କନକ ବ୍ୟୁରୋ: କାର ରଖି ରାସ୍ତା କଡରେ ଛିଡା ହୋଇଥିଲେ ପୁଲିସ ଅଧିକାରୀ, ଟ୍ରକ୍ ମାଡି ଚାଲିଗଲା, ଘଟଣାସ୍ଥଳରେ ଛଟପଟ ହୋଇ ଚାଲିଗଲା ଜୀବନ । ଦିଲ୍ଲୀର ମଦିପୁର ମେଟ୍ରୋ ଷ୍ଟେସନ୍ ନିକଟ ରୋହତକ୍ ରୋଡ୍ ଅନ୍ତର୍ଗତ ପଞ୍ଜାବୀବାଗ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ ଇନ୍ସପେକ୍ଟରଙ୍କ କାରକୁ ଉକ୍ତ ଟ୍ରକ୍ ପଛ ପଟରୁ ଧକ୍କା ଦେଇଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ନିଜ କାରକୁ ରାସ୍ତାରେ ରଖି ବାହାରେ ଠିଆ ହୋଇଥିବାContinue reading “ପୁଲିସ ବାବୁଙ୍କ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଜୀବନ । ରାସ୍ତା କଡରେ କାର ରଖି ଛିଡା ହୋଇଥିବାବେଳେ ଅଘଟଣ”
Tag Archives: News
ହଜିଲା ପୁଅକୁ ବିକଳ ହୋଇ ଖୋଜୁଛି ମା’ । ହାତରେ ଫଟୋ ଧରି ବୁଲୁଛି ଗାଁ ଗାଁ, ପଚାରୁଛି ପୁଅର ଠିକଣା
କନକ ବ୍ୟୁରୋ: ବୟସର ଅପରାହ୍ନରେ ୪୧ବର୍ଷ ବୟସର ହଜିଲା ପୁଅକୁ ଖୋଜୁଛି ମା । ହାତରେ ପୁଅର ଫଟୋ, ମୁହଁରେ ପୁଅର ନାଁ । ବାଲେଶ୍ୱର ନୀଳଗୀରିର ଏ ଜାଗାରୁ ସେ ଜାଗାକୁ ବୁଲି ବୁଲି ନିଖୋଜ ପୁଅକୁ ଖୋଜୁଛନ୍ତି ପଶ୍ଚିମବଙ୍ଗ ମେଦିନପୁର ଏଗ୍ରା ଅଞ୍ଚଳର ବୃଦ୍ଧା ବାସନ୍ତୀ ଭୂୟାଁ । ୫ବର୍ଷ ପୂର୍ବରୁ ପେଟରୋଗର ଚିକିତ୍ସା ପାଇଁ ପୁଅ କେଦାର, ବୋହୁ ଓ ପୁଅ ଭୁବନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ଆସିଥିଲେ । ଏମ୍ସରୁ କେଦାରContinue reading “ହଜିଲା ପୁଅକୁ ବିକଳ ହୋଇ ଖୋଜୁଛି ମା’ । ହାତରେ ଫଟୋ ଧରି ବୁଲୁଛି ଗାଁ ଗାଁ, ପଚାରୁଛି ପୁଅର ଠିକଣା”
ସୀମା- ଅଞ୍ଜୁଙ୍କ ପରେ ସୀମା ପାରିକଲା ଆଉ ଏକ ପ୍ରେମ କହାଣୀ । ଫେସବୁକରେ ହେଲା ପ୍ରେମ, ବିବାହ କରିବାକୁ ଶ୍ରୀଲଙ୍କାରୁ ଆସି ଆନ୍ଧ୍ରରେ ପହଂଚିଲା ପ୍ରେମିକା
କନକ ବ୍ୟୁରୋ : ସୀମା ହାଇଦର ଠାରୁ ଅଞ୍ଜୁ ଓ ପୋଲାଣ୍ଡରୁ ଝାଡଖଣ୍ଡ ଆସିଥିବା ବାରବରା ପର୍ଯ୍ୟନ୍ତ ହେଉଥିବା ଚର୍ଚ୍ଚା ଥମିନଥିବା ବେଳେ ପୁଣି ଜଣେ ମହିଳା ପ୍ରେମକୁ ପାଇବାକୁ ସବୁ ସୀମା ପାର କରି ଏବେ ଆନ୍ଧ୍ରପ୍ରଦେଶରେ ପହଂଚିଛି । ୨୫ ବର୍ଷିୟା ଶ୍ରୀଲଙ୍କା ମହିଳା ଶିବକୁମାରୀ ବିଘ୍ନେଶ୍ୱରୀଙ୍କର ୬ବର୍ଷ ତଳୁ ଆନ୍ଧ୍ରପ୍ରଦେଶର ୨୮ ବର୍ଷିୟ ଲକ୍ଷ୍ମଣଙ୍କ ସହ ବନ୍ଧୁତା ହୋଇଥିଲା ।ଏବେ ସେହି ବନ୍ଧୁତା ବିବାହର ରୂପ ନେଇଛି । ଏକ ଜାତୀୟ ଗଣମାଧ୍ୟମରContinue reading “ସୀମା- ଅଞ୍ଜୁଙ୍କ ପରେ ସୀମା ପାରିକଲା ଆଉ ଏକ ପ୍ରେମ କହାଣୀ । ଫେସବୁକରେ ହେଲା ପ୍ରେମ, ବିବାହ କରିବାକୁ ଶ୍ରୀଲଙ୍କାରୁ ଆସି ଆନ୍ଧ୍ରରେ ପହଂଚିଲା ପ୍ରେମିକା”
ହାତୀକୁ ନିଆଁ ହୁଳା ମାଡ ଘଟଣା: ବନ ବିଭାଗର ୨ ସ୍କ୍ୱାର୍ଡ ବହିଷ୍କୃତ
କନକ ବ୍ୟୁରୋ: ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡରେ ହାତୀ ପଲ ଘଉଡାଇବା ପାଇଁ ହାତୀକୁ ନିଆଁହୁଳା ମାଡ଼ ଘଟଣାରେ ଦୁଇ ଜଣ ବହିଷ୍କୃତ । ବନ ବିଭାଗର ଦୁଇ ଜଣ ସ୍କ୍ୱାର୍ଡ ସଦସ୍ୟଙ୍କୁ ବହିଷ୍କୃତ କରାଯାଇଛି । ଏମାନେ କାର୍ଯ୍ୟରେ ନିୟୋଜିତ ଥିବା ସତ୍ତେ୍ୱ୍ୱ ହାତୀ ଉପରକୁ ନିଆଁହୁଳା ମାଡ଼ କରିଥିଲେ । କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ଗତ ୨୬ ଦିନ ଭିତରେ ପାଖାପାଖିContinue reading “ହାତୀକୁ ନିଆଁ ହୁଳା ମାଡ ଘଟଣା: ବନ ବିଭାଗର ୨ ସ୍କ୍ୱାର୍ଡ ବହିଷ୍କୃତ”
ବିରୋଧୀ ସାଂସଦଙ୍କୁ ମଣିପୁର ଚିନ୍ତା । ପୀଡିତଙ୍କୁ ଭେଟି ଆଶ୍ରୟ ଶିବିର ବୁଲି ଦେଖିଲେ , ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ରାଜ୍ୟପାଳଙ୍କ ସହ ଆଲୋଚନା କଲେ
କନକ ବ୍ୟୁରୋ: ମଣିପୁରରେ ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦ । ଗସ୍ତର ଦ୍ୱିତୀୟ ଦିନରେ ୨୧ଜଣ ସାଂସଦ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ପୀଡିତଙ୍କୁ ଭେଟିଛନ୍ତି । ହିଂସାରେ ପ୍ରଭାବିତ ଲୋକଙ୍କୁ ଆଶ୍ରୟସ୍ଥଳରେ ଯାଇ ଭେଟିଛନ୍ତି ସାଂସଦ । ପରେ ମଣିପୁର ରାଜ୍ୟପାଳ ଅନୁସୁଇୟା ଉକେଇଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାକ୍ଷାତ କାର୍ଯ୍ୟକ୍ରମ ପରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି ରାଜ୍ୟପାଳଙ୍କ ସହ ପ୍ରତିନିଧିମଣ୍ଡଳୀଙ୍କ ଆଲୋଚନା ସଫଳContinue reading “ବିରୋଧୀ ସାଂସଦଙ୍କୁ ମଣିପୁର ଚିନ୍ତା । ପୀଡିତଙ୍କୁ ଭେଟି ଆଶ୍ରୟ ଶିବିର ବୁଲି ଦେଖିଲେ , ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ରାଜ୍ୟପାଳଙ୍କ ସହ ଆଲୋଚନା କଲେ”
ନିର୍ବାଚନ ପାଇଁ ଗେହଲଟଙ୍କ ନୂଆ ଘୋଷଣା, ରାସନ କିଟ୍ ସହିତ ମାଗଣା ମିଳିବ ଏସବୁ ସାମଗ୍ରୀ
କନକ ବ୍ୟୁରୋ : ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛିି । ଏବେ ରାଜ୍ୟ ଶାସନରେ ଥିବା ଗେହଲଟ ସରକାର ପୁଣି ଥରେ ନିର୍ବାଚନ ଜିତି ସରକାର ଗଠନ କରବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏନେଇ ସରକାର ଲୋକଙ୍କ ପାଇଁ ଅନେକ ପ୍ରକାର ସହାୟତା ଘୋଷଣା କରିବାରେ ଲାଗିଛନ୍ତି । ଏପର୍ଯ୍ୟନ୍ତ ଗେହଲଟ ସରକାର ଲୋକଙ୍କ ପାଇଁ ଶସ୍ତା ବିଜୁଳି, ଶସ୍ତା ରୋଷେଇ ଗ୍ୟାସ ଓ ପାଣି ଯୋଗାଇ ଦେଉଥିବା ବେଳେContinue reading “ନିର୍ବାଚନ ପାଇଁ ଗେହଲଟଙ୍କ ନୂଆ ଘୋଷଣା, ରାସନ କିଟ୍ ସହିତ ମାଗଣା ମିଳିବ ଏସବୁ ସାମଗ୍ରୀ”
ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ କି ରୋଚକ ? ଦୌଡରେ ୩ ଭାରତୀୟ ବଂଶୋଦ୍ଭବ
କନକ ବ୍ୟୁରୋ : ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ଏବେକାର ରାଷ୍ଟ୍ରପତି ଜୋ ବାଇଡେନ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟକ୍କର ଆରମ୍ଭ ହୋଇଯାଇଛି । ହେଲେ ଏହା ମଧ୍ୟରେ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କ ନାମ ସାମ୍ନାକୁ ଆସିଛି । କହିରଖୁ କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ, ନିକ୍କି ହେଲିContinue reading “ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ କି ରୋଚକ ? ଦୌଡରେ ୩ ଭାରତୀୟ ବଂଶୋଦ୍ଭବ”
ସରକାରୀ ଚାକିରି କରାଇଦେବା ନାଁରେ ସାଂଘାତିକ ଠକେଇ । ଭାରତୀୟ ପୋଲିସ ପ୍ରୋଟେକସନ ଫୋର୍ସ ନାଁରେ ଠକେଇ ଅଭିଯୋଗ
କନକ ବ୍ୟୁରୋ: ସରକାରୀ ଚାକିରି କରେଇଦେବାକୁ କହି ସାଂଘାତିକ ଠକେଇ । ଏଭଳି ଅଭିଯୋଗ ହୋଇଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ । ଭାରତୀୟ ପୁଲିସ ପ୍ରୋଟେକ୍ସନ ଫୋର୍ସ ନାଁରେ ହୋଇଛି ଅଭିଯୋଗ । ରେଳ ବିଭାଗରେ ଚାକିରି କରାଇଦେବାକୁ କହି ପିଲାଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । The post ସରକାରୀ ଚାକିରି କରାଇଦେବା ନାଁରେ ସାଂଘାତିକ ଠକେଇ । ଭାରତୀୟ ପୋଲିସ ପ୍ରୋଟେକସନ ଫୋର୍ସ ନାଁରେ ଠକେଇ ଅଭିଯୋଗ first appeared onContinue reading “ସରକାରୀ ଚାକିରି କରାଇଦେବା ନାଁରେ ସାଂଘାତିକ ଠକେଇ । ଭାରତୀୟ ପୋଲିସ ପ୍ରୋଟେକସନ ଫୋର୍ସ ନାଁରେ ଠକେଇ ଅଭିଯୋଗ”
ହାତୀକୁ ନିଆଁ ହୁଳା ମାଡ ଘଟଣା: ବନ ବିଭାଗର ୨ ସ୍କ୍ୱାର୍ଡ ବହିଷ୍କୃତ
କନକ ବ୍ୟୁରୋ: ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡରେ ହାତୀ ପଲ ଘଉଡାଇବା ପାଇଁ ହାତୀକୁ ନିଆଁହୁଳା ମାଡ଼ ଘଟଣାରେ ଦୁଇ ଜଣ ବହିଷ୍କୃତ । ବନ ବିଭାଗର ଦୁଇ ଜଣ ସ୍କ୍ୱାର୍ଡ ସଦସ୍ୟଙ୍କୁ ବହିଷ୍କୃତ କରାଯାଇଛି । ଏମାନେ କାର୍ଯ୍ୟରେ ନିୟୋଜିତ ଥିବା ସତ୍ତେ୍ୱ୍ୱ ହାତୀ ଉପରକୁ ନିଆଁହୁଳା ମାଡ଼ କରିଥିଲେ । କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ଗତ ୨୬ ଦିନ ଭିତରେ ପାଖାପାଖିContinue reading “ହାତୀକୁ ନିଆଁ ହୁଳା ମାଡ ଘଟଣା: ବନ ବିଭାଗର ୨ ସ୍କ୍ୱାର୍ଡ ବହିଷ୍କୃତ”
ପୁଣି ବଢିଲା ଚାଉଳ ଦର : ଖାଉଟି ଅସନ୍ତୁଷ୍ଟ, ବ୍ୟବସାୟୀ ସଂଘ କହିଲା, ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ
କନକ ବ୍ୟୁରୋ: ପନିପରିବା ଦର ବୃଦ୍ଧି ପରେ ଏବେ ଚାଉଳ ଚିନ୍ତା । ଉପରମୁହାଁ ହେଲାଣି ଚାଉଳ ଦର । ରାଜ୍ୟବାସୀଙ୍କ ମୁଖ୍ୟ ଖାଦ୍ୟ କୁହାଯାଉଥିବା ଚାଉଳ ଦର ବଢିବାରେ ଲାଗିଛି । ସାଧାରଣ କିସମ ଚାଉଳ ଦର କିଲୋ ପିଛା ୧୦ରୁ ୧୨ ଟଙ୍କା ବୃଦ୍ଧି ହେଲାଣି । ଭୁବନେଶ୍ୱରରେ ସାଧାରଣ କିସମ ଚାଉଳ ପୂର୍ବରୁ କ୍ୱିଂଟାଲ ପିଛା ୨୫ ଶହ ଟଙ୍କା ଥିବା ବେଳେ ଏବେ ୩୫ ଶହ ଟଙ୍କାରେ ପହଞ୍ଚିିଲାଣି । କେବଳContinue reading “ପୁଣି ବଢିଲା ଚାଉଳ ଦର : ଖାଉଟି ଅସନ୍ତୁଷ୍ଟ, ବ୍ୟବସାୟୀ ସଂଘ କହିଲା, ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ”