ପାଣି କମିଛି କିନ୍ତୁ ଚିନ୍ତା କମିନି : ଭୁବନେଶ୍ୱର ୩୬ ନମ୍ବର ୱାର୍ଡରେ ଜେସିବି ସାହାଯ୍ୟରେ ନିଷ୍କାସିତ ହେଉଛି ପାଣି

କନକ ବ୍ୟୁରୋ : ଭୁବନେଶ୍ୱର ୩୬ ନମ୍ବର ୱାର୍ଡର ମଧୁସୂଦନ ନଗରରେ ଗତକାଲି ପ୍ରାୟ ୪ ଫୁଟ୍ ଉଚ୍ଚତାରେ ପାଣି ଚାଲୁଥିଲା । ଆଜି ବିଏମସି ପକ୍ଷରୁ ଜେସିବି ସାହାଯ୍ୟରେ ଡ୍ରେନ୍ ବ୍ଲକକୁ ସଫା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଜଳବନ୍ଦୀ ସମସ୍ୟା ବହୁ ବର୍ଷର କିନ୍ତୁ ସମାଧାନ ବାଟ ବାହାରୁନି । ସ୍ଥାନୀୟ କର୍ପୋରେଟର କି ବିଏମସି ଏ ଦିଗରେ କୌଣସି ପଦକ୍ଷେପ ନେଉନାହାଁନ୍ତି ତେଣୁ ସ୍ଥାନୀୟ ଅଞ୍ଚଳରContinue reading “ପାଣି କମିଛି କିନ୍ତୁ ଚିନ୍ତା କମିନି : ଭୁବନେଶ୍ୱର ୩୬ ନମ୍ବର ୱାର୍ଡରେ ଜେସିବି ସାହାଯ୍ୟରେ ନିଷ୍କାସିତ ହେଉଛି ପାଣି”

ମ୍ୟାଟ୍ରିମୋନିଆଲ ସାଇଟରେ ବଡ ଠକେଇ : ନକଲି କନିଆ ଠକିନେଲା ୧କୋଟି ୧୪ଲକ୍ଷ ଟଙ୍କା; ଲୁଟର ଶିକାର ହେଲେ ସଫ୍ଟୱେର ଇଞ୍ଜିନିୟର 

କନକ ବ୍ୟୁରୋ : ସାଇବର ଠକେଇର ଶିକାର ହେଲେ ବ୍ରିଟେନରେ କାମ କରୁଥିବା ସଫ୍ଟୱେର ଇଞ୍ଜିନିୟର । ମାଟ୍ରିମୋନିଆଲ ସାଇଟରେ ନକଲି କନ୍ୟା ସାଜି ଜଣେ ଯୁବକଙ୍କୁ ବିବାହ କରିବାକୁ କହି ୧କୋଟି ୧୪ଲକ୍ଷ ଟଙ୍କା ଠକେଇ ନେଇଥିବା ଅଭିଯୋଗ ହୋଇଛି । ତେବେ ବେଙ୍ଗାଲୁରୁ ହ୍ୱାଇଟଫିଲ୍ଡ ସନ୍ କ୍ରାଇମ ପୋଲିସ ଠିକ୍ ସମୟରେ ହସ୍ତକ୍ଷେପ କରିବାରୁ ସମ୍ପୃକ୍ତ ଯୁବତୀଙ୍କ ବ୍ୟାଙ୍କ ଖାତାରେ ଥିବା ୮୪ଲକ୍ଷ ଟଙ୍କାକୁ ଜବତ କରାଯାଇଛି । ଠକେଇର ଶିକାର ହୋଇଛନ୍ତି ବେଙ୍ଗାଲୁରୁContinue reading “ମ୍ୟାଟ୍ରିମୋନିଆଲ ସାଇଟରେ ବଡ ଠକେଇ : ନକଲି କନିଆ ଠକିନେଲା ୧କୋଟି ୧୪ଲକ୍ଷ ଟଙ୍କା; ଲୁଟର ଶିକାର ହେଲେ ସଫ୍ଟୱେର ଇଞ୍ଜିନିୟର “

ଭାରତ ସରକାର ଦେଲେ ଖୁସି ଖବର: ସେନାରେ ମହିଳାଙ୍କ ପାଇଁ ବଢିବ ନିଯୁକ୍ତି , ରାଜ୍ୟସଭାରେ ମନ୍ତ୍ରୀଙ୍କ ଘୋଷଣା

କନକ ବ୍ୟୁରୋ: ପୂରଣ ହେବ ମହିଳାଙ୍କ ଭାରତୀୟ ସେନାରେ ଯୋଗ ଦେବାର ସ୍ୱପ୍ନ । କାରଣ ସେନାରେ ମହିଳାଙ୍କ ପାଇଁ ନିଯୁକ୍ତି ସଂଖ୍ୟା ବଢାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ର ରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ । ୨୦୨୨ ଜୁଲାଇରୁ ପୁଣେ ସ୍ଥିତ ରାଷ୍ଟ୍ରିୟ ରକ୍ଷା ଏକାଡେମୀରେ ମହିଳାଙ୍କ ପାଇଁ ୨୦ଟି ଅତିରିକ୍ତ ନିଯୁକ୍ତି ହୋଇଥିବା ମନ୍ତ୍ରୀ କହିଛନ୍ତି । ସୂଚନା ମୁତାବକ, ୨୦୨୩ରେ ସେନାରେ ମହିଳାଙ୍କ ପାଇଁContinue reading “ଭାରତ ସରକାର ଦେଲେ ଖୁସି ଖବର: ସେନାରେ ମହିଳାଙ୍କ ପାଇଁ ବଢିବ ନିଯୁକ୍ତି , ରାଜ୍ୟସଭାରେ ମନ୍ତ୍ରୀଙ୍କ ଘୋଷଣା”

ଚିଲିକାରେ ପୁଣି ବଜ୍ରପାତରେ ମତ୍ସ୍ୟଜୀବୀ ମୃତ : ଅଳ୍ପକେ ବର୍ତ୍ତିଲେ ୪ ମତ୍ସ୍ୟଜୀବୀ

କନକ ବ୍ୟୁରୋ : ଚିଲିକାରେ ପୁଣି ବଜ୍ରପାତରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ମାଛ ଧରିବା ସମୟରେ ମାରିଲା ବଜ୍ରପାତ । ମୃତକ ୫୨ ବର୍ଷୀୟ ମାଗା ବେହେରା । ଘର ଟାଙ୍ଗୀ ଥାନା ପାଟପୁର ବଡବାହାଣିଆରେ ହୋଇଥିବା ସୂଚନା ମିଳିଛି । ୪ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଲେ ଯାଇଛନ୍ତି । ଆଜି ଭୋର ସମୟରେ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ ମତ୍ସ୍ୟଜୀବୀ । The post ଚିଲିକାରେ ପୁଣି ବଜ୍ରପାତରେ ମତ୍ସ୍ୟଜୀବୀ ମୃତ :Continue reading “ଚିଲିକାରେ ପୁଣି ବଜ୍ରପାତରେ ମତ୍ସ୍ୟଜୀବୀ ମୃତ : ଅଳ୍ପକେ ବର୍ତ୍ତିଲେ ୪ ମତ୍ସ୍ୟଜୀବୀ”

ତୀବ୍ର ଅବପାତର ରୂପ ନେଲା ସୃଷ୍ଟ ଅବପାତ : ୪ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଓ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ତୀବ୍ର ଅବପାତର ରୂପ ନେଲା ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ଏହା ଏବେ ଉତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି । ଆଜି ସନ୍ଧ୍ୟା ସୁଦ୍ଧା ବାଙ୍ଗଲାଦେଶର ଉପକୂଳ ଖେପୁପୁରା ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଆଜ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ୪Continue reading “ତୀବ୍ର ଅବପାତର ରୂପ ନେଲା ସୃଷ୍ଟ ଅବପାତ : ୪ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଓ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି”

ଓଏସଏସସି କାର୍ଯ୍ୟାଳୟ ଆଗରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ : ଚାକିରି ପାଇଁ ହୋଇଥିବା ଟଙ୍କା କାରବାରକୁ ବିରୋଧ

କନକ ବ୍ୟୁରୋ : ଜେଇଇ ସିଭିଲ ପରୀକ୍ଷାରେ ହୋଇଥିବା ବିଭ୍ରାଟ ନେଇ ଏକାଠି ହୋଇଛନ୍ତି ଆଶାୟୀ । ଓଡ଼ିଶା ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ପରୀକ୍ଷାର୍ଥୀ । ଚାକିରୀ ପାଇଁ ହୋଇଥିବା ଟଙ୍କା କାରବାରକୁ ନିନ୍ଦା କରିବା ସହିତ ବିକ୍ଷୋଭ ଜାରି ରଖିଛି । ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରିଛନ୍ତି । କୌଣସି ସମାଧାନ ନହେଲେ ପରୀକ୍ଷାର୍ଥୀମାନେ ଆଗକୁ ଏହି ବିକ୍ଷୋଭ ଜାରି ରଖିବାକୁ କହିଛନ୍ତି । TheContinue reading “ଓଏସଏସସି କାର୍ଯ୍ୟାଳୟ ଆଗରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ : ଚାକିରି ପାଇଁ ହୋଇଥିବା ଟଙ୍କା କାରବାରକୁ ବିରୋଧ”

ସାନଖେମୁଣ୍ଡିରେ ପାଗଳ ବିଲୁଆର ଆତଙ୍କ : ୪ ଜଣ ଗୁରୁତର,ଏମକେସିଜି ସ୍ଥାନାନ୍ତର

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗାଁରେ ପାଗଳ ବିଲୁଆର ଆତଙ୍କ । ବିଲୁଆ କାମୁଡିବାରୁ ୪ ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଛି । ଜମିକୁ ଚାଷ କରିବାକୁ ଯାଇଥିବା ସମୟରେ ବିଲୁଆ ଆକ୍ରମଣ କରିଥିଲା । ୮ଜଣ ମହିଳା ଓ ପୁରୁଷଙ୍କୁ ବିଲୁଆ ଆକ୍ରମଣ କରିଥିବା ସୂଚନା । ଆଜି ଭୋରୁ ସକାଳୁ ସକାଳୁ ଗ୍ରାମବାସୀମାନେ ଉଠି କିଛି ଲୋକ ଚାଷ ଜମିକୁ ଏବଂ ଆଉContinue reading “ସାନଖେମୁଣ୍ଡିରେ ପାଗଳ ବିଲୁଆର ଆତଙ୍କ : ୪ ଜଣ ଗୁରୁତର,ଏମକେସିଜି ସ୍ଥାନାନ୍ତର”

ମୂଲ ଲାଗି ପାଠ ପଢାଉଥିଲେ ମାଆ : ବିନା କୋଚିଂରେ ଓଏଏସ ଟପ୍ପର ହୋଇ ମାନ ରଖିଲା ପୁଅ

କନକ ବ୍ୟୁରୋ : ପ୍ରଥମ ସୁଯୋଗରେ ଟପ୍ପର । ସୁଦେବ ପୃଷ୍ଟି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । କେନ୍ଦୁଝର ପାଟଣା ବ୍ଲକ ଟାଙ୍ଗରପଡା ଗାଁର ସୁଦେବ ପୃଷ୍ଟି ଏବେ ଆସାମ ଗୌହାଟୀରେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଅଛନ୍ତି । ଟାଙ୍ଗରପଡାର ଭିକାରୀ ଚରଣ ପୃଷ୍ଟି ଓ ସାବିତ୍ରୀ ପୃଷ୍ଟିଙ୍କ ପୁଅ ହେଉଛନ୍ତି ସୁଦେବ । ବାପା ଏକ ଘରୋଇ ସ୍କୁଲରେ କିଛି ଦିନ ବିନା ବେତନରେ ଶିକ୍ଷକତା କରିବା ପରେContinue reading “ମୂଲ ଲାଗି ପାଠ ପଢାଉଥିଲେ ମାଆ : ବିନା କୋଚିଂରେ ଓଏଏସ ଟପ୍ପର ହୋଇ ମାନ ରଖିଲା ପୁଅ”

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ଭିତରକନିକା । ଜାଣନ୍ତୁ କେଉଁ ବାଟ ଦେଇ ଜାତୀୟ ଉଦ୍ୟାନକୁ ଯାଇପାରିବେ ପର୍ଯ୍ୟଟକ?

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଛି ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀରଙ୍କ ପ୍ରଜନନ ପାଇଁ ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ବନ୍ଦ ରୁହେ । ଏହି ସମୟରେ ଜାତୀୟ ଉଦ୍ୟାନ ଭିତରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ରହିଥାଏ । ତେବେ କୁମ୍ଭୀର ପ୍ରଜନନ ସମୟ ଶେଷ ହେବା ପରେ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ଏବେ ଗୁପ୍ତି,Continue reading “ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ଭିତରକନିକା । ଜାଣନ୍ତୁ କେଉଁ ବାଟ ଦେଇ ଜାତୀୟ ଉଦ୍ୟାନକୁ ଯାଇପାରିବେ ପର୍ଯ୍ୟଟକ?”

ପାଣି କମୁଛି, ଚିନ୍ତା କମୁନି : ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପଶିଲା ପାଣି

କନକ ବ୍ୟୁରୋ : ବର୍ଷାରେ ବେହାଲ ହୋଇଛି ରାଜଧାନୀ । ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପଶିଛି ପାଣି । ଗତକାଲି ରାତିରୁ ଜାଗମରା ମଲିକ କମ୍ପଲେକ୍ସରେ ପାଣି ଜମି ରହିଛି । ୪ଟାରୁ ଘର ଭିତରେ ପାଣି ପଶିଆସିଲା । ଆସବାପତ୍ର ଉଠେଇବା ଆଗରୁ ଘର ସାରା ପାଣି ହେଇଯାଇଥିଲା । ଲୋକ ବର୍ତ୍ତମାନ ପାଣି ନିଷ୍କାସନ ପାଇଁ ଚେଷ୍ଟା କରୁଛନ୍ତି । ଆଜି ପାଇଁ ମଧ୍ୟ କିଛି ଜିଲ୍ଲାକୁ ପ୍ରବଳରୁ ଅତିContinue reading “ପାଣି କମୁଛି, ଚିନ୍ତା କମୁନି : ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପଶିଲା ପାଣି”

Design a site like this with WordPress.com
Get started