ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ

କନକ ବ୍ୟୁରୋ : ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ନିଦାନ ଜରିଆରେ ମାଗଣା ରୋଗ ଚିହ୍ନଟ ନିମନ୍ତେ ପରୀକ୍ଷା, ନିରାମୟ ଜରିଆରେ ମାଗଣା ଔଷଧ ପ୍ରଦାନ, ସହାୟ ଜରିଆରେ ମାଗଣା ଡାଇଲିସିସ୍ ସେବା, ମାଗଣା ରକ୍ତସେବା,Continue reading “ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ”

ମେକ୍ ଇନ୍ ଇଣ୍ଡିଆକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଲାପଟପ୍, ଟାବଲେଟ୍ ଓ କମ୍ପ୍ୟୁଟର ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ

କନକ ବ୍ୟୁରୋ : କେନ୍ଦ୍ର ସରକାର ଗୁରୁବାର ଦିନ ଏକ ବଡ ନିଷ୍ପତ୍ତି ନେବା କ୍ରମରେ ବିଦେଶରୁ ଆମଦାନୀ ହେଉଥିବା କମ୍ପ୍ୟୁଟର, ଲାପଟପ୍ ଓ ଟାବଲେଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ମୁତାବକ ଏହି ପ୍ରତିବନ୍ଧିତ ସାମଗ୍ରୀ ଆମଦାନୀ ପାଇଁ ବୈଦ୍ଧ ପଞ୍ଜିକରଣ କ୍ରମରେ ଅନୁମତି ଦିଆଯିବ । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ବିଜ୍ଞପ୍ତିContinue reading “ମେକ୍ ଇନ୍ ଇଣ୍ଡିଆକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଲାପଟପ୍, ଟାବଲେଟ୍ ଓ କମ୍ପ୍ୟୁଟର ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ”

ବନ୍ୟା ଜଳରେ ବୁଡ଼ିଗଲା କାର : ରାସ୍ତା ଉପରେ ପ୍ରବାହିତ ମହାନଦୀର ବନ୍ୟାରେ ଫଶିଗଲା ଗାଡ଼ି

କନକ ବ୍ୟୁରୋ : ବନ୍ୟା ଜଳରେ ବୁଡ଼ିଗଲା କାର । କଟକର ଯୋବ୍ରାରୁ ଆସିଲା ୪ ଚକିଆ ବୁଡ଼ିଯିବାର ଦୃଶ୍ୟ । ରାସ୍ତା ଉପରେ ପ୍ରବାହିତ ମହାନଦୀର ବନ୍ୟାରେ ଫଶିଗଲା ଗାଡ଼ି । ସ୍ଥାନୀୟ ଲୋକଙ୍କ ସହାୟତାରେ ପାଣିରୁ ଗାଡିଟିକୁ ବାହାର କରାଯାଇଛି । ସେପଟେ, କଟକ ବାଙ୍କୀରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ । ବାଙ୍କୀର ତଳିଆ ଅଂଚଳ ମାନଙ୍କରେ ବନ୍ୟାଜଳ ପ୍ରବାହିତ ହେଉଛି । ଏବେ ସୁବର୍ଣ୍ଣପୁର ନିକଟ ହୁଳୁହୁଳା ପୋଲ ଉପରେContinue reading “ବନ୍ୟା ଜଳରେ ବୁଡ଼ିଗଲା କାର : ରାସ୍ତା ଉପରେ ପ୍ରବାହିତ ମହାନଦୀର ବନ୍ୟାରେ ଫଶିଗଲା ଗାଡ଼ି”

ମୋବାଇଲ ଚାର୍ଜର ନେଲା ଜୀବନ ! ଚାର୍ଜର ପିନକୁ ପାଟିରେ ପୁରାଇ ୬ ମାସ ଶିଶୁ କନ୍ୟାର ମୃତ୍ୟୁ

କନକ ବ୍ୟୁରୋ : ମୋବାଇଲ ଚାର୍ଜର ନେଇଗଲା ଶିଶୁର ଜୀବନ । ଚାର୍ଜର ପିନକୁ ପାଟିରେ ପୁରାଇ ଦେବାରୁ ୬ ମାସର ଜଣେ ଶିଶୁର ମୃତ୍ୟୁ ହୋଇଛି । କର୍ଣ୍ଣାଟକର ବାଙ୍ଗାଲୁରୁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ୍ ସୁଇଚ ବୋର୍ଡକୁ ସଂଯୋଗ ହୋଇଥିବା ଏକ ଚାର୍ଜର ପିନକୁ ଚୋବାଇଦେବାରୁ ପିଲାର ମୃତ୍ୟୁ ହୋଇଛି । ଗତ ବୁଧବାର ସୁଇଜ ଅନ ଥିବା ବେଳେ ଶିଶୁଟି ପିନକୁ ପାଟିରେ ପୁରାଇ ଚୋବାଇ ଦେଇଥିଲା । ପରିବାରContinue reading “ମୋବାଇଲ ଚାର୍ଜର ନେଲା ଜୀବନ ! ଚାର୍ଜର ପିନକୁ ପାଟିରେ ପୁରାଇ ୬ ମାସ ଶିଶୁ କନ୍ୟାର ମୃତ୍ୟୁ”

୩ ଜିଲ୍ଲାକୁ ବନ୍ୟା ଆଶଙ୍କା : ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

କନକ ବ୍ୟୁରୋ : ୩ ଜିଲ୍ଲାକୁ ବନ୍ୟା ଆଶଙ୍କା । ଏସଆରସି ଏ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏହି ୩ଟି ଜିଲ୍ଲାର କିଛି ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀରେ ବନ୍ୟା ଆଶଙ୍କା ରହିଛି । ମୁଣ୍ଡଳିରେ ୯ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ସମ୍ଭାବନା ରହିଛି । ୧୨ ଘଣ୍ଟା ପରେ ତଳିଆ ଅଞ୍ଚଳରେ ପାଣି ପଶିବ । ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜରContinue reading “୩ ଜିଲ୍ଲାକୁ ବନ୍ୟା ଆଶଙ୍କା : ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା”

ହରିୟାଣା ନୁହ ହିଂସାକୁ ନେଇ ଆମେରିକା ଜାରିକଲା ବୟାନ । ଜାଣନ୍ତୁ ଏଭଳି ସମ୍ବେଦନଶୀଳ ଘଟଣା ଉପରେ କଣ ରହିଛି ଆମେରିକାର ମତ

କନକ ବ୍ୟୁରୋ : ହରିୟାଣାର ନୁହ ଠାରେ ଏକ ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣ ଓ ଏହାକୁ ନେଇ ଆରମ୍ଭ ହୋଇଥିବା ହିଂସା ଏବେ ସାରା ହରିୟାଣା ରେ ବ୍ୟାପୀ ସାରିଛି । ୪ ଦିନ ଧରି ଲାଗି ରହିଥିବା ଏହି ହିଂସାକୁ ଦେଖି ରାଜ୍ୟ ସରକାର ଗୁରୁଗ୍ରାମରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି । ଏହି କ୍ରମରେ ଏବେ ଆମେରିକା ବିଦେଶ ମନ୍ତ୍ରଣାଳୟ ତରଫରୁ ହରିୟାଣାବାସୀଙ୍କୁ ହିଂସାରୁ ନିବୃତ ରହିବା ଓ ଶାନ୍ତି ବଜାୟContinue reading “ହରିୟାଣା ନୁହ ହିଂସାକୁ ନେଇ ଆମେରିକା ଜାରିକଲା ବୟାନ । ଜାଣନ୍ତୁ ଏଭଳି ସମ୍ବେଦନଶୀଳ ଘଟଣା ଉପରେ କଣ ରହିଛି ଆମେରିକାର ମତ”

ବନ୍ୟା ପାଣି ଯୋଗୁଁ ଭଦ୍ରକରେ ସ୍ଥିତି ବେହାଲ : ପାଣିରେ ବୁଡିଲା ଯାତ୍ରା ପାର୍ଟି ଟେଣ୍ଟ

କନକ ବ୍ୟୁରୋ : ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଭଦ୍ରକରେ ବେହାଲ ସ୍ଥିତି । ପାଣିରେ ବୁଡିଲା ଯାତ୍ରା ପାର୍ଟି ଟେଣ୍ଟ । ବନ୍ୟା ଜଳ ଆଖୁଆପଦା ଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗତ ୨୪ ଘଣ୍ଟା ଧରି ବର୍ଷା ଲାଗିରହିଥିବା ବେଳେ ଆଜି ବି ବର୍ଷା ଲାଗିରହିଛି । ଭଦ୍ରକରେ ଯାତ୍ରା ପରିବେଷଣ ପାଇଁ ଏକ ଯାତ୍ରା ଟେଣ୍ଟ ପୋତା ସରିଥିଲା । ଚେୟାର ମଧ୍ୟ ପଡି ସାରିଥିଲା ।Continue reading “ବନ୍ୟା ପାଣି ଯୋଗୁଁ ଭଦ୍ରକରେ ସ୍ଥିତି ବେହାଲ : ପାଣିରେ ବୁଡିଲା ଯାତ୍ରା ପାର୍ଟି ଟେଣ୍ଟ”

ଫୁଲିବାରେ ଲାଗିଛି ନାଗାବଳୀ : ଭୟଭୀତ ଅବସ୍ଥାରେ ନଦୀ କୂଳିଆ ଲୋକେ

କନକ ବ୍ୟୁରୋ : ମହାନଦୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲା ଦେଇ ପ୍ରବାହିତ ହଉଥିବା ନାଗାବଳୀ ନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି । ଫଳରେ ନଦୀ କୂଳିଆବାସୀ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ନଦୀର ସ୍ରୋତ ଧିରେ ଧିରେ ବଢିବା ଯୋଗୁଁ ମାରିଗୁଡା ସମେତ କିଛି ଗ୍ରାମ ପ୍ରତି ଏବେ ବିପଦ ଦେଖାଦେଇଛି । ନଦୀର ସ୍ରୋତରେ ମାଟି ଅତଡା ଖସି ଗାଁ ମୁହାଁ ହେବାରେ ଲାଗିଛି । ଅନେକContinue reading “ଫୁଲିବାରେ ଲାଗିଛି ନାଗାବଳୀ : ଭୟଭୀତ ଅବସ୍ଥାରେ ନଦୀ କୂଳିଆ ଲୋକେ”

ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି, ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ । ବନ୍ୟାକୁ ନେଇ ବଡ ସୂଚନା ଦେଲେ ଏସଆରସି ସତ୍ୟବ୍ରତ ସାହୁ ।

କନକ ବ୍ୟୁରୋ : ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଏସଆରସି ସତ୍ୟବ୍ରତ ସାହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା କହିଛନ୍ତି ଏସଆରସି । ତେବେ ଏହି ମଧ୍ୟମ ଧରଣର ବନ୍ୟା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ମହାନଦୀରେ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଭାବିତ ହେବାକୁ ଥିବା ୭Continue reading “ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି, ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ । ବନ୍ୟାକୁ ନେଇ ବଡ ସୂଚନା ଦେଲେ ଏସଆରସି ସତ୍ୟବ୍ରତ ସାହୁ ।”

ଆଜି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ଅବପାତ ଯୋଗୁଁ ମହାନଦୀ ଉପର ମୁଣ୍ଡ ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ରାଜ୍ୟରେ ଜାରି ବର୍ଷାପାଗ । ଗାଁ ଅପେକ୍ଷା ସହରିଆ ଅଞ୍ଚଳରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୫ ସହରରେ ପ୍ରବଳ ବର୍ଷା ହୋଈଛି । ଆଜି ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀ ଉପର ମୁଣ୍ଡରେ ୨୬ରୁ ୩୭ ସେଂଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଛତିଶଗଡ଼ ନିକଟରେ ଅବପାତContinue reading “ଆଜି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ଅବପାତ ଯୋଗୁଁ ମହାନଦୀ ଉପର ମୁଣ୍ଡ ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା”

Design a site like this with WordPress.com
Get started