ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ: ଟପ୍ପର ହେଲେ ସୁଦେବ କୁମାର ପୃଷ୍ଟି

କନକ ବ୍ୟୁରୋ: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । ଟପ୍ପର ହେଲେ ସୁଦେବ କୁମାର ପୃଷ୍ଟି । ସେହିପରି ଦ୍ୱିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରାହୀ ଓ ତୃତୀୟ ସ୍ଥାନରେ ପ୍ରଣବ ରଞ୍ଜନ ସାହୁ । ୨୦୨୧-୨୨ର ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ୫ ମହିଳା । ପରୀକ୍ଷାରେ ମୋଟ ୪୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । The post ପ୍ରକାଶ ପାଇଲା ଓଡିଶାContinue reading “ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ: ଟପ୍ପର ହେଲେ ସୁଦେବ କୁମାର ପୃଷ୍ଟି”

ଶିଶୁ ଚୋରା ଚାଲାଣ : ଉତ୍ତର ପ୍ରଦେଶ, ବିହାର ଓ ଆନ୍ଧ୍ର ସବୁଠାରୁ ଆଗରେ, ଦିଲ୍ଲୀର ସ୍ଥିତି ଚିନ୍ତାଜନକ

କନକ ବ୍ୟୁରୋ : ୨୦୧୬ ରୁ ୨୦୨୨ ମଧ୍ୟରେ ଶିଶୁ ଚୋରା ଚାଲାଣକୁ ନେଇ ଉତ୍ତର ପ୍ରଦେଶରୁ ସାଂଘାତିକ ଖବର ଆସିଛି । ଶିଶୁ ଚୋରା ଚାଲାଣ ମାମଲାରେ ଉତ୍ତର ପ୍ରଦେଶ ଦେଶର ତିନି ରାଜ୍ୟ ସହ ସାମଲ ହୋଇଛି । ‘ଚାଇଲ୍ଡ ଟ୍ରାଫିକିଙ୍ଗ ଇନ୍ ଇଣ୍ଡିଆ, ଇନସାଇଟ୍ ଫାର୍ମ ସିଚୁଏସନାଲ ଡେଟା ଏନାଲିସିସ ଆଣ୍ଡ ନିଡ ଫର ଟେକ୍ ଡ୍ରିବନ ଇଣ୍ଟରଭେସନ ଷ୍ଟାଟେଜୀ’ ଶୀର୍ଷକ ଏକ ବ୍ୟାପକ ରିପୋର୍ଟରେ ଏହି ପରିସଂଖ୍ୟାନର ଖୁଲାସା କରାଯାଇଛି ।Continue reading “ଶିଶୁ ଚୋରା ଚାଲାଣ : ଉତ୍ତର ପ୍ରଦେଶ, ବିହାର ଓ ଆନ୍ଧ୍ର ସବୁଠାରୁ ଆଗରେ, ଦିଲ୍ଲୀର ସ୍ଥିତି ଚିନ୍ତାଜନକ”

୧୯୯୮ ପୋଲିସ-ଜନତା ସଂଘର୍ଷ ଘଟଣା : ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ

କନକ ବ୍ୟୁରୋ : ୧୯୯୮ ପୋଲିସ-ଜନତା ସଂଘର୍ଷ ଘଟଣା । ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ । ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ତତ୍କାଳୀନ ଆରଆଇ ବିନୟ ମେହେରଙ୍କୁ ହତ୍ୟା ହୋଇଥିଲା । ଟାଟା ଜମି ଅଧିଗ୍ରହଣ ବେଳେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ପୂର୍ବତନ ବିଧାୟକଙ୍କ ସମେତ ୨୨ଜଣଙ୍କ ନାଁରେ ମାମଲା ଥିଲା । ୨୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମୃତ୍ୟୁ ହୋଇ ସାରିଛି ।  Continue reading “୧୯୯୮ ପୋଲିସ-ଜନତା ସଂଘର୍ଷ ଘଟଣା : ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ”

ସରକାରୀ ଜମିରେ ବେଆଇନ୍ ପୋଡ଼ା ମୋବିଲ୍ କାରବାର ମାମଲା : ଲକ୍ଷେ ଟଙ୍କା ଜରିମାନା ଆଦାୟ କଲା ବିଏମସି

କନକ ବ୍ୟୁରୋ : ଲକ୍ଷେ ଟଙ୍କା ଜରିମାନା ଆଦାୟ କଲା ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ସରକାରୀ ଜମିରେ ବେଆଇନ ଭାବେ ପୋଡା ମୋବିଲ କାରବାର ଚାଲିଥିଲା । ଭିଏସଏସ ନଗର ସ୍ଥିତ ଏକ ସ୍କୁଲ ନିକଟରେ ଚାଲିଥିଲା ଏହି ବେଆଇନ କାରବାର । ତେଣୁ ସ୍ଥାନୀୟ ଲୋକେ ଏବଂ କର୍ପୋରେଟର ବାରମ୍ବାର ଏ ନେଇ ଅଭିଯୋଗ କରିଥିଲେ ସଂପୃକ୍ତ ବ୍ୟବସାୟୀଙ୍କୁ । କିନ୍ତୁ ଏବେ ଡେଙ୍ଗୁ ଜ୍ୱର ଆତଙ୍କ ଦେଖାଦେଇଛି । ଏପରିContinue reading “ସରକାରୀ ଜମିରେ ବେଆଇନ୍ ପୋଡ଼ା ମୋବିଲ୍ କାରବାର ମାମଲା : ଲକ୍ଷେ ଟଙ୍କା ଜରିମାନା ଆଦାୟ କଲା ବିଏମସି”

ଉନ୍ନୟନ କାର୍ଯ୍ୟ ଅନିୟମିତତା ଦେଖିବାକୁୁ ଆସି ହଟହଟା ହେଲେ ଅତିରିକ୍ତ ବିଡିଓ, କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

କନକ ବ୍ୟୁରୋ : ଉନ୍ନୟନ କାର୍ଯ୍ୟ ଅନିୟମିତତା ଦେଖିବାକୁୁ ଆସି ହଟହଟା ହେଲେ ଅତିରିକ୍ତ ବିଡିଓ । କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ । ବିଡିଓ ହାତରେ ଚପଲ ଧରି ଚାଲି ଚାଲି ଯିବା ସମୟରେ ତଳି ରୋଇଲେ ଲୋକେ । ପୋଲସରା ବ୍ଲକ ଢ଼ୁଙ୍କାପଡ଼ା ଗାଁରେ ଅତିରିକ୍ତ ବିଡିଓଙ୍କ ସହ କାଦୁଅରେ ଜିଆରଏସ ଚାଲିଛନ୍ତି । ଅଭିଯୋଗ ଅନୁସାରେ ଠଣାପଲି ଠାରୁ ଦଲେଇ ଘାଇ ରାସ୍ତା ପାଇଁ ୫ଲକ୍ଷ ଟଙ୍କାରେ ର୍ନିମାଣ ନେଇ ଫଳକ ଲାଗିContinue reading “ଉନ୍ନୟନ କାର୍ଯ୍ୟ ଅନିୟମିତତା ଦେଖିବାକୁୁ ଆସି ହଟହଟା ହେଲେ ଅତିରିକ୍ତ ବିଡିଓ, କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ”

ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ : ମଝି ଚିଲିକାକୁ ମାଛ ମାରିବାକୁ ଯାଇଥିଲେ ବାପ-ପୁଅ

କନକ ବ୍ୟୁରୋ : ଚିଲିକାରେ ବଜ୍ରପାତରେ ବାପ ଓ ପୁଅଙ୍କ ମୃତ୍ୟୁ । ମଝି ଚିଲିକାକୁ ମାଛ ଧରିବାକୁ ବାପ-ପୁଅ ଯାଇଥିଲେ । ଡଙ୍ଗାରେ ଥିବା ବାପ-ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବିଧାନ ବିଶ୍ୱାସ ଓ ଉତ୍ତମ ବିଶ୍ୱାସ । ମୃତକଙ୍କ ଘର ବାଲୁଗାଁ ଶାନ୍ତିନଗରରେ ବୋଲି ଜଣାପଡିଛି । ଗାଁରେ ଶୋକାକୂଳ ପରିବେଶ । କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ । The post ବଜ୍ରପାତରେ ଦୁଇ ଜଣଙ୍କContinue reading “ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ : ମଝି ଚିଲିକାକୁ ମାଛ ମାରିବାକୁ ଯାଇଥିଲେ ବାପ-ପୁଅ”

କଲଭର୍ଟ ଭୁଶୁଡି ୫ ମୃତ ଘଟଣା : ମୃତକଙ୍କ ଭିତରେ ୪ ଛୋଟପିଲା ଥିବା ସୂଚନା; ସ୍ୱାମୀ ଓ ପୁଅ ଚାଲିଯିବାରୁ ବିଷପିଇ ଦେଲେ ସ୍ତ୍ରୀ

କନକ ବ୍ୟୁରୋ : କଲଭର୍ଟ ଭୁଶୁଡି ୫ ମୃତ । ରାୟଗଡା କଲ୍ୟାଣସିଂହପୁର ଉପରସଜା ନିକଟରେ ଥିବା କଲଭର୍ଟ ଭୁଶୁଡି ପଡିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ଜଣେ ୪୫ ବର୍ଷିୟ ବ୍ୟକ୍ତି ଅଛନ୍ତି । କଲର୍ଭଟ ପାଖରେ ଥିବା ପାଣିରେ କିଛି ବ୍ୟକ୍ତି ଗାଧୋଉ ଥିବା ବେଳେ ଏହି ଅଘଟଣ ଘଟିଛି । ଭୁଶୁଡି ଯାଇଥିବା କଲର୍ଭଟ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଯାଇଛି ।Continue reading “କଲଭର୍ଟ ଭୁଶୁଡି ୫ ମୃତ ଘଟଣା : ମୃତକଙ୍କ ଭିତରେ ୪ ଛୋଟପିଲା ଥିବା ସୂଚନା; ସ୍ୱାମୀ ଓ ପୁଅ ଚାଲିଯିବାରୁ ବିଷପିଇ ଦେଲେ ସ୍ତ୍ରୀ”

୨୦୨୩ ବିଶ୍ୱକପ୍ : ଅକ୍ଟୋବର ୧୫ ତାରିଖରେ ଖେଳାଯିବନାହିଁ ଭାରତ -ପାକିସ୍ତାନ ମ୍ୟାଚ, ଜାଣନ୍ତୁ କେବେ ସ୍ଥିର ହେଲା ତାରିଖ

କନକ ବ୍ୟୁରୋ : ୨୦୨୩ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ମ୍ୟାଚ୍ ବାତିଲ ହୋଇଛି । ଏବେ ଏହି ମହାମୁକାବିଲା ପାଇଁ ତାରିଖ ବଦଳିଛି । ସୂଚନା ମୁତାବକ ଏହି ମ୍ୟାଚ୍ କେବେ ହେବ ତାହା ଆଜି ସ୍ଥିର କରାଯିବ । ସେପଟେ ଏକ ରିପୋର୍ଟ ମୁତାବକ ଭାରତ ଓ ପାକିସ୍ତାନ ମଧ୍ୟରେ କେବେ ମ୍ୟାଚ ଖେଳାଯିବ ସେନେଇ ତାରିଖ ସମ୍ନାକୁ ଆସିଛି । ଗଣମାଧ୍ୟମ ରିପୋର୍ଟ ମୁତାବକContinue reading “୨୦୨୩ ବିଶ୍ୱକପ୍ : ଅକ୍ଟୋବର ୧୫ ତାରିଖରେ ଖେଳାଯିବନାହିଁ ଭାରତ -ପାକିସ୍ତାନ ମ୍ୟାଚ, ଜାଣନ୍ତୁ କେବେ ସ୍ଥିର ହେଲା ତାରିଖ”

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ : ହେଲେ ଏଜେଣ୍ଡାରେ ନାହିଁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ

କନକ ବ୍ୟୁରୋ : ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ହେଲେ ଏଥର ମଧ୍ୟ ତାଲିକାରେ ସ୍ଥାନ ପାଇନି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ଦୀର୍ଘ ଦିନ ହେବ ରତ୍ନ ଭଣ୍ଡାର ଖୋଲିବାକୁ ବିରୋଧୀଙ୍କ ସମେତ ଗଜପତି ମହାରାଜ, ଶ୍ରୀମନ୍ଦିର ସେବାୟତ, ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଆସୁଛନ୍ତି । ରତ୍ନଭଣ୍ଡାର ଖୋଲିବାକୁ ନେଇ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଆଶା କରାଯାଉଥିଲା ପରିଚାଳନାContinue reading “ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ : ହେଲେ ଏଜେଣ୍ଡାରେ ନାହିଁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ”

ଜ୍ଞାନବାପୀକୁ ମସଜିଦ କହିବା ଠିକ୍ ନୁହେଁ, ମସଜିଦ୍ ଭିତରେ ତ୍ରିଶୁଳ କ’ଣ କରୁଛି : ମୁଖ୍ୟମନ୍ତ୍ରୀ ଯୋଗୀ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବାପୀ ମସଜିଦକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଜ୍ଞାନବାପୀକୁ ମସଜିଦ୍ କହିବା ଠିକ୍ ନୁହେଁ, ଏହା ସହ ଜ୍ଞାନବାପୀ ମସଜିଦ ମଧ୍ୟରେ ତ୍ରିଶୁଳ କଣ କରୁଛି ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଯୋଗୀ କହିଛନ୍ତି କି ସେ ଉତ୍ତର ପ୍ରଦେଶରେ ୬ ବର୍ଷ ହେବ ସରକାର ଚଳାଉଛନ୍ତି । ଲୋକ ଦଙ୍ଗା ହେଉଛି ବୋଲି କହୁଛନ୍ତି ହେଲେ ରାଜ୍ୟରContinue reading “ଜ୍ଞାନବାପୀକୁ ମସଜିଦ କହିବା ଠିକ୍ ନୁହେଁ, ମସଜିଦ୍ ଭିତରେ ତ୍ରିଶୁଳ କ’ଣ କରୁଛି : ମୁଖ୍ୟମନ୍ତ୍ରୀ ଯୋଗୀ”

Design a site like this with WordPress.com
Get started