୧୦ମ ଶ୍ରେଣୀ ଛାତ୍ର ହେଲେ ଡିଷ୍ଟ୍ରିକ୍ଟ କମିଶନର । କହିଲେ ଏଭଳି କଥା…

କନକ ବ୍ୟୁରୋ: ଚା’ ବଗିଚାରୁ ପ୍ରଶାସନିକ ଅଧିକାରୀଙ୍କ ସିଟ୍ । ଆସାମ ଶିବସାଗର ଜିଲ୍ଲାର ଜିଲ୍ଲା ଆୟୁକ୍ତ ହେଲେ ୧୦ମ ଶ୍ରେଣୀ ଛାତ୍ର । ଦିନକ ପାଇଁ ଡିଷ୍ଟ୍ରିକ୍ଟ କମିଶନର ଗାଦିରେ ବସିଲେ ୧୦ମ ଶ୍ରେଣୀ ଛାତ୍ର ଭାଗ୍ୟଦୀପ ରାଜଗଡ । ଜିଲ୍ଲା ବିକାଶ ସମିତିର ସ୍ୱତନ୍ତ୍ର ବୈଠକରେ ଭାଗ ନେଇ ଭାଗ୍ୟଦୀପ କହିଲେ କିଛି ଏଭଳି… ଜିଲ୍ଲାର କିଛି ଉଦୀୟମାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ଗୌରବ ହେବା ପାଇଁ ଉତ୍ସାହିତ କରିବାକୁ ଶିବସାଗର ଜିଲ୍ଲା ପ୍ରଶାସନ ଆୟୋଜନContinue reading “୧୦ମ ଶ୍ରେଣୀ ଛାତ୍ର ହେଲେ ଡିଷ୍ଟ୍ରିକ୍ଟ କମିଶନର । କହିଲେ ଏଭଳି କଥା…”

ବାଦ ବିବାଦ ଭିତରେ ବନକଲାଗି ନୀତିକୁ ନେଇ ବାହାରିଲା ବାଟ: ଆସନ୍ତା ୯ ତାରିଖରେ ହେବ ନୀତି

କନକ ବ୍ୟୁରୋ: ବାଦ ବିବାଦ ଭିତରେ ବନକଲାଗି ନୀତିକୁ ନେଇ ବାହାରିଲା ବାଟ । ଆସନ୍ତା ୯ ତାରିଖରେ ନୀତି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା । ବିଶେଷ ନୀତି ଥିବାକୁ ଆସନ୍ତାକାଲି ହେବନି ବନକଲାଗି । ବନକଲାଗି ନୀତିକୁ ନେଇ ଅନିଶ୍ଚିତତା ଲାଗିରହିଥିଲା । ତେବେ ଏହାରି ଭିତରେ ବନକଲାଗି ନୀତି ନେଇ ଦିନ ଧାର୍ଯ୍ୟ ହୋଇଛି । The post ବାଦ ବିବାଦ ଭିତରେ ବନକଲାଗି ନୀତିକୁ ନେଇ ବାହାରିଲା ବାଟ:Continue reading “ବାଦ ବିବାଦ ଭିତରେ ବନକଲାଗି ନୀତିକୁ ନେଇ ବାହାରିଲା ବାଟ: ଆସନ୍ତା ୯ ତାରିଖରେ ହେବ ନୀତି”

ସଂସଦରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି । ଦିଲ୍ଲୀ ଅଧ୍ୟାଦେଶକୁ କରିବ ସମର୍ଥନ । ଦଳୀୟ ସାଂସଦଙ୍କୁ ଜାରି ହେଲା ହ୍ୱିପ୍ । 

କନକ ବ୍ୟୁରୋ : ସଂସଦରେ ଅନାସ୍ଥାକୁ ବିରୋଧ କରିବ ବିଜେଡି । ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥାକୁ ସମର୍ଥନ କରିବ ନାହିଁ ବିଜୁ ଜନତା ଦଳ । ଏନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏନେଇ ଦଳୀୟ ସାଂସଦଙ୍କୁ ହ୍ୱିପ୍ ଜାରି କରିଛି ବିଜେଡି । ୨୦୧୮ରେ ଅନସ୍ଥା ବେଳେ ଗୃହତ୍ୟାଗ କରିଥିଲା ବିଜେଡି ।  ତେବେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବContinue reading “ସଂସଦରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି । ଦିଲ୍ଲୀ ଅଧ୍ୟାଦେଶକୁ କରିବ ସମର୍ଥନ । ଦଳୀୟ ସାଂସଦଙ୍କୁ ଜାରି ହେଲା ହ୍ୱିପ୍ । “

ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା: ମାଷ୍ଟରମାଇଣ୍ଡକୁ ଦିଲ୍ଲୀ ଆଣିଲା ସ୍ପେଶାଲ ସେଲ୍

କନକ ବ୍ୟୁରୋ: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଅଭିଯୁକ୍ତ ସଚିନ ବିଷ୍ଣୋଇଙ୍କୁ ଦିଲ୍ଲୀ ଅଣାଯାଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ତାଙ୍କୁ ଆଜେରବୈଜାନରୁ ଆଣିଛି। ଉଲ୍ଲେଖ ଥାଉ କି ମେ ୨୯, ୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଆକ୍ରମଣକାରୀମାନେ ମୁସେୱାଲାଙ୍କ ଉପରେ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ। ପୁଲିସ ଚାର୍ଜସିଟ ଅନୁଯାୟୀ, ହତ୍ୟା ପଛରେ ଗୋଲ୍ଡି ବ୍ରାର ଷଡ଼ଯନ୍ତ୍ର କରିଥିଲା ।ସଚିନ ବିଷ୍ଣୋଇ ହେଉଛି ଲରେନ୍ସ ବିଷ୍ଣୋଇର ଭଣଜା, ଯିଏ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରContinue reading “ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା: ମାଷ୍ଟରମାଇଣ୍ଡକୁ ଦିଲ୍ଲୀ ଆଣିଲା ସ୍ପେଶାଲ ସେଲ୍”

ସମ୍ବଲପୁରରୁ ଦିଲ୍ଲୀ, ସବୁଠି ସମ୍ବଲପୁରୀ ଦିନର ଝଲକ୍ : ସମ୍ବଲପୁରୀ ପରିଧାନରେ ନଜର ଆସିଲେ ମୋଦୀ ସରକାରର ୩ ପ୍ରଭାବଶାଳୀ ମନ୍ତ୍ରୀ

କନକ ବ୍ୟୁରୋ : ସମ୍ବଲପୁରରୁ ଦିଲ୍ଲୀ । ସବୁଠି ସମ୍ବଲପୁରୀ ଦିନର ଝଲକ୍ । ସମ୍ବଲପୁରୀ ପରିଧାନରେ ନଜର ଆସିଛନ୍ତି, ମୋଦିର ସରକାରର ୩ ପ୍ରଭାବଶାଳୀ ମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମ୍ବଲପୁରୀ ପରିଧାନରେ ନଜର ଆସିଛନ୍ତି । ଏହି ଚାରିଜଣ ପ୍ରଭାବଶାଳୀ ନେତା ଏକାଠି ନଜର ଆସିବା ସହ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇଛନ୍ତି ।Continue reading “ସମ୍ବଲପୁରରୁ ଦିଲ୍ଲୀ, ସବୁଠି ସମ୍ବଲପୁରୀ ଦିନର ଝଲକ୍ : ସମ୍ବଲପୁରୀ ପରିଧାନରେ ନଜର ଆସିଲେ ମୋଦୀ ସରକାରର ୩ ପ୍ରଭାବଶାଳୀ ମନ୍ତ୍ରୀ”

ଗୋଟିଏ ମଞ୍ଚରେ ନରେନ୍ଦ୍ର ମୋଦୀ ଓ ଶରତ ପାୱାର : ବିରୋଧୀ ମେଣ୍ଟ ପାଇଁ ଚିନ୍ତା ବଢ଼ାଇଲା ଦୃଶ୍ୟ

କନକ ବ୍ୟୁରୋ : ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନସିପିର ପ୍ରତିଷ୍ଠାତା ଶରଦ ପାୱାର । ମହାରାଷ୍ଟ୍ର ପୁଣେରେ ଦେଶର ଦୁଇ ପ୍ରମୁଖ ନେତା ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । ଏହି ଅବସରରେ ମୋଦୀଙ୍କୁ ଲୋକମାନ୍ୟ ରାଷ୍ଟ୍ରୀୟ ତିଲକ ପୁରସ୍କାରରେ ସମ୍ମାନିତ କରାଯାଇଛି । ମଂଚରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ରାମନୋଥ କୋବିନ୍ଦ ଉପସ୍ଥିତ ଅଛନ୍ତି । କିନ୍ତୁ ରୋଚକ କଥା ହେଉଛି ଶରଦ ପାୱାର ମୋଦୀଙ୍କ ସହContinue reading “ଗୋଟିଏ ମଞ୍ଚରେ ନରେନ୍ଦ୍ର ମୋଦୀ ଓ ଶରତ ପାୱାର : ବିରୋଧୀ ମେଣ୍ଟ ପାଇଁ ଚିନ୍ତା ବଢ଼ାଇଲା ଦୃଶ୍ୟ”

ଓଏସଏସସି କାର୍ଯ୍ୟାଳୟ ଆଗରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ : ବିଜୟ ପଟ୍ଟନାୟକ କହିଲେ ସରକାରଙ୍କର ନାହିଁ ଆନ୍ତରିକତା; ୫ ମିନିଟରେ ହୋଇପାରିବ ସମସ୍ୟାର ସମାଧାନ

କନକ ବ୍ୟୁରୋ : ଓଡିଶା ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆଶାୟୀଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟ ପ୍ରଶାସକ ତଥା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଓଡ଼ିଶାରେ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଚାକିରି ଖାଲି ପଡିଛି । କିନ୍ତୁ ପିଲା ମାନଙ୍କରେ ପାଖରେ ଚାକିରିର ବ୍ୟବସ୍ଥା ନାହିଁ । ଏହା ପରେ ପ୍ରଶ୍ନପତ୍ର ଲିକ୍, ମେରିଟ ଲିଷ୍ଟରେ ନା ନଥାଇ ମଧ୍ୟ ଟଙ୍କା କାରବାର ଦ୍ୱାରା ଅନେକContinue reading “ଓଏସଏସସି କାର୍ଯ୍ୟାଳୟ ଆଗରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ : ବିଜୟ ପଟ୍ଟନାୟକ କହିଲେ ସରକାରଙ୍କର ନାହିଁ ଆନ୍ତରିକତା; ୫ ମିନିଟରେ ହୋଇପାରିବ ସମସ୍ୟାର ସମାଧାନ”

କଲଭର୍ଟ ଭୁଶୁଡ଼ି ୫ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ : ନିଲମ୍ବିତ ହେଲେ ନିର୍ବାହୀ ଯନ୍ତ୍ରୀଙ୍କ ସହ ୩ ଯନ୍ତ୍ରୀ

କନକ ବ୍ୟୁରୋ : କଲ୍ୟାଣସିଂହପୁରରେ କଲଭର୍ଟ ଭୁଶୁଡ଼ି ୫ଜଣଙ୍କ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ନିର୍ବାହୀ ଯନ୍ତ୍ରୀଙ୍କ ସହ ୩ ଜଣ ଯନ୍ତ୍ରୀ । ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ସହ କନିଷ୍ଠ ଯନ୍ତ୍ରୀ ରାଜେଶ କୁମାର ମଣ୍ଡଳ ଓ ସହକାରୀ ଯନ୍ତ୍ରୀ ଭେଙ୍କେଟ ରମଣ ମୁଦୁଲିଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସମ୍ପୃକ୍ତ ଠିକାଦାରଙ୍କ ନାଁରେ ଥାନାରେ ଏତଲା ଦାୟର ହୋଇଛି । ଏନେଇ ସୂଚନା ଦେଇଛନ୍ତିContinue reading “କଲଭର୍ଟ ଭୁଶୁଡ଼ି ୫ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ : ନିଲମ୍ବିତ ହେଲେ ନିର୍ବାହୀ ଯନ୍ତ୍ରୀଙ୍କ ସହ ୩ ଯନ୍ତ୍ରୀ”

ଯୌନ ନିର୍ଯାତନା ମାମଲା : ହାଇକୋର୍ଟରେ ଶୁଣାଣି, ଥାନାରେ ହାଜର ହେବାକୁ ସୌରିନ ଭଟ୍ଟଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଯୌନ ନିର୍ଯାତନା ମାମଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ଥାନାରେ ହାଜର ହେବାକୁ ସୌରିନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଜର ହୋଇ ତଦନ୍ତରେ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି । ଅଗଷ୍ଟ ୨୫ ଯାଏଁ କୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି । ଧାରା ୧୬୪ରେ ମାଜିଷ୍ଟେଟଙ୍କ ନିକଟରେ ପୀଡିତାଙ୍କ ବୟାନ ରେକର୍ଡ ନେଇ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗିରଫଦାରୀContinue reading “ଯୌନ ନିର୍ଯାତନା ମାମଲା : ହାଇକୋର୍ଟରେ ଶୁଣାଣି, ଥାନାରେ ହାଜର ହେବାକୁ ସୌରିନ ଭଟ୍ଟଙ୍କୁ ନିର୍ଦ୍ଦେଶ”

ଲୋକଙ୍କ ପକେଟ୍ ଉପରେ ହୋଇପାରେ ମହଙ୍ଗା ମାଡ । ଆଜିଠୁ ଅନେକ କ୍ଷେତ୍ରରେ ହେବ ପରିବର୍ତ୍ତନ

କନକ ବ୍ୟୁରୋ : ପ୍ରତିମାସ ଭଳି ଚଳିତ ଅଗଷ୍ଟ ମାସ ବା ଆଜିଠୁ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଅଗଷ୍ଟ ପହିଲା ବା ଆଜିଠାରୁ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହା ସାଧାରଣ ଲୋକଙ୍କ ଉପରେ ବଡ ପ୍ରଭାବ ପକାଇବ । ଏହି ପରିବର୍ତ୍ତନରେ ଗ୍ୟାସ୍ ସିଲିଣ୍ଡରଠୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ଏବଂ ଇନକମ୍ ଟ୍ୟାକ୍ସ ସହ ଜଡିତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହା ଆପଣ ଜାଣିବାContinue reading “ଲୋକଙ୍କ ପକେଟ୍ ଉପରେ ହୋଇପାରେ ମହଙ୍ଗା ମାଡ । ଆଜିଠୁ ଅନେକ କ୍ଷେତ୍ରରେ ହେବ ପରିବର୍ତ୍ତନ”

Design a site like this with WordPress.com
Get started