କନକ ବ୍ୟୁରୋ : ଅନୁଭବ-ବର୍ଷା ବିବାହ ବିଛେଦ ମାମଲାରେ ଆଜି ବର୍ଷାଙ୍କର ଶେଷ ଥର ପାଇଁ ଜେରା ହେବ । ନିକଟରେ ଅନୁଭବଙ୍କ ଆବେଦନର ଶୁଣାଣି କରିଥିଲେ ହାଇକୋର୍ଟ । ଏହାପରେ କଟକର ଫ୍ୟାମିଲି କୋର୍ଟକୁ ୪ ସପ୍ତାହ ମଧ୍ୟରେ ଉଭୟ ପକ୍ଷଙ୍କ ଯୁକ୍ତି ଶେଷ କରି ଅକ୍ଟୋବର ଶେଷ ସୁଦ୍ଧା ମାମଲାର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଜୁଲାଇ ୩୧ ସୁଦ୍ଧା ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ କରିବାରୁ ନିର୍ଦ୍ଦେଶ ଦିଆଯାଇଥିଲାContinue reading “ଅନୁଭବ-ବର୍ଷା ବିବାହ ବିଛେଦ ମାମଲା : ପରିବାର ଅଦାଲତରେ ହେଲେ ହାଜର; ବର୍ଷାଙ୍କୁ ଚୂଡାନ୍ତ ଜେରା”
Tag Archives: News
ସ୍ଥାୟୀ ନିଯୁକ୍ତି ଦାବି : ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ; ଅଭିଯୋଗ, ବାରମ୍ବାର ପ୍ରତିଶ୍ରୁତି ଦେଇ ପୂରଣ କରୁନାହାନ୍ତି ସରକାର
କନକ ବ୍ୟୁରୋ : ରାଜଧାନୀରେ ଗର୍ଜିଛନ୍ତି ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପେନସନ ଲାଗୁ ସହ ଗର୍ଭବତୀ ସମୟରେ ଛୁଟି ଦେବା ଭଳି ୧୦ଟି ଦାବି କରିଛନ୍ତି । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆଉଟସୋର୍ସିଂ କର୍ମଚାର ବିଶାଳ ଗଣଧାରଣ ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଏକାଠି ହୋଇଛନ୍ତି ପ୍ରତିବାଦକାରୀ । ପୂର୍ବରୁContinue reading “ସ୍ଥାୟୀ ନିଯୁକ୍ତି ଦାବି : ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ; ଅଭିଯୋଗ, ବାରମ୍ବାର ପ୍ରତିଶ୍ରୁତି ଦେଇ ପୂରଣ କରୁନାହାନ୍ତି ସରକାର”
୮ ବର୍ଷରେ ୧୮ ଥର ଟ୍ରାନ୍ସଫର: କାଉଡିଆଙ୍କ ଉପରେ ଲାଠି ଚାର୍ଜ କରି ଚର୍ଚ୍ଚାକୁ ଆସିଥିବା IPSଙ୍କର ପୁଣି ବଦଳି
କନକ ବ୍ୟୁରୋ: ସବୁବେଳେ ଦବଦବା କରୁଥିବା ଆଇପିଏସ ପ୍ରଭାକର ଚୌଧୁରୀଙ୍କୁ ନେଇ ପୁଣି ଚର୍ଚ୍ଚା । ରବିବାର ବରେଲିରେ ପ୍ରବେଶ ନିଷେଧ କରାଯାଇଥିବା ରାସ୍ତା ପଟେ କାଉଡିଆ ଯାଉଥିବାରୁ ତାଗିଦ୍ କରିଥିଲେ ପ୍ରଭାକର । ହେଲେ ନମାନିବାରୁ ଏହାକୁ ନେଇ ସେହି ଅଞ୍ଚଳରେ ପରିବେଶ ଅଶାନ୍ତ ହୋଇଉଠିଥିଲା । ଫଳରେ କାଉଡିଆଙ୍କ ଉପରେ ଲାଠି ଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆଇପିଏସ୍ ପ୍ରଭାକର । ତାଙ୍କର କଡା ପଦକ୍ଷେପରେ ମାତ୍ର ଅଧଘଣ୍ଟାରେ ଶାନ୍ତ ହୋଇଯାଇଥିଲା ପୁରା ପରିବେଶContinue reading “୮ ବର୍ଷରେ ୧୮ ଥର ଟ୍ରାନ୍ସଫର: କାଉଡିଆଙ୍କ ଉପରେ ଲାଠି ଚାର୍ଜ କରି ଚର୍ଚ୍ଚାକୁ ଆସିଥିବା IPSଙ୍କର ପୁଣି ବଦଳି”
ମୋବାଇଲରେ କଥା ହେଲା ହେଲା କାଳ : ବିଦ୍ୟୁତ୍ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ
କନକ ବ୍ୟୁରୋ : ମୋବାଇଲରେ କଥା ହେଲା ହେଲା କାଳ । ବିଦ୍ୟୁତ୍ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ । ମୃତକ ମାଲକାନଗିରି କାଲିମେଳାର କାମା ମାଢ଼ି ବୋଲି ଜଣାପଡିଛି । ସେ କାଲିମେଳା କଲେଜରେ ଯୁକ୍ତ ତିନିରେ ପ୍ରଥମ ବର୍ଷରେ ପାଠ ପଢ଼ୁଥିଲେ । ସେ ତାଙ୍କ ନାନୀଙ୍କ ଘରେ ରହି ପାଠ ପଢୁଥିଲେ । ଗତକାଲି ରାତିରେ କାମା ମାଢ଼ି ମାଟି କାନ୍ଥରେ ଲାଗିଥିବା ଏକ ବିଦ୍ୟୁତ୍ ବୋର୍ଡ଼ରେ ମୋବାଇଲ ଚାର୍ଜ କରିContinue reading “ମୋବାଇଲରେ କଥା ହେଲା ହେଲା କାଳ : ବିଦ୍ୟୁତ୍ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ”
ରାଜନଗର ପାଇଁ ବିପଦ ପାଲଟିଛି ହଂସୁଆ ନଦୀ : କୂଳ ଖାଇ ନଦୀ ଗର୍ଭକୁ ଧସିଲା ୮୦ ଫୁଟ୍ ଲମ୍ବର ମାଟି ଅତଡା; ମରାମତି ନକଲେ ଗାଁକୁ ମାଡ଼ି ଆସିପାରେ ପାଣି
କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ କୂଳ ଲଂଘିଲା ହଂସୁଆ ନଦୀ । ରାଜନଗର ବଜାର ନିକଟରେ ୮୦ ଫୁଟ ଲମ୍ବା ମାଟି ଅତଡା ନଦୀକୁ ଧସି ପଡିଛି । ଫଳରେ ନଈ ଉପକୂଳରେ ହୋଇଥିବା ପଥର ପ୍ୟାକିଂ ସହ ନଈ ପଠା ଧସିଯାଇଛି । ହଂସୁଆ ନଦୀର ଏହି ଉଗ୍ରରୂପ ରାଜନଗର ବଜାର ପ୍ରତି ବିପଦ ସୃଷ୍ଟି କରିଛି । ଯାହାକୁ ନେଇ ନଦୀ ଉପକୂଳରେ ଥିବା ପରିବାର ଓ ବ୍ୟବସାୟୀ ଭୟଭୀତ ହୋଇପଡିଛନ୍ତିContinue reading “ରାଜନଗର ପାଇଁ ବିପଦ ପାଲଟିଛି ହଂସୁଆ ନଦୀ : କୂଳ ଖାଇ ନଦୀ ଗର୍ଭକୁ ଧସିଲା ୮୦ ଫୁଟ୍ ଲମ୍ବର ମାଟି ଅତଡା; ମରାମତି ନକଲେ ଗାଁକୁ ମାଡ଼ି ଆସିପାରେ ପାଣି”
ନକଲି ଚାଷୀ ହୋଇ ପୁରସ୍କାର ନେଇଗଲେ, ଅସଲ ପରିଚୟ ଜଣାପଡିବା ପରେ କ୍ଷମା ମାଗି ପୁରସ୍କାର ଫେରାଇଲେ । ଭାରି ମଜାଦାର ଏହି ଘଟଣା
କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ଲକ୍ଷେ୍ନøରେ ଆୟୋଜିତ ହୋଇଥିଲା ଆମ୍ବଚାଷୀଙ୍କ ପ୍ରଦର୍ଶନୀ । ଏଥିରେ ଭାଗ ନେଇଥିଲେ ରାଜ୍ୟର ସବୁ ଜିଲ୍ଲାର ଆମ୍ବ ଚାଷୀ । ବିଭିନ୍ନ କିସମର ଆମ୍ବ ଆଣି ମୁଖ୍ୟ ଅଡିଟୋରିୟମରେ ସଜା ହେଲା । ସେଗୁଡିକର ନାଁ ଆଉ ଦରଦାମ ବି ଲେଖାଗଲା । ହେଲେ ଶେଷରେ କୌଣସି ଚାଷୀଙ୍କୁ ବି ପୁରସ୍କାର ମିଳିଲାନି । ହେଲେ ପୁରସ୍କାର ଗଲା କୁଆଡେ? କଥା ହେଉଛି ଆମ୍ବ ଚାଷୀ ତ ଭାଗ ନେଲେContinue reading “ନକଲି ଚାଷୀ ହୋଇ ପୁରସ୍କାର ନେଇଗଲେ, ଅସଲ ପରିଚୟ ଜଣାପଡିବା ପରେ କ୍ଷମା ମାଗି ପୁରସ୍କାର ଫେରାଇଲେ । ଭାରି ମଜାଦାର ଏହି ଘଟଣା”
ହାଇକୋର୍ଟରେ ଏଏସଓ ପରୀକ୍ଷା ମାମଲାରେ ଶୁଣାଣି : ମେଧା ତାଲିକାରେ ସ୍ଥାନ ପାଇଥିବା ଆଶାୟୀଙ୍କୁ ଝଟକା
କନକ ବ୍ୟୁରୋ : ହାଇକୋର୍ଟରେ ଏଏସଓ ପରୀକ୍ଷା ମାମଲାରେ ଶୁଣାଣି । ମେଧା ତାଲିକାରେ ସ୍ଥାନ ପାଇଥିବା ଆଶାୟୀଙ୍କୁ ଝଟକା । ଦାଖଲ ରିଟ୍ ପିଟିସନ ଓ ରିଭ୍ୟୁ ପିଟିସନ ଖାରଜ ହୋଇଛି । ପୂର୍ବ ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି । ପୂର୍ବରୁ ମେଧା ତାଲିକାକୁ ହାଇକୋର୍ଟ ଖାରଜ କରିଥିଲେ । ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ । ଓଡ଼ିଶା ସେକ୍ରେଟାରିଏଟ ଆଣ୍ଡ କଣ୍ଡିସନ୍ସ ଅଫ୍Continue reading “ହାଇକୋର୍ଟରେ ଏଏସଓ ପରୀକ୍ଷା ମାମଲାରେ ଶୁଣାଣି : ମେଧା ତାଲିକାରେ ସ୍ଥାନ ପାଇଥିବା ଆଶାୟୀଙ୍କୁ ଝଟକା”
ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ଜଣଙ୍କ ମୃତ୍ୟୁ : ଅନେକ ଚାପି ହୋଇ ରହିଥିବା ଆଶଙ୍କା, ଉଦ୍ଧାରକାର୍ଯ୍ୟ ଜାରି
କନକ ବ୍ୟୁରୋ : ରାୟଗଡାରେ ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ଜଣଙ୍କ ମୃତ୍ୟୁ । କଲଭର୍ଟ ତଳେ ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ କଲ୍ୟାଣସିଂହପୁର ଉପରସଜା ନିକଟରେ ଏହି ଅଘଟଣ ଘଟିଛି । The post ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ଜଣଙ୍କ ମୃତ୍ୟୁ : ଅନେକ ଚାପି ହୋଇ ରହିଥିବା ଆଶଙ୍କା, ଉଦ୍ଧାରକାର୍ଯ୍ୟ ଜାରି first appeared on Kanak News. from Kanak NewsContinue reading “ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ଜଣଙ୍କ ମୃତ୍ୟୁ : ଅନେକ ଚାପି ହୋଇ ରହିଥିବା ଆଶଙ୍କା, ଉଦ୍ଧାରକାର୍ଯ୍ୟ ଜାରି”
ଗୁପ୍ତଧନ ପାଇଁ ନାବାଳକକୁ ବଳି ମାମଲା : ଅଧିଆ ପଡ଼ିଥିବା ମଙ୍ଗଳା କୋଠିରେ ନାଲି ପତାକା ଲଗାଇଲା ପ୍ରଶାସନ
କନକ ବ୍ୟୁରୋ : ଅନୁଗୁଳରେ ଗୁପ୍ତଧନ ଲୋଭରେ ନାବାଳକୁ ବଳି ଦେବା ମାମଲା । ଆଜି ପ୍ରଶାସନ ପ କ୍ଷରୁ ମଙ୍ଗଳା କୋଠିରେ ନାଲି ପତାକା ଲଗାଇ ସିଲ କରିଛି ସ୍ଥାନୀୟ ପ୍ରଶାସନ । ମୃତ ନାବଳକ ନିଜ ମାଆ ସହ ଆରୋଗ୍ୟ କାମନା କରି ଯେଉଁ ମଙ୍ଗଳା କୋଠୀରେ ଅଧିଆ ପଡିଥିଲେ । ସେହି ମଙ୍ଗଳା କୋଠୀ ଓ ମୁଖ୍ୟ ଅଭିଯୁକ୍ତ ତଥା ପୂଜକକ ରୀତାଞ୍ଜଳି ବାଗଙ୍କ ଘରେ ନାଲି ପତାକା ଲଗାଇବା ସହ ନିଜContinue reading “ଗୁପ୍ତଧନ ପାଇଁ ନାବାଳକକୁ ବଳି ମାମଲା : ଅଧିଆ ପଡ଼ିଥିବା ମଙ୍ଗଳା କୋଠିରେ ନାଲି ପତାକା ଲଗାଇଲା ପ୍ରଶାସନ”
ଡେଙ୍ଗୁରେ ପ୍ରସୂତୀ ମହିଳାଙ୍କ ମୃତ୍ୟୁ : ୭ଦିନ ତଳେ ନବଜାତ ଶିଶୁକୁ ଦେଇଥିଲେ ଜନ୍ମ
କନକ ବ୍ୟୁରୋ : ଡେଙ୍ଗୁରେ ପ୍ରସୂତୀ ମହିଳାଙ୍କ ମୃତ୍ୟୁ । ଏ ନେଇ କ୍ୟାପିଟାବ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ମୃତକ ଜଣକ ହେଲେ କେନ୍ଦ୍ରାପଡା ରାଜକନିକା ଅଞ୍ଚଳର । ୭ଦିନ ତଳେ ସେ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ନବଜାତ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି । The post ଡେଙ୍ଗୁରେ ପ୍ରସୂତୀ ମହିଳାଙ୍କ ମୃତ୍ୟୁ : ୭ଦିନ ତଳେ ନବଜାତ ଶିଶୁକୁ ଦେଇଥିଲେ ଜନ୍ମ first appeared onContinue reading “ଡେଙ୍ଗୁରେ ପ୍ରସୂତୀ ମହିଳାଙ୍କ ମୃତ୍ୟୁ : ୭ଦିନ ତଳେ ନବଜାତ ଶିଶୁକୁ ଦେଇଥିଲେ ଜନ୍ମ”