କନକ ବ୍ୟୁରୋ: କୁହାଯାଏ ଶିଶୁ ପାଇଁ ମା’କ୍ଷୀର ଅମୃତ ତୁଲ୍ୟ । ମା’କ୍ଷୀର ଖାଇବା ଦ୍ୱାରା ଶିଶୁର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିପାଇଥାଏ । କିନ୍ତୁ ଯେଉଁମାନେ ମା’କ୍ଷୀର ଖାଇବାରୁ ବଂଚିତ ହୋଇଥାନ୍ତି, ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥାଏ । ଏଥିପାଇଁ ଶିଶୁକୁ ଅତି କମରେ ୬ମାସ ପର୍ଯ୍ୟନ୍ତ କ୍ଷୀର ଖୁଆଇବାକୁ ମା’ ମାନଙ୍କୁ ସଚେତନ କରି ଆସୁଛନ୍ତି ସରକାର ଓ ବିଭିନ୍ନ ସଂଗଠନ । ହେଲେ, ଦେଖାଯାଉଛି, ଆମ ରାଜ୍ୟରେ ଗ୍ରାମାଂଚଳ ମହିଳା ମାନଙ୍କContinue reading “ମା’ କ୍ଷୀରରୁ ବଂଚିତ ୩୦% ଶିଶୁ: ସ୍ତନ୍ୟପାନରେ ପଛୁଆ ସହରୀ ମହିଳା”
Tag Archives: News
ଉପରୁ ଖସିଲା ମୃତ୍ୟୁ: କ୍ରେନ ଛିଣ୍ଡିବା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଦେଶକୁ ଦୋହଲାଇ ଦେଲା ଥାନେ ଘଟଣା ।
କନକ ବ୍ୟୁରୋ: ପ୍ରତିଦିନ ପରି କାମ ଚାଲିଥିଲା । ପେଟ ପାଟଣା ପାଇଁ ଆସିଥିବା ଶ୍ରମିକ ହୁଏତ ଏକଥା ଜାଣିନଥିଲେ ଯେ କାମ କରୁ କରୁ ଜୀବନ ତାଙ୍କର ଅକାଳରେ ଚାଲିଯିବ । ମହାରାଷ୍ଟ୍ର ଥାଣେରେ ଘଟିଛି ବଡ ଧରଣର ଦୁର୍ଘଟଣା । ବ୍ରିଜ ନିର୍ମାଣ ସମୟରେ କ୍ରେନ ଓ ସ୍ଲାବ ଖସିବାରୁ ଦୁର୍ଘଟଣା ଘଟି ଚାଲିଯାଇଛି ୧୭ ନୀରିହ ଜୀବନ । ଏହା ସହ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ବହୁ ଶ୍ରମିକ ସ୍ଲାବContinue reading “ଉପରୁ ଖସିଲା ମୃତ୍ୟୁ: କ୍ରେନ ଛିଣ୍ଡିବା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଦେଶକୁ ଦୋହଲାଇ ଦେଲା ଥାନେ ଘଟଣା ।”
ସାମନାକୁ ଆସିଲା ଓଡିଶା ସିଭିଲ୍ ସର୍ଭିସ ଟପ୍ପରଙ୍କ ସଂଘର୍ଷ ପଛର କାହାଣୀ: ସୁଦେବଙ୍କ ସଫଳତା ପଛରେ ରହିଛି ମାଆଙ୍କ ଅକ୍ଳାନ୍ତ ପରିଶ୍ରମ
କନକ ବ୍ୟୁରୋ: ସଫଳତା ପଛରେ ଥାଏ ସଂଘର୍ଷର କାହାଣୀ । ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ କାହାଣୀ କିଛି ଏଭଳି । ସଫଳତା ପାଇଁ ଏମାନେ ଅନେକ ସଂଘର୍ଷ କରିଛନ୍ତି । ଓଏସଏସସିରେ ଟପ୍ପର ହୋଇଥିବା ସୁଦେବ ପୃଷ୍ଟି ପଛରେ ରହିଛି ଅକ୍ଲାନ୍ତ ପରିଶ୍ରମ । ସ୍କୁଲରେ ପାଚିକା ଭାବେ କାମ କରି ପୁଅକୁ ପାଠ ପଢାଇଛନ୍ତି ମାଆ । ପ୍ରତି ସଫଳତା ପଛରେ ସଂଘର୍ଷ ଥାଏ । ଆଉ ପ୍ରତି ସଂଘର୍ଷContinue reading “ସାମନାକୁ ଆସିଲା ଓଡିଶା ସିଭିଲ୍ ସର୍ଭିସ ଟପ୍ପରଙ୍କ ସଂଘର୍ଷ ପଛର କାହାଣୀ: ସୁଦେବଙ୍କ ସଫଳତା ପଛରେ ରହିଛି ମାଆଙ୍କ ଅକ୍ଳାନ୍ତ ପରିଶ୍ରମ”
ଭୁୁବନେଶ୍ୱରରେ ଚାକିରି ଆଶାୟୀଙ୍କ ହଲ୍ଲାବୋଲ: ଦୁର୍ନୀତିମୁକ୍ତ ପରୀକ୍ଷା ପାଇଁ ଏକାଠି ହେଲେ ଛାତ୍ରଛାତ୍ରୀ
କନକ ବ୍ୟୁରୋ: ଜେଇଇ ସିଭିଲ ପରୀକ୍ଷାରେ ହୋଇଥିବା ବିଭ୍ରାଟ ନେଇ ଏକାଠି ହୋଇଛନ୍ତି ଆଶାୟୀ । ଓଡ଼ିଶା ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରୀକ୍ଷାର୍ଥୀ । ଚାକିରୀ ପାଇଁ ହୋଇଥିବା ଟଙ୍କା କାରବାରକୁ ନିନ୍ଦା କରିବା ସହିତ ବିକ୍ଷୋଭ କରିଛନ୍ତି । କୌଣସି ସମାଧାନ ନହେଲେ ଆଗକୁ ଏହି ବିକ୍ଷୋଭ ଜାରି ରଖିବାକୁ କହିଛନ୍ତି ପରୀକ୍ଷାର୍ଥୀ ମାନେ । ସେପଟେ ଆନ୍ଦୋଳନରତ ପରୀକ୍ଷାର୍ଥୀଙ୍କୁ ଭେଟିବାକୁ ସାମ୍ନାକୁ ନ ଆସି ଭିଡିଓ କଲରେContinue reading “ଭୁୁବନେଶ୍ୱରରେ ଚାକିରି ଆଶାୟୀଙ୍କ ହଲ୍ଲାବୋଲ: ଦୁର୍ନୀତିମୁକ୍ତ ପରୀକ୍ଷା ପାଇଁ ଏକାଠି ହେଲେ ଛାତ୍ରଛାତ୍ରୀ”
ହିଂସା ବଳୟରେ ହରିୟାଣା: ସାମ୍ପ୍ରଦାୟିକ ହିଂସା ନେଉଛି ମୁଣ୍ଡ, ଗଲାଣି ୭ ଜଣଙ୍କ ଜୀବନ । ଜଳିପୋଡି ଯାଇଛି ଶହଶହ ଯାନବାହାନ ।
କନକ ବ୍ୟୁରୋ: ସୋମବାର ହିଂସାରେ ଜଳିଛି ହରିୟାଣା । ଦୁଇ ଗୋଷ୍ଠୀଙ୍କ ସଂଘର୍ଷରେ ଥରି ଉଠିଛି ପୂରା ରାଜ୍ୟ । ହିଂସା ପ୍ରଭାବିତ ରାଜ୍ୟରେ କେଉଁଠି ଦୋକାନ ପୋଡି ଜଳି ପାଉଁଶ ହୋଇଛି ତ ପୁଣି କେଉଁଠି ଯାନବାହନ ନିଅାଁ ଲଗାଇଛନ୍ତି ଉପଦ୍ରବକାରୀ । କେବଳ ରାସ୍ତାରେ ଛିଡା ହୋଇଥିବା ଯାନବାହନ ନୁହେଁ ବଂର ଘର ଓ ଶୋ ରୁମ ଭିତରେ ପଶି ମଧ୍ୟ ଲକ୍ଷାଧିକ ଟଙ୍କାର ଯାନବାହନ ପୋଡି ଫେରାର ହୋଇଛନ୍ତି ଦଙ୍ଗାକାରୀ । ସାଧାରଣContinue reading “ହିଂସା ବଳୟରେ ହରିୟାଣା: ସାମ୍ପ୍ରଦାୟିକ ହିଂସା ନେଉଛି ମୁଣ୍ଡ, ଗଲାଣି ୭ ଜଣଙ୍କ ଜୀବନ । ଜଳିପୋଡି ଯାଇଛି ଶହଶହ ଯାନବାହାନ ।”
ବିଶ୍ୱବିଦ୍ୟାଳୟରେ ସଙ୍ଗୀନ ସ୍ଥିତି: ସରକାରଙ୍କୁ ଉଦବେଗ ଜଣାଇଲେ କୁଳପତି
କନକ ବ୍ୟୁରୋ: ଉଚ୍ଚଶିକ୍ଷା ଷ୍ଟାଣ୍ଡିଂ କମିଟି ବୈଠକରେ ଶିକ୍ଷା ବ୍ୟବସ୍ଥା ଏକ ଗୁରୁତର ସଂକଟ ସାମ୍ନାକୁ ଆସିଛି । ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ଏବେ ହଜାରରେ ଅଧିକ ପ୍ରଫେସର ପଦବୀ ଖାଲିପଡିଛି । ଷ୍ଟାଣ୍ଡିଂ କମିଟି ବୈଠକରେ ଖାଲିପଡିଥିବା ପଦବୀକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କୁଳପତି । ଗତ ୨ବର୍ଷ ତଳେ ୟୁନିର୍ଭସିଟି ବିଲ ଆଣି ବିଶ୍ୱବିଦ୍ୟାଳୟର କ୍ଷମତା ଅପସାରଣ କରିନେଇଥିଲେ ସରକାର । ଏବେ ମାମଲା ସୁପ୍ରିମକୋର୍ଟରେ ଅଛି ଓ ଏପଟେ ନିଯୁକ୍ତି ହୋଇପାରୁContinue reading “ବିଶ୍ୱବିଦ୍ୟାଳୟରେ ସଙ୍ଗୀନ ସ୍ଥିତି: ସରକାରଙ୍କୁ ଉଦବେଗ ଜଣାଇଲେ କୁଳପତି”
ଭୁବନେଶ୍ୱରରେ ପାଣି ଜମୁଛି କାହିଁକି? ସ୍ମାର୍ଟ ସିଟିର ଜଳବନ୍ଦୀ ସ୍ଥିତିର କାରଣ କ’ଣ?
କନକ ବ୍ୟୁରୋ: କିଛି ଘଂଟାର ବର୍ଷାରେ ଭୁବନେଶ୍ୱର ଠପ୍ । କିନ୍ତୁ ଭୁବନେଶ୍ୱରର କାହିଁକି ଜମୁଛି ପାଣି ? କାହିଁକି ସୃଷ୍ଟି ହେଉଛି ଜଳବନ୍ଦୀ ସ୍ଥିତି ? କାହିଁକି ବିଏମସି ଜଳବନ୍ଦୀ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେଉନାହିଁ ? ଏସବୁର ସରଳ ଉତର ରଖିଛନ୍ତି ବିଶେଷଜ୍ଞ । କିଛି ଘଂଟାର ବର୍ଷା । ଠପ୍ ହୋଇଗଲା ରାଜଧାନୀ । ଅଣନିଶ୍ୱାସୀ ହୋଇଗଲେ ସହରବାସୀ । ଘରେ ପାଣି, ରାସ୍ତାରେ ପାଣି । ଭୁବନେଶ୍ୱରର ଏହି ଚିତ୍ରContinue reading “ଭୁବନେଶ୍ୱରରେ ପାଣି ଜମୁଛି କାହିଁକି? ସ୍ମାର୍ଟ ସିଟିର ଜଳବନ୍ଦୀ ସ୍ଥିତିର କାରଣ କ’ଣ?”
ଭୁବନେଶ୍ୱରରେ କଲବଲ କଲା ବର୍ଷା: ଘରେ ପାଣି ପଶିଯିବାରୁ ରାତି ଅନିଦ୍ରା ହେଲେ ବହୁ ପରିବାର
କନକ ବ୍ୟୁରୋ: ଲଗାଣ ବର୍ଷାରେ ଭୁବନେଶ୍ୱରରେ ଆଜି ବି ଲୋକେ ହଇରାଣ ହୋଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ପାଣି ଯୋଗୁଁ ଜନଜୀବନ ଓ ଟ୍ରାଫିକ ସମସ୍ୟା ପ୍ରଭାବିତ ହୋଇଛି । କାଲି ରାତି ବର୍ଷା ଯୋଗୁଁ ଅନେକ ଲୋକେ ରାତି ଅନିଦ୍ରା ହୋଇଛନ୍ତି । ଘର ଭିତରେ ପାଣି ପଶିଯାଇଛି । ଲୋକେ ଘରୁ ପାଣି କାଢି କାଢି ନୟାନ୍ତ ହୋଇଛନ୍ତି । ଜଳବନ୍ଦୀ ସ୍ଥିତି ଲୋକଙ୍କୁ ଅସୁବିଧାରେ ପକାଇଛି । ରାସ୍ତାରେ ପାଣି ଆଉContinue reading “ଭୁବନେଶ୍ୱରରେ କଲବଲ କଲା ବର୍ଷା: ଘରେ ପାଣି ପଶିଯିବାରୁ ରାତି ଅନିଦ୍ରା ହେଲେ ବହୁ ପରିବାର”
ଏନଡିଏକୁ ସମର୍ଥନ କରିବ ବିଜେଡି: ଅନାସ୍ଥାକୁ ନା, ଦିଲ୍ଳୀ ବିଲକୁ ସମର୍ଥନ
କନକ ବ୍ୟୁରୋ: ଏନଡିଏ ଓ ବିରୋଧୀ ମେଂଟ “ ଇଣ୍ଡିଆକୁ” ନେଇ ଦେଶର ରାଜନୀତି ସରଗରମ ରହିଥିବାବେଳେ ବିଜେଡିର ଆଭିମୁଖ୍ୟ କଣ ହେବ ସେ ନେଇ ସମସ୍ତଙ୍କ ନଜର ରହିଥିଲା । ହେଲେ ସବୁବେଳେ ସମଦୂରତ୍ୱର କଥା କହୁଥିବା ବିଜେଡି ଆଜି ମୋଦିଙ୍କୁ ଖୋଲାଖୋଲି ସମର୍ଥନ ଦେବାକୁ ଘୋଷଣା କରିଛି । ପାର୍ଲାମେଂଟରେ ଦୁଇଟି ଗୁରୁତ୍ୱର୍ଣ୍ଣ ପ୍ରସଙ୍ଗରେ ଏନଡିଏର ସାଥ ଦେବ ବିଜୁ ଜନତା ଦଳ । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ ବିଜେଡିContinue reading “ଏନଡିଏକୁ ସମର୍ଥନ କରିବ ବିଜେଡି: ଅନାସ୍ଥାକୁ ନା, ଦିଲ୍ଳୀ ବିଲକୁ ସମର୍ଥନ”
ଗୋବର ଓ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ: ଗୋବର, ପରିବା ଚୋପା ଓ ବଳକା ଖାଦ୍ୟରୁ ବିଜୁଳି ଉତ୍ପାଦନ
କନକ ବ୍ୟୁରୋ: ଗୋବର, ପରିବା ଚୋପା ଓ ବଳକା ଖାଦ୍ୟ ଭଳି ଅଳିଆ ବର୍ଜ୍ୟବସ୍ତୁରୁ ହେଉଛି ବିଜୁଳି ଶକ୍ତି ଉତ୍ପାଦନ ଓ ପ୍ରସ୍ତୁତ ହେଉଛି ଜୈବିକ ସାର। ରାଉରକେଲା ମହାନଗର ନିଗମ ପକ୍ଷରୁ ଏମିତି ଏକ ଅନନ୍ୟ ପ୍ରକଳ୍ପ ରାଜ୍ୟରେ ପ୍ରଥମ କରି ଆରମ୍ଭ କରାଯାଇଛି। ରାଉରକେଲାର ସେକ୍ଟର ୧୪ ସ୍ଥିତ କାଂଜିଆହୁଦା ପାଖରେ ବାଇଓ ମେଥାନେସନ୍ ଓ ଇଲେକ୍ଟ୍ରିକ୍ ଏନର୍ଜି ଜେନେରେସନ୍ ପ୍ଲାଂଟ ସ୍ଥାପନ କରାଯାଇଛି । କାଂଜିଆହୁଦା ସମେତ ସହରର ରାସ୍ତାଘାଟରେ ପଡି ରହୁଥିବାContinue reading “ଗୋବର ଓ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ: ଗୋବର, ପରିବା ଚୋପା ଓ ବଳକା ଖାଦ୍ୟରୁ ବିଜୁଳି ଉତ୍ପାଦନ”