କନକ ବ୍ୟୁରୋ : ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ । ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଅନୁଗୁଳ ଜିଲ୍ଲା ହଣ୍ଡପାରୁ ବୋଇଣ୍ଡା ମଧ୍ୟରେ ଏହି ଘଟଣା ଘଟିଛି । ଟ୍ରାକରେ ପଥର ଖସୁଥିବା ବେଳେ ଇଞ୍ଜିନ ଚଢ଼ି ଟ୍ରାକରୁ ଖସିଲା ଟ୍ରେନ ଚକ । The post ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ : ଟ୍ରାକରେ ପଥର ଖସୁଥିବା ବେଳେ ଟ୍ରାକରୁ ଖସିଲା ଟ୍ରେନ ଚକ first appeared on Kanak News.Continue reading “ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ : ଟ୍ରାକରେ ପଥର ଖସୁଥିବା ବେଳେ ଟ୍ରାକରୁ ଖସିଲା ଟ୍ରେନ ଚକ”
Tag Archives: News
ବର୍ଷା ପାଣିରେ ଭାସିଗଲା ମତ୍ସ୍ୟ ବିଭାଗର ମାଛ ଯାଆଁଳ : ରାସ୍ତା ଉପରେ ମାଛ ଧରିଲେ ସ୍ଥାନୀୟ ଲୋକେ
କନକ ବ୍ୟୁରୋ : ବର୍ଷା ପାଣିରେ ଭାସିଗଲା ମତ୍ସ୍ୟ ବିଭାଗର ମାଛ ଯାଆଁଳ । ରାସ୍ତା ଉପରେ ମାଛ ଧରିଲେ ଲୋକେ । ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରରେ ବର୍ଷା ପାଣି ପଶି ମାଛ ଯାଆଁଳ ସବୁ ଭାସି ଯାଇଛି । ରାସ୍ତା ଉପରେ ଲୋକେ ମାଛ ଧରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୫୭ ନମ୍ବର ଜାତୀୟ ରାଜପଥରେ ବନ୍ୟାଜଳContinue reading “ବର୍ଷା ପାଣିରେ ଭାସିଗଲା ମତ୍ସ୍ୟ ବିଭାଗର ମାଛ ଯାଆଁଳ : ରାସ୍ତା ଉପରେ ମାଛ ଧରିଲେ ସ୍ଥାନୀୟ ଲୋକେ”
ବଲିଉଡରୁ ଆସିଲା ଦୁଃଖଦ ଖବର । ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା, ଅମୀର ଖାନ, ଶାହାରୁଖ ଖାନଙ୍କ ଫିଲ୍ମ ପାଇଁ କରିଛନ୍ତି ସେଟ୍ ଡିଜାଇନ ।
କନକ ବ୍ୟୁରୋ : ବଲିଉଡରୁ ଆସିଲା ଦୁଃଖଦ ଖବର । ବଲିଉଡର ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ନୀତିନ ବୁଧବାର ସକାଳେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ନୀତିନ ଆତ୍ମହତ୍ୟା ଭଳି ରାସ୍ତାକୁ ବାଛିଲେ ତାହା ସ୍ପଷ୍ଟ ହୋଇନାହିଁ । ନୀତିନଙ୍କ ମୃତଦେହ କର୍ଜତ ସ୍ଥିତ ଏନ.ଡି ଷ୍ଟୁଡିଓରୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭContinue reading “ବଲିଉଡରୁ ଆସିଲା ଦୁଃଖଦ ଖବର । ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା, ଅମୀର ଖାନ, ଶାହାରୁଖ ଖାନଙ୍କ ଫିଲ୍ମ ପାଇଁ କରିଛନ୍ତି ସେଟ୍ ଡିଜାଇନ । “
ଲଗାଣ ବର୍ଷାରେ ମନ୍ଦିର ଭିତରେ ପାଣି : ପାଣିରେ ଅଧା ବୁଡିଗଲେ ମା’ ପାଟଣେଶ୍ୱରୀ
କନକ ବ୍ୟୁରୋ : ଲଗାଣ ବର୍ଷାରେ ମନ୍ଦିର ଭିତରେ ପଶିଲା ପାଣି । ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀରରେ ପାଟଣେଶ୍ୱରୀ ମନ୍ଦିର ଭିତରେ ପାଣି ପଶିଛି । ମାଆଙ୍କ ମୂର୍ତ୍ତି ଅଧା ବୁଡ଼ି ଯାଇଛି । ପୂର୍ବରୁ ମଧ୍ୟ ଅତ୍ୟଧିକ ବର୍ଷା ହେଲେ ମନ୍ଦିର ଭିତରେ ପାଣି ପଶିଯାଏ । ରାସ୍ତାରୁ ମନ୍ଦିରର ଉଚ୍ଚତା କମ୍ ଥିବାରୁ ଏଭଳି ପରସ୍ଥିତି ସୃଷ୍ଟି ହୁଏ । ସେହିପରି ପୁରାତନ ଗୋପାଳଜୀ ମନ୍ଦିର ପରିସରରେ ପାଣି ଭରି ରହିଛି ।Continue reading “ଲଗାଣ ବର୍ଷାରେ ମନ୍ଦିର ଭିତରେ ପାଣି : ପାଣିରେ ଅଧା ବୁଡିଗଲେ ମା’ ପାଟଣେଶ୍ୱରୀ”
କଳାହାଣ୍ଡିରେ ବର୍ଷା ବିତ୍ପାତ : ୧୦ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଘରେ ପଶିଲା ପାଣି
କନକ ବ୍ୟୁରୋ : କଳାହାଣ୍ଡିରେ ବର୍ଷା ବିତ୍ପାତ । ଲାଗାଣ ବର୍ଷା ଯୋଗୁଁ ଲୋକଙ୍କ ଘରେ ପଶିଲା ପାଣି । ୨ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗିଯାଇଥିବା ବେଳେ ରସ୍ତାଘାଟରେ ପାଣି ଜମି ରହିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ସହରର ୧୮, ୧୫, ୧୩, ୧୯ ଓ ୨୩ ନମ୍ବର ୱାର୍ଡ଼ର ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଘର ଭିତରେ ପାଣି ପଶିଯାଇଛି । ଯାହା ଫଳରେContinue reading “କଳାହାଣ୍ଡିରେ ବର୍ଷା ବିତ୍ପାତ : ୧୦ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଘରେ ପଶିଲା ପାଣି”
ଲଗାଣ ବର୍ଷା : ସୋର-ଔପଦାକୁ ସଂଯୋଗ କରୁଥିବା ରାସ୍ତାରେ ୧୫ଫୁଟର ଘାଇ
କନକ ବ୍ୟୁରୋ : ଲଗାଣ ବର୍ଷାରେ ସୋରରୁ ଔପଦାକୁ ଯୋଗାଯୋଗ ହେଉଥିବା ରାସ୍ତା ବୁଦାଖୁଣ୍ଟା ନିକଟରେ ୧୫ଫୁଟର ଘାଇ ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ କେନାଲ ପାଣି ବଢ଼ିବାରେ ଲାଗିଛି ଫଳରେ ବଡ଼ ଘାଇ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ମଧ୍ୟ ଫେରି ଯାଉଥିବା ଚିତ୍ର ସାମ୍ନାକୁ ଆସିଥିବା ବେଳେ ଚାଷ ଜମି ପାଣି ଘେରରେ ରହିଛି । ସେପଟେ, ଏଣେ ବର୍ଷାରେ ତେଲକୋଇ ବେହାଲ। ସମାକୋଇ ପୋଲ ଉପରେContinue reading “ଲଗାଣ ବର୍ଷା : ସୋର-ଔପଦାକୁ ସଂଯୋଗ କରୁଥିବା ରାସ୍ତାରେ ୧୫ଫୁଟର ଘାଇ”
ଡେଣୁଆଁ ଜହ୍ନେଇ ନାଳ ଉପରେ ୩ଫୁଟ ଉଚ୍ଚର ପାଣି : ମାଛଗଡ଼-ସାହାରପଡ଼ା ଯୋଗାଯୋଗ ବିଚ୍ଛିନ୍ନ
କନକ ବ୍ୟୁରୋ : ବର୍ଷା ପ୍ରଭାବରେ କେନ୍ଦୁଝର ପାଟଣା ବ୍ଲକ ଅନ୍ତର୍ଗତ ଡେଣୁଆ ଜହ୍ନେଇ ନାଳ ଉପରେ ପ୍ରବାହିତ ହେଉଛି ୩ଫୁଟର ପାଣି । ଫଳରେ ତୁରୁମୁଙ୍ଗା ଅଞ୍ଚଳରୁ ପାଟଣାକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ନିକଟସ୍ଥ ସାହାରପଡ଼ା ବ୍ଲକ ଅନ୍ତର୍ଗତ ଗୋରାସ ବିରଳ ନଦୀ ପୋଲ ଉପରେ ୫ଫୁଟ୍ ଉଚ୍ଚତାର ପାଣି ପ୍ରବାହିତ ହେଉଛି । ଫଳରେ ମାଛଗଡ଼-ସାହାରପଡ଼ା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଛଗଡ଼ ଅଞ୍ଚଳରୁ ସାହରପଡ଼ା ବ୍ଲକ ହେଡକ୍ୱାର୍ଟରକୁ ଲୋକେ ଯାତାୟତ କରିବାContinue reading “ଡେଣୁଆଁ ଜହ୍ନେଇ ନାଳ ଉପରେ ୩ଫୁଟ ଉଚ୍ଚର ପାଣି : ମାଛଗଡ଼-ସାହାରପଡ଼ା ଯୋଗାଯୋଗ ବିଚ୍ଛିନ୍ନ”
ଲଗାଣ ବର୍ଷା : କେନ୍ଦୁଝର ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଯାତାୟତ ପ୍ରଭାବିତ
କନକ ବ୍ୟୁରୋ : ପ୍ରବଳ ବର୍ଷା ପ୍ରଭାବରେ କେନ୍ଦୁଝର ଜୁଡ଼ିଆ ଘାଟିରେ ଭୂସ୍ଖଳନ ହୋଇଛି । ୪୯ ନମ୍ବର ଜାତୀୟ ରାଜପଥ ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କଲିକତା-ମୁମ୍ବାଇ ଜାତୀୟ ରାଜପଥ ଉପରେ ଜୁଡ଼ିଆ ଘଟି ପାହାଡ଼ ଉପରୁ ବଡ଼ ବଡ଼ ପଥର ଖଣ୍ଡ ପଡ଼ି ରହିଛି । ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱ ବନ୍ଦ ରହିଛି । ସେହିପରି କେନ୍ଦୁଝର ସହର ଜାମୁହତା, ସ୍ପଂଜ କଲୋନୀ, ଧାଙ୍ଗରପଡ଼ାContinue reading “ଲଗାଣ ବର୍ଷା : କେନ୍ଦୁଝର ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଯାତାୟତ ପ୍ରଭାବିତ”
ପ୍ରବଳ ବର୍ଷା, ୧୦ ଜିଲ୍ଲାରେ ସ୍କୁଲ ଛୁଟି : ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
କନକ ବ୍ୟୁରୋ : ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାରେ ସ୍କୁଲ ଛୁଟି । ବଲାଙ୍ଗୀର, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, ନୟାଗଡ଼ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ପ୍ରବଳ ବର୍ଷାକୁ ନଜରରେ ରଖି ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଂଚଳିକ ପାଣିପାଗ ବିଜ୍ଞାନContinue reading “ପ୍ରବଳ ବର୍ଷା, ୧୦ ଜିଲ୍ଲାରେ ସ୍କୁଲ ଛୁଟି : ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ”
ଜନ୍ମଦିନରେ ମୃତ୍ୟୁ ଉପହାର: ସ୍ୱାମୀଙ୍କ ସହ କ୍ରୁଜରେ ସେଲିବ୍ରେଟ୍ କରୁଥିବାବେଳେ ସମୁଦ୍ରରେ ଖସିପଡି ଗଲା ଜୀବନ, ମନ୍ତ୍ରୀ ଜୟଶଙ୍କରଙ୍କୁ ସାହାଯ୍ୟ ମାଗିଲେ ପୁଅ
କନକ ବ୍ୟୁରୋ: ଜନ୍ମଦିନ ପାଳିବାକୁ ଯାଇ ମିଳିଲା ମୃତ୍ୟୁ । ଏଭି ଘଟଣା ଘଟିଛି ସମୁଦ୍ର ମଝିରେ । ଏକ ବଡ ହୋଟେଲ ମାଲିକଙ୍କ ସ୍ତ୍ରୀଙ୍କର ରହସ୍ୟଜନକ ଭାବେ ଜାହାଜରେ ମୃତୁୃ୍ୟ ହୋଇଛି । ମହିଳାଜଣକ ତାଙ୍କ ସ୍ୱାମୀଙ୍କ ସହ ଜନ୍ମଦିନ ପାଳିବାକୁ କ୍ରୁଜ୍ ଟ୍ରିିପରେ ଯାଇଥିଲେ । ହେଲେ ସେହିଦିନ ରାତିରେ କ୍ରୁଜରୁ ସମୁଦ୍ରକୁ ଖସିପଡି ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏହା ମୃତ୍ୟୁ ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।Continue reading “ଜନ୍ମଦିନରେ ମୃତ୍ୟୁ ଉପହାର: ସ୍ୱାମୀଙ୍କ ସହ କ୍ରୁଜରେ ସେଲିବ୍ରେଟ୍ କରୁଥିବାବେଳେ ସମୁଦ୍ରରେ ଖସିପଡି ଗଲା ଜୀବନ, ମନ୍ତ୍ରୀ ଜୟଶଙ୍କରଙ୍କୁ ସାହାଯ୍ୟ ମାଗିଲେ ପୁଅ”