କନକ ବ୍ୟୁରୋ : ହରିୟାଣାର ନୁହରେ ଧାର୍ମିକ ଶୋଭାଯାତ୍ରା ବେଳେ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ତେଜିବାରୁ ଦଙ୍ଗା ଭଳି ସ୍ଥିତି ଉପୁଜିଥିଲା । ଯେଉଁଥିରେ ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ହରିୟାଣାର ମୁମଲିମବହୁଳ ଅଞ୍ଚଳ ନୁହରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ଚାଲିଥିଲା ବେଳେ ହଠାତ୍ ଏହା ଉପରକୁ ପଥର ମାଡ଼ କରିଥିଲେ କିଛି ଯୁବଗୋଷ୍ଠୀ । ପରବର୍ତ୍ତୀContinue reading “ନୁହରେ ଧାର୍ମିକ ଶୋଭାଯାତ୍ରା ବେଳେ ହିଂସା : ୨ ହୋମଗାର୍ଡ ମୃତ, ଏକାଧିକ ଆହତ; ୧୪୪ ଧାରା ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ”
Tag Archives: News
ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି : କମିଲା କମର୍ସିଆଲ ଏଲପିଜି ଗ୍ୟାସ ଦର
କନକ ବ୍ୟୁରୋ : ଆରମ୍ଭ ହୋଇଛି ଅଗଷ୍ଟ ମାସ । ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି । କମର୍ସିଆଲ ଏଲପିଜି ଗ୍ୟାସ ଦର କମିଛି । କମର୍ସିଆଲ ଗ୍ୟାସ ଦରରେ ୯୯.୭୫ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ୍ ୧୬୮୦ ଟଙ୍କା ହୋଇଛି । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି । The post ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି : କମିଲା କମର୍ସିଆଲ ଏଲପିଜି ଗ୍ୟାସ ଦରContinue reading “ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି : କମିଲା କମର୍ସିଆଲ ଏଲପିଜି ଗ୍ୟାସ ଦର”
ପୃଥିବୀ କକ୍ଷ ଚାଡ଼ି ଚନ୍ଦ୍ରକକ୍ଷ ଅଭିମୁଖେ ଚନ୍ଦ୍ରଯାନ-ଥ୍ରୀ : ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ହେବ ସଫ୍ଟ ଲ୍ୟାଣ୍ଡିଂ
କନକ ବ୍ୟୁରୋ : ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୩ । ସ୍ଲିଂସଟ୍ ମାଧ୍ୟମରେ ଏହାକୁ ଚନ୍ଦ୍ରକକ୍ଷ ଆଡ଼କୁ ଛଡ଼ା ଯାଇଛି । ଏହାସହ ଟ୍ରାନ୍ସଲୁନାର ଏଞ୍ଜେକ୍ସନ ବା ଟିଏଲଆଇ ସଫଳ ହୋଇଛି । ଏନେଇ ଇସ୍ରୋ ଟୁଇଟ୍ କରି ସୂଚନା ଦେଇଛି । ଆସନ୍ତା ଅଗଷ୍ଟ ୫ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ ଏବଂ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବ । ଚନ୍ଦ୍ରଯାନ-୩ର ଦୂରତା ପୃଥିବୀContinue reading “ପୃଥିବୀ କକ୍ଷ ଚାଡ଼ି ଚନ୍ଦ୍ରକକ୍ଷ ଅଭିମୁଖେ ଚନ୍ଦ୍ରଯାନ-ଥ୍ରୀ : ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ହେବ ସଫ୍ଟ ଲ୍ୟାଣ୍ଡିଂ”
ରାଜଧାନୀରେ ରେକର୍ଡ ଭାଙ୍ଗିଲା ବାଦଲ ଫଟା ବର୍ଷା : ୬ ଘଣ୍ଟାରେ ୨୫୮ ମିଲିମିଟର ବର୍ଷା ରେକର୍ଡ
କନକ ବ୍ୟୁରୋ : ମାତ୍ର କିଛି ଘଣ୍ଟାର ବର୍ଷାରେ ବେହାଲ ହୋଇଛି ରାଜଧାନୀ । ଅସ୍ତବ୍ୟସ୍ଥ ହୋଇଛି ଜନଜୀବନ । ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପଶିଛି ପାଣି । କେଉଁଠି ରାସ୍ତା, କେଉଁଠି ଡ୍ରେନ୍ ଜାଣିବା ମୁସକିଲ ହୋଇପଡିଥିଲା । ସୋମବାର ରାଜଧାନୀରେ ହୋଇଥିବା ବାଦଲ ଫଟା ବର୍ଷା ଦଶନ୍ଧି ଭିତରେ ଦେଖିବାକୁ ମିଳିନଥିଲା । ଦିନ ୨ଟାରୁ ଆରମ୍ଭ ହୋଇଥିବା ବର୍ଷା ସନ୍ଧ୍ୟା ୬ଟା ଯାଏଁ ଲାଗି ରହିଥିଲା । ସନ୍ଧ୍ୟାContinue reading “ରାଜଧାନୀରେ ରେକର୍ଡ ଭାଙ୍ଗିଲା ବାଦଲ ଫଟା ବର୍ଷା : ୬ ଘଣ୍ଟାରେ ୨୫୮ ମିଲିମିଟର ବର୍ଷା ରେକର୍ଡ”
କ୍ରେନ୍ ଖସି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ : ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା; ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି
କନକ ବ୍ୟୁରୋ : ମହାରାଷ୍ଟ୍ରର ଥାନେରେ ବଡ଼ ଦୁର୍ଘଟଣା । କ୍ରେନ୍ ଖସି ପଡ଼ିବାରୁ ୧୫ ଜଣ ଶ୍ରମିକଙ୍କ ଚାଲିଯାଇଛି ଜୀବନ । ତିନିଜଣ ଗୁରୁତର ଥିବା ସୂଚନା ମିଳିଛି । ଥାନେ ଜିଲ୍ଲା ଶାହାପୁର ଠାରେ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ସମୃଦ୍ଧି ଏକ୍ସପ୍ରେସ ହାଇୱେ’ ନିର୍ମାଣ କାମରେ ନିୟୋଜିତ ଥିଲା ଏହି କ୍ରେନ୍ । କ୍ରେନ୍ ତଳେ ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେContinue reading “କ୍ରେନ୍ ଖସି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ : ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା; ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି”
ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା: ଫେରିଲେ ଯଶପ୍ରୀତ ବୁମରାହ, ସମ୍ଭାଳିବେ ଅଧିନାୟକ ଦାୟିତ୍ୱ
କନକ ବ୍ୟୁରୋ: ଆଜି ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା ହୋଇଛି । ବହୁତ ଦିନ ପରେ ଦଳକୁ ଫେରିଛନ୍ତି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତି ବୁମରାହ । ଏହି ଟି-୨୦ ସିରିଜରେ ଭାରତ ପାଇଁ ବୁମରାହ ଅଧିନାୟକ ଦାୟିତ୍ୱ ତୁଲାଇବେ । ସେହିପରି ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ଋତୁରାଜ ଗାଏକ୍ୱାର୍ଡ । ଏହି ସ୍କ୍ୱାର୍ଡରେ ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଓ ବିରାଟ କୋହଲିଙ୍କ ଭଳି ସିନିୟର ଖେଳାଳିଙ୍କୁ ସାମିଲ କରାଯାଇContinue reading “ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା: ଫେରିଲେ ଯଶପ୍ରୀତ ବୁମରାହ, ସମ୍ଭାଳିବେ ଅଧିନାୟକ ଦାୟିତ୍ୱ”
ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ହେଲେ ୩୮ବର୍ଷ ବୟସ୍କ ହର୍ଷ ବର୍ଦ୍ଧନ ସିଂ
କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଭାରତୀୟ ବଂଶୋଦ୍ଭବ । ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ନିକି ହାଲେ ଓ ବିବେକ ରାମସ୍ୱାମୀଙ୍କ ପରେ ହର୍ଷ ବର୍ଦ୍ଧନ ପ୍ରାର୍ଥୀ ହୋଇଛନ୍ତି । ୩୮ବର୍ଷ ବୟସ୍କ ହର୍ଷବର୍ଦ୍ଧନ ପେସାରେ ଜଣେ ଇଂଜିନିୟର । ବର୍ତମାନ ସେ ନ୍ୟୁ ଜର୍ସିରେ ରହୁଛନ୍ତି । ଟୁଇଟରେ ଏକ ଭିଡିଓ ଜାରି କରି ନିର୍ବାଚନରେ ପ୍ରାର୍ଥୀ ହେଉଥିବା ନିଜେ ସୂଚନା ଦେଇଛନ୍ତି ହର୍ଷବର୍ଦ୍ଧନ । The post ଆମେରିକା ରାଷ୍ଟ୍ରପତିContinue reading “ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ହେଲେ ୩୮ବର୍ଷ ବୟସ୍କ ହର୍ଷ ବର୍ଦ୍ଧନ ସିଂ”
ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଠିକଣାରେ ପୁଣି ଇଡିର ଚଢ଼ାଉ । ୬କୋଟି ୨ଲକ୍ଷ ଟଙ୍କାର ସମ୍ପତି ବ୍ୟାଜାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
କନକ ବ୍ୟୁରୋ : ଚାକିରି ପାଇଁ ଜମି ନେବା ଘଟଣାରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ୬ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି । ବିହାରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ, ରାବ୍ରୀ ଦେବି, ପୁଅ ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଏହି ମାମଲା ରହିଛି । ମାମଲାର ତଦନ୍ତ କରୁଥିବା ଇଡି ସୋମବାର ସେମାନଙ୍କର ୬ କୋଟି ଟଙ୍କାରContinue reading “ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଠିକଣାରେ ପୁଣି ଇଡିର ଚଢ଼ାଉ । ୬କୋଟି ୨ଲକ୍ଷ ଟଙ୍କାର ସମ୍ପତି ବ୍ୟାଜାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ”
ସଚିନଙ୍କ ପାଇଁ ଦୁଃଖ ଆଣିଲେ ସୀମା । ମିଳୁନି କାମ,ଭୋକ ଉପାସରେ କଟୁଛି ଦିନ, ପ୍ରଶାସନ ଓ ପୁଲିସକୁ ଗୁହାରୀ
କନକ ବ୍ୟୁରୋ : ଯେଉଁ ସୀମାପାରି ପ୍ରେମ ପାଇଁ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ଯୁବକ ସଚିନ ମୀଣା ଏବେ ସେହି ପ୍ରେମ ଭୋକ, ଉପାସର କାରଣ ପାଲଟିଛି । ପ୍ରାୟ ମାସେ ହେବ ସଚିନ କି ତାଙ୍କ ବାପା ନା ଘରୁ ବାହାରିପାରୁଛନ୍ତି ନା କେଉଁଠି କାମ ମିଳିଛି । କେବେ ତଦନ୍ତକାରୀ ସଂସ୍ଥାମାନଙ୍କୁ ଜେରାରେ ଦିନ କଟୁଛି ତ ପୁଣି କେବେ ଗଣମାଧ୍ୟମର ଭିଡରେ ଫଶିContinue reading “ସଚିନଙ୍କ ପାଇଁ ଦୁଃଖ ଆଣିଲେ ସୀମା । ମିଳୁନି କାମ,ଭୋକ ଉପାସରେ କଟୁଛି ଦିନ, ପ୍ରଶାସନ ଓ ପୁଲିସକୁ ଗୁହାରୀ”
ଚଳନ୍ତା ଟ୍ରେନରେ ଫୁଟିଲା ଗୁଳି, ଚାଲିଗଲା ୪ଜଣଙ୍କ ଜୀବନ । ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ଉନ୍ମତକାଣ୍ଡ କଲେ ଆରପିଏଫ ଯବାନ
କନକ ବ୍ୟୁରୋ : ସମୟ ସକାଳ ସାଢେ ୫ । ସ୍ଥାନ ମହାରାଷ୍ଟ୍ରର ପାଲଘର । ଜୟପୁରରୁ ମୁମ୍ବାଇ ଯାଉଥିଲା ଜୟପୁର ଏକ୍ସପ୍ରେସ୍ ଟ୍ରେନ । ଭୋର ସମୟରେ ଅଧିକାଂଶଯାତ୍ରୀ ଶୋଇଥିବା ସମୟରେ ହଠାତ ଚଳନ୍ତାଟ୍ରେନ ହୋଇଥିଲା ଗୁଳିମାଡ଼ । ଘଟଣାରେ ଥରି ଉଠିଲା ପୂରା ଟ୍ରେନ । କେହି କିଛି ବୁଝିବା ଆଗରୁ ଜଣେ ଏଏସଆଇଙ୍କ ସମେତ ୪ଜଣ ଯାତ୍ରୀ ଗୁଳିମାଡରେ ମୃତ୍ୟୁବରଣ କରିସାରିଥିଲେ । ରକ୍ତ, ଭଙ୍ଗା କାଚରେ ଭର୍ତି ହୋଇଥିଲା ପୂରା ବଗିContinue reading “ଚଳନ୍ତା ଟ୍ରେନରେ ଫୁଟିଲା ଗୁଳି, ଚାଲିଗଲା ୪ଜଣଙ୍କ ଜୀବନ । ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ଉନ୍ମତକାଣ୍ଡ କଲେ ଆରପିଏଫ ଯବାନ”