ସମ୍ଭାବ୍ୟ ବାତ୍ୟାକୁ ନେଇ ଜୋରଦାର ପ୍ରସ୍ତୁତି : ସଜାଗ ପୁରୀ ପ୍ରଶାସନ; ଶୁଖିଲା ଖାଦ୍ୟ, ପାନୀୟ ଜଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ସାମ୍ଭାବ୍ୟ ବନ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଜଳସେଚନ ବିଭାଗର ବିଭାଗୀୟ ଅଧିକାରୀ ଓ ୧୧ଟି ବ୍ଲକର ବିଡିଓଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ମହାନଦୀର ବନ୍ୟା ଜଳ ପୁରୀ ଜିଲ୍ଲାର ଦୟା , ଭାର୍ଗବୀ , ରତ୍ନଚିରା, ଲୁଣା ଏବଂ ମକରା ନଦୀ ଗୁଡିକ ଉପରେ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପୁରୀ ଜିଲ୍ଲାର ୧୧ଟି ବ୍ଲକ ବିଶେଷContinue reading “ସମ୍ଭାବ୍ୟ ବାତ୍ୟାକୁ ନେଇ ଜୋରଦାର ପ୍ରସ୍ତୁତି : ସଜାଗ ପୁରୀ ପ୍ରଶାସନ; ଶୁଖିଲା ଖାଦ୍ୟ, ପାନୀୟ ଜଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ”

ପାହାଡରୁ ଖସୁଛି ବିରଟକାୟ ପଥର : ୪୯ନଂ ଜାତୀୟ ରାଜପଥ ବନ୍ଦ, ଯାତାୟତ ପ୍ରଭାବିତ

କନକ ବ୍ୟୁରୋ : ପାହାଡରୁ ଖସୁଛି ଟନ ଟନ ଓଜନର ପଥର । ପଥର ଖସି କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ବନ୍ଦ ହୋଇଯାଇଛି । ଏତେ ବଡ଼ ବଡ ପଥର ଖସୁଛି ଯେ ଯାହାକୁ ଉଠାଇବା ସହଜ ହେଉନାହିଁ । ଫଳରେ ଘଣ୍ଟାଏରୁ ଅଧିକ ସମୟ ଧରି ରାସ୍ତା ବନ୍ଦ ରହିଥିବା ବେଳେ ଶହ ଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି । ପଥର ପଡି କୋଲକତା ମୁମ୍ବାଇ ଏହି ଜାତୀୟContinue reading “ପାହାଡରୁ ଖସୁଛି ବିରଟକାୟ ପଥର : ୪୯ନଂ ଜାତୀୟ ରାଜପଥ ବନ୍ଦ, ଯାତାୟତ ପ୍ରଭାବିତ”

ଲଗାଣ ବର୍ଷା ଯୋଗୁଁ ଧୋଇଗଲା ରାସ୍ତା : ସହରଟାଙ୍ଗିରି ଗ୍ରାମରୁ ବୁଢ଼ାଖମଣ ପଞ୍ଚାୟତ କାର୍ଯ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ

କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଜି ସକାଳେ ଧୋଇ ହୋଇଯାଇଛି ରାସ୍ତା । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ବୁଢ଼ାଖମଣ ପଞ୍ଚାୟତ ସହରଟାଙ୍ଗିରି ଗ୍ରାମରୁ ବୁଢ଼ାଖମଣ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲା ଏହି ରାସ୍ତା । ଫଳରେ ସହରଟାଙ୍ଗିରି ଗ୍ରାମରୁ ବୁଢ଼ାଖମଣ ପଞ୍ଚାୟତ କାର୍ଯ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏଥି ସହିତ ହରିଚନ୍ଦନପୁର – ଦୈତାରୀ ରାସ୍ତାର ବଡ଼ଶିଆଡ଼ିମାଳ ଗ୍ରାମ ନିକଟ ରେମାଲ ନାଳ ଉପରେ ନିର୍ମାଣଧୀନ ପୋଲର ଅସ୍ଥାୟୀ ରାସ୍ତା ଲଗାଣContinue reading “ଲଗାଣ ବର୍ଷା ଯୋଗୁଁ ଧୋଇଗଲା ରାସ୍ତା : ସହରଟାଙ୍ଗିରି ଗ୍ରାମରୁ ବୁଢ଼ାଖମଣ ପଞ୍ଚାୟତ କାର୍ଯ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ”

ଆଠମଲ୍ଲିକ ମୁଖ୍ୟ ରାସ୍ତାରେ ଭୂସ୍ଖଳନ : ଝରଝରି ଘାଟିରୁ ଖସୁଛି ମାଟି ଅତଡା; ୩ଘଣ୍ଟା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଅନଗୁଳ ଆଠମଲ୍ଲିକ ମୁଖ୍ୟ ରାସ୍ତା ଝରଝରି ଘାଟିରୁ ଖସୁଛି ମାଟି ଅତଡ଼ା । ଆଠମଲ୍ଲିକ ପାହାଡ଼ିଆ ରାସ୍ତାର ୪ଟି ସ୍ଥାନରେ ମାଟି ଅତଡ଼ା ଖସି ରାସ୍ତା ସମ୍ପୂଣ୍ଣ ଅବରୋଧ ହୋଇପଡ଼ିଥିଲା । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପ୍ରଶାସନ ପକ୍ଷରୁ ଜେସିବି ମେସିନ୍ ଦ୍ୱାରା ପଥର ଓ ମାଟି ସଫା କରାଯାଇଛି । ୩ଘଣ୍ଟା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି । #ଝରଝରି_ଘାଟିରୁ_ଖସୁଛି_ମାଟି_ଅତଡ଼ା ଲଗାଣContinue reading “ଆଠମଲ୍ଲିକ ମୁଖ୍ୟ ରାସ୍ତାରେ ଭୂସ୍ଖଳନ : ଝରଝରି ଘାଟିରୁ ଖସୁଛି ମାଟି ଅତଡା; ୩ଘଣ୍ଟା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ”

୨ଟି ଗେଟ୍ ଖୋଲିଲା ହୀରାକୁଦ । ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୬୭ ହଜାର ୮୬୧ କ୍ୟୁସେକ୍ ଜଳ ।

କନକ ବ୍ୟୁରୋ : ଆଉ ୨ଟି ଗେଟ୍ ଖୋଲିଲା ହୀରାକୁଦ । ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୦ ଫୁଟ୍ ରହିଛି । ଏବେ ହୀରାକୁଦକୁ ପ୍ରତି ସେକେଣ୍ଡକୁ ୧ ଲକ୍ଷ ୫୯ ହଜାର ୭୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୮୬୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏସବୁ ଭିତରେ ମହାନଦୀ ଏବେ ଫୁଲିବା ଆରମ୍ଭ କରିଛି । ମହାନଦୀରେ ବନ୍ୟା ଜଳ ଆସିବା କାରଣରୁ ମୁଣ୍ଡୁଳିରେ ଏବେ ୮Continue reading “୨ଟି ଗେଟ୍ ଖୋଲିଲା ହୀରାକୁଦ । ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୬୭ ହଜାର ୮୬୧ କ୍ୟୁସେକ୍ ଜଳ ।”

ଜ୍ଞାନବ୍ୟାପୀ ମସଜିଦରେ ହେବ ଏଏସଆଇ ସର୍ଭେ । ବାରଣାସୀ ଜିଲ୍ଲା ଜଜଙ୍କ ରାୟ କାଏମ୍ ରଖିଲେ ଆଲ୍ଲାବାଦ୍ ହାଇକୋର୍ଟ ।

କନକ ବ୍ୟୁରୋ : ଜ୍ଞାନବ୍ୟାପୀ ମସଜିଦରେ ହେବ ଏଏସଆଇର ସର୍ଭେ । ବାରଣାସୀ ଜିଲ୍ଲା ଅଦାଲତର ରାୟ ବିରୋଧରେ ମୁସଲିମ୍ ପକ୍ଷ କରିଥିବା ଆବେଦନକୁ ଆଲ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ମସଜିଦ୍ ଭିତରେ ଏଏସଆଇର ବୈଜ୍ଞାନିକ ସର୍ଭେକୁ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହେଇଥିଲେ ମୁସଲିମ୍ ପକ୍ଷ । ହେଲେ ଆଲ୍ଲାବାଦ୍ ହାଇକୋର୍ଟ ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟକୁ କାଏମ୍ ରଖିବା ସହିତ ମୁସଲିମ୍ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି । ତେବେ ଜୁଲାଇContinue reading “ଜ୍ଞାନବ୍ୟାପୀ ମସଜିଦରେ ହେବ ଏଏସଆଇ ସର୍ଭେ । ବାରଣାସୀ ଜିଲ୍ଲା ଜଜଙ୍କ ରାୟ କାଏମ୍ ରଖିଲେ ଆଲ୍ଲାବାଦ୍ ହାଇକୋର୍ଟ ।”

ଆସନ୍ତାକାଲିଠୁ ୨ ଦିନିଆ ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ : ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା

କନକ ବ୍ୟୁରୋ : ଆସନ୍ତାକାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି । ଅପରାହ୍ନରେ ଶାହ ଭୁବନେଶ୍ୱର ପହଂଚିବେ ଏବଂ ଶନିବାର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି । ତେବେ ଶାହାଙ୍କ ଗସ୍ତ ସମୟ ଏବଂ କେଉଁ ସମୟରେ ବୈଠକ ରହିଛି ଏ ନେଇ ସବିଶଷ ସୂଚନା ମିଳିପାରି ନାହିଁ । ଏହାବାଦ ଦଳର ବରିଷ୍ଠ ଅଧିକାରୀଙ୍କ ସହ ରୁଦ୍ଧଦ୍ୱାରାContinue reading “ଆସନ୍ତାକାଲିଠୁ ୨ ଦିନିଆ ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ : ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା”

ସାପୁଆ ନଦୀରେ ୨୦ଫୁଟର ବିରାଟ ଘାଇ : ଘଟଣାସ୍ଥଳରେ କଟକ ଏଡିଏମ୍, ଉପଜିଲ୍ଲାପଳଙ୍କ ସ୍ଥିତି ଅନୁଧ୍ୟାନ

କନକ ବ୍ୟୁରୋ : କଟକ ଆଠଗଡ଼ ଧୁରୁଷିଆର ସାପୁଆ ନଇରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ମହାନଦୀର ଜଳସ୍ତର ବଢ଼ିବା ଯୋଗୁଁ ପଛୁଆ ପାଣି ସାପୁଆ ନଇରେ ପଶି ଘାଇ ସୃଷ୍ଟି ହୋଇଛି । ଘାଇ ଯୋଗୁଁ ଧୁରୁଷିଆ, ଘଂଟିଖାଲ, କଖଡ଼ି, ମଂଚେଶ୍ୱର ପଞ୍ଚାୟତର ବିଭିନ୍ନ ଗାଁ ବିଲରେ ପାଣି ପଶିଛି ।   The post ସାପୁଆ ନଦୀରେ ୨୦ଫୁଟର ବିରାଟ ଘାଇ : ଘଟଣାସ୍ଥଳରେ କଟକ ଏଡିଏମ୍, ଉପଜିଲ୍ଲାପଳଙ୍କ ସ୍ଥିତି ଅନୁଧ୍ୟାନContinue reading “ସାପୁଆ ନଦୀରେ ୨୦ଫୁଟର ବିରାଟ ଘାଇ : ଘଟଣାସ୍ଥଳରେ କଟକ ଏଡିଏମ୍, ଉପଜିଲ୍ଲାପଳଙ୍କ ସ୍ଥିତି ଅନୁଧ୍ୟାନ”

ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା : ସ୍ଥିତି ମୁକାବିଲା ନେଇ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କନକ ବ୍ୟୁରୋ : ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ସ୍ଥିତି ମୁକାବିଲା ନେଇ ଏସଆରସିଙ୍କ ଗୁରୁତ୍ୱପୂଣ୍ଣ ବୈଠକ । ୧୫ ଜିଲ୍ଲା ଉପରେ ରହିଛି ପ୍ରଶାସନର ନଜର । ତଳିଆ ଅଂଚଳ ଗୁଡ଼ିକରେ ଏନଡ଼ିଆରଏଫ ଓ ଓଡ଼୍ରାଫ ଟିମ୍ ମୁତୟନ ହୋଇଛନ୍ତି । ବନ୍ୟା ଜଳ ପ୍ରବାହିତ ହେଲେ ତଳିଆ ଅଂଚଳ ପ୍ରବାହିତ ହେବ । ଏହାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିContinue reading “ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା : ସ୍ଥିତି ମୁକାବିଲା ନେଇ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ”

ନୁହ ହିଂସାର ଲୋମଟାଙ୍କୁରା କାହାଣୀ । ଉପଦ୍ରବକାରୀ ଜାଳି ଦେଇଥିଲେ ମହିଳା ଜଜଙ୍କ କାର, କୁନି ଝିଅ ସହ ବସଷ୍ଟାଣ୍ଡରେ ଲୁଚି ବଞ୍ଚାଇଲେ ଜୀବନ ।

କନକ ବ୍ୟୁରୋ : ହରିୟାଣାର ନୁହ ହିଂସାର ଶିକାର ଜଣେ ମହିଳା ଜଜ୍ ମଧ୍ୟ ହୋଇଛନ୍ତି । ହିଂସାକାରୀ ମହିଳା ଜଜଙ୍କ ଗାଡି ଉପରେ ଆକ୍ରମଣ କରିବା ସହ ଗାଡିରେ ନିଆଁ ଲଗାଇ ଦେଇଥିଲେ । ତେବେ ଏହି ସାଂଘାତିକ ଆକ୍ରମଣ ଭିତରେ ମହିଳା ଜଜ ଓ ତାଙ୍କର ୩ ବର୍ଷର ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନୁହ ଥାନାରେ ମଙ୍ଗଳବାର ଦାୟର କରାଯାଇଥିବା ଏଫଆଇଆରରେ ଦର୍ଶାଯାଇଛି ଯେ, ଏସିଜେଏମ ଅଞ୍ଜଳି ଜୈନଙ୍କ ଗାଡି ଉପରକୁContinue reading “ନୁହ ହିଂସାର ଲୋମଟାଙ୍କୁରା କାହାଣୀ । ଉପଦ୍ରବକାରୀ ଜାଳି ଦେଇଥିଲେ ମହିଳା ଜଜଙ୍କ କାର, କୁନି ଝିଅ ସହ ବସଷ୍ଟାଣ୍ଡରେ ଲୁଚି ବଞ୍ଚାଇଲେ ଜୀବନ ।”

Design a site like this with WordPress.com
Get started