କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମକୁ ନେଇ ୧୯୮୩ ମସିହାର ବିଶ୍ୱକପ୍ ବିଜେତା କ୍ୟାପଟେନ କପିଲ ଦେବ ବଡ ବୟାନ ଦେଇଛନ୍ତି । ସେ ପ୍ରଥମେ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ୱାସକୁ ନେଇ ଅନେକ ପ୍ରଶଂସା କରିଥିଲେ । ଏହାପରେ ସେ କହିଛନ୍ତି କି ଖେଳାଳି ନିଜକୁ ନିଜେ ସବୁକିଛି ଜାଣିଥିବା ଅନୁଭବ କରୁଛନ୍ତି, ତେଣୁ ସେମାନେ ଅନ୍ୟ କାହାର ପରାମର୍ଶ ନେବାକୁ ଜାରୁରୀ ମନେ କରୁନାହାଁନ୍ତି । କପିଲ ଦେବ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରContinue reading “ଭାରତୀୟ କ୍ରିକେଟ ଖେଳାଳିଙ୍କ ଉପରେ ବର୍ଷିଲେ କପିଲ ଦେବ । କହିଲେ ଭାରତୀୟ ଖେଳାଳି ଏବେ ଟଙ୍କା ଅହଂକାରରେ ବୁଡି ରହିଛନ୍ତି”
Tag Archives: News
ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ମୃତ: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସାଧୁ
କନକ ବ୍ୟୁରୋ: ଲୋକନାଥ ରୋଡ ଗୁରୁକୃପା ଆଶ୍ରମ ହତ୍ୟାକାଣ୍ଡ ବେଳେ ପ୍ରତିବାଦ କରୁଥିବା ଆହତ ବାବା ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ସମୟରେ ଲୋକନାଥ ରୋଡ ସ୍ଥିତ ଗୁରୁକୃପା ଆଶ୍ରମରେ ବିଶ୍ରାମ ନେଉଥିବା ବାବାଜି ଅର୍ଜୁନ ବାବା(୫୮)ଙ୍କୁ ସେହି ମଠରେ ରହୁଥିବା ଅନ୍ୟ ଜଣେ ବାବାଜି କାଠରେ ପିଟିପିଟି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ବେଳେ ପ୍ରତିବାଦ କରୁଥିବା ଅନ୍ୟ ଜଣେ ବାବା ଦୟାନିଧି ଦାସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।Continue reading “ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ମୃତ: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସାଧୁ”
ଧରାପଡ଼ିଲେ କୁଖ୍ୟାତ ଚେନ୍ ସ୍ନାଚର: ୩ ଜଣ ଲୁଟେରାଙ୍କୁ ଗିରଫ କଲା ମଂଚେଶ୍ୱର ଥାନା ପୋଲିସ
କନକ ବ୍ୟୁରୋ: ମଂଚେଶ୍ୱର ଥାନା ପୋଲିସ ହାତରେ କୁଖ୍ୟାତ ଚେନ୍ ସ୍ନାଚର । ଦୀର୍ଘଦିନ ଧରି ଏମାନେ କମିଶନରେଟ୍ ପୋଲିସ ପାଇଁ ଥିଲେ ମୋଷ୍ଟ ୱାଂଟେଡ । ରାଜଧାନୀର ବିଭିନ୍ନ ଥାନାରେ ରହିଥିଲା ଏମାନଙ୍କ ନାଁରେ ମାଳମାଳ ମାମଲା । ମର୍ଣ୍ଣିଂ ୱାକରେ ଯାଉଥିବା ଲୋକଙ୍କୁ କରୁଥିଲେ ଟାର୍ଗେଟ୍ । ପଲସର ବାଇକରେ ଯାଇ ଚେନ୍ ସ୍ନାଚିଂ କରି ଫେରାର ହୋଇଯାଉଥିଲେ । ଗିରଫ ହୋଇଥିବା ତିନି ଜଣ ଲୁଟେରା ହେଉଛନ୍ତି ଶେଖ୍ ସୋନୁ, ପିଂଟନ କୁମାର,Continue reading “ଧରାପଡ଼ିଲେ କୁଖ୍ୟାତ ଚେନ୍ ସ୍ନାଚର: ୩ ଜଣ ଲୁଟେରାଙ୍କୁ ଗିରଫ କଲା ମଂଚେଶ୍ୱର ଥାନା ପୋଲିସ”
ଆଇପିଏଲକୁ ନେଇ ବଡ ଖବର । ଆସନ୍ତାବର୍ଷ ବିଦେଶରେ ଖେଳାଯାଇପାରେ ଆଇପିଏଲ । ଜାଣନ୍ତୁ, ଏହା ପଛର କାରଣ କଣ?
କନକ ବ୍ୟୁରୋ: ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲକୁ ନେଇ ଆସିଲା ବଡ ଖବର । ଆସନ୍ତାବର୍ଷ ବିଦେଶରେ ଖେଳାଯାଇପାରେ ଏହି କ୍ରିକେଟ୍ ଲିଗ୍ । ଆସନ୍ତାବର୍ଷ ଅର୍ଥାତ ୨୦୨୪ରେ ଲୋକସଭା ନିର୍ବାଚନ ଦେଖିବ ଭାରତ । ତେଣୁ ଏହି କାରଣରୁ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟକୁ ଜଲଦି କିମ୍ବା ବିଦେଶରେ ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତୁତ ହେଉଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଅଛି । ତେଣୁ ଏଭଳିContinue reading “ଆଇପିଏଲକୁ ନେଇ ବଡ ଖବର । ଆସନ୍ତାବର୍ଷ ବିଦେଶରେ ଖେଳାଯାଇପାରେ ଆଇପିଏଲ । ଜାଣନ୍ତୁ, ଏହା ପଛର କାରଣ କଣ?”
ଘର ଖଣ୍ଡେ ପାଇଁ ହ୍ୱିଲ ଚେୟାରରେ ଧାଉଁଛନ୍ତି ସରକାରୀ ଅଫିସ । ଶୁଣୁ ନାହାନ୍ତି କେହି, ଲାଞ୍ଚ ମାଗୁଛନ୍ତି ବାବୁ…
କନକ ବ୍ୟୁରୋ: ପାଦେ ଚାଲିବାକୁ ଏ ପାଦରେ ଆଉ ଆଗପରି ବଳ ନାହିଁ, ଦେହରେ ଶକ୍ତି ନାହିଁ ବି ପରିବାରର ବୋଝକୁ ବୋହିବାକୁ । ଗୋଟିଏ ଦୁର୍ଘଟଣା ସବୁକିଛି ଓଲଟପାଲଟ କରିଦେଇଛି । ଶକ୍ତିଶାଳୀ ପାଦକୁ ଶକ୍ତିହୀନ କରିଦେଇଛି, ବାଟ ଚାଲିବାକୁ ହ୍ୱିଲ ଚେୟାର ଓ ଆଶାବାଡି ଧରେଇ ଦେଇଛି । ଜୀବନ ଏବେ ଯନ୍ତ୍ରଣାଦାୟକ, ସ୍ୱପ୍ନ ଏବେ ରୋଗଶଯ୍ୟାରେ । ଭାବିଲେ ବା ଲାଭ କଣ, ନା କିଛି କରି ହେଉଛି ନା ସରକାରୀ ସହାୟତାContinue reading “ଘର ଖଣ୍ଡେ ପାଇଁ ହ୍ୱିଲ ଚେୟାରରେ ଧାଉଁଛନ୍ତି ସରକାରୀ ଅଫିସ । ଶୁଣୁ ନାହାନ୍ତି କେହି, ଲାଞ୍ଚ ମାଗୁଛନ୍ତି ବାବୁ…”
ପୁଣି ସାମ୍ନାକୁ ଆସିଲା ସୀମାପାର ପ୍ରେମ କାହାଣୀ । ପ୍ରେମିକକୁ ପାଇବାକୁ ଶ୍ରୀଲଙ୍କାରୁ ଆସିଲେ ଗର୍ଲଫ୍ରେଣ୍ଡ ।
କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ସୀମାପାର ପ୍ରେମ କାହାଣୀ । ପ୍ରେମିକକୁ ଭେଟିବାକୁ ଶ୍ରୀଲଙ୍କାରୁ ଚାଲିଆସିଲେ ପ୍ରେମିକା । ସୀମା-ସଚିନ ଏବଂ ଅଞ୍ଜୁ-ନସରୁଲ୍ଲାଙ୍କ ସୀମାପାର୍ ପ୍ରେମ କାହାଣୀ ପରେ ଏବେ ଲକ୍ଷ୍ମଣଙ୍କୁ ବିବାହ କରିବାକୁ ଶ୍ରୀଲଙ୍କାରୁ ଚାଲିଆସିଛନ୍ତି ଶିବକୁମାରୀ । ଯାହା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଣ୍ଟିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଶ୍ରୀଲଙ୍କାର ଶିବକୁମାରୀ ନାମକ ୨୫ ବର୍ଷୀୟ ମହିଳା ଆନ୍ଧ୍ର ପ୍ରଦେଶର ୨୮ ବର୍ଷୀୟ ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି ।Continue reading “ପୁଣି ସାମ୍ନାକୁ ଆସିଲା ସୀମାପାର ପ୍ରେମ କାହାଣୀ । ପ୍ରେମିକକୁ ପାଇବାକୁ ଶ୍ରୀଲଙ୍କାରୁ ଆସିଲେ ଗର୍ଲଫ୍ରେଣ୍ଡ ।”
ମନରେ ଅଛି କି ଭୟ? ଚିନ୍ତାରେ ଅଛନ୍ତି କି ଆପଣ? ଜାଣନ୍ତୁ କରିବେ କଣ…
କନକ ବ୍ୟୁରୋ: କରୋନା ମହାମାରୀ ପରେ ସାରା ଦୁନିଆରେ ଏଙ୍ଗଜାଇଟି ଆଉ ଡିପ୍ରେସର ମାମଲା ସାମ୍ନାକୁ ଆସୁଛି । ୨୫ ପ୍ରତିଶତର ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଛି । ଏହି ଦାବି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟରୁ ସାମ୍ନାକୁ ଆସିଛି । ଏହିଭଳି ଭୟଙ୍କର ସ୍ଥିତି ମଧ୍ୟରେ ଆମେରିକାର ଏକ ଏକ୍ସପର୍ଟଙ୍କ ଟାସ୍କଫୋର୍ସ ୬୫ ବର୍ଷ ଯାଏ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଙ୍ଗଜାଇଟି ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ଭାରତରେ ମଧ୍ୟ କରୋନା ଏବଂ ଲକଡାଉନ ପରେContinue reading “ମନରେ ଅଛି କି ଭୟ? ଚିନ୍ତାରେ ଅଛନ୍ତି କି ଆପଣ? ଜାଣନ୍ତୁ କରିବେ କଣ…”
୧୬ ହଜାର ଏକର ଜମି, ଲକ୍ଷେ କୋଟି ଟଙ୍କାର ସମ୍ପତ୍ତି, ପାର୍କିଂରେ ରହିଛି ୩୮ରୁ ଅଧିକ ବିମାନ
କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଧନୀ ରାଜା, ଯାହାଙ୍କ ପାଖରେ କେବଳ ଅସୀମିତ ସମ୍ପତ୍ତି ନୁହେଁ ବରଂ ରହିଛି ବହୁ ସଂଖ୍ୟାର ବିମାନ ସମେତ ଶହ ଶହ ଦାମୀ ଗାଡି । ଏହି ରାଜାଙ୍କ ନାମ କିଙ୍ଗ ମହା ଜେିରାଲୈଗକୋର୍ନ । ଏବେ ତାଙ୍କୁ ଲୋକମାନେ କିଙ୍ଗ ରାମା ଏକ୍ସ ନାମରେ ଜାଣିଛନ୍ତି । ଥାଇଲାଣ୍ଡର ରାଜା ବୋ ପରେ ଏବେ ସେ ବିଶ୍ୱର ସବୁଠାରୁ ଧନୀ ରାଜା ତାଲିକାରେ ସ୍ଥାନ ପାଇଛନ୍ତି । ତାଙ୍କContinue reading “୧୬ ହଜାର ଏକର ଜମି, ଲକ୍ଷେ କୋଟି ଟଙ୍କାର ସମ୍ପତ୍ତି, ପାର୍କିଂରେ ରହିଛି ୩୮ରୁ ଅଧିକ ବିମାନ”
ଦୁଷ୍କର୍ମକାରୀଙ୍କୁ ପିଟି ପିଟି ହତ୍ୟା କଲେ ପୀଡିତାଙ୍କ ବାପା ଓ ଦାଦା । ଥାନାରେ ଆତ୍ମସମପର୍ଣ କଲେ ଦୁଇ ଅଭିଯୁକ୍ତ
କନକ ବ୍ୟୁରୋ: ବାଲିଗୁଡ଼ା ରାଇକିଆ ଥାନା ଅର୍ନ୍ତଗତ ଗ୍ରାମରେ ଅଭାବନୀୟ ଘଟଣା । ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣି ବାପା ଓ ଦାଦା ମିଶି ଦୁଷ୍କର୍ମକାରୀଙ୍କୁ ପିଟି ପିଟି କଲେ ହତ୍ୟା । ମୃତକଙ୍କ ଜଣକ ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ତେବେ ହତ୍ୟାକାଣ୍ଡ କରିବା ପରେ ଦୁଇ ଅଭିଯୁକ୍ତ ରାଇକିଆ ଥାନାରେ ଆତ୍ମସମପର୍ଣ କରିଛନ୍ତି । The post ଦୁଷ୍କର୍ମକାରୀଙ୍କୁ ପିଟି ପିଟି ହତ୍ୟା କଲେ ପୀଡିତାଙ୍କ ବାପା ଓ ଦାଦା ।Continue reading “ଦୁଷ୍କର୍ମକାରୀଙ୍କୁ ପିଟି ପିଟି ହତ୍ୟା କଲେ ପୀଡିତାଙ୍କ ବାପା ଓ ଦାଦା । ଥାନାରେ ଆତ୍ମସମପର୍ଣ କଲେ ଦୁଇ ଅଭିଯୁକ୍ତ”
ଦୁର୍ଦ୍ଦାନ୍ତ ଅପରାଧୀକୁ ଗାଁ ମଝିରେ ଚଲାଇ ଚଲାଇ ନେଲା ପୁଲିସ । ଦୀର୍ଘ ଦିନ ହେବ ଥିଲେ ଫେରାର
କନକ ବ୍ୟୁରୋ: ଦୀର୍ଘ ୭ ବର୍ଷ ହେଲା ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧିକୁ ଗିରଫ କରି ଗାଁରେ ଚଲାଇ ଚଲାଇ ବୁଲାଇଲା ପୋଲିସ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ଖଲ୍ଲିକୋଟ ଥାନା ମାଣିକ୍ୟପୁର ଗାଁର ବିଭୁ ଜେନା ୭ ବର୍ଷ ତଳେ ବିଭିନ୍ନ ମାମଲାରେ ଗିରଫ ହୋଇଥିଲେ । ବେଲ୍ ହୋଇ ଜେଲରୁ ଆସିବା ପରେ ସେ ଖଲ୍ଲିକୋଟ ଅଂଚଳରୁ ଫେରାର ଥିଲେ । ମଝିରେ ମଝିରେ ସେContinue reading “ଦୁର୍ଦ୍ଦାନ୍ତ ଅପରାଧୀକୁ ଗାଁ ମଝିରେ ଚଲାଇ ଚଲାଇ ନେଲା ପୁଲିସ । ଦୀର୍ଘ ଦିନ ହେବ ଥିଲେ ଫେରାର”