କନକ ବ୍ୟୁରୋ : ଜଣେ ମା’ ଚାହେଁ ନିଜ ପିଲା ଭଲ ମଣିଷଟି ହେଉ । କିନ୍ତୁ ପୁଅଟି ପରିସ୍ଥିତିରେ ପଡି ହେଉ କିମ୍ବା କୁସଙ୍ଗରେ ପଡି ଅବାଟକୁ ଚାଲି ଯାଏ । ସେତେବେଳେ ମା’ର ଛାତି ଫାଟି ଯାଏ । ଆଖିରୁ ଧାର ଧାର ଲୁହ ବହିଯାଏ । ଜନ୍ମକଲା ପିଲା ପାଇଁ ମାଆ ସବୁ ବେଳେ ଦୁଃଖ କରେ । ସେମିତି କିଛି ଦୁଃଖରେ ଭାଙ୍ଗି ପଡିଛନ୍ତି ଗଂଜାମ ଜିଲା ଖଲ୍ଲିକୋଟ ଥାନା ଅର୍ନ୍ତଗତContinue reading “୭ ବର୍ଷ ପରେ ମାଆ ପାଖକୁ ଆସିଥିଲା ପୁଅ । ହତାର ହାତକଡି ପକାଇ ଅପରାଧି ପୁଅକୁ ଆଣିଥିଲା ଖଲ୍ଲିକୋଟ ପୁଲିସ”
Tag Archives: News
ଏପଟେ ଝିଅ ଜନ୍ମ ସେପଟେ ଚିଲିକାରେ ବାପାର ମୃତ୍ୟୁ । ସୁଖ ବଦଳରେ ପରିବାରରେ ଘୋଟିଗଲା ଦୁଃଖର କଳାବାଦଲ
କନକ ବ୍ୟୁରୋ : ଏ କେମିତିକା ମୃତ୍ୟୁ । ଦୁଃଖ କଣ ଏମିତି ଆସେ । ଏକାଥରେ ବାପା-ପୁଅଙ୍କ ଜୀବନ ନେଇଯାଏ । ମାଛ ମାରିବାକୁ ଯାଇଥିବା ବେଳେ ସ୍ୱାମୀ ଓ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ଘରକୁ ଆସିଛି ଶିଶୁକନ୍ୟା । ଏପଟେ ଝିଅ ଜନ୍ମ ସେପଟେ ବାପା ଓ ଜେଜେଙ୍କ ମୃତ୍ୟୁ । ଝିଅକୁ ଦେଖିବା ଆଗରୁ ବଜ୍ରାଘାତରେ ବାପାଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସନ୍ୟାସୀ ନଗରରେ ଏମିତି ଏକContinue reading “ଏପଟେ ଝିଅ ଜନ୍ମ ସେପଟେ ଚିଲିକାରେ ବାପାର ମୃତ୍ୟୁ । ସୁଖ ବଦଳରେ ପରିବାରରେ ଘୋଟିଗଲା ଦୁଃଖର କଳାବାଦଲ”
ଦ୍ୱୈତନଗରିରେ ପ୍ରବଳ ବର୍ଷା । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଘରେ ପଶିଗଲା ବର୍ଷା ପାଣି, କଟକରେ ମଧ୍ୟ ଘଡଘଡି ସହ ବର୍ଷା
କନକ ବ୍ୟୁରୋ : ବର୍ଷାରେ ବେହାଲ ଦ୍ୱୈ÷ତନଗରି । କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଲୋକଙ୍କ ଘରେ ପାଣି ପଶିଯାଇଛି । ସ୍କୁଲ-କଲେଜ ଛୁଟି ସମୟରେ ବର୍ଷା ହେବାରୁ ଛାତ୍ରଛାତ୍ରୀ ଘରକୁ ଫେରିବା ସମୟରେ ବହୁ ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ବର୍ଷାରେ ଓଦା ହୋଇ ଘରକୁ ଫେରୁଛନ୍ତି । ଫରେଷ୍ଟ ପାର୍କ ଅଂଚଳରେ ଘରେ ପାଣି ପଶିଯାଇଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ଯାଇଛି ।Continue reading “ଦ୍ୱୈତନଗରିରେ ପ୍ରବଳ ବର୍ଷା । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଘରେ ପଶିଗଲା ବର୍ଷା ପାଣି, କଟକରେ ମଧ୍ୟ ଘଡଘଡି ସହ ବର୍ଷା”
ଆସନ୍ତାକାଲି ଲୋକସଭାରେ ଆସିବ ଦିଲ୍ଲୀ ଅଧ୍ୟାଦେଶ ବିଲ୍ । ବିଲକୁ ବିରୋଧ କରିବାକୁ ବିରୋଧୀ ଦଳ ନେତାଙ୍କୁ କେଜ୍ରିୱାଲଙ୍କ ଅନୁରୋଧ ।
କନକ ବ୍ୟୁରୋ: ସଂସଦ ମୌସୁମୀ ଅଧିବେଶନର ଆଜି ଅଷ୍ଟମ ଦିନ । ଆଉ ସଂସଦରେ ବିରୋଧୀଙ୍କ ହୋ ହଲ୍ଲା ଜାରି ରହିଛି । ଆଜି ପ୍ରଥମେ ଦ୍ୱିପହର ୨ଟା ପର୍ଯ୍ୟନ୍ତ ଲୋକସଭାକୁ ସ୍ଥଗିତ କରିବା ପରେ, ପୁଣିଥରେ ଗୃହର କାର୍ଯ୍ୟ ଆରମ୍ଭ ହେଇଥିଲା । ହେଲେ ଏଥର ମଧ୍ୟ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଅନ୍ୟପଟେ ମଙ୍ଗଳବାର ଲୋକସଭାରେ କେନ୍ଦ୍ର ସରକାର ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଆଣିପାରନ୍ତି ବୋଲି ଜଣାପଡିଛି । ଯାହାକୁ କି ବିରୋଧୀContinue reading “ଆସନ୍ତାକାଲି ଲୋକସଭାରେ ଆସିବ ଦିଲ୍ଲୀ ଅଧ୍ୟାଦେଶ ବିଲ୍ । ବିଲକୁ ବିରୋଧ କରିବାକୁ ବିରୋଧୀ ଦଳ ନେତାଙ୍କୁ କେଜ୍ରିୱାଲଙ୍କ ଅନୁରୋଧ ।”
ଜମି ବଦଳରେ ଚାକିରି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ, ଲାଲୁ ଯାଦବଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ
କନକ ବ୍ୟୁରୋ : ଜମି ବଦଳରେ ଚାକିରି ମାମଲାରେ ସୋମବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କ୍ରମରେ ମାମଲାରେ ଅଭିଯୁକ୍ତ ଲାଲୁ ଯାଦବ ଓ ତାଙ୍କ ପରିବାରର ମୋଟ ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଏହି ମାମଲାରେ ପୁରା ଲାଲୁ ଯାଦବଙ୍କ ସଂପୃକ୍ତି ଥିବା ଅଭିଯୋଗ ଉପରେ ଯାଂଚ ଚାଲିଛି । ସିବିଆଇ ତରଫରୁ ଲାଲୁଙ୍କ ପରିବାର ସଦସ୍ୟଙ୍କୁ ଅନେକ ବାର ଜେରା ମଧ୍ୟ କରିସାରିଛିContinue reading “ଜମି ବଦଳରେ ଚାକିରି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ, ଲାଲୁ ଯାଦବଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ”
୪୨ ଇଞ୍ଚର ବରକୁ ୪୭ ଇଞ୍ଚ କନିଆ । ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଯୋଡି ।
କନକ ବ୍ୟୁରୋ: ୪୨ ଇଞ୍ଚର ବରକୁ ୪୭ ଇଞ୍ଚ କନିଆ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି କିନ୍ତୁ ସତ । ଜଣେ ୪୨ ଇଞ୍ଚର ପୁଅକୁ ବିବାହ କରିଛନ୍ତି ଜଣେ ୪୭ ଇଞ୍ଚର ଝିଅ । ବିହାରର ସାରଣ ଜିଲ୍ଲାରୁ ଆସିଛି ଏପରି ଖବର । ଯେଉଁଠି ସ୍ଥାନୀୟ ଏକ ମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହେଇଛି । ଉଚ୍ଚତା କମ୍ ହେଇଥିବା କାରଣରୁ ଏହି ଦୁଇ ପୁଅ ଝିଅଙ୍କ ବିବାହ ହେଇପାରୁନଥିଲା ।Continue reading “୪୨ ଇଞ୍ଚର ବରକୁ ୪୭ ଇଞ୍ଚ କନିଆ । ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଯୋଡି ।”
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଶେଷ ଦିନରେ ବର୍ଷାଙ୍କୁ ୪ ଘଣ୍ଟା ଜେରା
କନକ ବ୍ୟୁରୋ: ଅନୁଭବ-ବର୍ଷା ବିବାହ ବିଛେଦ ମାମଲାରେ ଆଜି ବର୍ଷାଙ୍କୁ ଶେଷଥର ପାଇଁ ୪ଘଣ୍ଟା ଜେରା କରାଯାଇଛି । ଦୁଇଟି ପର୍ଯ୍ୟାୟରେ ବର୍ଷାଙ୍କୁ ୪ ଘଣ୍ଟା ଜେରା କରାଯାଇଛି । ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କୁ ଜେରା କରିବା ଏବଂ ୪ ସପ୍ତାହ ମଧ୍ୟରେ ଉଭୟ ପକ୍ଷ ଯୁକ୍ତି ଶେଷ କରି ଅକ୍ଟୋବର ଶେଷ ସୁଦ୍ଧା ମାମଲାର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଫ୍ୟାମିଲି କୋର୍ଟରେ ଶୁଶାଣି ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଆବେଦନContinue reading “ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଶେଷ ଦିନରେ ବର୍ଷାଙ୍କୁ ୪ ଘଣ୍ଟା ଜେରା”
ମଣିପୁର ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । କହିଲେ, ୧୪ଦିନ ଧରି କାହିଁକି ହୋଇନଥିଲା କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : ମଣିପୁର ଭାଇରାଲ ଭିଡିଓକୁ ନେଇ ସୁପ୍ରିମକୋର୍ଟ ସୋମବାର ଦିନ ଶୁଣାଣି କରିଛନ୍ତି । ଏହି କ୍ରମରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି କି, ମେ’୪ ତାରିଖରେ ଘଟଣା ଘଟିଲା ଓ ପୋଲିସ ମେ ୧୮ ତାରିଖରେ ମାମଲା ରୁଜୁ କଲା । ଘଟଣା ଘଟିବାର ୧୪ ଦିନ ପର୍ଯ୍ୟନ୍ତ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।Continue reading “ମଣିପୁର ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । କହିଲେ, ୧୪ଦିନ ଧରି କାହିଁକି ହୋଇନଥିଲା କାର୍ଯ୍ୟାନୁଷ୍ଠାନ”
ବିଶ୍ୱର ପୁରୁଣା ରେଲୱେ ଷ୍ଟେସନ: ୧୯୩ ବର୍ଷ ତଳେ ଗଡିଥିଲା ପ୍ରଥମ ଟ୍ରେନ
କନକ ବ୍ୟୁରୋ: ଟ୍ରେନରେ ଯାତ୍ରା କରିବାକୁ ସମସ୍ତେ ପସନ୍ଦ କରନ୍ତି । ଦୂର ଜାଗାକୁ ଯାତ୍ରା କରିବାକୁ ହେଲେ ସମସ୍ତଙ୍କ ପ୍ରଥମ ପସନ୍ଦ ଟ୍ରେନ ହିଁ ରହିଥାଏ । କାରଣ ଶୀଘ୍ର ଆଉ ସହଜରେ ଏହା ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ । ଟ୍ରେନର ଝରକା ପାଖ ସିଟରେ ବସି ଲୋକମାନେ ପ୍ରକୃତି ଉପଭୋଗ ମଧ୍ୟ କରିଥାନ୍ତି । ତେବେ ଅନେକ ଲୋକଙ୍କୁ ଟ୍ରେନ ଯାତ୍ରା ନିଆରା ଅନୁଭୂତି ମଧ୍ୟ ଦେଇଥାଏ । ଟ୍ରେନ ବାବଦରେContinue reading “ବିଶ୍ୱର ପୁରୁଣା ରେଲୱେ ଷ୍ଟେସନ: ୧୯୩ ବର୍ଷ ତଳେ ଗଡିଥିଲା ପ୍ରଥମ ଟ୍ରେନ”
‘ମସଜିଦ୍ ଭିତରେ ତ୍ରିଶୂଳ କ’ଣ କରୁଛି’ ? ଜ୍ଞାନବାପୀ ପ୍ରସଙ୍ଗରେ ଏଭଳି ପ୍ରଶ୍ନ ଉଠାଇଲେ ଯୋଗୀ
କନକ ବ୍ୟୁରୋ: ଜ୍ଞାନବାପୀ ମସ୍ଜିଦ୍ ପରିସରରେ ତ୍ରିଶୂଳ କ’ଣ କରୁଛି ବୋଲି ଆଜି ଏକ ସାକ୍ଷାତକାରରେ ଜ୍ଞାନବାପୀ ମସ୍ଜିଦ୍ ମାମଲା ବିଷୟରେ କହିବା ବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଜ୍ଞାନବାପୀ ମାମଲାରେ ହିନ୍ଦୁ ଓ ମୁସଲ୍ମାନ ସମ୍ପ୍ରଦାୟଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ଆଦିତ୍ୟନାଥ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଐତିହାସିକ ଭୁଲ୍ ସୁଧାରିବା ଲାଗି ମୁସଲ୍ମାନ୍ ଆବେଦନକାରୀମାନେ ଆଗେଇ ଆସନ୍ତୁ। ଗଣମାଧ୍ୟମର ଏକ ସାକ୍ଷାତକାରରେ ଯୋଗୀ କହିଛନ୍ତିContinue reading “‘ମସଜିଦ୍ ଭିତରେ ତ୍ରିଶୂଳ କ’ଣ କରୁଛି’ ? ଜ୍ଞାନବାପୀ ପ୍ରସଙ୍ଗରେ ଏଭଳି ପ୍ରଶ୍ନ ଉଠାଇଲେ ଯୋଗୀ”