦୀରେ ଜଳସ୍ତର ବଢିବାରୁ ଗାଁ ଗଣ୍ଡାରେ ପଶିଛି ବନ୍ୟାଜଳ । ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ପାଣି ଘେରରେ ଥିବା ଘର କିଭଳି ଧସି ଯାଉଛି । ଘରର ମାଲିକ ଅଂଟାଏ ପାଣିରେ ଠିଆ ହୋଇଛନ୍ତି । ଘରେ ପାଣି ପଶିଯାଇଥିବାରୁ ଲୋକମାନେ ବାହାରକୁ ଚାଲିଆସିଛନ୍ତି । ଆଉ ସେମାନେ ଘର ବାହାରେ ଠିଆ ହୋଇଥିବା ବେଳେ ସେମାନଙ୍କContinue reading “ବୈତରଣୀ ବନ୍ୟା ଜଳରେ ଭଦ୍ରକ ବନ୍ତରେ ଭାଙ୍ଗିଲା ଘର: ଘରେ ପାଣି ପଶିଯିବାରୁ ବାହାରି ଆସିଥିଲେ ପରିବାର ଲୋକ”

ବୌଦ୍ଧରେ ବନ୍ୟା ବିଭିଷିକା: ବନ୍ୟା ବେଳେ ଜ୍ୱରରେ ପୀଡିତ କୁନି ଝିଅ, ଚିକିତ୍ସା ପାଇଁ ଦେଶୀ ଡଙ୍ଗାରେ ନଦୀ ପାରି କରାଇଲେ ବାପା

କନକ ବ୍ୟୁରୋ: ବୌଦ୍ଧରେ ବନ୍ୟା ସ୍ଥିତି । ଚାରିଆଡେ ଖାଲି ପାଣି ଆଉ ପାଣି । ଚାଷ ଜମି କେଉଁଠି, ରାସ୍ତା କେଉଁଠି ଜଣାପଡୁନାହିଁ । ଏହାରି ଭିତରେ ଏକ ଚିତ୍ର ଆମ ନଜରକୁ ଆସିଛି । ଯାହା ଆପଣଙ୍କ ଚିନ୍ତାରେ ପକାଇ ଦେବ । ବନ୍ୟା ଯୋଗୁଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୨୦ରୁ ଉର୍ଦ୍ଧ୍ୱ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଜଗନ୍ନାଥ ସଡ଼କର ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି । ଆଉContinue reading “ବୌଦ୍ଧରେ ବନ୍ୟା ବିଭିଷିକା: ବନ୍ୟା ବେଳେ ଜ୍ୱରରେ ପୀଡିତ କୁନି ଝିଅ, ଚିକିତ୍ସା ପାଇଁ ଦେଶୀ ଡଙ୍ଗାରେ ନଦୀ ପାରି କରାଇଲେ ବାପା”

 ୧୮ ଦିନ ବନ୍ଦ ରହିବା ପରେ ଖୋଲିଲା ମାର୍କେଟ ବିଲଡିଂ, ୧୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ

କନକ ବ୍ୟୁରୋ : ୧୮ ଦିନ ପରେ ଖୋଲିଲା ରାଜଧାନୀର ମାର୍କେଟ ବିଲଡିଂ । ମାର୍କେଟ ବିଲଡିଂ ଖୋଲିଥିବା ନେଇ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ତରଫରୁ ୧୮ ଦିନ ମାର୍କେଟ ବିଲଡିଂ ବନ୍ଦ ରହିବାକୁ ଦୁଃଖଦାୟକ ବୋଲି କୁହାଯାଇଛି । ଏହି ବନ୍ଦ ଅବଧି ମଧ୍ୟରେ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କର ୧୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଆସୋସିଏସନ ଆକଳନ କରିଛି । ଉଠାContinue reading ” ୧୮ ଦିନ ବନ୍ଦ ରହିବା ପରେ ଖୋଲିଲା ମାର୍କେଟ ବିଲଡିଂ, ୧୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ”

ବିଶ୍ୱରେ ଦିନକୁ ଦିନ ବଢୁଛି ତାପମାତ୍ରା । ଜାଣନ୍ତୁ ଗ୍ଲୋବାଲ ୱାର୍ମିଂ ଦ୍ୱାରା ଜୀବଜନ୍ତୁଙ୍କ ଉପରେ କ’ଣ ପଡୁଛି ପ୍ରଭାବ ?

କନକ ବ୍ୟୁରୋ : ଦିନକୁ ଦିନ ବିଶ୍ବ ଉତପ୍ତ ହେବାରେ ଲାଗିଛି , ଯାହାକୁ ବୈଜ୍ଞାନିକ ମାନେ ଗ୍ଲୋବାଲ ୱାର୍ମିଂ ବୋଲି କହୁଛନ୍ତି , ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ପଶୁମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ସିଏବିଆଇ ନାମକ ଏକ ଅନ୍ତର୍ଜାତୀୟ ସଂସ୍ଥା ଦ୍ଵାରା ହୋଇଥିବା ଏକ ସମୀକ୍ଷାରେ ଗବେଷଣା ପାଇଁ ପଶୁମାନଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଅଧ୍ୟୟନ କରାଯାଇଥିଲା । ସେମାନଙ୍କର ଖାଇବା ଅଭ୍ୟାସ, ପରିବେଶ ଏବଂ ଆଚରଣ ମଧ୍ୟContinue reading “ବିଶ୍ୱରେ ଦିନକୁ ଦିନ ବଢୁଛି ତାପମାତ୍ରା । ଜାଣନ୍ତୁ ଗ୍ଲୋବାଲ ୱାର୍ମିଂ ଦ୍ୱାରା ଜୀବଜନ୍ତୁଙ୍କ ଉପରେ କ’ଣ ପଡୁଛି ପ୍ରଭାବ ?”

ଡକାୟତଙ୍କ ଆତଙ୍କରାଜ, ଅନ୍ଧାରରେ ପୋଲିସ: ଭୁବନେଶ୍ୱର ନିନ୍ଦନ ବିହାର ଅଂଚଳରେ ଘରେ ପଶି ଡକାୟିତ

କନକ ବ୍ୟୁରୋ: ଡକାୟତଙ୍କ ଆତଙ୍କରାଜ, ଅନ୍ଧାରରେ ପୋଲିସ । ନିଜ ଘରେ ସୁରକ୍ଷିତ ନାହାନ୍ତି ରାଜଧାନୀବାସୀ । ଘରକୁ ଫଶି ଲୁଟ୍ କରିଛନ୍ତି ଡକାୟତ । ଭୁବନେଶ୍ୱର ନନ୍ଦନ ବିହାର ଅଂଚଳରେ ଘରେ ପଶି ଡକାୟିତ । ମୁଣ୍ଡରେ ବନ୍ଧୁକ ଲଗାଇ ବାପ-ପୁଅଙ୍କୁ ବାନ୍ଧିଦେଇ ଲୁଟ୍ କରିଛନ୍ତି ଡକାୟତ । ୩ଲକ୍ଷ ଟଙ୍କା ଓ ୫ଭରି ସୁନା ନେଇ ଫେରାର ହୋଇଛନ୍ତି ଡକାୟତ । The post ଡକାୟତଙ୍କ ଆତଙ୍କରାଜ, ଅନ୍ଧାରରେ ପୋଲିସ: ଭୁବନେଶ୍ୱର ନିନ୍ଦନ ବିହାରContinue reading “ଡକାୟତଙ୍କ ଆତଙ୍କରାଜ, ଅନ୍ଧାରରେ ପୋଲିସ: ଭୁବନେଶ୍ୱର ନିନ୍ଦନ ବିହାର ଅଂଚଳରେ ଘରେ ପଶି ଡକାୟିତ”

ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା: ମୁଣ୍ଡଳୀରେ ବଢ଼ୁଛି ଜଳସ୍ତର, ପ୍ରବାହିତ ହେଉଛି ୯ଲକ୍ଷରୁ ଅଧିକ କ୍ୟୁସେକ୍ ବନ୍ୟା ଜଳ 

କନକ ବ୍ୟୁରୋ: ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ମୁଣ୍ଡଳୀରେ ବଢ଼ୁଛି ଜଳସ୍ତର, ପ୍ରବାହିତ ହେଉଛି ୯ଲକ୍ଷରୁ ଅଧିକ କ୍ୟୁସେକ୍ ବନ୍ୟା ଜଳ । ମୁଣ୍ଡଳୀଠାରେ ୯ଲକ୍ଷ ୧୦ ହଜାର ୮୨୫କ୍ୟୁସେକ ଜଳ ପ୍ରବାହିତ ହେଉଛି । ବଡ଼ମୂଳରେ ୮ଲକ୍ଷ ୬୫ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦରେ ମଧ୍ୟ ଜଳ ପ୍ରବେଶ ମାତ୍ରା ବଢ଼ିଛି । ୨ଲକ୍ଷ ୬ହଜାର ୪୭୮କ୍ୟୁସେକ ଜଳ ପ୍ରବେଶ କରୁଛି । ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେContinue reading “ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା: ମୁଣ୍ଡଳୀରେ ବଢ଼ୁଛି ଜଳସ୍ତର, ପ୍ରବାହିତ ହେଉଛି ୯ଲକ୍ଷରୁ ଅଧିକ କ୍ୟୁସେକ୍ ବନ୍ୟା ଜଳ “

Design a site like this with WordPress.com
Get started