ଆପଣ ଖାଉଥିବା ମେଡିସିନ୍ ଅସଲି ନା ନକଲି? ଏବେ ମେଡିସିନ ଉପରେ ରହିବ କ୍ୟୁଆର କୋଡ୍ । ସ୍କାନ କରି ସମସ୍ତ ତଥ୍ୟ ଜାଣିପାରିବେ ଗ୍ରାହକ । 

କନକ ବ୍ୟୁରୋ: ଆପଣ ଖାଉଥିବା ମେଡିସିନ୍ ଅସଲି ନା ନକଲି? ଏହା କେତେ ଭଲ ଆଉ କେତେ ଖରାପ? ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବନି । କାହିଁକି ଗୋଟିଏ ଥରରେ ଆପଣ ଏ ସବୁକିଛି ତଥ୍ୟ ଜାଣିପାରିବେ । କେନ୍ଦ୍ର ସରକାର ମଙ୍ଗଳବାର ପାଖାପାଖି ୩୦୦ ପ୍ରକାର ମେଡିସିନ୍ ଉପରେ କ୍ୟୁଆର୍ କୋଡ୍ ଲଗାଇବାକୁ ଆଦେଶ ଜାରି କରିଛନ୍ତି । ଯେଉଁ କ୍ୟୁଆର କୋଡକୁ ସ୍କାନ୍ କଲେ ଜଣେ ସାଧାରଣ ଗ୍ରାହକ ସେହି ମେଡିସିନ୍Continue reading “ଆପଣ ଖାଉଥିବା ମେଡିସିନ୍ ଅସଲି ନା ନକଲି? ଏବେ ମେଡିସିନ ଉପରେ ରହିବ କ୍ୟୁଆର କୋଡ୍ । ସ୍କାନ କରି ସମସ୍ତ ତଥ୍ୟ ଜାଣିପାରିବେ ଗ୍ରାହକ । “

ପୂର୍ବରୁ କେମିତି ଥିଲା ରିଲ୍ସ ଷ୍ଟାର କିଲ୍ଲି ପଲଙ୍କ ଜୀବନ? କନକ ନ୍ୟୁଜକୁ ଦେଲେ ପ୍ରତିକ୍ରିୟା

କନକ ବ୍ୟୁରୋ: ଆଫ୍ରିକା ତଂଜାନିଆର ଗ୍ରାମୀଣ ଅଂଚଳ, ଯେଉଁଠାରେ ବିଜୁଳି ସହ ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ନାହିଁ । ସେଠାରେ ଜଣେ ସୋସିଆଲ ଷ୍ଟାର ଓ କଟେଂଟ କ୍ରିଏଟର ଇଂଟରନେଟରେ ରାତା-ରାତି ଭାଇରାଲ ହୋଇ ଯାଆନ୍ତି । ନିକଟରେ ତାଙ୍କ କଚ୍ଚା ବାଦାମ ଗୀତ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ, ତଂଜାନିଆରେ ଭାରତୀୟ ଉଚ୍ଚାୟୁକ୍ତ ତାଙ୍କୁ ସମ୍ମାନିତ କଲେ । ଇଂଟରନେଟ ସେନସେଶନ କିଲି ପଲ୍ଙ୍କର ଇଂଷ୍ଟାଗ୍ରାମରେ ୨ମିଳିୟନରୁ ଅଧିକ ସବ୍ସକ୍ରାଇବର ଅଛନ୍ତି, ଜଣା-ସୁଣାContinue reading “ପୂର୍ବରୁ କେମିତି ଥିଲା ରିଲ୍ସ ଷ୍ଟାର କିଲ୍ଲି ପଲଙ୍କ ଜୀବନ? କନକ ନ୍ୟୁଜକୁ ଦେଲେ ପ୍ରତିକ୍ରିୟା”

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ବଦଳିବ ଆଉ ୫ଟି ମ୍ୟାଚର ତାରିଖ । ଜାଣନ୍ତୁ, କେଉଁ କେଉଁ ମ୍ୟାଚର ତାରିଖ ବଦଳିବ ?

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ ବଦଳିବା ସହିତ ଆଉ ୫ଟି ମ୍ୟାଚର ମଧ୍ୟ ବଦଳିବ ତାରିଖ । କେବଳ ଭାରତ-ପାକିସ୍ତାନ ନୁହେଁ, ବରଂ ବିଶ୍ୱକପ୍ ମ୍ୟାଚର ଆଉ କେତୋଟି ମ୍ୟାଚର ତାରିଖ ମଧ୍ୟ ବଦଳିବା ନେଇ ସୂଚନା ମିଳିଛି । ଏନେଇ ବିଧିବଦ୍ଧ ଘୋଷଣା ହେଇନଥିଲେ, ବି କାଲି ସୁଦ୍ଧା ଏନେଇ ସ୍ପଷ୍ଟ ସୂଚନା ମିଳିଯିବ ବୋଲି କୁହାଯାଇଛି । ଆସନ୍ତା ଅକ୍ଟୋବର ୫ ତାରିଖରୁ ଭାରତରେ କ୍ରିକେଟ୍ ବିଶ୍ୱକପ୍ ଆୟୋଜନ ହେବାରContinue reading “ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ବଦଳିବ ଆଉ ୫ଟି ମ୍ୟାଚର ତାରିଖ । ଜାଣନ୍ତୁ, କେଉଁ କେଉଁ ମ୍ୟାଚର ତାରିଖ ବଦଳିବ ?”

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୧୦ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ଥରେ ଦେଖିନିଅନ୍ତୁ ତାଲିକାରେ ଆପଣଙ୍କ ଜିଲ୍ଲା ନାହିଁ ତ?

କନକ ବ୍ୟୁରୋ : ଗତ ୨ ଦିନ ହେବ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଏବେ ବି ବର୍ଷା ବିତ୍ପାତ ଶେଷ ହୋଇନି । ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ତେଣୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛିContinue reading “ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୧୦ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ଥରେ ଦେଖିନିଅନ୍ତୁ ତାଲିକାରେ ଆପଣଙ୍କ ଜିଲ୍ଲା ନାହିଁ ତ?”

ଗଭୀର ଅବପାତ ପରେ ରାଜ୍ୟରେ ଲଗାଣ ବର୍ଷା ଜାରି : ବୌଦ୍ଧରେ ସର୍ବାଧିକ ବର୍ଷା ନେଇ ରେକର୍ଡ

କନକ ବ୍ୟୁରୋ : ଗଭୀର ଅବପାତ ପରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବୌଦ୍ଧରେ ସର୍ବାଧିକ ବର୍ଷା ନେଇ ରେକର୍ଡ କରାଯାଇଛି । ବୌଦ୍ଧରେ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି । ଯୁଯୁମରା ୩୬୧.୮, ସମ୍ବଲପୁର ୩୪୮ , ମୟୂରଭଞ୍ଜ ୩୦୦.୬, କେନ୍ଦୁଝର ୨୭୬.୮ ମିମି ବର୍ଷା ରେକର୍ଡ କରାଯାଇଛି । The post ଗଭୀର ଅବପାତ ପରେ ରାଜ୍ୟରେ ଲଗାଣ ବର୍ଷା ଜାରି : ବୌଦ୍ଧରେ ସର୍ବାଧିକ ବର୍ଷା ନେଇ ରେକର୍ଡContinue reading “ଗଭୀର ଅବପାତ ପରେ ରାଜ୍ୟରେ ଲଗାଣ ବର୍ଷା ଜାରି : ବୌଦ୍ଧରେ ସର୍ବାଧିକ ବର୍ଷା ନେଇ ରେକର୍ଡ”

ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର : ରାଜପଥରେ ୨ ଫୁଟର ଡ୍ରେନ୍ ପାଣି ପ୍ରବାହିତ

କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର । ତୁହାକୁ ତୁହା ବର୍ଷା ହେବା ଫଳରେ ସହର ଭିତରେ ଥିବା ରାଜପଥରେ ୨ ଫୁଟର ଡ୍ରେନ୍ ପାଣି ପ୍ରବାହିତ ହେଉଛି । ବୀରମହାରଜପୁର-ଚାରମାଳ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜଳବନ୍ଦୀ ଅବସ୍ଥାରେ ରହିଛି ଅନେକ ଗାଁ । କୃଷ୍ଣପାଳି, ବାରଝୁଲା ଆଦି ଗାଁ ଗୁଡ଼ିକର ଚାଷ ଜମି ଜଳମଗ୍ନ ହୋଇ ରହିଛି । ସେପଟେ ହରିହର ଜୋର ଜଳସେଚନ ପ୍ରକଳ୍ପର ୯ଟି ଗେଟ୍ ଖୋଲିଲାContinue reading “ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର : ରାଜପଥରେ ୨ ଫୁଟର ଡ୍ରେନ୍ ପାଣି ପ୍ରବାହିତ”

ବୈତରଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ମହିଳା : ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

କନକ ବ୍ୟୁରୋ : ନଦୀରେ ଗାଧୋଇବା ବେଳେ ଭାସିଗଲେ ମହିଳା । ନଦୀ ମଝିରେ ଥିବା ଟାପୁରୁ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଫକୀରପୁର ଗାଁର ବାସନ୍ତୀ ରାଉଳ ନଦୀକୁ ଗାଧୋଇ ଯାଇଥିବା ସମୟରେ ଅଚାନକ ଆସିଥିଲା ପାଣି । ବାସନ୍ତୀ ଭାସିଯାଇ ନଦୀ ମଝିରେ ଥିବା ଟାପୁରେ ଫସି ରହିଥିଲେ । ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛିContinue reading “ବୈତରଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ମହିଳା : ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ସ୍ଥିର”

ବର୍ଷା ସ୍ଥିତିକୁ ନେଇ ଏସଆରସିଙ୍କ ସମୀକ୍ଷା । ବର୍ଷା ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷାରେ ବେହାଲ ରାଜ୍ୟର ଅଧିକାଂଶ ଅଞ୍ଚଳ । ତୁହାକୁ ତୁହା ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ବର୍ଷା ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସବୁ ପ୍ରକାର ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ବର୍ଷାରେ ପ୍ରଭାବିତ ଲୋକ ଯେପରି ସବୁ ପ୍ରକାର ସହାୟତା ପାଇବେContinue reading “ବର୍ଷା ସ୍ଥିତିକୁ ନେଇ ଏସଆରସିଙ୍କ ସମୀକ୍ଷା । ବର୍ଷା ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।”

ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା : ମାନେଶ୍ୱର ବାବା ମାନ୍ଧତା ମନ୍ଦିରରେ ପଶିଲା ପାଣି

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ ମାନେଶ୍ୱର ବାବା ମାନ୍ଧତା ମନ୍ଦିରରେ ପାଣି ପଶିଛି । ବର୍ଷା ଯୋଗୁଁ ମନ୍ଦିର ବୁଡ଼ିଥିବା ଦେଖିବାକୁ ମିଳିଛି । ମନ୍ଦିର ବୁଡ଼ିବା ସହ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହୋଇଛି । ସେହିପରି ରେଢ଼ାଖୋଲ ବ୍ଲକରେ ମଧ୍ୟ ୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିିନ୍ନ ହୋଇଛି । ଦୁଇମୁହାଣୀ ପୋଲର ଆପ୍ରୋଚ ରାସ୍ତାରେ ଘାଇ ହେବା ଫଳରେ ୫ଟିContinue reading “ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା : ମାନେଶ୍ୱର ବାବା ମାନ୍ଧତା ମନ୍ଦିରରେ ପଶିଲା ପାଣି”

ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାରେ ସ୍କୁଲ ଛୁଟି : ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାରେ ସ୍କୁଲ ଛୁଟି । ବଲାଙ୍ଗୀର, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, ନୟାଗଡ଼, କନ୍ଧମାଳ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ପ୍ରବଳ ବର୍ଷାକୁ ନଜରରେ ରଖି ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗContinue reading “ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାରେ ସ୍କୁଲ ଛୁଟି : ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ”

Design a site like this with WordPress.com
Get started