କନକ ବ୍ୟୁରୋ : ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର । ଆଜିି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ । ବିଭିନ୍ନ ସଂଗଠନ ଏହାକୁ ବିିିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି । ସମ୍ବଲପୁରୀ ଭାଷାରContinue reading “ଆଜି ସମ୍ବଲପୁରୀ ଦିନ୍ : ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର”
Tag Archives: News
ବଦଳିଲା ଯୁକ୍ତ ଦୁଇ ପାଠ୍ୟକ୍ରମ : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
କନକ ବ୍ୟୁରୋ : ବଦଳିଲା ଯୁକ୍ତ ଦୁଇ ପାଠ୍ୟକ୍ରମ । କେତେକ ପାଠ୍ୟକ୍ରମ ବଦଳିବା ସହ ସିବିଏସଏଇ ଢ଼ାଞ୍ଚାରେ ସରଳୀକରଣ କରାଯାଇଛି । ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ପାଠ୍ୟକ୍ରମ ସମ୍ପର୍କୀତ ତଥ୍ୟ ସିଏଚଏସଇ ୱେବସାଇଟରେ ଉପଲବ୍ଧ ହୋଇଛି । ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ କ୍ଷେତ୍ରରେ ଏହି ନୂଆ ପାଠ୍ୟକ୍ରମ ଲାଗୁ କରାଯାଇଛି । ବିଜ୍ଞାନର ଅନ୍ୟ ସମସ୍ତ ବିଷୟ ସହ କଳା,Continue reading “ବଦଳିଲା ଯୁକ୍ତ ଦୁଇ ପାଠ୍ୟକ୍ରମ : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ”
ଅନିଶ୍ଚିତତା ଘେରରେ ବନକଲାଗି ନୀତି : ଦ୍ୱିତୀୟ ଥର ପାଇଁ ସ୍ଥଗିତ ରହିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, କାରଣ ଅସ୍ପଷ୍ଟ
କନକ ବ୍ୟୁରୋ : ବନକଲାଗି ନୀତିକୁ ନେଇ ଅନିଶ୍ଚିତତା ଜାରି ରହିଛି । ତେବେ ଦତ ମହାପାତ୍ର ସେବାୟତ ମାନେ ବୁଧବାର ଏବଂ ଗୁରୁବାର ବନକଲାଗି ନୀତି ପାଇଁ ସହମତି ଲୋଡିଛନ୍ତି । ତେବେ ଆଜିର ପରିଚାଳନା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥାନ୍ତା । ବୁଧବାର ନା ଗୁରୁବାର ହେବ ସେ ନେଇ ନିଷ୍ପତ୍ତି କରାଯାଇଥାନ୍ତା । ହେଲେ ଆଜିର ବୈଠକ ବାତିଲ ପାଇଁ ଅନିଶ୍ଚିତତା ଭିତରେ ରହିଲା ପୁଣିଥରେ ମହାପ୍ରଭୁଙ୍କ ବନକଲାଗି ନୀତି ।Continue reading “ଅନିଶ୍ଚିତତା ଘେରରେ ବନକଲାଗି ନୀତି : ଦ୍ୱିତୀୟ ଥର ପାଇଁ ସ୍ଥଗିତ ରହିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, କାରଣ ଅସ୍ପଷ୍ଟ”
ଆସୁଛି ଧ୍ରୁବାସ୍ତ୍ର ‘ହେଲିନା’, କରିବ ଶତ୍ରୁର ବିନାଶ : ମିଶାଇଲର ସବୁ ପରୀକ୍ଷା ଶେଷ । ଖୁବ୍ ଶୀଘ୍ର ପାକ୍-ଚୀନ୍ ସୀମାରେ ହେବ ମୁତୟନ
କନକ ବ୍ୟୁରୋ: ଧ୍ରୁବାସ୍ତ୍ର ମିଶାଇଲର ସବୁ ଆବଶ୍ୟକ ପରୀକ୍ଷଣ ଶେଷ ହୋଇଛି । ଏବେ ଏହାକୁ ଭାରତୀୟ ବାୟୁସେନା ହେଲିକପ୍ଟର ଓ ଫାଇଟର ଜେଟରେ ମୁତୟନ କରିବାକୁ ପ୍ରସ୍ତୁତ ହେଲେଣି । ଏହାକୁ ଦେଶର ସୁରକ୍ଷା ପାଇଁ ପାକ୍- ଚୀନ ସୀମାରେ ମୁତୟନ କରାଯିବ ବୋଲି ସୂଚନା ରହିଛି । ଏହା ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଶାଇଲ । ଏହାର ବିଶେଷତ୍ୱ ହେଉଛି ଫାୟାର କର ଆଉ ଭୁଲିଯାଅ । କହିବାର ଅର୍ଥ ହେଉଛି ଥରେ ଏହାContinue reading “ଆସୁଛି ଧ୍ରୁବାସ୍ତ୍ର ‘ହେଲିନା’, କରିବ ଶତ୍ରୁର ବିନାଶ : ମିଶାଇଲର ସବୁ ପରୀକ୍ଷା ଶେଷ । ଖୁବ୍ ଶୀଘ୍ର ପାକ୍-ଚୀନ୍ ସୀମାରେ ହେବ ମୁତୟନ”
ହାଇୱେ’ରେ ଖସି ପଡ଼ିଲା କ୍ରେନ୍ : ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି; ଉଦ୍ଧାର କାର୍ଯ୍ୟ ଜାରି
କନକ ବ୍ୟୁରୋ : ମହାରାଷ୍ଟ୍ରର ଥାନେରେ ବଡ଼ ଦୁର୍ଘଟଣା । କ୍ରେନ୍ ଖସି ପଡ଼ିବାରୁ ୧୬ ଜଣ ଶ୍ରମିକଙ୍କ ଚାଲିଯାଇଛି ଜୀବନ । ତିନିଜଣ ଗୁରୁତର ଥିବା ସୂଚନା ମିଳିଛି । କ୍ରେନ୍ ତଳେ ଆଉ କିଛି ଲୋକ ଫସିରହିଥିବା ସୂଚନା ମିଳିଛି । ଥାନେ ଜିଲ୍ଲା ଶାହାପୁର ଠାରେ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ସମୃଦ୍ଧି ଏକ୍ସପ୍ରେସ ହାଇୱେ’ ନିର୍ମାଣ କାମରେ ନିୟୋଜିତ ଥିଲା ଏହି କ୍ରେନ୍ । କ୍ରେନ୍ ତଳେContinue reading “ହାଇୱେ’ରେ ଖସି ପଡ଼ିଲା କ୍ରେନ୍ : ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି; ଉଦ୍ଧାର କାର୍ଯ୍ୟ ଜାରି”
ସୁରକ୍ଷିତ ଅଛି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଅଳଙ୍କାର : ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ; ଏବେ ଗଣିବାର ଆବଶ୍ୟକତା ନଥିବା ଉଲ୍ଲେଖ
କନକ ବ୍ୟୁରୋ : ସୁରକ୍ଷିତ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ନୀତି ପ୍ରଶାସକ ହାଇକୋର୍ଟରେ ରତ୍ନଭଣ୍ଡାର ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରି ଏହା କହିଛନ୍ତି । ତେଣୁ ଏବେ ଅଳଙ୍କାର ଗଣିବା ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି । ରତ୍ନଭଣ୍ଡାରରେ ମୋଟ୍ ଦେଢ କୁଇଂଟାଲ ସୁନା, ୧୮୩ କେଜି ରୁପା ଅଳଙ୍କାର ରହିଛି ବୋଲି ସତ୍ୟପାଠରେ କୁହାଯାଇଛି । ବାରମ୍ବାର ସେବାୟତ, ଗଜପତି ମହାରାଜ ସମେତ ବିରୋଧୀContinue reading “ସୁରକ୍ଷିତ ଅଛି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଅଳଙ୍କାର : ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ; ଏବେ ଗଣିବାର ଆବଶ୍ୟକତା ନଥିବା ଉଲ୍ଲେଖ”
କୃଷ୍ଣ ପ୍ରେମରେ ମୁସଲିମ୍ ମହିଳା । ଶବନମରୁ ପାଲଟିଗଲେ ‘ମୀରା’
କନକ ବ୍ୟୁରୋ: କୃଷ୍ଣ ପ୍ରେମରେ ମୁସଲିମ୍ ମହିଳା । ବୃନ୍ଦାବନ ଯାଇ ଶବନମରୁ ପାଲଟିଗଲେ ମୀରା । ଆମେ କହୁଛୁ ଜଣେ ମୁସଲିମ୍ ମହିଳା ଭକ୍ତଙ୍କ କଥା । ସଚରାଚର ବ୍ରହ୍ମାଣ୍ଡର କର୍ତ୍ତା ଶ୍ରୀକୃଷ୍ଣଙ୍କ ପ୍ରେମରେ ଭକ୍ତ କାହିଁ କେତେ ଦୂରରୁ ଧାଇଁଆସେ । ଉତ୍ତରପ୍ରଦେଶ ମୁରାଦାବାର ଶବନମଙ୍କ କାହାଣୀ ମଧ୍ୟ କିଛି ଏଭଳି । ଶବନମ୍ ଏବେ କୃଷ୍ଣ ଭକ୍ତିରେ ଲୀନ ହୋଇ ପବିତ୍ର ବୃନ୍ଦାବନ ଧାମକୁ ନିଜ ଆବାସ କରିନେଇଛନ୍ତି । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥଳୀContinue reading “କୃଷ୍ଣ ପ୍ରେମରେ ମୁସଲିମ୍ ମହିଳା । ଶବନମରୁ ପାଲଟିଗଲେ ‘ମୀରା’”
ଟିମକୁ ଫେରିଲେ ତାରକା ପେସର ଯଶପ୍ରୀତ ବୁମରା : ଆହତ ଯୋଗୁଁ ପାଖାପାଖି ୧୦ ମାସ ଧରି କ୍ରିକେଟରୁ ରହିଥିଲେ ଦୂରେଇ
କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ତାରକା ପେସର ଯଶପ୍ରୀତ ବୁମରା । ଆହତ ଯୋଗୁଁ ପାଖାପାଖି ୧୦ ମାସ ଧରି କ୍ରିକେଟରୁ ଦୂରେଇ ରହିଥିବା ବୁମରାଙ୍କୁ ଆଗାମୀ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଚୟନ କରାଯାଇଛି । ଆୟରଲାଣ୍ଡ ଗସ୍ତରେ ସେ ଭାରତୀୟ ଦଳର ନେତୃତ୍ୱ ନେବେ । ଗତବର୍ଷ ସେପ୍ଟେମ୍ବର ୨୫ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ବୁମରା ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଆଗକୁ ଦିନିକିଆ ବିଶ୍ୱକପ୍Continue reading “ଟିମକୁ ଫେରିଲେ ତାରକା ପେସର ଯଶପ୍ରୀତ ବୁମରା : ଆହତ ଯୋଗୁଁ ପାଖାପାଖି ୧୦ ମାସ ଧରି କ୍ରିକେଟରୁ ରହିଥିଲେ ଦୂରେଇ”
ଶିକ୍ଷକଙ୍କ ବଦଳିକୁ ବିରୋଧ : ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ
କନକ ବ୍ୟୁରୋ : ଶିକ୍ଷକଙ୍କ ବଦଳି ଦାବିକୁ ବିରୋଧ କରି ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ । ନିମାପଡ଼ା ଚଢ଼େଇ ଗାଁ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଚିତ୍ର । ଅଭିଯୋଗ ଅନୁସାରେ, ସ୍କୁଲରେ ମୋଟ ୫ଜଣ ଶିକ୍ଷକ ଥିବା ବେଳେ ଜଣେ ଶିକ୍ଷକଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ଦାବିContinue reading “ଶିକ୍ଷକଙ୍କ ବଦଳିକୁ ବିରୋଧ : ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ”
ଆନ୍ଧ୍ର ମୁହାଁ କୋରାପୁଟର ଚାଟୁଆ ପଞ୍ଚାୟତବାସୀ : ଗ୍ରାମବାସୀ କହିଲେ, ଓଡ଼ିଶା ଯୋଜନା ତୁଳନାରେ ଆନ୍ଧ୍ର ଯୋଜନା ଅଧିକ ଭଲ
କନକ ବ୍ୟୁରୋ : ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଓଡ଼ିଶା ସୀମାରେ ଥିବା ଲୋକେ ଆନ୍ଧ୍ର ମୁହାଁ ହେବାରେ ଲାଗିଛନ୍ତି । ବିଶେଷକରି କୋରାପୁଟ ଜିଲ୍ଲାର ଚାଟୁଆ ପଞ୍ଚାୟତର ଲୋକେ ଆନ୍ଧ୍ର ଆଡ଼କୁ ମୁହାଁଇଛନ୍ତି । ଏଠାରେ ଥିବା କେବଳ ସାଇନ ବୋର୍ଡ ଉଭୟ ରାଜ୍ୟର ସୀମା ରେଖାକୁ ନିର୍ଦ୍ଧାରଣ କରୁଛି । ଚାଟୁଆ ଗାଁରେ ୪୦୦ ପରିବାର ରହୁଛନ୍ତି । ଗ୍ରାମବାସୀ ସଦର ମହକୁମାContinue reading “ଆନ୍ଧ୍ର ମୁହାଁ କୋରାପୁଟର ଚାଟୁଆ ପଞ୍ଚାୟତବାସୀ : ଗ୍ରାମବାସୀ କହିଲେ, ଓଡ଼ିଶା ଯୋଜନା ତୁଳନାରେ ଆନ୍ଧ୍ର ଯୋଜନା ଅଧିକ ଭଲ”