ମହଙ୍ଗା ପଡିଲା ସରକାରୀ ଜମି କେଳେଙ୍କାରୀ : ବନ୍ଧା ହେଲେ ସିପିଆଇ ନେତା ହଳଧର ପୂଜାରୀ

କନକ ବ୍ୟୁରୋ : ମହାଙ୍ଗା ପଡିଲା ସରକାରୀ ଜମି କେଳେଙ୍କାରୀ । ବନ୍ଧା ହେଲେ ମାଲକାନଗିରି ଜିଲ୍ଲାର ସିପିଆଇ ନେତା ହଳଧର ପୂଜାରୀ । କୋର୍ଟର ଗିରଫ ପରୱାନା ପରେ ସିପିଆଇ ନେତାକୁ ବାନ୍ଧିଛି ଚିତ୍ରକୋଣ୍ଡା ପୋଲିସ । ପୂଜାରୀଙ୍କ ସମେତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ୨ ଜଣଙ୍କୁ ଗିରଫ ପରେ ମାଲକାନଗିରି କୋର୍ଟ ଚାଲାଣ କରିଛି ପୋଲିସ । ୨ ବର୍ଷ ତଳେ ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳର ଆଦିବାସୀଙ୍କୁ ପଟ୍ଟା ଜମି ଯୋଗାଇ ଦେବାକୁContinue reading “ମହଙ୍ଗା ପଡିଲା ସରକାରୀ ଜମି କେଳେଙ୍କାରୀ : ବନ୍ଧା ହେଲେ ସିପିଆଇ ନେତା ହଳଧର ପୂଜାରୀ”

ଦେଶର ବିଧାୟକଙ୍କ ପାଖରେ ରହିଛ କେତେ ସମ୍ପତ୍ତି ? ଏଡିଆର ରିପୋର୍ଟକୁ ନେଇ ଜୋରଦାର ଚର୍ଚ୍ଚା

କନକ ବ୍ୟୁରୋ : ଦେଶର ବିଧାୟକଙ୍କ ପାଖରେ କେତେ ସମ୍ପତ୍ତି ରହିଛି । ବର୍ତ୍ତମାନ ଦେଶର ବିଧାୟକଙ୍କ ସମ୍ପତ୍ତିକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର୍ ଏକ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ, ମୋଟ ୪ହଜାର ୧ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪ହଜାର ୫୪୫ କୋଟି ଟଙ୍କା । ଯାହା ନାଗାଲାଣ୍ଡ, ମିଜୋରାମ ଓ ସିକ୍କିମର ୨୦୨୩-୨୪ ମିଳିତ ବଜେଟ୍ ଠାରୁ ଅଧିକ । ଏହି ତିନି ରାଜ୍ୟର ମୋଟ ବଜେଟ୍Continue reading “ଦେଶର ବିଧାୟକଙ୍କ ପାଖରେ ରହିଛ କେତେ ସମ୍ପତ୍ତି ? ଏଡିଆର ରିପୋର୍ଟକୁ ନେଇ ଜୋରଦାର ଚର୍ଚ୍ଚା”

ବିରୋଧୀଙ୍କ ହଙ୍ଗାମା ଭିତରେ ରାଜ୍ୟସଭାରେ ୩ ବିଲ୍ ପାରିତ : ଜୈବ ବିବିଧତା, ବହୁ ରାଜ୍ୟ ସମବାୟ ସମିତି ବିଲ୍ ଓ ମଧ୍ୟସ୍ଥତା ବିଲ୍ ଗୃହୀତ

କନକ ବ୍ୟୁରୋ : ବିରୋଧୀଙ୍କ ହଙ୍ଗାମା ଭିତରେ ସଂସଦରେ ତିନୋଟି ବିଲ୍ ପାରିତ ହୋଇଛି । ଜୈବ ବିବିଧତା, ବହୁ ରାଜ୍ୟ ସମବାୟ ସମିତି ବିଲ୍ ଓ ମଧ୍ୟସ୍ଥତା ବିଲ୍, ୨୦୨୧ ପାରିତ ହୋଇଛି । ଏସବୁ ଭିତରେ ରାଜ୍ୟ ସଭାରେ ଦୁଇଟି ବିଲ୍ ଆଗତ ହୋଇଛି । ଆଡଭୋକେଟ୍ ସଂଶୋଧନ ବିଲ୍ ଓ ପ୍ରେସ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିଓଡିକାଲ ବିଲ୍ ପାରିତ ହୋଇଛି । ସମସ୍ତ ବିଧେୟକ ବାଚନିକ ଭୋଟରେ ଗୃହୀତ ହେବା ପରେContinue reading “ବିରୋଧୀଙ୍କ ହଙ୍ଗାମା ଭିତରେ ରାଜ୍ୟସଭାରେ ୩ ବିଲ୍ ପାରିତ : ଜୈବ ବିବିଧତା, ବହୁ ରାଜ୍ୟ ସମବାୟ ସମିତି ବିଲ୍ ଓ ମଧ୍ୟସ୍ଥତା ବିଲ୍ ଗୃହୀତ”

ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ‘ଇଣ୍ଡିଆ’ ମେଣ୍ଟର ୨୧ ସାଂସଦ : ମଣିପୁରର ଆଇନ ଶୃଙ୍ଖଳା ଓ ପୀଡ଼ିତାଙ୍କ ସମସ୍ୟା ନେଇ କରାଇବେ ଅବଗତ

କନକ ବ୍ୟୁରୋ : ମଣିପୁର ହିଂସାକୁ ନେଇ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ଜଣ ସାଂସଦ । ଇଣ୍ଡିଆ ମେଣ୍ଟ ୨୧ ସାଂସଦ ମଣିପୁର ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରୁ ଫେରିବା ପରେ ସକାଳ ୧୧ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । ବିରୋଧ ଦଳ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିଥିଲେ । ମଣିପୁରର ଆଇନ୍ ଶୃଙ୍ଖଳା ସ୍ଥିତି ଏବଂ ବିଭିନ୍ନContinue reading “ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ‘ଇଣ୍ଡିଆ’ ମେଣ୍ଟର ୨୧ ସାଂସଦ : ମଣିପୁରର ଆଇନ ଶୃଙ୍ଖଳା ଓ ପୀଡ଼ିତାଙ୍କ ସମସ୍ୟା ନେଇ କରାଇବେ ଅବଗତ”

ଆଜି ବଲାଙ୍ଗୀର ଓ କେନ୍ଦୁଝରରେ ସ୍କୁଲ ଛୁଟି : ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଥିବାରୁ ବନ୍ଦ ରହିବ ସ୍କୁଲ

କନକ ବ୍ୟୁରୋ : ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝରରେ ସମସ୍ତ ସ୍କୁଲ ଛୁଟି ଘୋଷଣା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । କେନ୍ଦୁଝରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ରାତିରୁ କେନ୍ଦୁଝରରେ ପ୍ରବଳ ବର୍ଷା ଜାରି ରହିଛି । ଏହା ସହ ଆଜି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।Continue reading “ଆଜି ବଲାଙ୍ଗୀର ଓ କେନ୍ଦୁଝରରେ ସ୍କୁଲ ଛୁଟି : ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଥିବାରୁ ବନ୍ଦ ରହିବ ସ୍କୁଲ”

ବର୍ଷା ପରେ ବଢ଼ିଲା ବନ୍ୟା ଭୟ : ବିଭିନ୍ନ ସ୍ଥାନରୁ ଆସିଲା ବନ୍ୟା ଜଳର ଦୃଶ୍ୟ; ବୌଦ୍ଧର ୫୭ ନମ୍ବର ଜାତୀୟ ରାଜପଥରେ ୪ ଫୁଟ୍ ଉଚ୍ଚ ପାଣି

କନକ ବ୍ୟୁରୋ : ଜାତୀୟ ରାଜପଥରେ ୪ ଫୁଟର ବନ୍ୟା ଜଳ । ଠପ୍ ହେଲା ଯାତାୟାତ । ବୌଦ୍ଧ ଜିଲ୍ଲା ରାଧାନଗର ସ୍ଥିତ ୫୭ ନମ୍ବର ଜାତୀୟ ରାଜପଥରେ ପ୍ରବାହିତ ହେଉଛି ବନ୍ୟା ଜଳ । ୪ ଫୁଟ୍ ଉଚ୍ଚର ପାଣି ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡି ମୋଟର । ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ସବୁ ନଦୀନାଳ ପୂର୍ଣ୍ଣContinue reading “ବର୍ଷା ପରେ ବଢ଼ିଲା ବନ୍ୟା ଭୟ : ବିଭିନ୍ନ ସ୍ଥାନରୁ ଆସିଲା ବନ୍ୟା ଜଳର ଦୃଶ୍ୟ; ବୌଦ୍ଧର ୫୭ ନମ୍ବର ଜାତୀୟ ରାଜପଥରେ ୪ ଫୁଟ୍ ଉଚ୍ଚ ପାଣି”

ଟେଷ୍ଟ ପରେ ଦିନିକିଆ ସିରିଜ୍ ବି ଜିତିଲା ଟିମ୍ ଇଣ୍ଡିଆ : ଶେଷ ମ୍ୟାଚରେ ୨୦୦ ରନ୍ ବଡ଼ ବ୍ୟବଧାନରେ ହାରିଲା ୱେଷ୍ଟଇଣ୍ଡିଜ୍

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ଶେଷ ଦିନିକିଆରେ ଘରୋଇ ଦଳକୁ ୨୦୦ ରନର ବଡ଼ ବ୍ୟବଧାନରେ ହରାଇଛି ଭାରତ । ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ କରିଥିଲା ୩୫୧ ରନ୍ । ଈଶାନ୍ କିଷନ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ମାରିଥିଲେ । ଈଷାନ୍ ୬୪ ବଲରେ କରିଥିଲେ ୭୭Continue reading “ଟେଷ୍ଟ ପରେ ଦିନିକିଆ ସିରିଜ୍ ବି ଜିତିଲା ଟିମ୍ ଇଣ୍ଡିଆ : ଶେଷ ମ୍ୟାଚରେ ୨୦୦ ରନ୍ ବଡ଼ ବ୍ୟବଧାନରେ ହାରିଲା ୱେଷ୍ଟଇଣ୍ଡିଜ୍”

ଗଭୀର ଅବପାତ ପ୍ରଭାବ : ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ;୪ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଅବପାତ ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ସେହିପରି ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର,Continue reading “ଗଭୀର ଅବପାତ ପ୍ରଭାବ : ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ;୪ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି”

ଅଭାବୀ ସଂସାରରେ ବଢୁଛି ଚିନ୍ତା: ଧାର କରଜରେ ବୁଡିଛନ୍ତି ପରିବାର

କନକ ବ୍ୟୁରୋ: ଖେଳିବା, ବୁଲିବାର ବୟସ । ଆଉ ଏହି ବୟସରେ ଥାଲାସେମିଆରେ ପୀଡିତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି ଭୁବନେଶ୍ୱରର ସୁଶୀଲ ବାରିକ । ଡାକ୍ତର କହୁଛନ୍ତି ରୋଗର ଚିକିତ୍ସା ପାଇଁ ଖର୍ଚ ହେବ ୪୨ ଲକ୍ଷ ଟଙ୍କା । ହେଲେ ଏତେ ଟଙ୍କା ପାଇଁ ପରିବାରର ସମ୍ବଳ ନାହିଁ । ତେଣୁ ଆର୍ଥିକ ସହୟତା ଜରୁରୀ ହୋଇପଡିଛି । କ୍ଲାସରେ ନମ୍ବର ୱାନ । ସ୍କୁଲରେ ସମସ୍ତଙ୍କ ପ୍ରିୟ । ଘରେ ସମସ୍ତଙ୍କContinue reading “ଅଭାବୀ ସଂସାରରେ ବଢୁଛି ଚିନ୍ତା: ଧାର କରଜରେ ବୁଡିଛନ୍ତି ପରିବାର”

ମନିି ଲଡ୍ରିଂ ମାମଲାରେ ନୂଆ ମୋଡ: ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା ରୁଜୁ । କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୋରା ଫତେହୀ ।

ଅନ୍ୟତମ ଜଣାଶୁଣା ମଡ଼େଲ ତଥା ଡ୍ୟାନ୍ସର ନୋରା ଫତେହୀ ଏବେ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା ରୁଜୁ କରିଛନ୍ତି । ୨୦୦ କୋଟି ମନିଲଡ୍ରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏବେ ଜେଲରେ ରହିଛି । ଜେଲ ବାହାରେ ନୋରାଙ୍କ ନାଁରେ ଅଯଥାରେ ଟଣାଯାଉଥିବା ଅଭିଯୋଗ ଆଣି ଏବେ ଜ୍ୟାକଲିନଙ୍କ ନାଁରେ ମାନାହାନି ମାମଲା ରୁଜ କରିଛନ୍ତି । ଅଭିନେତ୍ରୀ ଜ୍ୟାକଲିନଙ୍କ ବିରୋଧରେ ମାନହାନି ମାମଲା କରିଥିବା ନୋରା ଫତେହୀ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେContinue reading “ମନିି ଲଡ୍ରିଂ ମାମଲାରେ ନୂଆ ମୋଡ: ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା ରୁଜୁ । କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୋରା ଫତେହୀ ।”

Design a site like this with WordPress.com
Get started