ମଣିପୁର ସ୍ଥିତି ଗମ୍ଭୀର : ଆଇନଶୃଙ୍ଖଳା ଭୁଶୁଡି ପଡିଛି କହିଲେ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ

କନକ ବ୍ୟୁରୋ : ମଣିପୁର ସ୍ଥିତି ଗମ୍ଭୀର । ବିରୋଧୀ ସାଂସଦ ଦୁଇ ଦିନିଆ ଗସ୍ତ ସାରି ଫେରିବା ପରେ ଏଭଳି କହିଛନ୍ତି । ଆଜି ଏ ପ୍ରସଙ୍ଗରେ ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦ ଏକ ବୈଠକ କରି ଆଲୋଚନା କରିଛନ୍ତି । ଶନିବାର ଓ ରବିବାର ଦୁଇ ଦିନ ମଣିପୁର ଗସ୍ତ କରିଥିଲେ ବିରୋଧୀ ଦଳର ୨୧ ସାଂସଦ । ପୋଲିସ ବ୍ୟବସ୍ଥାକୁ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଦାୟୀ କରିଛନ୍ତି ।Continue reading “ମଣିପୁର ସ୍ଥିତି ଗମ୍ଭୀର : ଆଇନଶୃଙ୍ଖଳା ଭୁଶୁଡି ପଡିଛି କହିଲେ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ”

କ୍ଷତିପୂରଣ ଓ ଥଇଥାନ ଦାବିରେ ତାତିଲେ ବିସ୍ଥାପିତ : କୋଇଲା ଖଣିକୁ ବନ୍ଦ କଲେ ଶତାଧିକ ମହିଳା; ଘଟଣାସ୍ଥଳରେ ଉତ୍ତେଜନା

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା ହେମଗିରିରେ ଥିବା କୋଇଲା ଖଣିକୁ ବନ୍ଦ କଲେ ବିସ୍ଥାପିତ ମହିଳା । ଏନଟିପିସିର ଦୁଲିଙ୍ଗା ଖଣିକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମହିଳାମାନେ ବନ୍ଦ କରିଛନ୍ତି । ଶହ ଶହ ମହିଳା ଖଣି ଭିତରକୁ ପଶି ଜୋର ଜବରଦସ୍ତ ଖଣିକୁ ବନ୍ଦ କରିଦେଇଛନ୍ତି । ଦୀର୍ଘ ଦିନ ହେଲା ପୁର୍ନବାସ ଓ ଥାଇଥାନ ଦାବି ନେଇ କମ୍ପାନୀ ପାଖରେ ଦାବି କରି ଆସୁଛନ୍ତି ବିସ୍ଥାପିତ ଅଞ୍ଚଳରେ ଲୋକେ । ଏହା ଛଡାContinue reading “କ୍ଷତିପୂରଣ ଓ ଥଇଥାନ ଦାବିରେ ତାତିଲେ ବିସ୍ଥାପିତ : କୋଇଲା ଖଣିକୁ ବନ୍ଦ କଲେ ଶତାଧିକ ମହିଳା; ଘଟଣାସ୍ଥଳରେ ଉତ୍ତେଜନା”

କନ୍ଧମାଳ ପାଲଟିଛି ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ :  ଜଙ୍ଗଲ ଭିତରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ ,୧୦ ମାଫିଆ ଫେରାର

କନକ ବ୍ୟୁରୋ : କନ୍ଧମାଳ ପାଲଟିଛି ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ । ଜଙ୍ଗଲ ଭିତରୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ପୋଲିସ । ଫିରିଙ୍ଗିଆ ଥାନା ପୋଲିସ କୁମ୍ଭାରପଦର ଗାଁ ନିକଟ ଜଙ୍ଗଲରେ ଚଢ଼ାଉ କରି ଗୋଟିଏ କୁଡ଼ିଆ ଘରୁ ୧୦ କୁଇଣ୍ଟାଲ ୮୦ କିଲୋ ଗଞ୍ଜେଇ ଜବତ କରିଛି । ସେହିପରି ଗୋଛାପଡ଼ା ଥାନା ପୋଲିସ କୋଏରମାଣ୍ଡୁ ଗାଁ ନିକଟ ଜଙ୍ଗଲରେ ଚଢ଼ଉ କରି ଗୋଟିଏ ପାଲ ଘୋଡ଼ାଇContinue reading “କନ୍ଧମାଳ ପାଲଟିଛି ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ :  ଜଙ୍ଗଲ ଭିତରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ ,୧୦ ମାଫିଆ ଫେରାର”

ମଣିପୁର ଭାଇରାଲ ଭିଡିଓ ଘଟଣା : ଆଜି ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ; ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ଆବେଦନ କରିଛନ୍ତି ୨ ପୀଡିତା

କନକ ବ୍ୟୁରୋ : ମଣିପୁର ଭାଇରାଲ ଭିଡିଓ ଘଟଣାରେ ସୁୁୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଉଭୟ ପୀଡିତା । ଏହି ମାମଲାରେ ହସ୍ତକ୍ଷେପ ଲୋଡି ପୀଡିତା ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରିଛନ୍ତି । ପୂର୍ବରୁ କୋର୍ଟ ଏହି ମାମଲାକୁ ନିଜ ଆଡୁ ନେଇ ସାରିଛନ୍ତି । ସେହି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋର୍ଟ କହିଥିଲେ କଣ କାର୍ଯ୍ୟାନୁଷ୍ଠାନ ନେଇଛ ଜଣାଅ । ତେଣୁ ପ୍ରଧାନ ବିଚାରପତି ଆଜି ଏହି ମାମଲାର ଶୁଣାଣି କରିବେContinue reading “ମଣିପୁର ଭାଇରାଲ ଭିଡିଓ ଘଟଣା : ଆଜି ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ; ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ଆବେଦନ କରିଛନ୍ତି ୨ ପୀଡିତା”

ସୂଚନା ଫଳକକୁ ନେଇ ବିବାଦ : ସୁର ରାଉତରାୟଙ୍କ ନାଁ ନଥିବାରୁ ଫଳକରୁ ପୂର୍ବତନ ବିଧାୟକଙ୍କ ନାଁ ଉପରେ କଳାରଙ୍ଗ ବୋଳିଲେ ଲୋକେ

କନକ ବ୍ୟୁରୋ : ଜଟଣୀରେ ସୂଚନା ଫଳକୁ ନେଇ ରାଜନୀତି । ପଦନପୁର ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟର ଏକ ସୂଚନା ଫଳକକୁ ନେଇ ବିବାଦ ଦେଖାଦେଇଛି । ସୂଚନା ଫଳକରେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନାମ ନଥିବା ଓ ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟଙ୍କ ନାମଲେଖା ହେବାକୁ ନେଇ ଗ୍ରାମବାସୀ ବିରୋଧ କରିଛନ୍ତି । ଗ୍ରାମବାସୀ ଓ ନିର୍ବାଚିତ ପ୍ରତିନିଧି ଏହାକୁ ବିରୋଧ କରିବା ସହିତ ଉଦଘାଟନ ପୂର୍ବରୁ ପୂର୍ବତନ ବିଧାୟକଙ୍କ ନାମ ଉପରେContinue reading “ସୂଚନା ଫଳକକୁ ନେଇ ବିବାଦ : ସୁର ରାଉତରାୟଙ୍କ ନାଁ ନଥିବାରୁ ଫଳକରୁ ପୂର୍ବତନ ବିଧାୟକଙ୍କ ନାଁ ଉପରେ କଳାରଙ୍ଗ ବୋଳିଲେ ଲୋକେ”

ଚାଷ କରିବାକୁ ଯାଇ ଟାପୁରେ ଫସିଗଲେ ୧୦ ଚାଷୀ : ୧୧ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କନକ ବ୍ୟୁରୋ : ଚାଷ କରିବାକୁ ଯାଇ ଟାପୁରେ ଫସିଗଲେ ୧୦ ଚାଷୀ । ଦୀର୍ଘ ୧୧ ଘଣ୍ଟା ଜଳବନ୍ଦୀ ହୋଇ ରହିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛନ୍ତି । ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ମାଢେକେଲା ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଗାଁର କିଛି ଚାଷୀ ରାହୁଳ ନଈର ଅଳ୍ପ ପାଣିରେ ପଶି କନ୍ଦାଖାଳ ନାମକ ଟାପୁକୁ ଚାଷ କରିବାକୁ ଯାଇଥିଲେ । ତାଙ୍କ ସହ କିଛି ଗାଈଆଳ ମଧ୍ୟContinue reading “ଚାଷ କରିବାକୁ ଯାଇ ଟାପୁରେ ଫସିଗଲେ ୧୦ ଚାଷୀ : ୧୧ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ”

‘ମୋ ଘର ପୋଡିଦେଲେ…’ ମଣିପୁର ହିଂସାକୁ ନେଇ କାନ୍ଦିପକାଇଲେ ଷ୍ଟାର ଖେଳାଳି

କନକ ବ୍ୟୁରୋ: ମଣିପୁର ହିଂସାରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀ , ଖେଳାଳି ସମସ୍ତେ ପ୍ରଭାବିତ ହୋଇଛନ୍ତି । ଭାରତୀୟ ଟିମର ଷ୍ଟାର ଫୁଟବଲ ଖେଳାଳି ଚିଙ୍ଗଲେନସାନା ସିଂହ ବି ଏଥିରୁ ବାଦ୍ ପଡିନାହାଁନ୍ତି । ଉପଦ୍ରବକାରୀ ତାଙ୍କ ଘର ପୋଡି ଦେଇଥିବା କହି କାନ୍ଦିପକାଇଛନ୍ତି ଷ୍ଟାର ଖେଳାଳି । ଘଟଣା ସମୟରେ ସେ ହାଇଦ୍ରାବାଦ୍ ଏଫସି ଟମ ସହ କୋଝିକୋଡରେ ଥିବା କହିଛନ୍ତି । ଭାରତର ପୂର୍ବୋତ୍ତର ରାଜ୍ୟ ମଣିପୁରରେ ପାଖାପାଖି ୩Continue reading “‘ମୋ ଘର ପୋଡିଦେଲେ…’ ମଣିପୁର ହିଂସାକୁ ନେଇ କାନ୍ଦିପକାଇଲେ ଷ୍ଟାର ଖେଳାଳି”

ମନ୍ତ୍ରୀ ବନ ଦାସ ହତ୍ୟାକାଣ୍ଡକୁ ନେଇ ଥମୁନି ଚର୍ଚ୍ଚା : ଝାରସୁଗୁଡା ମେଡିକାଲର ଓପିଡି ଟିକେଟ୍ ଖୋଲିଲା ଗୁମର

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ନବଦାସ ହାତ୍ୟା ମାମଲାକୁ ନେଇ ଚର୍ଚ୍ଚା ଥମୁନାହିଁ । ନବଦାସଙ୍କୁ ଗୁଳିମାଡ ପରେ ଝାରସୁଗୁଡାରେ ଚିକିତ୍ସା କରାଯାଇଥିଲା ନା ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବା ନବଦାସଙ୍କ ଚିକିତ୍ସା ସମ୍ପର୍କିତ ଓପିଡି ଟିକେଟ ଭିନ୍ନ କଥା କହୁଛି । ଗତ ଜାନୁୟାରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ଝାରସୁଗୁଡା ଡାକ୍ତରଖାନରେ ଘଣ୍ଟାଏ ଚିକିତ୍ସା କରାଯାଇ ଏୟାର ଲିଫ୍ଟ କରି ଭୁବନେଶ୍ୱରContinue reading “ମନ୍ତ୍ରୀ ବନ ଦାସ ହତ୍ୟାକାଣ୍ଡକୁ ନେଇ ଥମୁନି ଚର୍ଚ୍ଚା : ଝାରସୁଗୁଡା ମେଡିକାଲର ଓପିଡି ଟିକେଟ୍ ଖୋଲିଲା ଗୁମର”

ଚଳନ୍ତା ଟ୍ରେନରେ ଗୁଳିମାଡରେ ୪ମୃତ୍ୟୁ ଘଟଣା : ଆରପିଏଫ କନଷ୍ଟେବଳଙ୍କୁ ଗିରଫ କଲା ଜିଆରପି; କାହିଁକି କଲେ ଗୁଳି, ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ଚଳନ୍ତା ଟ୍ରେନରେ ଗୁଳିମାଡ । ଗୁଜୁରାଟରୁ ମୁମ୍ବାଇ ଯାଉଥିବା ଏକ୍ସପ୍ରେସ ଟ୍ରେନରେ ଆରପିଏଫ କନଷ୍ଟେବଳ ଗୁଳିମାଡ କରିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ସବ ଇନସପେକ୍ଟର ରହିଛନ୍ତି । ଆରପିଏଫର କନଷ୍ଟେବଳ ଚେତନ ସିଂ ଟ୍ରେନ ଭିତରେ ଏହି ଗୁଳିକାଣ୍ଡ ଭିଆଇଛନ୍ତି । ଏବେ ଜିଆରପି କନଷ୍ଟେବଳଙ୍କୁ ଗିରଫ କରିଛି । ୧୨୯୫୬ ନମ୍ବର ବିଶିଷ୍ଟ ଜୟପୁର-ମୁମ୍ବାଇ ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନର ବି-ଫାଇଭ ବଗିରେContinue reading “ଚଳନ୍ତା ଟ୍ରେନରେ ଗୁଳିମାଡରେ ୪ମୃତ୍ୟୁ ଘଟଣା : ଆରପିଏଫ କନଷ୍ଟେବଳଙ୍କୁ ଗିରଫ କଲା ଜିଆରପି; କାହିଁକି କଲେ ଗୁଳି, ଉଠିଲା ପ୍ରଶ୍ନ”

ମୋହନାରେ ବାଘ ଆତଙ୍କ ! ଶିକାର ପାଇଁ ଆସୁଥିବା ଗାଁରେ ଗୁଜବ; ସେପଟେ ବନ ବିଭାଗ କହିଲା ଏହା ବାଘ ନୁହେଁ, ଭୁଆ ବିରାଡ଼ି

କନକ ବ୍ୟୁରୋ : ଗଜପତି ଜିଲ୍ଲା ମୋହନାରେ ବାଘ ଆତଙ୍କ । ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ଯୋଡିପଥର ଗାଁରେ ଲୁଚି ଛପି ବାଘ ପଶୁଥିବା ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଗତ ୨୭ ତାରିଖ ରାତିରେ ବାଘ ସଦୃଶ୍ୟ ଜଙ୍ଗଲୀ ଜନ୍ତୁ ଗାଁରେ ଲୁଚିଛପି ପଶୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ସାମ୍ନାକୁ ଆସିବା ପରେ ଯୋଡିପଥର ଗାଁ ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଛିContinue reading “ମୋହନାରେ ବାଘ ଆତଙ୍କ ! ଶିକାର ପାଇଁ ଆସୁଥିବା ଗାଁରେ ଗୁଜବ; ସେପଟେ ବନ ବିଭାଗ କହିଲା ଏହା ବାଘ ନୁହେଁ, ଭୁଆ ବିରାଡ଼ି”

Design a site like this with WordPress.com
Get started