କନକ ବ୍ୟୁରୋ : ମଣିପୁର ଗସ୍ତ ସାରି ଦିଲ୍ଲୀ ଫେରି ଆସିଛନ୍ତି ବିରୋଧୀ ମେଂଟ ପ୍ରତିନିଧିଣ୍ଡଳୀ । ଦୁଇ ଦିନ ଧରି ମଣିପୁରର କିଛି ହିଂସା ପ୍ରଭାବିତ ଅଂଚଳରେ ପହଁଚି ସ୍ଥିତି ସମୀକ୍ଷା କରିବା ସହ ପୀଡିତଙ୍କୁ ସେମାନେ ଭେଟିଥିଲେ । ପରେ ଇମ୍ପାଲରେ ପହଁଚି ମଣିପୁର ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ବିରୋଧୀ । ଦିଲ୍ଲୀ ଫେରିବା ପରେ ସାଂସଦଙ୍କ ପ୍ରତିନିଧିମଣ୍ଡଳୀ ସୋମବାର କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ପୂର୍ବତନ ଅଧ୍ୟକ୍ଷା ସୋନିଆContinue reading “ମଣିପୁରରୁ ଫେରି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । କହିଲେ କାନ୍ଦୁଛି ମଣିପୁର, ଶୋଇଛନ୍ତି ସରକାର”
Tag Archives: News
ଛାତିଫଟା ଚିତ୍ର, ହୃଦୟ ବିଦାରକ କାହାଣୀ: କୁନି କୁନି ପିଲାଙ୍କ ଉପରେ ଭୁଶୁଡିଗଲା କଲଭର୍ଟ, ୫ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ: ରାୟଗଡା କଲ୍ୟାଣସିଂହପୁର ଉପରସଜା ନିକଟରେ ଥିବା କଲଭର୍ଟ ଭୁଶୁଡି ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ୪ ଶିଶୁ ଓ ଜଣେ ବୟସ୍କ ରହିଛନ୍ତି । କଲଭର୍ଟ ପାଖରେ ଥିବା ପାଣିରେ ଗାଧୋଇବାବେଳେ ଏହି ଅଘଟଣ ଘଟିଛି । ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶୀ ପ୍ରଦାନ କରିଛନ୍ତି । ଛାତିଫଟା ଚିତ୍ର, ହୃଦୟ ବିଦାରକ କାହାଣୀ ।Continue reading “ଛାତିଫଟା ଚିତ୍ର, ହୃଦୟ ବିଦାରକ କାହାଣୀ: କୁନି କୁନି ପିଲାଙ୍କ ଉପରେ ଭୁଶୁଡିଗଲା କଲଭର୍ଟ, ୫ଜଣଙ୍କ ମୃତ୍ୟୁ”
ମଣିପୁର ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ଆଇନଜୀବୀଙ୍କ ଉପରେ ବର୍ଷିଲେ ମୁଖ୍ୟ ବିଚାରପତି
କନକ ବ୍ୟୁରୋ : ମଣିପୁରରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ପରେ ରାସ୍ତାରେ ବୁଲାଇବା ଘଟଣାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଭତ୍ସନା କରିଛନ୍ତି । ଆଇନଜୀବୀ ବାଂଶୁରୀ ସ୍ୱରାଜଙ୍କ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ । ମହିଳାଙ୍କ ଉପରେ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼ରେ ମଧ୍ୟ ଅପରାଧ ହୋଇଛି । କେବଳ ମଣିପୁର ଘଟଣାକୁ କ’ଣ ପାଇଁ ବିଚାରକୁ ନିଆଗଲା ବୋଲି ପ୍ରଶ୍ନ କରିଥିଲେ ଆଇନଜୀବୀ । ଏହାର ଯବାବରେ ମୁଖ୍ୟ ବିଚାରପତିContinue reading “ମଣିପୁର ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ଆଇନଜୀବୀଙ୍କ ଉପରେ ବର୍ଷିଲେ ମୁଖ୍ୟ ବିଚାରପତି”
ଖେଳାଳିଙ୍କ ଉପରେ ବର୍ଷିଲେ ଭାରତୀୟ କ୍ରିକେଟ ଦଳ ପୂର୍ବ ଅଧିନାୟକ କପିଲ ଦେବ । କହିଲେ ଟଙ୍କା, ଗର୍ବ, ଅହଙ୍କାର ପାଇଁ ମିଳୁନି ସଫଳତା
କନକ ବ୍ୟୁରୋ : ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କରଙ୍କ ପରେ ଭାରତୀୟ ଖେଳାଳିଙ୍କୁ ସମାଲୋଚନା କରିଛନ୍ତି ପ୍ରଥମ ବିଶ୍ୱକପ ବିଜେତା ଟିମର କ୍ୟାପଟେନ୍ କପିଲ ଦେବ । ଭାରତୀୟ ଖେଳାଳିମାନେ ନିଜକୁ ବହୁତ ବଡ଼ ଓ ଆତ୍ମବିଶ୍ୱାସୀ ଭାବୁଛନ୍ତି । ଏହା ଭଲ କଥା । କିନ୍ତୁ ନକରାତ୍ମକ କଥା ହେଉଛି, ସେମାନେ ନିଜକୁ ସର୍ବଜ୍ଞ ଭାବୁଛନ୍ତି । ସେଥିପାଇଁ ସେମାନେ କାହାକୁ କିଛି ପଚାରୁନାହାଁନ୍ତି ବୋଲି କହିଛନ୍ତି କପିଲ ଦେବ । ପୂର୍ବତନ ଅଧିନାୟକ ମହେନ୍ଦ୍ରContinue reading “ଖେଳାଳିଙ୍କ ଉପରେ ବର୍ଷିଲେ ଭାରତୀୟ କ୍ରିକେଟ ଦଳ ପୂର୍ବ ଅଧିନାୟକ କପିଲ ଦେବ । କହିଲେ ଟଙ୍କା, ଗର୍ବ, ଅହଙ୍କାର ପାଇଁ ମିଳୁନି ସଫଳତା”
ରାଜଧାନୀରେ ଆଉଟସୋର୍ସିଂ କର୍ମଚାରୀଙ୍କ ଗର୍ଜନ: ୧୦ଦଫା ଦାବିରେ ରାଜରାସ୍ତାରେ ଆନ୍ଦୋଳନ
କନକ ବ୍ୟୁରୋ: ରାଜଧାନୀରେ ଗର୍ଜିଛନ୍ତି ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପେନସନ ଲାଗୁ ସହ ଗର୍ଭବତୀ ସମୟରେ ଛୁଟି ଦେବା ଭଳି ୧୦ ଦଫା ଦାବିି ନେଇ ଲୋୟର ପିଏମ୍ଜି ଠାରେ ଆନ୍ଦୋଳନ କରିଛନ୍ତି । ପୂର୍ବରୁ ସରକାର ତିନିତିନି ଥର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି । ରାଜ୍ୟରContinue reading “ରାଜଧାନୀରେ ଆଉଟସୋର୍ସିଂ କର୍ମଚାରୀଙ୍କ ଗର୍ଜନ: ୧୦ଦଫା ଦାବିରେ ରାଜରାସ୍ତାରେ ଆନ୍ଦୋଳନ”
ସିଦ୍ଧରମୈୟାଙ୍କୁ ଭେଟିଲେ ଓଡିଶା ନେତା: ଜୟଦେବଙ୍କ ଘରେ ଚିରଞ୍ଜୀବ, ପିସିସି ସଭାପତିଙ୍କ ବୈଠକ
କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ କଂଗ୍ରେସ ଶିବିର ହୋଇ ଉଠିଛି ବେଶ ଚଳଚଂଚଳ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଭେଟି ସଫଳତାର ଟିପ୍ସ ନେଲେ ଓଡିଶା ନେତା । କର୍ଣ୍ଣାଟକରେ କଂଗ୍ରେସ ଯେଉଁଭଳି ଭାବେ ବିଜୟ ହାସଲ କରିଛି, ସେହିପରି ବିଜୟ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଠାରୁ ଟିପ୍ସ ନେଇଛନ୍ତି । ଏପଟେ ଜୟଦେବ ଜେନାଙ୍କ ଘରେ ବୈଠକ କରିଛନ୍ତି ନିଲମ୍ବିତ ନେତା ଚିରଂଜୀବ ବିଶ୍ୱାଳ । ସେହିପରି ତୃଣମୂଳ ସ୍ତରରେContinue reading “ସିଦ୍ଧରମୈୟାଙ୍କୁ ଭେଟିଲେ ଓଡିଶା ନେତା: ଜୟଦେବଙ୍କ ଘରେ ଚିରଞ୍ଜୀବ, ପିସିସି ସଭାପତିଙ୍କ ବୈଠକ”
ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ: ୪୩୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ସୁଦେବ କୁମାର ପୃଷ୍ଟି ଓସିଏସ୍ ଟପ୍ପର
କନକ ବ୍ୟୁରୋ: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ୍-୨୦୨୧-୨୨ର ପରୀକ୍ଷା ଫଳ । ମୋଟ ୪୩୨ଜଣ ପରୀକ୍ଷାର୍ଥୀ ଏଥର କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପ୍ରଥମ ସ୍ଥାନରେ ରହିଛନ୍ତି ସୁଦେବ କୁମାର ପୃଷ୍ଟି । ସେହିପରି ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ୧୦ଜଣଙ୍କ ଭିତରେ ୫ ଜଣ ପୁଅ ରହିଥିବାବେଳେ ୫ ଜଣ ଝିଅ ରହିଛନ୍ତି । ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ନିଜ ସଫଳତାର ମନ୍ତ୍ର ବଖାଣିଛନ୍ତି ପରୀକ୍ଷାର୍ଥୀContinue reading “ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ: ୪୩୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ସୁଦେବ କୁମାର ପୃଷ୍ଟି ଓସିଏସ୍ ଟପ୍ପର”
କିଛି ଘଣ୍ଟାର ବର୍ଷାରେ ଭାସିଲା ଭୁବନେଶ୍ୱର: ରାସ୍ତା ଉପରେ ଲହଡି ଭାଙ୍ଗିଲା ପାଣି
କନକ ବ୍ୟୁରୋ: ବର୍ଷାରେ ବେହାଲ ଭୁବନେଶ୍ୱର । କିଛି ଘଂଟାର ଲଗାଣ ବର୍ଷାରେ ଉବୁଟୁବୁ ରାଜଧାନୀ । ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଏବେ ଜଳବନ୍ଦୀ ହୋଇ ଯାଇଛି । ରାସ୍ତାଘାଟ ଛାଡନ୍ତୁ ଲୋକଙ୍କ ଘରେ ବି ପସିଛି ବର୍ଷା ପାଣି । ଆଜି ଅପରାହ୍ଣରେ ପ୍ରାୟ ୩ ଘଂଟା ଧରି ପ୍ରବଳ ବର୍ଷା ହୋଇଛି । ତେବେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଭିତରେ ରାଜଧାନୀରେ ୧୮୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ମାତ୍ର କିଛିContinue reading “କିଛି ଘଣ୍ଟାର ବର୍ଷାରେ ଭାସିଲା ଭୁବନେଶ୍ୱର: ରାସ୍ତା ଉପରେ ଲହଡି ଭାଙ୍ଗିଲା ପାଣି”
ଖରାପ ରାସ୍ତାକୁ ନେଇ ନିଆରା ପ୍ରତିବାଦ । ହାତରେ ଚପଲ ଧରି ଚାଲିଲେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ପୋଲସରା ବ୍ଲକ ପ୍ରଶାସନିକ ବାବୁ
କନକ ବ୍ୟୁରୋ : ପୋଲସରା ବ୍ଲକ ଢୁଙ୍କାପଡାରେ କାଦୁଅ ରାସ୍ତାରେ ଅତିରିକ୍ତ ବିଡିଓଙ୍କୁ ଚଲାଇଲେ ଗ୍ରାମବାସୀ । ବହୁ ସମୟ ଧରି ଅଭିଯୋଗ କରିବା ପରେ ତଦାରଖ ପାଇଁ ପୋଲସରା ଏବିଡିଓ ଗ୍ରାମକୁ ଆସିଥିଲେ । ତଦନ୍ତ ପାଇଁ କାଦୁଅ ରାସ୍ତା ରେ ଏବିଡିଓ ହାତରେ ଚପଲ ଧରି ଚାଲି ଚାଲି ଯିିବା ସମୟରେ ଲୋକମାନେ ତଳି ରୋଇଲେ । ପୋଲସରା ବ୍ଲକ ଢୁଙ୍କାପଡାରେ ଘଟିଛି ଏହି ଘଟଣା । ଠଣାପଲି ଠାରୁ ଦଲେଇ ଘାଇ ରାସ୍ତାContinue reading “ଖରାପ ରାସ୍ତାକୁ ନେଇ ନିଆରା ପ୍ରତିବାଦ । ହାତରେ ଚପଲ ଧରି ଚାଲିଲେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ପୋଲସରା ବ୍ଲକ ପ୍ରଶାସନିକ ବାବୁ”
ମୋବାଇଲ ନେଇଗଲା ଜୀବନ । ଚାର୍ଜରେ ବସିଥିବା ବେଳେ କଲ ରିସିଭ୍ କରିବା ହେଲା ଛାତ୍ରଙ୍କ ପାଇଁ କାଳ
କନକ ବ୍ୟୁରୋ : ମୋବାଇଲରେ କଥା ହେବା ହେଲା କାଳ । ବିଦ୍ୟୁତ୍ ଅଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ । କଲେଜ ପଢ଼ି ବଡ଼ ମଣିଷ ହେବାକୁ ସଂଘର୍ଷ କରୁଥିବା ଜଣେ ଆଦିବାସୀ ଯୁବକଙ୍କ ଜୀବନ ଚାଲିଯାଇଛି । ମୋବାଇଲରେ କଥା ହେବା ସମୟରେ ବିଦ୍ୟୁତ୍ ଆଘାତ ଲାଗିବାରୁ ଗିରକାନପାଲୀ ଅଂଚଳର କାମା ମାଢ଼ିଙ୍କ ମୃତ୍ୟୁ ହୋଇଛି । କାମା ମାଢ଼ି କାଲିମେଳା ତାରିଣୀ ମନ୍ଦିର ସାହିରେ ଥିବା ନିଜ ନାନି ଘରେ ରହି କାଲିମେଳାContinue reading “ମୋବାଇଲ ନେଇଗଲା ଜୀବନ । ଚାର୍ଜରେ ବସିଥିବା ବେଳେ କଲ ରିସିଭ୍ କରିବା ହେଲା ଛାତ୍ରଙ୍କ ପାଇଁ କାଳ”