କନକ ବ୍ୟୁରୋ : ପାକିସ୍ତାନର ପଖ୍ତୁନଖୱାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବା ବେଳେ ୫୦ ଜଣରୁ ଅଧିକ ଗୁରୁତର ହୋଇଛନ୍ତି । ପଖ୍ତୁନଖୱାର ବାଜୌର ଜିଲ୍ଲାରେ ଏହି ବିସ୍ଫୋରଣ ହୋଇଛି । ଏଠାରେ ଓଲେମା ଜମିୟତ ଇସଲାମ-ଫଜଲ ସଂଗଠନର ଏକ ସମ୍ମିଳନୀ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସ୍ଥଳରୁ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଆନନଫାନନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନୁମାନ କରାଯାଉଛି କିContinue reading “ପାକିସ୍ତାନ ପଖ୍ତୁନଖୱାରେ ଭୟଙ୍କର ବୋମା ବିସ୍ଫୋରଣ । ୨୦ ରୁ ଅଧିକ ମୃତ, ୫୦ ଗୁରୁତର”
Tag Archives: News
ହାଣ୍ଡିଶାଳ ଉପରେ ମହଙ୍ଗାମାଡ: ଉପରମୁହାଁ ହେଉଛି ଚାଉଳଦର
କନକ ବ୍ୟୁରୋ: ଭାତ ହୋଇଗଲା ଦାମୀ । ପରିବା ଦାମ ଆକାଶଛୁଆଁ ହୋଇଥିବା ବେଳେ ସାଧାରଣ କିସମର ଚାଉଳ ଦର ବି ବଢ଼ିଯାଇଛି । ଟଙ୍କେ କି ଦିଟଙ୍କା ନୁହେଁ, ବରଂ ଏକାଥରେ ୧୦ ଟଙ୍କା ବଢ଼ିଛି, ଯାହା ଖାଉଟିଙ୍କ ପାଇଁକ ବୋଝ ଉପରେ ନଳିତା ବିଡ଼ା ସାଜିଛି । ଅର୍ଥନୈତିକ ବିଶେଷଜ୍ଞ ଏହାକୁ ନେଇ ବିଭିନ୍ନ କାରଣ ଦର୍ଶାଉଥିବା ବେଳେ ନିଆଂଟିଆ ବର୍ଷା ଚାଉଳ ଦର ବଢ଼ିବାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଚାଉଳContinue reading “ହାଣ୍ଡିଶାଳ ଉପରେ ମହଙ୍ଗାମାଡ: ଉପରମୁହାଁ ହେଉଛି ଚାଉଳଦର”
ରାଜନୀତିରେ ନିଆଁ ଲଗାଇ ଦେଲା ସର୍ଭେ ରିପୋର୍ଟ: ବିଜେଡିର ଦମ୍ଭୋକ୍ତି ୨୧ରୁ ୨୧ ଆସନ ଜିତିବ ଦଳ
କନକ ବ୍ୟୁରୋ: ୨୦୨୪ରେ ପୁଣି ସରକାର ଗଢ଼ିପାରେ ଏନଡିଏ । ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦୀ । ସମ୍ପୂର୍ଣ୍ଣ ବହୁମତ ସହ ଆଗାମୀ ନିର୍ବାଚନରେ ସରକାର ଗଢ଼ିପାରେ ବୋଲି ଆକଳନ କରିଛି ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ । ଆଜିର ଦିନରେ ଯଦି ନିର୍ବାଚନ ହୁଏ, ମୋଦୀଙ୍କ ନେତୃତ୍ୱରେ ଏନଡିଏ ୩୧୮ ଆସନ ପାଇପାରେ । ସେହିପରି ବିରୋଧୀ ମେଂଟ ଇଣ୍ଡିଆକୁ ମାତ୍ର ୧୭୫ଟି ଆସନ ମିଳିପାରେ ବୋଲି ଏହି ସର୍ଭେ ଆକଳନ କରିଛି ।Continue reading “ରାଜନୀତିରେ ନିଆଁ ଲଗାଇ ଦେଲା ସର୍ଭେ ରିପୋର୍ଟ: ବିଜେଡିର ଦମ୍ଭୋକ୍ତି ୨୧ରୁ ୨୧ ଆସନ ଜିତିବ ଦଳ”
ଓଏସଏସସିକୁ ପିଛା ଛାଡୁନି ବିବାଦ: ପୁଣି ଆସିଲା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ
କନକ ବ୍ୟୁରୋ: ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ମାମଲାର ତନଘନା ଭିତରେ ୟୁଏଲବି ଆକାଉଂଟାଂଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଛି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅର୍ବାନ ଲୋକାଲ ବଡି ଆକାଉଂଟାଂଟ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ଲିକ ଅଭିଯୋଗ କରିଛନ୍ତି ଚାକିରୀ ଆଶାୟୀ । ପରୀକ୍ଷା ଦେଉଥିବା ୬୯୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦ ଜଣ ପ୍ରଶ୍ନପତ୍ର ଲିକ ଅଭିଯୋଗ ଆଣି ପରୀକ୍ଷା ବର୍ଜନ କରିଛନ୍ତି । ୧୫ ମିନିଟ ବିଳମ୍ବରେ କାହିଁକିContinue reading “ଓଏସଏସସିକୁ ପିଛା ଛାଡୁନି ବିବାଦ: ପୁଣି ଆସିଲା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ”
ପାହାଡ ଉପରକୁ ଯିବାକୁ ବିପଦପୁର୍ଣ୍ଣ ଯାତ୍ରା, ୭ଶହ ଫୁଟ ଊପରକୁ ଯିବାକୁ ପାହାଚ ଦାବି କଲେ ପର୍ଯ୍ୟଟକ
କନକ ବ୍ୟୁରୋ : ପାହାଡ ନେଇ ରହିଛି ପୌରାଣିକ କାହାଣୀ ଆଉ କିଛି ପୁରୁଣା କିମ୍ବଦନ୍ତୀ । ପ୍ରତିଦିନ ଏହି ସ୍ଥାନରେ ଲାଗୁଛି ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ଭିଡ । ହେଲେ ପାହାଡ ଦେଖିବାକୁ ଅତି ବିପଦପୁର୍ଣ୍ଣ ଯାତ୍ରା କରୁଛନ୍ତି ପର୍ଯ୍ୟଟକ ମାନେ । ବାଙ୍କୀ ଡମପଡା ପାଥପୁର ମୌଜାରେ ଥିବା ପାଣ୍ଡବ ବଖରା ପାହାଡ । ଚନ୍ଦକା ଅଭୟାରଣ୍ୟ ପାଖରେ ଥିବା ପାହାଡ ଗୁମ୍ଫାରେ ରହିଛି ଅନେକ ରୋମାଂଚଭରା କାହାଣୀ । କୁହାଯାଏ ଯେ ପଂଚୁ ପାଣ୍ଡବContinue reading “ପାହାଡ ଉପରକୁ ଯିବାକୁ ବିପଦପୁର୍ଣ୍ଣ ଯାତ୍ରା, ୭ଶହ ଫୁଟ ଊପରକୁ ଯିବାକୁ ପାହାଚ ଦାବି କଲେ ପର୍ଯ୍ୟଟକ”
ଅପରାଧିକୁ ଗାଁରେ ବୁଲାଇଲା ପୋଲିସ, ଅପରାଧୀ ବିଭୁ ଜେନା ସହ ୧୦ ଜୀବନ୍ତ ଗୁଳି ଓ ବୋମା ଜବତ
କନକ ବ୍ୟୁରୋ : ଅପରାଧିକୁ ଗାଁରେ ବୁଲାଇଲା ପୋଲିସ । ଯେଉଁ ଯେଉଁ ସ୍ଥାନରେ ଅପରାଧି ଅପରାଧ ଘଟାଇଥିଲା ସେହି ସବୁ ସ୍ଥାନରେ ଅପରାଧୀଙ୍କୁ ବୁଲାଇଛି ପୁଲିସ । ଦୀର୍ଘ ୭ ବର୍ଷ ହେଲା ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧିକୁ ଗିରଫ କରି ଗାଁରେ ଚଲାଇ ଚଲାଇ ନେଇଛି । ଖଲ୍ଲିକୋଟ ଥାନା ମାଣିକ୍ୟପୁର ଗାଁର ବିଭୁ ଜେନା ୭ ବର୍ଷ ତଳେ ବିଭିନ୍ନ ମାମଲାରେ ବେଲ ହୋଇ ଜେଲରୁ ଆସିଥିଲେ । ସେବେଠାରୁ ଖଲ୍ଲିକୋଟ ଅଂଚଳରୁContinue reading “ଅପରାଧିକୁ ଗାଁରେ ବୁଲାଇଲା ପୋଲିସ, ଅପରାଧୀ ବିଭୁ ଜେନା ସହ ୧୦ ଜୀବନ୍ତ ଗୁଳି ଓ ବୋମା ଜବତ”
ତେଜୁଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ । ସମାଧାନ ବଦଳରେ ଜଟିଳ ହେଉଛି ସ୍ଥିତି, ଗଳାବାଟ ଦେଇ ପଶୁଛନ୍ତି ଆନ୍ଧ୍ର ଅଧିକାରୀ
କନକ ବ୍ୟୁରୋ : ତେଜୁଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ । ସୀମା ବିବାଦ ସମାଧାନ ହେବା ବଦଳରେ ଅଧିକ ଜଟିଳ ହେବାରେ ଲାଗିଛି । ଓଡ଼ିଶାର କଡ଼ା ଆଭିମୁଖ୍ୟରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି ଆନ୍ଧ୍ର । ଗୋଟିଏ ପଟେ ସୀମା ବିବାଦର ସମାଧାନ କଥା କହୁଛନ୍ତି ଆନ୍ଧ୍ର ଅଧିକାରୀ । ଆଉ ଓଡ଼ିଶା ସୀମା ଭିତରେ ସ୍ଥାନୀୟ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରୁଛନ୍ତି । କିନ୍ତୁ ଅନ୍ୟପଟେ ଗଳା ବାଟ ଦେଇ କୋଟିଆକୁ କବଜା କରିବାକୁContinue reading “ତେଜୁଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ । ସମାଧାନ ବଦଳରେ ଜଟିଳ ହେଉଛି ସ୍ଥିତି, ଗଳାବାଟ ଦେଇ ପଶୁଛନ୍ତି ଆନ୍ଧ୍ର ଅଧିକାରୀ”
ଅନଟନ ଭିତରେ ଜୀବନ ଜିଇଁବାକୁ ସଂଘର୍ଷ । ଅଜଣା ରୋଗରେ ଶଯ୍ୟାଶାୟୀ ରାଜମିସ୍ତ୍ରୀ ରାଜୀବ ମେହଣା, ବାପାଙ୍କ ଚିକିତ୍ସା ପାଇଁ ଆକୁଳ ଅନୁରୋଧ କୁନି ଝିଅ
କନକ ବ୍ୟୁରୋ : ଜୀବନ ବଂଚାଇବାକୁ କରୁଛନ୍ତି ଆକୁଳ ଅନୁରୋଧ । କୋହଭରା କଣ୍ଠରେ ସହାୟତା ମାଗିଛନ୍ତି ୩୪ ବର୍ଷୀୟ ରାଜମିସ୍ତ୍ରୀ ରାଜୀବ ମେହଣା । ନରସିଂହପୁର ନୂଆପାଟଣା ଗାଁର ରାଜୀବ । ଲୋକଙ୍କର ସୁନ୍ଦର ସୁନ୍ଦର ଘର ତୋଳୁଥିବା ରାଜୀବଙ୍କ ନିଜ ଘର ଅସଜଡା ହୋଇଯାଇଛି । ଅଜଣା ରୋଗରେ ପଡି ଛଟପଟ ହଉଛନ୍ତି । ଘରଦ୍ୱାର ଜମି ଓ ସୁନା ଗହଣା ଯାହା ଥିଲା ଚିକିତ୍ସା ପାଇଁ ବିକ୍ରି ସରିଛି । ହେଲେ ଏବେContinue reading “ଅନଟନ ଭିତରେ ଜୀବନ ଜିଇଁବାକୁ ସଂଘର୍ଷ । ଅଜଣା ରୋଗରେ ଶଯ୍ୟାଶାୟୀ ରାଜମିସ୍ତ୍ରୀ ରାଜୀବ ମେହଣା, ବାପାଙ୍କ ଚିକିତ୍ସା ପାଇଁ ଆକୁଳ ଅନୁରୋଧ କୁନି ଝିଅ”
ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ । ରାସ୍ତା ଠାରୁ ଶିକ୍ଷା ସବୁ ବିପର୍ଯ୍ୟସ୍ତ, ଗୁହାରୀ କଲେ ମଧ୍ୟ ଶୁଣୁନି ପ୍ରଶାସନ
କନକ ବ୍ୟୁରୋ : ବଣ ଜଙ୍ଗଲ ଘେରା ଗାଁ । ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକେ । ଗାଁ ଭିତରକୁ ଯିବାକୁ ନାଁ ଭଲ ରାସ୍ତାଟିଏ ଅଛି । ନା ଲୋକଙ୍କୁ ଭଲ ପିଇବାକୁ ପାଣି ମୁନ୍ଦାଏ ମିଳୁଛି । ଗାଁରେ ଶିକ୍ଷା ସ୍ୱାସ୍ଥ୍ୟ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି କହିଲେ ଚଳେ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଂଜାମ ଧରାକୋଟର ଉପାନ୍ତ ଗାଁ କଂଟେଇପଲ୍ଲିରେ । ସରକାରଙ୍କ ସବୁ ଯୋଜନା ଥାଇContinue reading “ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ । ରାସ୍ତା ଠାରୁ ଶିକ୍ଷା ସବୁ ବିପର୍ଯ୍ୟସ୍ତ, ଗୁହାରୀ କଲେ ମଧ୍ୟ ଶୁଣୁନି ପ୍ରଶାସନ”
ଅନୁଗୁଳ ନାବାଳକ ହତ୍ୟା ଘଟଣାରେ ୪ ଗିରଫ: ମଙ୍ଗଳାକୋଠି ପୂଜାରିଣୀ ଓ ତାଙ୍କ ୩ ପୁଅଙ୍କୁ ଗିରଫ କରିଛି ପୋଲିସ
କନକ ବ୍ୟୁରୋ: ଅନୁଗୁଳ ନାବାଳକ ହତ୍ୟା ଘଟଣାରେ ୪ ଗିରଫ । ଜଣେ ନାବାଳାକ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ନାବାଳାକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ମଙ୍ଗଳାକୋଠି ପୂଜାରିଣୀ ଓ ତାଙ୍କ ୩ ପୁଅ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । The post ଅନୁଗୁଳ ନାବାଳକ ହତ୍ୟା ଘଟଣାରେ ୪ ଗିରଫ: ମଙ୍ଗଳାକୋଠି ପୂଜାରିଣୀ ଓ ତାଙ୍କ ୩ ପୁଅଙ୍କୁ ଗିରଫContinue reading “ଅନୁଗୁଳ ନାବାଳକ ହତ୍ୟା ଘଟଣାରେ ୪ ଗିରଫ: ମଙ୍ଗଳାକୋଠି ପୂଜାରିଣୀ ଓ ତାଙ୍କ ୩ ପୁଅଙ୍କୁ ଗିରଫ କରିଛି ପୋଲିସ”