ଥମୁନି ଚିତା ମୃତ୍ୟୁ ମାମଲା. କୁନୋ ନ୍ୟାସନାଲ ପାର୍କରୁ ଦୁଇଦିନ ଧରି ନିଖୋଜ ଥିବା ଚିତାର ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ନାମ୍ବିଆରୁ ଅଣାଯାଇଥିବା ଚିତା ତଲ୍ଲିଶୀର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ବିଦେଶରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ୯ଟି ଚିତାର ମୃତ୍ୟୁ ହୋଇସାରିଲାଣି । କୁହାଯାଇଛି କି, ଦୁଇଦିନ ହେବ ଏହି ଚିତାଟିର ସନ୍ଧାନ ମିଳୁନଥିଲା । କୁନୋର ବାହାର ଅଞ୍ଚଳରୁ ଏବେ ଚିତାର ମୃତଦେହ ଉଦ୍ଧାର କରାଯାଇଛି । ଚିତାର ଗଳାରେ ଲଗାଯାଇଥିବା ରେଡିଓ କଲାର ଆଇଡି ଖରାପContinue reading “ଥମୁନି ଚିତା ମୃତ୍ୟୁ ମାମଲା. କୁନୋ ନ୍ୟାସନାଲ ପାର୍କରୁ ଦୁଇଦିନ ଧରି ନିଖୋଜ ଥିବା ଚିତାର ମୃତଦେହ ଉଦ୍ଧାର”

ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ : ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି

କନକ ବ୍ୟୁରୋ : ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ । ସୁନ୍ଦରଗଡ଼ ଇବ ନଦୀରେ ମାଛ ଧରିବାକୁ ଯାଇ ସୋମବାର ଠାରୁ ଜଣେ ଯୁବକ ନିଖୋଜ ଅଛନ୍ତି । ଯୁବକ ଜଣକ ହେଲେ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଦେଉଲଡ଼ିହି ଗାଁର ୪୫ ବର୍ଷୀୟ ମହେନ୍ଦ୍ର ମାଝି । ତେବେ ଅଗ୍ନିଶମ ବିଭାଗର କର୍ମଚାରୀ ଗତକାଲିଠାରୁ ମହେନ୍ଦ୍ର ମାଝିଙ୍କୁ ଖୋଜାଖୋଜି କରୁଥିଲେ ସୁଦ୍ଧା ଏଯାଏଁ ପତା ମିଳିନାହିଁ । ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରି ମିଳିContinue reading “ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ : ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି”

ଲୋକସଭା ଅଧ୍ୟକ୍ଷ ଆସନରେ ବିସିବେ ନାହିଁ ବାଚସ୍ପତି ଓମ୍ ବିର୍ଲା । ଜାଣନ୍ତୁ କାହିଁକି କହିଲେ ଏଭଳି କଥା

କନକ ବ୍ୟୁରୋ : ଲୋକସଭାରେ ମଙ୍ଗଳବାର ଦିନ ଘଟିଥିବା ଘଟଣାକୁ ନେଇ ବାଚସ୍ପତି ଓମ୍ ବିର୍ଲା ଅସନ୍ତୋଷ ଜାହିର କହିଛନ୍ତି । ସେ କହିଛନ୍ତି କି ସଂସଦ ଭବନ ଭିତରେ ରହିଥିଲେ ବି ଅଧ୍ୟକ୍ଷ ଆସନରେ ବସିବେ ନାହିଁ । ଲୋକସଭା ଅଧ୍ୟକ୍ଷ ସରକାରୀ ଦଳର ସାଂସଦ ଓ ବିରୋଧୀ ସାଂସଦଙ୍କ ଉପରେ ନିଜର ଅସନ୍ତୋଷ ଜାହିର କରି ଏଭଳି ନିଷ୍ପତ୍ତି ନେଇଛନ୍ତି । ବାଚସ୍ପତି ଓମ୍ ବିର୍ଲା କହିଛନ୍ତି କି, ଯେପର୍ଯ୍ୟନ୍ତ ଗୃହରେ ଅନୁଶାସନ ଫେରିContinue reading “ଲୋକସଭା ଅଧ୍ୟକ୍ଷ ଆସନରେ ବିସିବେ ନାହିଁ ବାଚସ୍ପତି ଓମ୍ ବିର୍ଲା । ଜାଣନ୍ତୁ କାହିଁକି କହିଲେ ଏଭଳି କଥା”

ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ ହେଲେ ୫୦ ବର୍ଗ : ଦୁର୍ଘଟଣାରେ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କାକୁ ବୃଦ୍ଧି

କନକ ବ୍ୟୁରୋ : ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍‌ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କContinue reading “ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ ହେଲେ ୫୦ ବର୍ଗ : ଦୁର୍ଘଟଣାରେ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କାକୁ ବୃଦ୍ଧି”

ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା : କାଶୀନଗର ଠାରେ ବଂଶଧାରା ବିପଦ ସଂଙ୍କେତ ଉପରେ ପ୍ରବାହିତ

କନକ ବ୍ୟୁରୋ : ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା । ଗଜପତି ଜିଲ୍ଲା କାଶୀନଗର ଠାରେ ବଂଶଧାରା ନଦୀର ବିପଦ ସଂଙ୍କେତ ୫୪ ଦଶମିକ ୬୦ ମିଟର ରହିଥିବା ବେଳେ ବର୍ତମାନ ୫୪ ଦଶମିକ ୯୦ ମିଟର ରହିଛି ଜଳସ୍ତର । ତେଣୁ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବର୍ଷା ଅଧିକ ହେଲେ ତଳିଆ ଅଂଚଳରେ ପାଣି ପଶିବା ଆଶଙ୍କା ଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ପ୍ରଶାସନ ପକ୍ଷରୁ ସର୍ତକ ସୂଚନା ଦିଆଯାଇଛିContinue reading “ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା : କାଶୀନଗର ଠାରେ ବଂଶଧାରା ବିପଦ ସଂଙ୍କେତ ଉପରେ ପ୍ରବାହିତ”

ରାଜ୍ୟରେ ଲଗାଣ ବର୍ଷା ଜାରି : ସମୀକ୍ଷା କଲେ ସ୍ୱତନ୍ତ୍ର ରିଲିଫ କମିଶନର; ୧୭ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା

କନକ ବ୍ୟୁରୋ : ରାଜ୍ୟରେ ଲଗାଣ ବର୍ଷାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ୧୭ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି । ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢ଼େଙ୍କାନାଳ, ଝାରସୁଗୁଡା, ଗଜପତି, ଯାଜପୁର, କନ୍ଧମାଳ, କେନ୍ଦୁଝର, କଳାହାଣ୍ଡି, ମୟୂରଭଂଜ, ନୂଆପଡା, ସମ୍ବଲପୁର, ସୋନପୁର ଜିଲ୍ଲାକୁ ସତର୍କ କରାଯାଇଛି । ବର୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି । ବର୍ଷା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଛନ୍ତିContinue reading “ରାଜ୍ୟରେ ଲଗାଣ ବର୍ଷା ଜାରି : ସମୀକ୍ଷା କଲେ ସ୍ୱତନ୍ତ୍ର ରିଲିଫ କମିଶନର; ୧୭ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା”

ବାଲେଶ୍ୱରରେ ଲଗାଣ ବର୍ଷା ଜାରି : ବିପଦ ସଙ୍କେତ ଉପରେ ଜଳକା ନଦୀ

କନକ ବ୍ୟୁରୋ : ବାଲେଶ୍ୱରରେ ବିପଦ ସଙ୍କେତ ଅତିକ୍ରମ କରିଛି ଜଳକା ନଦୀ । ବାଲେଶ୍ୱରରେ ସକାଳ ସାଢେ ୮ଟା ସୁଦ୍ଧା ୧୩୭.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଖଇରାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏପଟେ ସହରବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି । ସହରର ବିଭିନ୍ନ ଅଞ୍ଚଳରେ ପାଣି ପଶିଛି । ସହରର ଗୁଡିପଦା, ନୂଆସାହି ଛକ, ଫିରିଙ୍ଗି ପାଟନା, ଦ୍ୱାରିକା ନଗର ଆଦି ଅଂଚଳରେ ରାସ୍ତା ଉପରେ ଦୁଇ ଫୁଟ ପାଣି ଚାଲୁଛିContinue reading “ବାଲେଶ୍ୱରରେ ଲଗାଣ ବର୍ଷା ଜାରି : ବିପଦ ସଙ୍କେତ ଉପରେ ଜଳକା ନଦୀ”

୪୨୯ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଠକେଇ ମାମଲାରେ ଫସିଲେ ଟିଏମସି ସାଂସଦ । ଜାଣନ୍ତୁ ପୂରା ମାମଲା

କନକ ବ୍ୟୁରୋ : ଦେଶରେ ରିଏଲ ଷ୍ଟେଟ ବ୍ୟବସାୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଜୀବନଯାକର ସଂଚୟ ଠୁଳ କରି ନିଜ ସ୍ୱପ୍ନର ଘର କିଣିବାକୁ ଯାଉଥିବା ଲୋକମାନଙ୍କ ସହିତ ଠକେଇ ମଧ୍ୟ ସେହି ପରିମାଣରେ ବୃଦ୍ଧିପାଇବାରେ ଲାଗିଛି । ଏବେ ଅଭିଯୋଗ ଆସିଛି କୋଲକତାରୁ । ଏଠାରେ ୭ ସେନସ ଇଣ୍ଟାନ୍ୟାସନାଲ ନାମକୁ ଏକ ରିଏଲ ଷ୍ଟେଟ କମ୍ପାନୀ ଆପାର୍ଟମେଣ୍ଟ ଯୋଗାଇ ଦେବା ନାରେ ଲୋକଙ୍କ ସହ ବହୁ ପରିମାଣର ଅର୍ଥ ଠକେଇ କରିଛିContinue reading “୪୨୯ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଠକେଇ ମାମଲାରେ ଫସିଲେ ଟିଏମସି ସାଂସଦ । ଜାଣନ୍ତୁ ପୂରା ମାମଲା”

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ : ତଦନ୍ତରେ ସହଯୋଗ କରିବାକୁ ରଖାଯାଇଛି ସର୍ତ୍ତ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ । ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିଛି । ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି । ତଦନ୍ତରେ ସହଯୋଗ କରିବାକୁ ସର୍ତ୍ତ ରଖାଯାଇଛି । ମାମଲାକୁ ନେଇ ବାହାରେ ସେ କିଛି ପ୍ରତିକ୍ରିୟା ରଖିପାରିବେନି । The post ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ : ତଦନ୍ତରେContinue reading “ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ : ତଦନ୍ତରେ ସହଯୋଗ କରିବାକୁ ରଖାଯାଇଛି ସର୍ତ୍ତ”

ବିପଦ ସଙ୍କେତ ଉପରେ ବୈତରଣୀ : ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା; ଯାଜପୁର ଓ ଭଦ୍ରକରେ ପଶିପାରେ ବନ୍ୟା ପାଣି

କନକ ବ୍ୟୁରୋ : ଲଗାଣ ବର୍ଷା ପାଇଁ ବଢ଼ୁଛି ନଦୀ ଜଳସ୍ତର । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ଯାଜପୁର, ଭଦ୍ରକରେ ଉପୁଜିପାରେ ବନ୍ୟାସ୍ଥିତି । ଯାଜପୁରର ଦଶରଥପୁର ଅଞ୍ଚଳ ଓ ଭଦ୍ରକର ଧାମନଗର ଅଞ୍ଚଳର ପଶିପାରେ ବନ୍ୟାପାଣି । ଅତିରିକ୍ତ ଚିଫ ଇଂଜିନିୟଙ୍କୁ ଯାଜପୁରରେ କ୍ୟାମ୍ପ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮ ଦଶମିକ ୩୬ ମିଟର ରହିଛି । ଏବେ ଜଳସ୍ତରContinue reading “ବିପଦ ସଙ୍କେତ ଉପରେ ବୈତରଣୀ : ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା; ଯାଜପୁର ଓ ଭଦ୍ରକରେ ପଶିପାରେ ବନ୍ୟା ପାଣି”

Design a site like this with WordPress.com
Get started