କନକ ବ୍ୟୁରୋ: ଠିକଣା ଅପେକ୍ଷାରେ ଶବ । ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କିଛି ବ୍ୟକ୍ତିଙ୍କ ପରିଚୟ ଏବେ ବି ମିଳିପାରିନି । ୨ ମାସ ପରେ ବି ୨୯ଟି ମୃତଦେହର ମିଳୁନି ପରିଚୟ । ଶବକୁ ନେବା ପାଇଁନାହାଁନ୍ତି କେହି ଦାବିଦାର । ତେବେ ଆଉ କିଛି ଦିନ ପରେ ଶବ ଚିହ୍ନଟ ପ୍ରକ୍ରିୟା ବନ୍ଦ ହୋଇପାରେ । ଆଉ ଏହାପରେ ରାଜ୍ୟ ସରକାର ଓ ରେଳ ବିଭାଗ ଦ୍ୱାରା ଅଚିହ୍ନା ଶବ ଗୁଡିକContinue reading “ଠିକଣା ଅପେକ୍ଷାରେ ଶବ । ବାହାନଗା ରେଳ ଦୁର୍ଘଟଣାର ୨ ମାସ ପରେ ବି ୨୯ ମୃତଦେହର ମିଳୁନି ପରିଚୟ ।”
Tag Archives: News
ପ୍ରାଇମ ଟାଇମ ବୁଲେଟିନ: ୦୧/୦୮/୨୦୨୩
The post ପ୍ରାଇମ ଟାଇମ ବୁଲେଟିନ: ୦୧/୦୮/୨୦୨୩ first appeared on Kanak News. from Kanak News via <a href="https://ifttt.com/?
ଲାଇନର ମିଛ ଚାକିରି, ସାଇବର ଠକଙ୍କ ଟାର୍ଗେଟରେ ସରକାରୀ କାର୍ଯ୍ୟାଳୟ । ମୋ ସ୍କୁଲ ନାଁରେ ନକଲି ୱେବସାଇଟ କରି ଦିଆଯାଉଛି ନିଯୁକ୍ତି ବିଜ୍ଞାପନ । ସେପଟେ ନକଲି ୱେବସାଇଟରେ ଦାମି ହୋଟେଲର ନାଁ
କନକ ବ୍ୟୁରୋ: ଅନଲାଇନରେ ମିଛ ଚାକିରି । ସାଇବର ଠକଙ୍କ ଟାର୍ଗେଟରେ ସରକାରୀ କାର୍ଯ୍ୟାଳୟ । ମୋ ସ୍କୁଲ ନାଁରେ ନକଲି ୱେବସାଇଟ୍ କରି ଦିଆଯାଉଛି ମିଛ ନିଯୁକ୍ତି ବିଜ୍ଞାପନ । ସରକାରୀ ଚାକିରି ଆଶାୟୀଙ୍କୁ ଠକିବାଙ୍କୁ ଜାଲ ବିଛାଇଛନ୍ତି କିଛି ସାଇବର ଲୁଟେରା । ଏହାକୁ ନେଇ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛି ଗଣଶିକ୍ଷା ବିଭାଗ । ସେପଟେ ଦାମୀ ହୋଟେଲରେ କମ୍ ଟଙ୍କାରେ ରୁମ୍ ବୁକ୍ କରିବା ନେଇ ମଧ୍ୟ ଯୋଜନାContinue reading “ଲାଇନର ମିଛ ଚାକିରି, ସାଇବର ଠକଙ୍କ ଟାର୍ଗେଟରେ ସରକାରୀ କାର୍ଯ୍ୟାଳୟ । ମୋ ସ୍କୁଲ ନାଁରେ ନକଲି ୱେବସାଇଟ କରି ଦିଆଯାଉଛି ନିଯୁକ୍ତି ବିଜ୍ଞାପନ । ସେପଟେ ନକଲି ୱେବସାଇଟରେ ଦାମି ହୋଟେଲର ନାଁ “
ପ୍ରାଇମ ଟାଇମ ବୁଲେଟିନ: ୩୧/୦୭/୨୦୨୩
The post ପ୍ରାଇମ ଟାଇମ ବୁଲେଟିନ: ୩୧/୦୭/୨୦୨୩ first appeared on Kanak News. from Kanak News via <a href="https://ifttt.com/?
ପ୍ରାଇମ ଟାଇମ ବୁଲେଟିନ: ୩୦/୦୭/୨୦୨୩
The post ପ୍ରାଇମ ଟାଇମ ବୁଲେଟିନ: ୩୦/୦୭/୨୦୨୩ first appeared on Kanak News. from Kanak News via <a href="https://ifttt.com/?
ଜୀ ସାର୍ଥକରେ ନୂଆ ରୂପରେ ଆସୁଛି ମେଗା ଧାରାବାହିକ ‘ଆମ ଝିଲି’,ଦେଖନ୍ତୁ ଅଗଷ୍ଟ ୭ ତାରିଖରୁ ସନ୍ଧ୍ୟା ୭ଟାରେ
କନକ ବ୍ୟୁରୋ : ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ଆମ ଝିଲି’ ଆସୁଛି ଏକ ନୂଆ ରୂପ ନେଇ ଯାହା ଚିତ୍ରଣ କରିବ ଚୁଲବୁଲି ଝିଲିର ଏକ ଅବିଶ୍ଵସନୀୟ ଯାତ୍ରାକୁ । ଝିଲି ଏକ ସ୍ନେହୀ, ଯତ୍ନଶୀଳ ଓ ସମସ୍ତଙ୍କ ପ୍ରିୟ ଝିଅ ଯିଏକି ଏକଦା ମିଠା ମହଲରେ ସମସ୍ତଙ୍କ ପ୍ରିୟ ଥିଲା । ସେ କେବଳ ଏକ ପରିବାରକୁ ଏକାଠି କରିନଥିଲା ବରଂ ଆଶ୍ଚର୍ଯ୍ୟ ଭାବରେ ପୁରା ପରିବାର ଉପରେ ଏକ ପ୍ରକାରର ଯାଦୁ ମଧ୍ୟ କରିଥିଲାContinue reading “ଜୀ ସାର୍ଥକରେ ନୂଆ ରୂପରେ ଆସୁଛି ମେଗା ଧାରାବାହିକ ‘ଆମ ଝିଲି’,ଦେଖନ୍ତୁ ଅଗଷ୍ଟ ୭ ତାରିଖରୁ ସନ୍ଧ୍ୟା ୭ଟାରେ”
ବର୍ଷାରେ ବେହାଲ ଗାଁ ରାସ୍ତା । ଘର ପାଖକୁ ଆସିପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଭାରାରେ ବୁହାହେଲେ ଗର୍ଭବତୀ
କନକ ବ୍ୟୁରୋ: କମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁଁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ବର୍ଷା ପବନରେ ଦୁଇ କିମି ଦୂର ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା । କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ତେଙ୍ଗଡା ସିଲ୍ ଗାଁର ମାୟାବତୀ ଗୈାଡଙ୍କୁ ଭାରାରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଛନ୍ତି ସଂପର୍କୀୟ । ଗତକାଲି ପୂର୍ବାହ୍ନରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯନ୍ତ୍ରଣା ପରେ ପାଟି ଆଡ଼େContinue reading “ବର୍ଷାରେ ବେହାଲ ଗାଁ ରାସ୍ତା । ଘର ପାଖକୁ ଆସିପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଭାରାରେ ବୁହାହେଲେ ଗର୍ଭବତୀ”
ମଝି ସମୁଦ୍ରରୁ ବଞ୍ଚିଗଲା ଜୀବନ । ଭାସି ଭାସି ଆସି କୂଳରେ ଲାଗିଲା ମାଛଧରା ଡଙ୍ଗା । ଜୀବନ ଧରି ଘରକୁ ଫେରିଲେ ବାଲେଶ୍ୱରର ମତ୍ସ୍ୟଜୀବୀ
କନକ ବ୍ୟୁରୋ : କୂଳରେ ଲାଗିଲା ମାଛଧରା ଲଞ୍ଚ୍ । ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଦିଘା ଓସୀଆନା କୂଳରେ ଲାଗିଲା ବାଲେଶ୍ୱର କଷାଫଳ ଅଞ୍ଚଳର ଏକ ମାଛଧରା ଲଞ୍ଚ, ସେଥିରେ ଥିବା ୧୩ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲେ ସ୍ଥାନୀୟବାସୀ । ସୂଚନା ଅନୁଯାୟୀ କଷାଫଳ ଅଞ୍ଚଳର ଏକ ମାଛଧରା ଲଞ୍ଚ ୫ ଦିନ ପୂର୍ବରୁ ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ବାହାରି ଯାଇଥିଲେ । ଗତକାଲି ରାତିରେ କୂଳକୁ ଫେରୁଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ଅଟକିContinue reading “ମଝି ସମୁଦ୍ରରୁ ବଞ୍ଚିଗଲା ଜୀବନ । ଭାସି ଭାସି ଆସି କୂଳରେ ଲାଗିଲା ମାଛଧରା ଡଙ୍ଗା । ଜୀବନ ଧରି ଘରକୁ ଫେରିଲେ ବାଲେଶ୍ୱରର ମତ୍ସ୍ୟଜୀବୀ”
ବନ୍ୟା ପାଣିରେ ବୁଡିଲେ ଠାକୁର । ଭଟ୍ଟାରିକା ମନ୍ଦିରରେ ପଶିଲା ମହାନଦୀ ପାଣି । ପାଣି ଘେରରେ ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମ୍ବଲପୁରର ମାନେଶ୍ୱର ମନ୍ଦିର
କନକ ବ୍ୟୁରୋ: ପାଣି ଘେରରେ ମନ୍ଦିର । ଲଗାଣ ବର୍ଷା ଯୋଗୁଁ ମନ୍ଦିର ଭିତରେ ବର୍ଷା ପାଣି ପଶିଯାଇଛି । କେନ୍ଦୁଝର ଜିଲ୍ଲାରେ ଲାଗି ରହିଛି ବର୍ଷା । ଆନନ୍ଦପୁର ଠାରେ ସର୍ତକ ସଙ୍କେତ ଟପିଲାଣି ବୈତରଣୀ ନଦୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ବୈତରଣୀର ଜଳସ୍ତର । ପାଣି ଘେରରେ ରହିଛି ମହାଦେବଙ୍କ ମନ୍ଦିର । ଆନନ୍ଦପୁର ବ୍ଲକ ପ୍ରସିଦ୍ଧ କୁଣ୍ଡେଶ୍ୱର ମନ୍ଦିର ବୈତରଣୀର ବନ୍ୟାଜଳରେ ବୁଡିରହିଛି । ଏହାସହ ୩ଟିContinue reading “ବନ୍ୟା ପାଣିରେ ବୁଡିଲେ ଠାକୁର । ଭଟ୍ଟାରିକା ମନ୍ଦିରରେ ପଶିଲା ମହାନଦୀ ପାଣି । ପାଣି ଘେରରେ ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମ୍ବଲପୁରର ମାନେଶ୍ୱର ମନ୍ଦିର”
ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । ଆଖୁଆପଦା ଓ ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ବହୁଛି ନଦୀ । ଭଦ୍ରକ ଓ ଯାଜପୁର ଜିଲ୍ଲାର ତଳି ଅଞ୍ଚଳରେ ବନ୍ୟା ଆଶଙ୍କା
କନକ ବ୍ୟୁରୋ: ଉପରମୁଣ୍ଡରେ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ନଦୀ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଦେଇ ବହିଯାଇଥିବା ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଆନନ୍ଦପୁରରେ ନଦୀର ଜଳସ୍ତର ୪୦.୦୨ ମିଟର ଉପରେ ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ୩୮.୩୬ ମିଟର ରହିଛି । ସେହିଭଳି ଆଖୁଆପଦାରେ ନଦୀର ଜଳସ୍ତର ୧୯.୧୦ ମିଟର ରହିଛି । ଏଠି ବି ବିପଦ ସଙ୍କେତ ଉପରେ ବୋହୁଛି ନଦୀ । ଆଖୁଆପଦାରେ ବିପଦ ସଙ୍କେତContinue reading “ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । ଆଖୁଆପଦା ଓ ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ବହୁଛି ନଦୀ । ଭଦ୍ରକ ଓ ଯାଜପୁର ଜିଲ୍ଲାର ତଳି ଅଞ୍ଚଳରେ ବନ୍ୟା ଆଶଙ୍କା”