କାହିଁକି ପାକିସ୍ତାନ ନିଜ ପରମାଣୁ ନୀତିରେ କରୁଛି ଅଦଳବଦଳ ? ଭାରତ ଉପରେ କଣ ପଡ଼ିବ ପ୍ରଭାବ ?

କନକ ବ୍ୟୁରୋ : ପାକିସ୍ତାନ ତା ପରମାଣୁ ନୀତିରେ ଏକ ବଡ଼ ଧରଣର ଅଦଳବଦଳ କରିଛି । ଏବେ ପାକିସ୍ତାନ ଟେକ୍ଟିକାଲ ୱିପନ୍ ଅର୍ଥ ଛୋଟ ଛୋଟ ପରମାଣୁ ବୋମା ଓ ପରମାଣୁ ଲ୍ୟାଣ୍ଡମାଇନ ତିଆରି କରିବା ଉପରେ ଜୋର ଦେଉଛି । ତା ବ୍ୟତୀତ ସେ ନିଜର ନିଉକ୍ଲିଅର ଟ୍ରାୟାଡକୁ ବି ସଶକ୍ତ କରିବାକୁ ଲାଗିଛି । ଗତ ୨୪ ତାରିଖରେ ପାକିସ୍ତାନର ରିଟାୟାର୍ଡ଼ ଲେଫ୍ଟନାଣ୍ଟ ଜେନେରାଲ ଖାଲିଦ କିଦୱାଇ ଦେଇଥିବା ଏକ ଟିଭି ସାକ୍ଷାତକାରରୁContinue reading “କାହିଁକି ପାକିସ୍ତାନ ନିଜ ପରମାଣୁ ନୀତିରେ କରୁଛି ଅଦଳବଦଳ ? ଭାରତ ଉପରେ କଣ ପଡ଼ିବ ପ୍ରଭାବ ?”

ଗୁଗୁଲର ବଡ ନିଷ୍ପତ୍ତି: ଏହି ସ୍ମାର୍ଟ ଫୋନରେ ମିଳିବନି ପ୍ଲେ ଷ୍ଟୋର

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଗୁଗୁଲର ନୂଆ ନିଷ୍ପତ୍ତି । ଏହାପରେ କିଛି ଆଣ୍ଡ୍ରୋଏଡ ଫୋନରୁ ପ୍ଲେଷ୍ଟୋରକୁ ହଟାଯିବ । ଏହାର କାରଣ ହେଉଛି ଗୁଗୁଲ ଦିନକୁ ଦିନ ପୁରୁଣା ହୋଇଆସୁଥିବା ଆଣ୍ଡ୍ରୋଏଡ ଫୋନରୁ ନିଜ ସପୋର୍ଟକୁ ରିମୁଭ କରିଥାଏ । ଚଳିତ ମାସ ଆରମ୍ଭରେ ଗୁଗୁଲ ଆଣ୍ଡ୍ରୋଏଡ ୪.୪ କିଟକାଟରେ ପ୍ଲେ ଷ୍ଟୋରକୁ ହଟାଇବ । ଆଣ୍ଡ୍ରୋଏଡ ବର୍ଜନ ସପୋର୍ଟରେ ଫ୍ୟାମିଲିୟର ନାହିଁ ତ କହିରଖିଥାଉ କି ଗୁଗୁଲ ପ୍ଲେ ସର୍ଭିସ ସୋପୋର୍ଟ, ଆଣ୍ଡ୍ରୋଏଡ ବର୍ଜନContinue reading “ଗୁଗୁଲର ବଡ ନିଷ୍ପତ୍ତି: ଏହି ସ୍ମାର୍ଟ ଫୋନରେ ମିଳିବନି ପ୍ଲେ ଷ୍ଟୋର”

ସେପ୍ଟେମ୍ବର ମାସରେ ଲଞ୍ଚ୍ ହେବାକୁ ଯାଉଛି ଆଇଫୋନ ୧୫ ପ୍ରୋ ଓ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ, ଜାଣନ୍ତୁ ଏହି ଦୁଇଟି ଫୋନରେ କଣ ରହିଛି ନୂଆ ଫିଚର

କନକ ବ୍ୟୁରୋ : ଆଇଫୋନ୍ ୧୪ ପ୍ରୋ ସିରିଜ୍ ପରି, ‘ଆଇଫୋନ୍ ୧୫ ପ୍ରୋ’ରେ କିଛି ନୂତନ ବୈଶିଷ୍ଟ୍ୟ ରହିଛି ଯାହା ତାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଆପଲ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି । ଯାହା ଦାମିକା ଆଇଫୋନ୍ ୧୪ସିରିଜରେ ମଧ୍ୟ ମିଳୁନାହିଁ ଜ୍ଝ ଏହାର ୮ଟି ନୂଆ ଫିଚର ଯାହା ସେପ୍ଟେମ୍ବରରେ ହେବାକୁ ଥିବା ଆପଲ୍ ଲଞ୍ଚ ଇଭେଣ୍ଟ ପୂର୍ବରୁ ପ୍ରଘଟ ହୋଇଯାଇଛି । ସେପ୍ଟେମ୍ବର ମାସରେ ଆପଲ୍ ଏହାର ଲାଟେଷ୍ଟ ଆଇଫୋନ୍Continue reading “ସେପ୍ଟେମ୍ବର ମାସରେ ଲଞ୍ଚ୍ ହେବାକୁ ଯାଉଛି ଆଇଫୋନ ୧୫ ପ୍ରୋ ଓ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ, ଜାଣନ୍ତୁ ଏହି ଦୁଇଟି ଫୋନରେ କଣ ରହିଛି ନୂଆ ଫିଚର”

ମୁଁ ୪୫ ବର୍ଷ ହେଲାଣି ବିବାହ କଲିଣି, ଏବେ କାହା ଉପରେ ରାଗ ଆସୁନି । ଜଗଦୀପ ଧନଖଡଙ୍କ କଥା ଶୁଣି ହାସ୍ୟରୋଳରେ ଫାଟି ଉଠିଲା ରାଜ୍ୟସଭା ।

କନକ ବ୍ୟୁରୋ : ହୋ ହଲ୍ଲା, ହଟ୍ଟଗୋଳ ଭିତରେ ଚାଲିଛି ସଂସଦର ମୌସୁମୀ ଅଧିବେଶନ । ଲୋକସଭାରେ ଦିଲ୍ଲୀ ବିଧେୟକକୁ ନେଇ ସରକାରଙ୍କୁ ବିରୋଧୀ ଘେରିଥିବା ବେଳେ ରାଜ୍ୟସଭାରେ ସ୍ୱାଭାବିକ ଭାବେ ଚାଲିଛି । ତେବେ ରାଜ୍ୟସଭାରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନେ ଖଡଗେ ନିଜ ଭାଷଣ ରଖିବା ସହ କହିଛନ୍ତି, ସଭାପତି କାହିଁକି କେଜାଣି ମୋ ଉପରେ ନାରାଜ ଅଛନ୍ତି । ଯାହାର ଜବାବରେContinue reading “ମୁଁ ୪୫ ବର୍ଷ ହେଲାଣି ବିବାହ କଲିଣି, ଏବେ କାହା ଉପରେ ରାଗ ଆସୁନି । ଜଗଦୀପ ଧନଖଡଙ୍କ କଥା ଶୁଣି ହାସ୍ୟରୋଳରେ ଫାଟି ଉଠିଲା ରାଜ୍ୟସଭା ।”

ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ: ଏକାଠି ବସିବେ ନବୀନ-ଶାହା

କନକ ବ୍ୟୁରୋ: ଆସନ୍ତାକାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି । ଏହି ସମୟରେ ଗୋଟିଏ ମଂଚରେ ବସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ତାରିଖ ରାତିରେ ଶାହା ଭୁବନେଶ୍ୱର ପହଂଚିବେ ଏବଂ ଶନିବାର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳର ବରିଷ୍ଠ ଅଧିକାରୀଙ୍କ ସହContinue reading “ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ: ଏକାଠି ବସିବେ ନବୀନ-ଶାହା”

୨୪ ଘଣ୍ଟାରେ ଓଡ଼ିଶାରେ ୩୮ ମିଲିମିଟର ରେକର୍ଡ଼ ବର୍ଷା: ୧୯୫ ଦଶମିକ ୪ ମିଲିମିଟର ସହ ସୁନ୍ଦରଗଡ଼ କୁତ୍ରାରେ ସର୍ବାଧିକ ବର୍ଷା

କନକ ବ୍ୟୁରୋ: ରାଜ୍ୟରେ ବର୍ଷାର ପରିମାଣ କମିଛି । ଆଜି ଅଭ୍ୟନ୍ତରିଣ ଓଡ଼ିଶାର କେତେକ ଅଂଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଜିଠାରୁ ରାଜ୍ୟରେ ବର୍ଷାର ମାତ୍ରା କମିଛି । ତେବେ ଗତ ୨୪ ଘଂଟାରେ ରାଜ୍ୟର ୧୫ ସହରରେ ପ୍ରବଳ ବର୍ଷା ହୋଇଛି । ମହାନଦୀ ଉପର ମୁଣ୍ଡରେ ୨୬ରୁ ୩୭ ସେଂଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଛତିଶଗଡ଼ ନିକଟରେ ଅବପାତ ରହିଥିବାରୁ ସେଠାରେContinue reading “୨୪ ଘଣ୍ଟାରେ ଓଡ଼ିଶାରେ ୩୮ ମିଲିମିଟର ରେକର୍ଡ଼ ବର୍ଷା: ୧୯୫ ଦଶମିକ ୪ ମିଲିମିଟର ସହ ସୁନ୍ଦରଗଡ଼ କୁତ୍ରାରେ ସର୍ବାଧିକ ବର୍ଷା”

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ମନୋଜ ତିୱାରୀ, ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସୂଚନା

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଖେଳାଳି ମନୋଜ ତିୱାରୀ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟଓ ମାଧ୍ୟମରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଉଥିବା ସୂଚନା ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାଥୀ ଖେଳାଳି, ପରିବାର ଲୋକ ଓ ନିଜ ପତ୍ନୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ପତ୍ନୀ ସୁସ୍ମିତାContinue reading “ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ମନୋଜ ତିୱାରୀ, ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସୂଚନା”

ରୋଗୀଙ୍କ ଖାଦ୍ୟ ଅନୁଦାନ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । ଖର୍ଚ୍ଚ ହେବ ୬୪ କୋଟି, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ ।

କନକ ବ୍ୟୁରୋ : ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ନିଦାନ ଜରିଆରେ ମାଗଣା ରୋଗ ଚିହ୍ନଟ ନିମନ୍ତେContinue reading “ରୋଗୀଙ୍କ ଖାଦ୍ୟ ଅନୁଦାନ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । ଖର୍ଚ୍ଚ ହେବ ୬୪ କୋଟି, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ ।”

ପୁରୀ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ : ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ପଦକ୍ଷେପ

କନକ ବ୍ୟୁରୋ : ପୁରୀ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ପଦକ୍ଷେପ । ନଦୀବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୪ଘଣ୍ଟିଆ ପାଟ୍ରୋଲିଂ, ଆବଶ୍ୟକ ବାଲିବସ୍ତା ମହଜୁଦ ରଖିବାକୁ କୁହାଯାଇଛି । ଜଳସେଚନ ବିଭାଗର ବିଭାଗୀୟ ଅଧିକାରୀ ଓ ୧୧ଟି ବ୍ଲକର ବିଡିଓଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ମହାନଦୀର ବନ୍ୟା ଜଳ ପୁରୀ ଜିଲ୍ଲାର ଦୟାContinue reading “ପୁରୀ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ : ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ପଦକ୍ଷେପ”

ଆଉ ଖୋଲିବନି ହୀରାକୁଦ ଗେଟ୍ : ତଳମୁଣ୍ଡରେ ବନ୍ୟାଜଳ ନଛାଡିବା ଯାଏଁ ଗେଟ ଖୋଲାଯିବନି

କନକ ବ୍ୟୁରୋ : ହୀରାକୁଦ ଡ୍ୟାମରେ ଏବେ ଆଉ ଗେଟ ଖୋଲାଯିବନି । ତଳମୁଣ୍ଡରେ ବନ୍ୟାଜଳ ନଛାଡିବା ଯାଏଁ ଗେଟ ଖୋଲାଯିବନି । ସେପଟେ, ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କରାଯାଉଛି । ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ତେବେ ବୈତରଣୀରେ ବନ୍ୟାଜଳ ଖସୁଛି । ଆଖୁଆପଦାଠାରେ ପାଣି କମୁଛି । ବ୍ରାହ୍ମଣୀରେ ଜଳସ୍ତରContinue reading “ଆଉ ଖୋଲିବନି ହୀରାକୁଦ ଗେଟ୍ : ତଳମୁଣ୍ଡରେ ବନ୍ୟାଜଳ ନଛାଡିବା ଯାଏଁ ଗେଟ ଖୋଲାଯିବନି”

Design a site like this with WordPress.com
Get started